ଜନ ଅବ୍ରାହମଙ୍କ ସହ ଅନସ୍କ୍ରିନ ରୋମାନ୍ସ କରିବେ ତମନ୍ନା!
ମୁମ୍ବାଇ: ଅଭିନେତ୍ରୀ ତମନ୍ନା ଭାଟିଆ ଏବେ ତାଙ୍କ ସିରିଜ ‘ଜି କରଦା’କୁ ନେଇ ଅଛନ୍ତି ଚର୍ଚ୍ଚାରେ। ବହୁତ ଭଲ ପରଫରମାନ୍ସ ଦେଇ ତାଙ୍କ ଆକ୍ଟିଂ ସ୍କିଲର ପ୍ରମାଣ ଏହି ଶୋ’ରେ ପ୍ରଦର୍ଶିତ କରିଛନ୍ତି ଅଭିନେତ୍ରୀ।ଅନ୍ୟପଟେ ଆକ୍ସନ ଷ୍ଟାର ଜନ ଅବ୍ରାହମ ପଠାନରେ…
ବଦଳିଲା ସମୁଦ୍ରର ୫୬ ପ୍ରତିଶତ ପାଣିର ରଙ୍ଗ, ବୈଜ୍ଞାନିକ କଲେ ଆଶ୍ଚର୍ଯ୍ୟଜନକ ଖୁଲାସା
ଏକ ଅଧ୍ୟୟନରେ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି ଯେ, ଗତ ଦୁଇ ଦଶନ୍ଧି ମଧ୍ୟରେ ୫୬ ପ୍ରତିଶତରୁ ଅଧିକ ମହାସାଗର ରଙ୍ଗ ବଦଳିଯାଇଛି। ଯାହା ପୃଥିବୀର ସମୁଦାୟ ଭୂମି କ୍ଷେତ୍ରଠାରୁ ବଡ଼ ଅଟେ। ମାନବ-ଜଳବାୟୁ ପରିବର୍ତ୍ତନ ଏହା ପଛର କାରଣ ବୋଲି କୁହାଯାଉଛି।…
ଆଲିଆଙ୍କ ପାଇଁ କରନ୍ ଜୋହର ଦେଲେ ବଡ଼ ବଳିଦାନ
ବମ୍ବେ: ନିର୍ମାତା ତଥା ନିର୍ଦ୍ଦେଶକ କରନ ଜୋହର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ମଧ୍ୟରେ ଥିବା ସମ୍ପର୍କ କାହାକୁ ବା ଅଛପା। କରନ୍ ଅଭିନେତ୍ରୀଙ୍କୁ ଝିଅ ବୋଲି କୁହନ୍ତି। ତାଙ୍କ ପାଇଁ କିଛି ବି କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଏଇ…
ଅଳିଆ ଗଦାରେ ପଡ଼ିଛି ଅଜଣା ମହିଳାଙ୍କ ମୃତଦେହ
ବାଣପୁର,୧୩ା୭(ଦିଲ୍ଲୀପ କୁମାର ସ୍ବାଇଁ): ଖୋର୍ଦ୍ଧା ଜିଲା ବାଣପୁର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ରାସ୍ତାପାର୍ଶ୍ୱରେ ପଡ଼ୁଥିବା ଏକ ଅଳିଆ ଆବର୍ଜନା ଗଦାରୁ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ କରିଛି ବାଣପୁର ପୋଲିସ। ସୂଚନାନୁଯାୟୀ, ଆଜି ସକାଳୁ…
ମୋ ନାଁ ନେଇ ଚାଲିଛି ବଡ଼ ଠକେଇ: ସଞ୍ଜୟ ସିଂ
ନୂଆଦିଲ୍ଲୀ,୧୩।୭: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମ୍ପି ସଞ୍ଜୟ ସିଂ ମୁମ୍ବାଇ ଏବଂ ମଧ୍ୟପ୍ରଦେଶ ପୋଲିସ ନିକଟରେ ଏକ ଅଭିଯୋଗ କରିଛନ୍ତି। ସଞ୍ଜୟ ସିଂ ଟୁଇଟ କରି କହିଛନ୍ତି, ମୋ ନାଁ ନେଇ ଏକ ବଡ଼ ଠକେଇ ଚାଲିଛି। ମୋ…
କେଜ୍ରିଓ୍ବାଲ, ସଞ୍ଜୟ ସିଂଙ୍କୁ ଜୁଲାଇ ୨୬ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ,୧୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଗ୍ରୀ ଉପରେ ଅପମାନଜନକ ତଥା ଅପମାନଜନକ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅଡୁଆ ବଢିଲା। କେଜ୍ରିଓ୍ବାଲ ଏବଂ ଏଏପି ରାଜ୍ୟ ସଭା ସଦସ୍ୟ ସଞ୍ଜୟ ସିଂଙ୍କୁ ଜୁଲାଇ ୨୬ରେ କୋର୍ଟରେ ହାଜର ହେବାକୁ ଅହମ୍ମଦାବାଦ…
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଏସ୍ଆଇ
ଭୁବନେଶ୍ୱର,୧୩ା୭(ସୂର୍ଯ୍ୟକାନ୍ତ ବେହେରା): ସହିଦନଗର ଥାନାର ଏଏସ୍ଆଇ ମମତା ବସ୍ତିଆ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ମାମଲାରେ ସହଯୋଗ କରିବା ପାଇଁ ଏତଲାକାରୀଙ୍କଠାରୁ ଲାଞ୍ଚ ନେଉଥିଲେ। ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି। ମମତାଙ୍କ…
‘ଇଣ୍ଡିଆନ ୨’ ପାଇଁ କମଲ ହାସନଙ୍କ ଜବରଦସ୍ତ ଟ୍ରାନ୍ସଫରମେଶନ,ମେକଅପ ପାଇଁ ଲାଗିଲା ୪ ଘଣ୍ଟା
ମୁମ୍ବାଇ: ସାଉଥ ତଥା ବଳିଉଡର ଆଗଧାଡିର ଅଭିନେତା କମଲ ହାସନ ଲୁକ ବଦଳାଇବାରେ ଖୁବ ଓସ୍ତାଦ। ସେ ତାଙ୍କ ଫିଲ୍ମରେ ଭିନ୍ନ ଭିନ୍ନ ଲୁକ ରଖିବାକୁ ପସନ୍ଦ କରିଥାଆନ୍ତି। ଆକ୍ଟର ପ୍ରତିଥର କିଛି ଭିନ୍ନ ତଥା ଦମଦାର ଚରିତ୍ରରେ ନଜର ଆସିଥାଆନ୍ତି।…
୨୬ ରାଫେଲ, ୩ ସ୍କର୍ପିନ ବୁଡ଼ାଜାହାଜ କିଣିବ ଭାରତ, ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ପ୍ରସ୍ତାବକୁ ଦେଲା ମଞ୍ଜୁରୀ
ନୂଆଦିଲ୍ଲୀ,୧୩।୭:ଏକ ପ୍ରମୁଖ ପ୍ରତିରକ୍ଷା ଚୁକ୍ତିରେ ଭାରତ ଫ୍ରାନ୍ସରୁ ୨୬ ରାଫେଲ ଯୁଦ୍ଧ ବିମାନ ଏବଂ ୩ଟି ସ୍କର୍ପିନ ବୁଡ଼ାଜାହାଜ କିଣିବାକୁ ଯୋଜନା କରିଛି। ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଏହାକୁ ଅନୁମୋଦନ କରିଛି। ଏନେଇ ଜଣେ ପ୍ରତିରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ…
ଏମ୍ଜିଏନ୍ଆର୍ଜିଏସ୍ରେ ଦୁର୍ନୀତି ଅଭିଯୋଗ: ପ୍ରକଳ୍ପ ପରିଦର୍ଶନ କଲେ ବିଡିଓ
ଦାରିଙ୍ଗବାଡ଼ି,୧୩ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଅଞ୍ଚଳକୁ ଗୁରୁବାର ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର ଗସ୍ତ କରିଛନ୍ତି। ସେ ଉକ୍ତ ପଞ୍ଚାୟତର ଦଡିବାଡ଼ି ଗାଁ ସମେତ କୁଡ଼ିମୁଞ୍ଜା, ଲାରିବାଡ଼ି, ସିମନବାଡ଼ି ଆଦି ଅଞ୍ଚଳରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ…
ଜୁଲାଇ ୧୬ ପର୍ଯ୍ୟନ୍ତ ଗୋ ଫାର୍ଷ୍ଟର ଉଡାଣ ବାତିଲ
ନୂଆଦିଲ୍ଲୀ,୧୩।୭: ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ଗୋ ଫାର୍ଷ୍ଟର ଉଡାଣ ସେବା ବର୍ତ୍ତମାନ ୧୬ ଜୁଲାଇ ପର୍ଯ୍ୟନ୍ତ ବାତିଲ କରାଯାଇଛି। ଏୟାରଲାଇନ୍ସ ଏକ ବିବୃତ୍ତି ଜାରି କରି ଏ ବିଷୟରେ ସୂଚନା ଦେଇଛି। ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଗୋ…
ବିପଦରେ ଦିନିକିଆ କ୍ରିକେଟ୍ର ଭବିଷ୍ୟତ
ନୂଆଦିଲ୍ଲୀ,୧୩।୭: ୨୦୨୭ ଦିନିକିଆ ବିଶ୍ୱକପ ପରେ ଦ୍ୱିପାକ୍ଷିକ ଦିନିକିଆ ସିରିଜ ବନ୍ଦ କରାଯାଉ ବୋଲି ଏମ୍ସିସି ପରାମର୍ଶ ଦେଇଛି। ଅଷ୍ଟ୍ରେଲିଆ-ଇଂଲଣ୍ଡ ଲର୍ଡ ଟେଷ୍ଟ ସମୟରେ ଏମସିସି ଆଇସିସିକୁ କହିଛି। ସମଗ୍ର ବିଶ୍ୱରେ ଟି-୨୦ ଫର୍ମାଟ ଏବଂ ଫ୍ରାଞ୍ଚାଇଜ କ୍ରିକେଟ ପାଇଁ କ୍ରେଜ…
Archives


