ଗୋହତ୍ୟା କରି ବନ୍ଧା ହେଲେ ୪ ଅଭିଯୁକ୍ତ
କୋରୁକୋଣ୍ଡା ୨୫।୮(ଅବିନାଶ ବେହେରା): ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ କୋଇଲିପରି ନିକଟ ଜଙ୍ଗଲରେ କେତେକ ବ୍ୟକ୍ତି ଗାଈଙ୍କୁ ହତ୍ୟା କରି ମାଂସ କାଟୁ ଥିବା ସ୍ଥାନୀୟ ଲୋକେ ଦେଖି ଥାନାକୁ ଜଣାଇଥିଲେ। ଖବର ପାଇ ମାଲକାନଗିରି ଆଦର୍ଶ ଥାନା ଏସ୍ଆଇ…
୪ ନୂଆ ଜିଲା ପ୍ରସ୍ତାବକୁ ଆସାମ କ୍ୟାବିନେଟରେ ଅନୁମୋଦନ
ଗୁଆହାଟୀ,୨୫ା୮: ଆସାମରେ ୪ ନୂଆ ଜିଲା ଓ ୮୧ ସବ୍ଡିଭିଜନ ପ୍ରତିଷ୍ଠା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ୧୦୦ତମ କ୍ୟାବିନେଟ ବୈଠକ ପରେ ଏହି ସୂଚନା ଦେଇଛନ୍ତି। ରାଜ୍ୟରେ ୪ ନୂଆ ଜିଲା ପୁନର୍ଗଠନ କରାଯାଇଛି।…
ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତା ପୁରସ୍କାର, ଦୁଃଖ ପ୍ରକାଶ କଲେ ଅନୁପମ
ବମ୍ବେ: ଘୋଷଣା ହୋଇଛି ୬୯ତମ ଜାତୀୟ ପୁରସ୍କାର। ଏଥିରେ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନରଗିସ ଦତ୍ତ ଶ୍ରେଷ୍ଠ ଫିଚ୍ର ଫିଲ୍ମ ପୁରସ୍କାର ମିଳିଛି। ଏହାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ଅଭିନେତା ଅନୁପମ ଖେର। ହେଲେ ନିଜକୁ ଶ୍ରେଷ୍ଠ…
ଦ୍ୱିତୀୟ ଥର ପାଇଁ ବାପା ହେଲେ ଯୁବରାଜ, ଘରକୁ ଆସିଲା ରାଜକୁମାରୀ
ନୂଆଦିଲ୍ଲୀ,୨୫।୮: ଦ୍ୱିତୀୟ ଥର ଲାଗି ପିତା ହୋଇଛନ୍ତି ଭାରତର ପୂର୍ବତନ କ୍ରିକେଟର ଯୁବରାଜ ସିଂହ। ୟୁଭି ଏବଂ ପତ୍ନୀ ହେଜଲ କିଚ୍ଙ୍କ ଘରକୁ କନ୍ୟା ସନ୍ତାନ ଆସିଛି। ଏନେଇ କ୍ରିକେଟର ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ପୁଅ-ଝିଅଙ୍କ ସହ ଫଟୋ ଶେୟାର…
ସରକାରୀ କ୍ୱାର୍ଟର୍ସରୁ ଖସିଲା ପ୍ଲାଷ୍ଟର: ରାଜସ୍ବ ନିରୀକ୍ଷକ ଗୁରୁତର
ମୋରଡା,୨୫।୮(ସ୍ମାରକ ମାଜୀ): ମୟୁରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ଗଡ଼ିଗାଁ ପଞ୍ଚାୟତରେ ଥିବା ସରକାରୀ କ୍ୱାର୍ଟର୍ସ ଛାତର ପ୍ଲାଷ୍ଟର ଖସି ଗଡିଗାଁ ରାଜସ୍ବ ନିରୀକ୍ଷକ ଗୁରତର ଆହତ ହୋଇଛନ୍ତି l ମିଳିଥିବା ସୂଚନା ମୁତାବକ, ରାଜସ୍ବ ନିରୀକ୍ଷକ ସେବତୀ କିସ୍କୁ ତାଙ୍କ…
ଲାଞ୍ଚ ମାମଲାରେ ଅବସରପ୍ରାପ୍ତ ତହସିଲଦାରଙ୍କୁ ୨ବର୍ଷ ଜେଲଦଣ୍ଡ
କେନ୍ଦୁଝର,୨୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ରଞ୍ଜିତା ଦଳେଇ ଶୁକ୍ରବାର ଏକ ଲାଞ୍ଚ ମାମଲାର ଶୁଣାଣୀ କରି ଅବସରପ୍ରାପ୍ତ ତହସିଲଦାର ଏବଂ ପିଅନଙ୍କୁ ଜେଲ ଦଣ୍ଡାଦେଶ କରିଛନ୍ତି। ସେମାନେ ହେଲେ ପୂର୍ବତନ ତହସିଲଦାର ପ୍ରଦୀପ କୁମାର ନାୟକ…
ଦୋଷ ଲଦାଲଦିରେ ଶେଷ ହେଲା ପଞ୍ଚାୟତ ସମିତି ବୈଠକ
ମୋରଡ଼ା,୨୫।୮(ସ୍ମାରକ ମାଜୀ): ମୟୁରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା କନ୍ଫରେନ୍ସ ହଲ୍ରେ ବ୍ଲକ ଅଧ୍ୟକ୍ଷା ପାନମଣି ମାର୍ଣ୍ଡିଙ୍କ ଅଧ୍ୟକ୍ଷତାରେ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ମୁଖ୍ୟଧ୍ ଅତିଥି ଭାବେ ବିଧାୟକ ରାଜକିଶୋର ଦାସଯୋଗ ଦେଇଥିବା ବେଳେ…
ଟେମ୍ପୋ ମିଶନ: ପ୍ରଦୂଷଣର ମନିଟରିଂ ଉପକରଣରୁ ଫଟୋ ଶେୟାର କଲା ନାସା
ଓ୍ବାଶିଂଟନ୍,୨୫।୮: ଆମେରିକାର ସ୍ପେସ ଏଜେନ୍ସି ନାସା ଚଳିତ ବର୍ଷ ଆରମ୍ଭରେ ନୂତନ ପ୍ରଦୂଷଣ-ମନିଟରିଂ ଉପକରଣରୁ ପ୍ରଥମ ଡାଟା ମ୍ୟାପ ପ୍ରକାଶ କରିଛି। ଭୂମଧ୍ୟ ରେଖାରୁ ୨୨ହଜାର ମାଇଲ ଉପରେ, ନାସାର ଟେମ୍ପୋ କିମ୍ବା ଟ୍ରପୋସଫେରିକ ର୍ନିଗମନ ପ୍ରଦୂଷଣର ମନିଟରିଂ ହେଉଛି ପ୍ରଥମ…
ଭାଜପାର ଜନ ଆଶୀର୍ବାଦ ଯାତ୍ରା ପାଇଁ ୭ ରଥ ପ୍ରସ୍ତୁତ, ୨୨ ଦିନରେ ଅତିକ୍ରମ କରିବ ୧୦ ହଜାର କିଲୋମିଟର
ଭୋପାଳ,୨୫।୮: ଭାରତୀୟ ଜନତା ପାର୍ଟି(ଭାଜପା)ର ଜନ ଆଶୀର୍ବାଦ ଯାତ୍ରା ୨ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି। ଆଶୀର୍ବାଦ ଯାତ୍ରା ପାଇଁ ଭାଜପା ୭ ରଥ ପ୍ରସ୍ତୁତ କରିଛି। ଏଥିମଧ୍ୟରୁ ୫ ରଥ ଯାତ୍ରାରେ ସାମିଲ ହେବ, ଅନ୍ୟ ୨ଟି ରଥ ଏମରଜେନ୍ସି…
ବିଧାୟକ ପ୍ରଦୀପଙ୍କ ଗାଡ଼ି ଉପରକୁ ଅଣ୍ଡା, ପଥର ମାଡ଼
ଗୋପାଳପୁର,୨୫।୮(ନବୀନରାଜ ଆଚାରୀ): ବ୍ରହ୍ମପୁର ନିକଟସ୍ଥ ୧୬ ନଂ. ଜାତୀୟ ରାଜପଥ ଲାଞ୍ଜିପଲ୍ଲୀ ନିକଟରେ ଶୁକ୍ରବାର ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକ ଏବଂ ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି। ପୋଲିସ ଉପସ୍ଥିତିରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏପରିକି ପ୍ରଦୀପଙ୍କ କାର୍…
ମଣିପୁର ହିଂସା ସିବିଆଇ ମାମଲାର ଶୁଣାଣି ଗୁଆହାଟୀରେ ହେବ
ନୂଆଦିଲ୍ଲୀ,୨୫।୮: ସିବିଆଇ ଦ୍ୱାରା ଯାଞ୍ଚ କରାଯାଉଥିବା ମଣିପୁର ହିଂସା ମାମଲାର ଶୁଣାଣି ଆସାମର ରାଜଧାନୀ ଗୁଆହାଟୀରେ କରାଯିବ। ସୁପ୍ରିମକୋର୍ଟ ଗୁଆହାଟୀ ହାଇକୋର୍ଟର ପ୍ରଧାନ ବିଚାରପତିଙ୍କୁ ଏକ କିମ୍ବା ଅଧିକ ବିଚାରପତିଙ୍କୁ ଦାୟିତ୍ୱ ଦେବାକୁ କହିଛନ୍ତି। ଏହି ଶୁଣାଣି ଅନଲାଇନ ମୋଡରେ ଅନୁଷ୍ଠିତ…
ଦିଲ୍ଲୀରୁ ଜବଲପୁର ଯାଉଥିବା ବିମାନ ଜୟପୁରରେ କଲା ଜରୁରୀ ଅବତରଣ
ଜୟପୁର,୨୫।୮: ଘରୋଇ ଏୟାରଲାଇନ୍ସର ଏକ ପାସେଞ୍ଜର ବିମାନକୁ ଶୁକ୍ରବାର ଜୟପୁର ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି। ଏୟାରଲାଇନ୍ସ ଏୟାର ବିମାନର ବିମାନ ଦିଲ୍ଲୀ ବିମାନବନ୍ଦରରୁ ଉଡାନ ଭରି ଜବଲପୁର ଯାଉଥିଲା। ଏହି ସମୟରେ ଜଣେ ୫୨ ବର୍ଷୀୟ ଯାତ୍ରୀ ଅସୁସ୍ଥ…
Archives


