Home Left

କେନ୍ଦୁପତ୍ର ବୋଝେଇ ପିକଅପ ଭ୍ୟାନ ଜବତ: ଦୁଇ ଗିରଫ

କେନ୍ଦୁଝର,୨୨।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଭୂୟାଁ ଓ ଜୁଆଙ୍ଗ ପିଢ ରେଞ୍ଜ ଅନ୍ତର୍ଗତ ସାନଘାଗରା ନିକଟରୁ ଏନଏଚ୍‌ ୪୯ରୁ ବନ ବିଭାଗ ଏକ ଚୋରା କେନ୍ଦୁପତ୍ର ବୋଝେଇ ପିକଅପ୍‌ ଭ୍ୟାନ ଜବତ କରିଛି। ସୋମବାର ରାତିରେ ପାଟ୍ରୋଲିଙ୍ଗ ସମୟରେ ଧରାପଡ଼ିଥିବା ବେଳେ…

ସ୍ବାଭାବିକ ହେଉଛି ମଣିପୁର, ହଟିଲା ଏନ୍‌ଏଚ୍‌-୩୭ ଉପରେ ଲଗାଯାଇଥିବା ନାକାବନ୍ଦୀ

ଇମ୍ଫାଲ,୨୨।୮: ମଣିପୁରର ଅବସ୍ଥା ସ୍ବାଭାବିକ ଅବସ୍ଥାକୁ ଆସୁଥିବା ଜଣାପଡିଛି। ଆସାମର ସିଲଚର ସହିତ ରାଜଧାନୀ ଇମ୍ଫାଲକୁ ସଂଯୋଗ କରୁଥିବା ଜାତୀୟ ରାଜପଥ -୩୭ ଉପରେ ଏକ ଆଦିବାସୀ ଗୋଷ୍ଠୀ ଦ୍ୱାରା ଲଗାଯାଇଥିବା ନାକାବନ୍ଦୀକୁ ହଟାଇ ଦିଆଯାଇଛି। ଲୋକେ ଏବେ ଅତ୍ୟାବଶ୍ୟକ ସାମଗ୍ରୀ…

ବ୍ୟବଚ୍ଛେଦ ପରେ ମୃତଦେହ କେହି ନେଲେନି

ନୂଆଗାଁ , ୨୨ା୮ (ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା କୃଷ୍ଣଚନ୍ଦ୍ରପୁର ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ତେବେ ମହିଳା ଜଣକ ବିଷ ପିଇ ଆତ୍ମହତ୍ୟା କରିଥିବା କଥା ଶାଶୁ ଘର ଲୋକେ…

ପଶ୍ଚିମବଙ୍ଗରେ ଇମାମ-ପୁରୋହିତଙ୍କର ବଢିବ ଦରମା

କୋଲକାତା,୨୨।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ରାଜ୍ୟର ମସଜିଦରେ ଥିବା ଇମାମ ଓ ମନ୍ଦିରରେ ଥିବା ପୁରୋହିତଙ୍କ ଦରମା ବଢାଇବାକୁ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଇନଡୋର ଷ୍ଟାଡିୟମରେ ଇମାମ (ମୁସଲିମ ଧର୍ମଗୁରୁ)…

ପ୍ରଯୋଜନା କରିବେ ଆମିର

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁଙ୍କୁ ଲାଲ ସିଂ ଚଢା ଫିଲ୍ମରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଏହି ମୁଭି ପରେ ଆମିର ଅଭିନୟରୁ ବିରତି ନେବାକୁ ନିଷ୍ପତ୍ତି ନେଇଥିଲେ। ଅଭିନୟରୁ ବିରତି ନେବା ପରେ ସେ ତାଙ୍କ…

୧୫ ବର୍ଷ ପରେ ନିଜ ଦେଶକୁ ଫେରିଥିବା ଥାଇଲ୍ୟାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ୮ ବର୍ଷ ଜେଲ

ବ୍ୟାଙ୍କକ୍‌,୨୨।୮: ୧୫ ବର୍ଷ ପରେ ନିଜ ଦେଶକୁ ଫେରିଥିବା ଥାଇଲ୍ୟାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଥକସିନ ଶିନାବତ୍ରାଙ୍କୁ ୮ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଦୀର୍ଘ ବର୍ଷ ବିଦେଶରେ ଆତ୍ମ-ନିର୍ବାସନ ପରେ ମଙ୍ଗଳବାର ମଙ୍ଗଳବାର ସକାଳ ୯ଟାରେ ବ୍ୟାଙ୍କକ୍‌ର ଡନ ମଏଙ୍ଗ ବିମାନବନ୍ଦରରେ…

ମହାନଦୀରେ କୁମ୍ଭୀର : ଗାଧୁଆ ଶୌଚବେଳେ ସତର୍କ ରୁହ

ଗଣିଆ, ୨୨ା ୮(ସନ୍ତୋଷ କୁମାର ପ୍ରଧାନ): ନୟାଗଡ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଛାମୁଣ୍ଡିଆ ବନାଞ୍ଚଳ ପକ୍ଷରୁ ମହାନଦୀରେ କୁମ୍ଭୀର ଆତଙ୍କ ଆଶଙ୍କା ନେଇ ଲୋକଙ୍କୁ ସତର୍କ ରହିବା ପାଇଁ ଗଁା ଗଁା ବୁଲି ସଚେତନତା କରାଯାଇଛି। ଚଳିତବର୍ଷା ଋତୁରେ ମହାନଦୀରେ ଗୋଳିଆ…

ବଳାତ୍କାର ପରେ ପୀଡିତାଙ୍କୁ ପିଲା ଜନ୍ମ କରିବାକୁ ବାଧ୍ୟ କରିବା ସାମ୍ବିଧାନିକ ଦର୍ଶନ ବିରୋଧ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨।୮: ଜଣେ ବଳାତ୍କାର ପୀଡିତାଙ୍କୁ ଗର୍ଭପାତ କରିବାକୁ ଅନୁମତି ଦେଇ ସୋମବାର ସୁପ୍ରିମକୋର୍ଟ କହିଛନ୍ତି, ଏଭଳି ମାମଲାରେ ଜଣେ ମହିଳାଙ୍କୁ ସନ୍ତାନ ପ୍ରସବ କରିବାକୁ ଚାପ ପକାଇବା ସାମ୍ବିଧାନିକ ଦର୍ଶନ ବିରୋଧ ଅଟେ। କୋର୍ଟ କହିଛନ୍ତି, ଏଭଳି ପରିସ୍ଥିତିରେ ଗର୍ଭଧାରଣ ବିପଜ୍ଜନକ…

ଇସ୍ରୋର ଚନ୍ଦ୍ରୟାନ -୩ ମିଶନକୁ ନେଇ ପରିହାସ କଲେ ପାକିସ୍ତାନୀ ନେତା

ଇସଲାମାବାଦ,୨୨।୮: ଭାରତର ଚନ୍ଦ୍ରୟାନ -୩ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାକୁ ପ୍ରସ୍ତୁତ। ବାସ୍ତବରେ, ଚନ୍ଦ୍ରୟାନ -୩ ଅଗଷ୍ଟ ୨୩ରେ ଅବତରଣ କରିବାକୁ ଯାଉଛି। ଏଭଳି ପରିସ୍ଥିତିରେ ସମଗ୍ର ଦେଶ ଏହା ଉପରେ ନଜର ରଖିଛି। ଏହା ହେଉଛି ଭାରତର ତୃତୀୟ ଚନ୍ଦ୍ର…

‘ମାସେ ଦୁଇମାସ ପିଆଜ ନ ଖାଇଲେ କିଛି ଅସୁବିଧା ହେବ ନାହିଁ’, ପୂର୍ବତନ କୃଷି ମନ୍ତ୍ରୀଙ୍କ ବିବାଦୀୟ ବୟାନ

ମୁମ୍ବାଇ,୨୨।୮: ମହାରାଷ୍ଟ୍ରରେ ଲଗାତାର ଭାବେ ପିଆଜର ଦାମ ବଢିବାରେ ଲାଗିଛି। ଏହି ଘଟଣାକୁ ନେଇ ମହାରାଷ୍ଟ୍ରର ପୂର୍ବତନ କୃଷିମନ୍ତ୍ରୀଙ୍କର ଏକ ବିବାଦୀୟ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି ଯଦି ଲୋକେ ମାସେ ଦୁଇମାସ ପିଆଜ ନ ଖାଇବେ ତେବେ କିଛି…

ମା ତାରିଣୀଙ୍କ ମନ୍ଦିରରେ ଅଘଟଣ

ଘଟଗାଁ, ୨୨।୮(ନରେଶ ପଟ୍ଟନାୟକ): କେନ୍ଦୁଝରର ପ୍ରସିଦ୍ଧ ମା’ ତାରିଣୀଙ୍କ ପୀଠରେ ମଙ୍ଗଳବାର ପୂଜାର୍ଚ୍ଚନା ଓ ଆଳତି ଚାଲିଥିବା ବଳେ ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ଗଞ୍ଜାମ ଜିଲା ଗୋଲାଙ୍ଗ ଥାନା ଥାନା ଅଧୀନ ଛେଲିଆ ଗ୍ରାମର…

ଯୋଗୀ ଆଦିତ୍ୟନାଥଙ୍କ ପାଦ ଛୁଇଁବାର କାରଣ କହିଲେ ରଜନୀକାନ୍ତ

ମୁମ୍ବାଇ,,୨୨।୮: ଏବେ ମୁଭି ‘ଜେଲର’କୁ ନେଇ ପ୍ରଶଂସା ସାଉଁଟୁଥିବା ସାଉଥ ସୁପରଷ୍ଟାର ରଜନୀକାନ୍ତ ଟ୍ରୋଲର ବି ଶିକାର ହୋଇଛନ୍ତି। ଘଟଣା ହେଉଛି ନିକଟରେ ରଜନୀକାନ୍ତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଥିଲେ। ଏହି ସମୟରେ ରଜନୀକାନ୍ତ ଯୋଗୀ ଆଦିତ୍ୟନାଥଙ୍କ ପାଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri