Home Left

ଅକ୍ଟୋବର ୧୫ରେ ଲଣ୍ଡନରୁ ପାକିସ୍ତାନ ଫେରିପାରନ୍ତି ନୱାଜ ଶରିଫ

ଇସଲାମାବାଦ,୨୬।୮: ଶହାବାଜ ସରିଫଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ପାକିସ୍ତାନରେ ଏବେ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସରକାର ଚାଲିଛି। ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଲଣ୍ଡନରେ ଚିକିତ୍ସିତ ହେଉଥିବା ପୂର୍ବତନ…

ଅବତରଣର ୨ ଦିନ ପରେ ପାକିସ୍ତାନ ସରକାର କଲେ ପ୍ରଶଂସା, କହିଲେ ଇସ୍ରୋ ବୈଜ୍ଞାନିକମାନେ ପ୍ରଶଂସା ପାଇବାକୁ ଯୋଗ୍ୟ

ଇସଲାମାବାଦ,୨୬।୮: ଚନ୍ଦ୍ରର ଦକ୍ଷିଣ ପୋଲରେ ସଫଳତାର ସହ ଅବତରଣ କରି ଭାରତ ଇତିହାସ ସୃଷ୍ଟି କରିଛି। ଏହି କାରଣରୁ ସମଗ୍ର ବିଶ୍ୱ ଭାରତକୁ ପ୍ରଶଂସା କରୁଛି। ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଫୱାଦ ଚୌଧୁରୀଙ୍କ ପରେ ଏବେ ପାକିସ୍ତାନ ସରକାର ମଧ୍ୟ ଭାରତର…

ମାଡାଗାସ୍କରରେ ଆଇଓଆଇଜି ଖେଳର ଉଦ୍‌ଘାଟନୀ ସମୟରେ ଅଘଟଣ: ୧୨ ମୃତ, ୮୦ ଆହତ

ମାଡାଗାସ୍କର,୨୬।୮: ଆଫ୍ରିକୀୟ ଦେଶ ମାଡାଗାସ୍କରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ମାଡାଗାସ୍କରରେ ଅନୁଷ୍ଠିତ ଭାରତୀୟ ମହାସାଗର ଦ୍ୱୀପ ଖେଳ (ଆଇଓଆଇଜି)ର ଉଦଘାଟନୀ ସମାରୋହରେ ୧୨ଜଣଙ୍କର ମୃତ୍ୟୁ ଘଟଥିବା ସୂଚନା ମିଳିଛି। ସ୍ଥାନୀୟ ପୋଲିସ କହିଛି ଯେ ଏହି ଦୁର୍ଘଟଣାରେ ୮୦ ଜଣ…

ହରଭଙ୍ଗା ଥାନା ପୂର୍ବତନ ଆଇଆଇସି ନିଲମ୍ବିତ

ବୌଦ୍ଧ/କଟକ,୨୫ା୮(ଅଜିତ କୁମାର ବାରିକ/କାର୍ତ୍ତିକ ସାହୁ): ବୌଦ୍ଧ ଜିଲା ହରଭଙ୍ଗା ଥାନା ପୂର୍ବତନ ଆଇଆଇସି ପୁଷ୍ପଲତା ରାଉତରାୟଙ୍କୁ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଶୁକ୍ରବାର ନିଲମ୍ବନ କରିଛନ୍ତି। ପୋଲିସ ମୁଖ୍ୟାଳୟ କଟକ ପକ୍ଷରୁ ଆଦେଶ ନମ୍ବର ୧୩୫୮ରେ ଏହି ନିର୍ଦ୍ଦେଶନାମା ଦିଆଯାଇଛି। ଜୁଲାଇ ୨୦ରେ…

ହୋଟେଲରେ ମହିଳା ପର୍ଯ୍ୟଟକଙ୍କୁ ବଳାତ୍କାର

ପଣଜୀ,୨୫।୮: ହୋଟେଲରେ ଜଣେ ମହିଳା ପର୍ଯ୍ୟଟକଙ୍କୁ ବଳାତ୍କାର ଅଭିଯୋଗରେ ଗୋଆ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ଗୁଜରାଟର ଲକ୍ଷ୍ମଣ ଶିଆର ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଗୋଆ ଡିଏସ୍‌ପି ଜିଭା ଡଲଭି କହିଛନ୍ତି, ମହିଳା ଏବଂ…

କୋହଲିଙ୍କ ଉପରେ ରାଗିଗଲା ବିସିସିଆଇ

ମୁମ୍ବାଇ,୨୫ା୮: ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରିକୁ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅସନ୍ତୋଷ ବ୍ୟକ୍ତ କରିଛି। ଏପରି କି ଭାରତୀୟ କ୍ରିକେଟରମାନଙ୍କୁ ଏକ ଚେତାବନୀ ଦିଆଯାଇ ସାନି ଗାଇଡ୍‌ଲାଇନ୍‌ ଜାରି କରିଛି। ଗୁରୁବାର କୋହଲି ତାଙ୍କ…

‘ଚନ୍ଦ୍ରାୟାନ ୩’କୁ ନେଇ ହେବ ଫିଲ୍ମ, ଘୋଷଣା କଲେ ‘ମିଶନ ମଙ୍ଗଳ’ର ନିର୍ଦ୍ଦେଶକ ଜଗନ ଶକ୍ତି

ମୁମ୍ବାଇ: ଚନ୍ଦ୍ରାୟାନ ୩ର ସଫଳତାକୁ ନେଇ ଦେଶରେ ଖୁସିର ଆସର ଚାଲିଛି। ତେବେ ଇସ୍ରୋର ଏହି ସଫଳତାକୁ ବଡ ସ୍କ୍ରିନରେ ଦେଖାଇବା ପାଇଁ ଆଗକୁ ଆସିଛନ୍ତି ବହୁ ଚଳଚ୍ଚିତ୍ର ର୍ନିମାତା। ମିଶନ ମଙ୍ଗଲୟାନ ପରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଜଗନ ଶକ୍ତି ଚନ୍ଦ୍ରାୟାନ…

ଷ୍ଟାର ବ୍ରେ ଓ୍ବାଟ୍‌ଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଲା ଡବ୍ଲ୍ୟୁଡବ୍ଲ୍ୟୁଇ

ଓ୍ବାଶିଂଟନ, ୨୫ା୮(ଏପି)- ଓ୍ବାଲର୍‌ଡ ରେସ୍‌ଲିଂ ଏଣ୍ଟରଟେନ୍‌ମେଣ୍ଟ (ଡବ୍ଲ୍ୟୁଡବ୍ଲ୍ୟୁଇ) ଷ୍ଟାର ବ୍ରେ ଓ୍ବାଟ୍‌ଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୩୬ ବର୍ଷ ବୟସ ହୋଇଥିଲା। ଓ୍ବାଟଙ୍କ ପ୍ରକୃତ ନାମ ଓ୍ବିନଧାମ୍‌ ରୋଟୁଣ୍ଡା। ତାଙ୍କ ମୃତ୍ୟୁ ଖବର ଡବ୍ଲୁଡବ୍ଲ୍ୟୁଇ ଓ୍ବେବ୍‌ସାଇଟରେ ପ୍ରକାଶ ପାଇଛି।…

୧୪ ଘଣ୍ଟା ଜାତୀୟ ରାଜପଥ ଜାମ

କେନ୍ଦୁଝର,୨୫ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇ ବ୍ଲକ୍‌ ୪୯ ନମ୍ବର ଜାତୀୟ ରାଜପଥର ଜନସନପୁର ଟୋଲ୍‌ ଗେଟ୍‌ ପାଖରେ ରାସ୍ତା ଖରାପ ଥିବାରୁ ଗୁରୁବାର ରାତି ୯ଟାରୁ ଶୁକ୍ରବାର ୧୦ଟା ପର୍ଯ୍ୟନ୍ତ ରାସ୍ତା ଜାମ ରହିଥିଲା। ଫଳରେ ମୁମ୍ବାଇ-କୋଲକାତା ଜାତୀୟ…

ଏପରି ସ୍ତ୍ରୀଙ୍କୁ ବିବାହ କଲେ ଧନ୍ୟ ହୁଏ ପୁରୁଷ ଜୀବନ; ଜାଣନ୍ତୁ କାହାକୁ ଇଙ୍ଗିତ କରିଛନ୍ତି ଚାଣକ୍ୟ

ବିବାହକୁ ସମସ୍ତଙ୍କର ଭିନ୍ନ ଚିନ୍ତାଧାରା ଥାଏ। ହେଲେ ବହୁତ ଭଲପାଉଥିବା ଏବଂ ମନର କଥାକୁ ସହଜରେ ବୁଝିପାରୁଥିବା ଜୀବନସାଥୀଟିଏ ଲୋଡିଥାନ୍ତି ସମସ୍ତେ। ଚାଣକ୍ୟ ନୀତିରେ ଏପରି କିଛି ସ୍ତ୍ରୀଙ୍କ ବିଷୟରେ କୁହାଯାଇଛି ଯାହାଙ୍କୁ ବିବାହ କଲେ ଯେକୌଣସି ପୁରୁଷର ଜୀବନ ଧନ୍ୟ…

ଜେଲରୁ ମୁକୁଳିଲେ ଅମରମଣି-ମଧୁମଣି ତ୍ରିପାଠୀ

ଲକ୍ଷ୍ନୌ,୨୫।୮: ଉତ୍ତର ପ୍ରଦେଶର ଚର୍ଚ୍ଚିତ କବୟତ୍ରୀ ମଧୁମିତା ଶୁକ୍ଳା ହତ୍ୟାକାଣ୍ଡରେ ପୂର୍ବତନ ମନ୍ତ୍ରୀ ଅମରମଣି ତ୍ରିପାଠୀ ଓ ତାଙ୍କ ପତ୍ନୀ ମଧୁମଣି ଜେଲରୁ ମୁକୁଳିଛନ୍ତି। ଉଭୟ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହେବା ପରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ। ତେବେ ଜେଲରେ…

ଅଜିତ ଆମ ନେତା ବୋଲି ମୁଁ କହିନାହିଁ: ଶରଦ ପାଓ୍ବାର

ମୁମ୍ବାଇ,୨୫।୮: ଜାତୀୟତାବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି)ମୁଖ୍ୟ ଶରଦ ପାଓ୍ବାରଙ୍କ ୟୁ-ଟର୍ଣ୍ଣ। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ପୁତୁରା ଅଜିତ ପାଓ୍ବାର ଭାଜପା ସହ ହାତ ମିଳାଇଥିଲେ ହେଁ ତାଙ୍କୁ ସେ ଦଳର ନେତା ଭାବେ ବିବେଚନା କରିଥିଲେ। ଏପରିକି ଏନ୍‌ସିପିରେ କୌଣସି ଫାଟ ନାହିଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri