Home Left

ଟେମ୍ପୋ ମିଶନ: ପ୍ରଦୂଷଣର ମନିଟରିଂ ଉପକରଣରୁ ଫଟୋ ଶେୟାର କଲା ନାସା

ଓ୍ବାଶିଂଟନ୍‌,୨୫।୮: ଆମେରିକାର ସ୍ପେସ ଏଜେନ୍ସି ନାସା ଚଳିତ ବର୍ଷ ଆରମ୍ଭରେ ନୂତନ ପ୍ରଦୂଷଣ-ମନିଟରିଂ ଉପକରଣରୁ ପ୍ରଥମ ଡାଟା ମ୍ୟାପ ପ୍ରକାଶ କରିଛି। ଭୂମଧ୍ୟ ରେଖାରୁ ୨୨ହଜାର ମାଇଲ ଉପରେ, ନାସାର ଟେମ୍ପୋ କିମ୍ବା ଟ୍ରପୋସଫେରିକ ର୍ନିଗମନ ପ୍ରଦୂଷଣର ମନିଟରିଂ ହେଉଛି ପ୍ରଥମ…

ଭାଜପାର ଜନ ଆଶୀର୍ବାଦ ଯାତ୍ରା ପାଇଁ ୭ ରଥ ପ୍ରସ୍ତୁତ, ୨୨ ଦିନରେ ଅତିକ୍ରମ କରିବ ୧୦ ହଜାର କିଲୋମିଟର

ଭୋପାଳ,୨୫।୮: ଭାରତୀୟ ଜନତା ପାର୍ଟି(ଭାଜପା)ର ଜନ ଆଶୀର୍ବାଦ ଯାତ୍ରା ୨ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି। ଆଶୀର୍ବାଦ ଯାତ୍ରା ପାଇଁ ଭାଜପା ୭ ରଥ ପ୍ରସ୍ତୁତ କରିଛି। ଏଥିମଧ୍ୟରୁ ୫ ରଥ ଯାତ୍ରାରେ ସାମିଲ ହେବ, ଅନ୍ୟ ୨ଟି ରଥ ଏମରଜେନ୍ସି…

ବିଧାୟକ ପ୍ରଦୀପଙ୍କ ଗାଡ଼ି ଉପରକୁ ଅଣ୍ଡା, ପଥର ମାଡ଼

ଗୋପାଳପୁର,୨୫।୮(ନବୀନରାଜ ଆଚାରୀ): ବ୍ରହ୍ମପୁର ନିକଟସ୍ଥ ୧୬ ନଂ. ଜାତୀୟ ରାଜପଥ ଲାଞ୍ଜିପଲ୍ଲୀ ନିକଟରେ ଶୁକ୍ରବାର ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକ ଏବଂ ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି। ପୋଲିସ ଉପସ୍ଥିତିରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏପରିକି ପ୍ରଦୀପଙ୍କ କାର୍‌…

ମଣିପୁର ହିଂସା ସିବିଆଇ ମାମଲାର ଶୁଣାଣି ଗୁଆହାଟୀରେ ହେବ

ନୂଆଦିଲ୍ଲୀ,୨୫।୮: ସିବିଆଇ ଦ୍ୱାରା ଯାଞ୍ଚ କରାଯାଉଥିବା ମଣିପୁର ହିଂସା ମାମଲାର ଶୁଣାଣି ଆସାମର ରାଜଧାନୀ ଗୁଆହାଟୀରେ କରାଯିବ। ସୁପ୍ରିମକୋର୍ଟ ଗୁଆହାଟୀ ହାଇକୋର୍ଟର ପ୍ରଧାନ ବିଚାରପତିଙ୍କୁ ଏକ କିମ୍ବା ଅଧିକ ବିଚାରପତିଙ୍କୁ ଦାୟିତ୍ୱ ଦେବାକୁ କହିଛନ୍ତି। ଏହି ଶୁଣାଣି ଅନଲାଇନ ମୋଡରେ ଅନୁଷ୍ଠିତ…

ଦିଲ୍ଲୀରୁ ଜବଲପୁର ଯାଉଥିବା ବିମାନ ଜୟପୁରରେ କଲା ଜରୁରୀ ଅବତରଣ

ଜୟପୁର,୨୫।୮: ଘରୋଇ ଏୟାରଲାଇନ୍ସର ଏକ ପାସେଞ୍ଜର ବିମାନକୁ ଶୁକ୍ରବାର ଜୟପୁର ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି। ଏୟାରଲାଇନ୍ସ ଏୟାର ବିମାନର ବିମାନ ଦିଲ୍ଲୀ ବିମାନବନ୍ଦରରୁ ଉଡାନ ଭରି ଜବଲପୁର ଯାଉଥିଲା। ଏହି ସମୟରେ ଜଣେ ୫୨ ବର୍ଷୀୟ ଯାତ୍ରୀ ଅସୁସ୍ଥ…

ଗୁଜରାଟ ବିଶ୍ୱବିଦ୍ୟାଳୟ ମାନହାନୀ ମାମଲାରେ କେଜ୍‌ରିଓ୍ବାଲଙ୍କୁ ମିଳିଲାନି ଆଶ୍ୱସ୍ତି, ଆବେଦନ ଖାରଜ କଲେ ଏସ୍‌ସି

ନୂଆଦିଲ୍ଲୀ,୨୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଗ୍ରୀ ବିବାଦ ସହ ଜଡିତ ଗୁଜରାଟ ବିଶ୍ୱବିଦ୍ୟାଳୟ ମାନହାନୀ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଆବେଦନ ଶୁଣାଣି କରିବାକୁ ଶୁକ୍ରବାର ମନା କରି ଦେଇଛନ୍ତି। କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି,…

ଜି -୨୦ ସମ୍ମିଳନୀରେ ସାମିଲ ହେବେନି ପୁଟିନ୍‌

ମସ୍କୋ,୨୫।୮: ଭାରତରେ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ବ୍ୟକ୍ତିଗତ ଭାବେ ଯୋଗଦେବାକୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କର କୌଣସିି ଯୋଜନା ନାହିଁ ବୋଲି ଏକ ସୂତ୍ରରୁ ଜଣାପଡିଛି। ଜି -୨୦ ଶିଖର ସମ୍ମିଳନୀ ଆସନ୍ତା ମାସରେ ଅର୍ଥାତ୍‌ ସେପ୍ଟେମ୍ବରରେ…

କଶ୍ମୀର ପଣ୍ଡିତଙ୍କୁ ନାଶନାଲ ଫିଲ୍ମ ଆଓ୍ବାର୍ଡ ସମର୍ପଣ କଲେ ପଲ୍ଲବି ଯୋଶୀ

ମୁମ୍ବାଇ: ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଗୁରୁବାର ପ୍ରଦାନ କରାଯାଇଛି। ଏଥିରେ ଅଭିନେତ୍ରୀ ପଲ୍ଲବି ଯୋଶୀଙ୍କୁ ବେଷ୍ଟ ସର୍ପୋଟିଂ ଆକ୍ଟ୍ରେସ୍‌ ଆଓ୍ବାର୍ଡ ମିଳିଛି। ମୁଭି ‘ଦ କଶ୍ମୀର ଫାଇଲ୍ସ’ ପାଇଁ ତାଙ୍କୁ ଏହି ଆଓ୍ବାର୍ଡ ମିଳିଛି।ଏହି ଚଳଚ୍ଚିତ୍ରରେ ପଲ୍ଲବୀ ଯୋଶୀ ରାଧିକା…

ଗ୍ରୀସ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୋଦି, କହିଲେ ଗ୍ରୀସ-ଭାରତର ସମ୍ପର୍କ ପ୍ରାଚୀନ, ଶକ୍ତିଶାଳୀ

ନୂଆଦିଲ୍ଲୀ/ଏଥେନ୍ସ,୨୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଗ୍ରୀସରେ ପହଞ୍ଚିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଗ୍ରୀସ ପ୍ରଧାନମନ୍ତ୍ରୀ ମିତସୋତାକିସଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ଏହା ପରେ ଖବରଦାତା ସମ୍ମିଳନୀରେ କହିଛନ୍ତି, ଗ୍ରୀସ-ଭାରତର ସମ୍ପର୍କ ପ୍ରାଚୀନ ଏବଂ ଶକ୍ତିଶାଳୀ। ୪୦ ବର୍ଷ…

ବାର୍ଥ ଡେ’ରେ ହେବ କରିନାଙ୍କ ଓଟିଟି ଡେବ୍ୟୁ

ମୁମ୍ବାଇ: ବଲିଉଡ ନାୟିକା କରିନା କପୁର ବଡ ପରଦାରେ ଗୋଟିଏ ପରେ ଗୋଟିଏ ହିଟ ମୁଭି ଦେଇ ଦର୍ଶକଙ୍କ ମନ ଜିତିଛନ୍ତି। ଏବେ ଅଭିନେତ୍ରୀ ଖୁବଶୀଘ୍ର ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ମୁଭିଟି ନେଟଫ୍ଲିକ୍ସରେ ରିଲିଜ ହେବ। କ୍ରାଇମ ଥ୍ରୀଲରରେ…

ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଧାରଣା ଦେଲେ କର୍ମଚାରୀ

ପଟ୍ଟାଙ୍ଗି,୨୫।୮(ଶରତ ଧଳ): ମୃତଦେହକୁ ଗ୍ରାମରେ ପହଞ୍ଚାଇବା ସକାଶେ ଆମ୍ବୁଲାନ୍ସ ନ ମିଳିବା ଘଟଣାକୁ ନେଇ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଦୁର୍ବ୍ୟବହାର ଓ ଧକ୍କା ମାରିବା ଘଟଣାକୁ ପ୍ରତିବାଦ କରି ସ୍ବାସ୍ଥ୍ୟ କେନ୍ଦ୍ର ସାମ୍ନାରେ ସ୍ବାସ୍ଥ୍ୟ କର୍ମୀମାନେ ଧାରଣା ଦେଇ…

ଓଟିଟିରେ ରିଲିଜ ହେବ ଅକ୍ଷୟ କୁମାରଙ୍କ ‘ଓ ମାଇଁ ଗଡ ୨’ର ଅନକଟ ଭର୍ସନ

ମୁମ୍ବାଇ: ବଲିଉଡ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅଭିନୀତ ମୁଭି ‘ଓ ମାଇଁ ଗଡ ୨’ ଚଳିତ ବର୍ଷ ମୋଷ୍ଟ ଆଓ୍ବେଟେଡ ମୁଭି ମଧ୍ୟରୁ ଗୋଟିଏ। ଏହି ମୁଭି ୧୧ ଅଗଷ୍ଟରେ ସିନେମା ହଲରେ ରିଲିଜ ହୋଇଥିଲା। ସନ୍ନି ଦଓ୍ବେଲଙ୍କ ଗଦ୍ଦର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri