Home Left

ଗୋଟିଏ ଦିନରେ ଲୁଟିନେଲେ ୧୩ ଭରି ସୁନା

ରାୟଗଡା,୧୪।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଚୋରି ବଢିବାରେ ଲାଗିଛି। କିଛି ଦିନ ଚୋରି ବନ୍ଦ ହେବା ପରେ ପୁଣି ଚାଲାକ ଭାବେ ଭିନ୍ନ ଭିନ୍ନ ଗଳିରେ ବନ୍ଦ ରହିଥିବା ଘରକୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ। ରାୟଗଡ଼ା ସହରର ସାଇପ୍ରିୟା ନଗର…

ନୂଆ ବର୍ଷ ପୂର୍ବରୁ ଘରୁ ବାହାର କରିଦିଅନ୍ତୁ ଏସବୁ ଜିନିଷ; ସୌଭାଗ୍ୟ ବଦଳରେ ଆଣିବ ଦୁର୍ଭାଗ୍ୟ

ନୂଆ ବର୍ଷ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି। ଏମିତିରେ ସମସ୍ତେ ଚାହାନ୍ତି ଏହି ବର୍ଷ ତାଙ୍କ ପାଇଁ ଖୁସି ଏବଂ ସୌଭାଗ୍ୟ ଆଣି ଆସୁ। ତେବେ ବାସ୍ତୁ ଶାସ୍ତ୍ରରେ ଏଭଳି ଅନେକ ଜିନିଷ ବିଷୟରେ ବର୍ଣ୍ଣନା କରାଯାଇଛି ଯାହା…

ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ବାଚନମଣ୍ଡଳୀରେ ଆୟୋଜିତ ହେବାକୁ ଥିବା ନୀତୀଶଙ୍କ ରାଲି ସ୍ଥଗିତ

ପାଟନା,୧୪।୧୨: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବାରାଣସୀ ରାଲିକୁ ସ୍ଥଗିତ ରଖାଯାଇଛି। ଏହି ରାଲି ୨୪ ଡିସେମ୍ବରରେ ବାରାଣାସୀର ରୋହନିଆ ଅଞ୍ଚଳରେ ଅନୁଷ୍ଠିତ ହେବାର ଥିଲା। ବିହାର ସରକାରର ଜଣେ ମନ୍ତ୍ରୀ ରାଲିର ସ୍ଥଗିତାଦେଶ ସମ୍ପର୍କରେ ସୂଚନା ଦେଇଛନ୍ତି। ମନ୍ତ୍ରୀ ଜମା…

ବିଭିନ୍ନ ସମସ୍ୟାର ସମାଧାନ ନେଇ ଜିଲାପାଳଙ୍କୁ ଦାବିପତ୍ର

କେନ୍ଦୁଝର,୧୪ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର ବିଭିନ୍ନ ସମସ୍ୟା ସମାଧାନ ନେଇ ସମିତିସଭ୍ୟ ସିଦ୍ଧାନ୍ତ ଶଙ୍କର ସାହୁଙ୍କ ନେତୃତ୍ୱରେ କେନ୍ଦୁଝର ଜିଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି। ବିଶେଷକରି ପଦ୍ମପୁର ଲକ୍ଷ୍ମୀପଡ଼ିଆଠାରୁ ପୁଟୁଳିଆ ଦେଇ ଜଡ଼ିଚାତର ଗ୍ରାମକୁ ରାସ୍ତା ନିର୍ମାଣ,…

ଅନଲାଇନ୍‌ରେ ମଗାଇଥିଲେ ୨୦ ହଜାର ଟଙ୍କାର ହେଡ୍‌ଫୋନ୍‌, ପାର୍ସଲରୁ ଯାହା ମିଳିଲା ଦେଖି ବ୍ୟକ୍ତିଙ୍କ ଉଡ଼ିଲା ହୋସ୍‌

ଆଜିକାଲିର ସମୟରେ ଅନଲାଇନରେ ଶପିଂ କରିବା ସାଧାରଣ କଥା। ଏହାଦ୍ୱାରା ବ୍ୟସ୍ତବହୁଳ ଜୀବନରେ ସବୁକିଛି ଲୋକେ ହାତ ପାହାନ୍ତାରେ ପାଇଯାଉଛନ୍ତି। ହେଲେ ବେଳେବେଳେ କିଛି ଲୋକ ଠକାମୀର ଶିକାର ହେଉଛନ୍ତି। ଏଭଳି ଏକ ଘଟଣା ଜଣେ ‘ଏକ୍ସ’ ବ୍ୟବହାରକାରୀଙ୍କ ସହ ଘଟିଛି।…

ରାଜ୍ୟ ଯୁବ କଂଗ୍ରେସ ସଭାପତି ହେଲେ ରଞ୍ଜିତ ପାତ୍ର

ଭୁବନେଶ୍ୱର,୧୪।୧୨: ରାଜ୍ୟ ଯୁବ କଂଗ୍ରେସ ସଭାପତି ଭାବେ ବୁଧବାର ନିଯୁକ୍ତ ରଞ୍ଜିତ ପାତ୍ର। ସେହିପରି ସାଗର ଚରଣ ଦାସ ଓ କୃଷ୍ଣ ମହାନ୍ତିଙ୍କୁ ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ଦାୟିତ୍ୱ ଦିଆଯାଇଛି। ଭାରତୀୟ ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବି.ଭି ଏହି…

କ୍ୟାରିୟରରେ କରିନାହାନ୍ତି ବୋଲ୍ଡ ସିନ୍‌, ଅସଲ କାରଣ କହିଲେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ର ଜଣେ ଅଭିନେତ୍ରୀ ଯିଏ କି ତାଙ୍କ କ୍ୟାରିୟରରେ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। କିନ୍ତୁ ସେ ନିଜ କ୍ୟାରିୟରରେ କେବେ ବୋଲ୍ଡ ସିନ୍‌ କରିନାହାନ୍ତି। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଚୁଲ୍‌ବୁଲି କାଜଲ। ଦୀର୍ଘବର୍ଷ ପରେ…

ପାକିସ୍ତାନ ବିପକ୍ଷରେ ବସିକି ଛକା ମାରିଲେ ଓ୍ବାର୍ନର: ଦେଖନ୍ତୁ ଭିଡିଓ

ପର୍ଥ,୧୪।୧୨:ପାକିସ୍ତାନ ବିପକ୍ଷରେ ଚାଲିଥିବା ପର୍ଥ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆର ଓପନର୍‌ ଡେଭିଡ ୱାର୍ନର ପୁଣିଥରେ ଦର୍ଶାଇଛନ୍ତି ଯେ ତାଙ୍କୁ କାହିଁକି ବିଶ୍ୱର ବିସ୍ଫୋରକ ଓପନର୍‌ କୁହାଯାଉଛି। ପ୍ରଥମ ଇନିଂସରେ ଏହି ଭୟଭୀତ ବ୍ୟାଟ୍ସମ୍ୟାନ ୧୬୪ ରନର ଏକ ବଡ଼ ଇନିଂସ ଖେଳିଥିଲେ।…

ଆନିମଲ୍‌ର ‘ଲର୍ଡ ବବି’ଙ୍କ ଭଳି ମୁଣ୍ଡରେ ଗ୍ଲାସ ରଖି ମସ୍ତି କରୁଛି କୁକୁର, ଭିଡିଓ ଦେଖିଲେ ହେବେ ଚକିତ…

ନିକଟରେ ରିଲିଜ ହୋଇଥିଲା ଫିଲ୍ମ ‘ଆନିମଲ୍‌’। ଏହାର କାହାଣୀ ସହ ଚରିତ୍ରଗୁଡ଼ିକ ଦର୍ଶକଙ୍କ ମନରେ ଗଭୀର ଛାପ ଛାଡ଼ିବାରେ ସଫଳ ହୋଇଛି। ସେଥିରୁ ଗୋଟିଏ ହେଲା ଅଭିନେତା ବବି ଦେଓଲଙ୍କର। ବିଶେଷକରି ତାଙ୍କର ‘ଲର୍ଡ ବବି’ ଭାବେ ଭିଡିଓ ଲୋକପ୍ରିୟତା ହାସଲ…

ସତ୍ୟେନ୍ଦ୍ରଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ୍‌ ଜାନୁୟାରୀ ୮ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୪।୧୨: ମନି ଲଣ୍ଡରିଂ ମାମଲାରେ ଆମ ଆଦମୀ ପାର୍ଟି(ଏଏପି)ନେତା ସତ୍ୟେନ୍ଦ୍ର ଜୈନଙ୍କ ଅଡୁଆ ବଢିବାରେ ଲାଗିଛି। ଗୁରୁବାର ସୁପ୍ରିମକୋର୍ଟ ଏଏପି ନେତା ସତ୍ୟେନ୍ଦ୍ରଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ୍‌କୁ ଜାନୁୟାରୀ ୮ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ମେ ୨୬ରେ କୋର୍ଟ ସତ୍ୟେନ୍ଦ୍ରଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ୍‌…

ଦାନ ବାକ୍ସରେ ପଡିଥିଲା ସୁନାଭଳି ଚମକୁଥିବା ଜୋତା, ଦାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଯେତେବେଳେ ଦାନ ବାକ୍ସ ଖୋଲାଯାଏ, ସେଥିରୁ କିଛି ନା କିଛି ବାହାରକୁ ଆସିବ ବୋଲି ଆଶା କରାଯାଏ। ଏହା ଅନୁମାନ କରାଯାଇପାରେ ଯେ ଦାନ ବାକ୍ସରୁ ବିଭିନ୍ନ ନାମର ନୋଟ ବାହାରିବ। ଏହା ସମ୍ଭବ ଯେ ଘରେ ରଖାଯାଇଥିବା କିଛି ମୂଲ୍ୟବାନ…

ମହାପ୍ରଭୁଙ୍କ ମୂଷିକ ଭକ୍ତ: ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ମୁଣ୍ଡିଆ ମାରିଲେ

ପୁରୀ,୧୪ା୧୨(ଅଜିତ୍‌ ମହାନ୍ତି): ମହାପ୍ରଭୁଙ୍କ ଦର୍ଶନ ପାଇଁ ଦେବତା, ଦାନବ, ଯକ୍ଷ, ମାନବ ଯେପରି ଆତୁର ହୋଇଥାନ୍ତି, ସେହିପରି ପଶୁପକ୍ଷୀ ମଧ୍ୟ ତାଙ୍କ ଆଶିଷ ଲାଭ କରିବା ପାଇଁ ବ୍ୟାକୁଳ ହୋଇ ଉଠିଥାନ୍ତି। କେବଳ ମଣିଷ ନୁହେଁ କ୍ଷୁଦ୍ର ପ୍ରାଣୀ ଓ କୀଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?