Posted inଖେଳ

୭୭ ଖେଳାଳିଙ୍କ ପାଇଁ ଖର୍ଚ୍ଚ ହେବ ୨୬୩ କୋଟି ଟଙ୍କା

ନୂଆଦିଲ୍ଲୀ,୧୮।୧୨: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ପାଇଁ ନିଲାମ ମଙ୍ଗଳବାର ଦୁବାଇରେ ଅନୁଷ୍ଠିତ ହେବ। ସମସ୍ତ ଫ୍ରାଞ୍ଚାଇଜ ଏଥିପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏହା ପ୍ରଥମ ଥର ପାଇଁ ଭାରତ ବାହାରେ ନିଲାମର ଆୟୋଜନ କରାଯାଉଛି। ଆଇପିଏଲ ୨୦୨୪ ନିଲାମ ପାଇଁ ୩୩୩ ଖେଳାଳିଙ୍କ ନାମ ତାଲିକାରେ ରଖାଯାଇଛି। କିନ୍ତୁ ଏଥିମଧ୍ୟରୁ କେବଳ ୭୭ ଖେଳାଳି କିଣାଯାଇପାରିବ। ଦଳଗୁଡିକ ଏହି ୭୭ ଖେଳାଳିଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବେ। ଦର୍ଶକମାନେ ମାଗଣାରେ ଆଇପିଏଲର ଏହି ମିନି ନିଲାମକୁ ଅନଲାଇନରେ ଦେଖିପାରିବେ।
ଆଇପିଏଲ ନିଲାମ ପୂର୍ବରୁ, ଦଳଗୁଡିକ ରଖାଯାଇଥିବା ଏବଂ ଖେଳାଳିଙ୍କ ତାଲିକା ପ୍ରକାଶ କରିଥିଲେ। ତେଣୁ ନିଲାମରେ ଅନେକ ବଡ ନାମ ମଧ୍ୟ ଦେଖିବାକୁ ମିଳିବ। ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟ୍ରେଡ୍‌ କରିଛି। ସେ ଗତ ସିଜନରେ ଗୁଜରାଟ ଟାଇଟାନ୍ସ ପାଇଁ ଖେଳିଥିଲେ। ପାଣ୍ଡ୍ୟାଙ୍କୁ ମୁମ୍ବାଇର ଅଧିନାୟକ ମଧ୍ୟ କରାଯାଇଛି।
ଆଇପିଏଲର ଏହି ମିନି ନିଲାମରେ ମୋଟ ୨୬୨.୯୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ହେଉଛି ଦଳର ମୋଟ ବଜେଟ। ଏହି ଟଙ୍କା ସହିତ ୭୭ ଖେଳାଳିଙ୍କୁ କିଣିବାକୁ ପଡିବ। ଏଥିରେ ୩୦ ଜଣ ବିଦେଶୀ ଖେଳାଳି ରହିବା ଆବଶ୍ୟକ। ଚେନ୍ନାଇ ସୁପର କିଙ୍ଗ୍ସ ବିଷୟରେ କହିବାକୁ ଗଲେ ସେମାନଙ୍କ ପାଖରେ ୩୧.୪ କୋଟି ଟଙ୍କା ଉପଲବ୍ଧ। ଚେନ୍ନାଇରେ ୬ ଜଣ ଖେଳାଳିଙ୍କ ପାଇଁ ସ୍ଲଟ ଅଛି। ଦିଲ୍ଲୀ କ୍ୟାପିଟାଲ୍ସରେ ୨୮.୯୫ କୋଟି ଟଙ୍କା ରହିଛି। ଦିଲ୍ଲୀକୁ ୯ ଖେଳାଳି କିଣିବାକୁ ପଡିବ। ଗୁଜରାଟ ଟାଇଟାନ୍ସର ୩୮.୧୫ କୋଟି ଟଙ୍କା ରହିଛି। ତାଙ୍କୁ ୮ ଖେଳାଳି କିଣିବାକୁ ପଡିବ। କୋଲକାତାର ୩୨.୭ କୋଟି ଟଙ୍କା ରହିଛି। ତାଙ୍କୁ ୧୨ ଖେଳାଳି କିଣିବାକୁ ପଡିବ।
ସୂଚନାଯୋଗ୍ୟ ଯେ, ପ୍ରଶଂସକମାନେ ମାଗଣାରେ ଆଇପିଏଲ୍‌ ୦୨୪ ନିଲାମ ଅନଲାଇନରେ ଦେଖିପାରିବେ। ଏହା ଜିଓ ସିନେମାରେ ପ୍ରଦର୍ଶିତ ହେବ। ଏହା ସହିତ ଟିଭି ଦର୍ଶକମାନେ ଏହାକୁ ଷ୍ଟାର ସ୍ପୋର୍ଟସରେ ଦେଖିପାରିରେ। ଦିନ ୧ଟାରୁ ନିଲାମ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri