ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଦାଉଦ୍‌, ପରେ ନଷ୍ଟ ହୋଇଥିଲା କ୍ୟାରିୟର

ମୁମ୍ବାଇ: ମୋଷ୍ଟଓ୍ବାଣ୍ଟେଡ୍‌ ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି। ଭାରତର ବହୁଚର୍ଚ୍ଚିତ ଶତ୍ରୁ ଦାଉଦ୍‌ଙ୍କର ବଲିଉଡ ସହିତ ଦୀର୍ଘଦିନର ସମ୍ପର୍କ ରହିଛି। ଅନେକ ଧମକ ଓ ଷଡ଼ଯନ୍ତ୍ରରେ ଦାଉଦ୍‌ଙ୍କ ନାମ ଅନେକ ଥର ଆସିଛି। ଏହା ବ୍ୟତୀତ ରୋମାଣ୍ଟିକ ଦାଉଦ୍‌ ମଧ୍ୟ ଅନେକ ଥର ବଲିଉଡ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଛନ୍ତି। ଥରେ ଦାଉଦ୍‌ ରାଜ କପୁରଙ୍କ ଜଣେ ଅଭିନେତ୍ରୀଙ୍କୁ ପସନ୍ଦ କରିଥିଲେ।ଏହି କାରଣରୁ ତାଙ୍କ କ୍ୟାରିୟର୍‌ ନଷ୍ଟ ହୋଇଯାଇଥିଲା।

file

ଏକ ରିପୋର୍ଟ ଅନୁଯାୟୀ, ଦାଉଦ୍‌ ଏବେ କରାଚିରେ ଥିବା ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଏବଂ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି। କୁହାଯାଉଛି ଯେ, କେହି ବିଷ ଦେଇଛନ୍ତି, ଯଦିଓ  ଏପର୍ଯ୍ୟନ୍ତ ସରକାରୀ ଭାବେ ଏହା ନିଶ୍ଚିତ ହୋଇନାହିଁ। ଦାଉଦ୍‌ଙ୍କ ବଲିଉଡ ସଂଯୋଗ ବିଷୟରେ ଅନେକ ଖବର ଆସିଛି ଏବଂ ଥରେ ଜଣେ ଭାରତୀୟ ଅଭିନେତ୍ରୀଙ୍କ ନାମ ଏହା ସହିତ ଯୋଡି ହୋଇଥିଲା।

file

ଏହି ଅଭିନେତ୍ରୀ ଜଣକ ହେଉଛନ୍ତି  ମନ୍ଦାକିନୀ। ରାଜ କପୁରଙ୍କ ଫିଲ୍ମ ‘ରାମ ତେରୀ ଗଙ୍ଗା ମୈଲି’ ସହିତ ମନ୍ଦାକିନୀ ଚର୍ଚ୍ଚାରେ ରହିଥିଲେ। ଏହି ଫିଲ୍ମ ୧୯୮୫ରେ ମୁକ୍ତିଲାଭ କରିଥିଲା ଏବଂ ଦର୍ଶକ ମନ୍ଦାକିନୀଙ୍କୁ ବହୁତ ପସନ୍ଦ କରିଥିଲେ।

file

ରାଜ କପୁରଙ୍କ ପୁଅ ରାଜୀବ କପୁରଙ୍କୁ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଏବଂ ତାଙ୍କ ବିପକ୍ଷରେ ଥିଲେ ମନ୍ଦାକିନୀ। ରାଜ କପୁର ମନ୍ଦାକିନୀଙ୍କୁ ଫିଲ୍ମରେ ଏକ ଭିନ୍ନ ଶୈଳୀରେ ଉପସ୍ଥାପନ କରିଥିଲେ ଏବଂ ଫିଲ୍ମର ଅନେକ ସିନ୍‌ ସେତେବେଳେ ଚର୍ଚ୍ଚାରେ ରହିଥିଲା।

ଯେତେବେଳେ ଫିଲ୍ମ ରିଲିଜ ହେଲା, ମନ୍ଦାକିନୀଙ୍କ ନାଁ ବେଶ୍‌ ଚର୍ଚ୍ଚା ହୋଇଥିଲା। ଏହି ସମୟରେ ଦାଉଦ୍‌ ଇବ୍ରାହିମ ତାଙ୍କ ଉପରେ ନଜର ପକାଇଥିଲେ।

ଦାଉଦ ମନ୍ଦାକିନୀଙ୍କ ପ୍ରେମରେ ପଡ଼ିଯାଇଥିଲେ ଏବଂ ସେ ତାଙ୍କ ସହିତ ଯୋଗାଯୋଗ କରିଥିଲେ। କୁହାଯାଏ, ମନ୍ଦାକିନୀ ଏବଂ ଦାଉଦ ଅନେକ ଥର ଭେଟିଥିଲେ। ଶାରଜାରେ ଏକ କ୍ରିକେଟ ମ୍ୟାଚ ସମୟରେ ମନ୍ଦାକିନୀ ଦାଉଦଙ୍କ ନିକଟରେ ବସିଥିବାର ନଜର ଆସିଥିଲେ।
ମନ୍ଦାକିନୀ ଏବଂ ଦାଉଦଙ୍କର ଏହି ଫଟୋ ଭାଇରାଲ ହୋଇଥିଲା । ଏହି ଫଟୋ ସାମ୍ନାକୁ ଆସିବା ପରେ ଦାଉଦ ଏବଂ ମନ୍ଦାକିନୀଙ୍କ ମଧ୍ୟରେ ଥିବା ପ୍ରେମ ବିଷୟରେ ସବୁଠି ଚର୍ଚ୍ଚା ହେଲା କିନ୍ତୁ ଅଣ୍ଡରଓ୍ବାଲର୍‌ଡ ଡନ୍‌ ସହିତ ମନ୍ଦାକିନୀଙ୍କ ଫଟୋ ତାଙ୍କ ପାଇଁ ଏକ ସମସ୍ୟା ହୋଇଗଲା।

file

ଖବର ଆସିଲା ଯେ, ଦାଉଦ ଫିଲ୍ମ ନିର୍ମାତାମାନଙ୍କୁ ମନ୍ଦାକିନୀଙ୍କୁ ଫିଲ୍ମରେ ଅଭିନୟ କରିବାକୁ ଧମକ ଦେବା ଆରମ୍ଭ କରିଥିଲେ। କିନ୍ତୁ ଯେତେବେଳେ ଷ୍ଟାଡିୟମରୁ ମନ୍ଦାକିନୀ ଏବଂ ଦାଉଦ୍‌ଙ୍କ ଫଟୋ ସାମ୍ନାକୁ ଆସିଲା, ନିର୍ମାତାମାନେ ମନ୍ଦାକିନୀଙ୍କୁ ପ୍ରୋଜେକ୍ଟରୁ ହଟାଇବା ଆରମ୍ଭ କଲେ। ମନ୍ଦାକିନୀଙ୍କ କ୍ୟାରିୟର ଯେତେ ଶୀଘ୍ର ବଢ଼ିଥିଲା, ସେହି ବେଗରେ ତାଙ୍କ କ୍ୟାରିୟର ଗ୍ରାଫ୍‌ ତଳକୁ ଖସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଚାଞ୍ଚଲ୍ୟ: ଟ୍ରାଏଲ୍‌ ରୁମ୍‌ରେ ମହିଳା କର୍ମଚାରୀଙ୍କୁ ଗଳାକାଟି ହତ୍ୟା

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀର ଏକ ପୋଷାକ ଶୋ’ରୁମ୍‌ରେ କାମ କରୁଥିବା ଜଣେ ୧୮ ବର୍ଷୀୟା କର୍ମଚାରୀଙ୍କୁ ଟ୍ରାଏଲ୍‌ ରୁମ୍‌ରେ ଗଳାକାଟି ହତ୍ୟା କରାଯାଇଛି। ବ୍ୟକ୍ତିଗତ ସମ୍ପର୍କରେ ଫାଟ ଏବଂ…

ଏହି ୪ଟି ରାଶି ପାଇଁ ଆଗକୁ ରହିଛି କଠିନ ସମୟ, ସତର୍କ ନ ରହିଲେ ବଡ଼ ବିପଦ…

୧୬ ନଭେମ୍ବର ୨୦୨୬ରେ ସୂର୍ଯ୍ୟଦେବ ବିଛା ରାଶିକୁ ପ୍ରବେଶ କରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗୋଚରର ପ୍ରଭାବ କିଛି ରାଶିର ଜାତକଙ୍କ ଜୀବନରେ ପଡ଼ିପାରେ। ବିଶେଷକରି…

ଅତି ଖରାପ ସ୍ଥିତିରେ ଦିଲ୍ଲୀ ବାୟୁ ଗୁଣବତ୍ତା, ଘେରି ରହୁଛି ଧୂଳି, ଧୂଆଁର ଘନ ଆସ୍ତରଣ

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ରବିବାର ସକାଳେ ଅଧିକାଂଶ ପର୍ଯ୍ୟବେକ୍ଷଣ କେନ୍ଦ୍ରରେ ଅତି ଖରାପ ଦର୍ଶାଇଥିବା ବେଳେ ୭ଟିରେ ଗମ୍ଭୀର ସ୍ଥିତି ଦର୍ଶାଇଛି। ମୋଟାମୋଟି…

ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ: ଏକାଠି ହେଲେ କନ୍ଧମାଳ,ଗଜପତିର ଆଦିବାସୀ ସମାଜ

ବ୍ରାହ୍ମଣୀଗାଁ,୧୫।୧୧(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଶିବ ମନ୍ଦିର ପଡ଼ିଆରେ ରବିବାର ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।…

ଗୁଣପୁରରେ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ

ଗୁଣପୁର,୧୫।୧୧(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀରେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା…

କେରଳ ହାଇକୋର୍ଟଙ୍କ ବଡ଼ ପ୍ରସ୍ତାବ, କିଶୋର ବୟସର ସୀମା ୧୮ରୁ ୧୬ ବର୍ଷକୁ ହ୍ରାସ….

କୋଚି,୧୫ା୧୧: ନାବାଳକ ବୟସ ସୀମାକୁ ନେଇ ବଡ଼ କଥା କହିଛନ୍ତି କେରଳ ହାଇକୋର୍ଟ । ଅପରାଧର ବଦଳୁଥିବା ସ୍ବରୂପ ଏବଂ ପିଲାମାନଙ୍କଠାରେ ଦେଖାଯାଉଥିବା ପରିପକ୍ୱତାକୁ ଦୃଷ୍ଟିରେ ରଖି…

ଠେଙ୍ଗାରେ ଆକ୍ରମଣ କରି ହତ୍ୟା ଉଦ୍ୟମ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୫।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଶ୍ରୀଚନ୍ଦନପୁର ଗ୍ରାମର ବିରୁପାକ୍ଷ ମହାପାତ୍ରଙ୍କୁ ଗ୍ରାମର ହିନ ଗଉଡ଼(୫୦) ଶନିବାର ଅପରାହ୍ନରେ ଏକ ଠେଙ୍ଗାରେ ଆକ୍ରମଣ କରି…

ମାଡ଼ି ଆସୁଛି ବାତ୍ୟା: ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ଆଗୁଆ ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୫।୧୧(ସବିତା ମିଶ୍ର): ପୁଣି ଏକ ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପୁରୁଷୋତ୍ତମପୁର ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ସହ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?