ସୁନା ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ କରି ଲୁଟ୍ ଘଟଣା: ଅପରେଶନରେ ବହୁ ଯବାନ ସାମିଲ
ଦାରିଙ୍ଗବାଡ଼ି,୩୦ା୮(ଅରୁଣ ସାହୁ): କନ୍ଧମାଳ ଜିଲା ବାଲିଗୁଡ଼ା ସହରରେ ମଙ୍ଗଳବାର ପୂର୍ବାହ୍ନରେ ଡକାୟତି ହୋଇଥିବା ଘଟଣା ପରେ ଏବେ ଫେରାର ଥିବା ଡକାୟତି ଦଳକୁ ଧରିବା ପାଇଁ ପୋଲିସ ପକ୍ଷରୁ ଜୋରଦାର ଅପରେଶନ ଚାଲିଛି। କନ୍ଧମାଳ ଏସ୍ପି ଶୁଭେନ୍ଦୁ ପାତ୍ରଙ୍କ ତତ୍ତ୍ୱାବଧାନରେ ପାଞ୍ଚଟି…
‘ଭାରତର ବିକାଶକୁ ହଜମ କରିପାରୁନାହାନ୍ତି ରାହୁଲ ଗାନ୍ଧୀ’
ନୂଆଦିଲ୍ଲୀ,୩୦।୮: ନିକଟରେ ପ୍ରକାଶିତ ସରକାରୀ ମାନଚିତ୍ରରେ ଚାଇନା ଅରୁଣାଚଳ ପ୍ରଦେଶ ଏବଂ ଅକ୍ସାଇ ଚୀନର ଅଂଶ ଦେଖାଇବା ପରେ ଭାରତ ଅସନ୍ତୋଷ ବ୍ୟକ୍ତ କରିଛି। ଚାଇନା ଦାବିକୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି। ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ…
ଆମେ ଭାରତ ମା’ର ସୁରକ୍ଷା ପାଇଁ ଏକାଠି ହୋଇଛୁ: ଉଦ୍ଧବ ଠାକରେ
ମୁମ୍ବାଇ,୩୦।୮: ଜାତୀୟତାବାଦୀ କଂଗ୍ରେସ ଦଳର ମୁଖ୍ୟ ଶରଦ ପାୱାର ଏବଂ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମୁମ୍ବାଇରେ ବିରୋଧୀ ମେଣ୍ଟ ‘ଭାରତ’ର ବୈଠକ ପୂର୍ବରୁ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଏହି ସମୟରେ ଶିବସେନା (ୟୁବିଟି) ସଭାପତି ଉଦ୍ଧବ କହିଛନ୍ତି…
ଗାଧୋଇବାକୁ ଯାଇ କେନାଲରେ ବୁଡ଼ିଗଲେ ମହିଳା
ମୋରଡ଼ା,୩୦ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ତଥା ଚିତ୍ରଡ଼ା ଫାଣ୍ଡି ଅଧୀନ କୋହି ପଞ୍ଚାୟତର ପ୍ରତାପଚନ୍ଦ୍ରପୁର ନିକଟ ସୁବର୍ଣ୍ଣରେଖା କେନାଲ ପାଣିରୁ ବୁଧବାର ଅପରାହ୍ନରେ ଜଣେ ମହିଳାଙ୍କ ମୃତଦେହ ଜବତ କରିଛି ପୋଲିସ। ସୂଚନାନୁଯାୟୀ, ଆଜି ଅପରାହ୍ନରେ ଉକ୍ତ କେନାଲ…
ଗଛକୁ ରାଖୀ ବାନ୍ଧିଲେ ବନ କର୍ମଚାରୀ
ମୋରଡ଼ା,୩୦ା୮(ସ୍ମାରକ ମାଜୀ): ଆଜି ରକ୍ଷାବନ୍ଧନ ଅବସରରେ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜରେ ନିଆରା ଢଙ୍ଗରେ ରାଖୀ ଉତ୍ସବ ପାଳନ କରାଯାଇଛି। ଭାଇମାନଙ୍କ ହାତରେ ଭଉଣୀ ରାଖୀ ବାନ୍ଧି ନିଜର ସୁରକ୍ଷା କରିବାର ସଂକଳ୍ପ ଭାଇଠାରୁ ନେଇଥାଏ। ଠିକ୍ ସେହିପରି ଗଛ ଜୀବଜଗତ…
‘ଭାଜପା ସହ ଯୋଗାଯୋଗରେ ଅଛନ୍ତି ମାୟାବତୀ’
ମୁମ୍ବାଇ,୩୦।୮: ଦେଶର ଆଗାମୀ ଲୋକସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି। ଗୁରୁବାର ଠାରୁ ମୁମ୍ବାଇରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ଦୁଇ ଦିନିଆ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହାପୂର୍ବରୁ ବୁଧବାର ବିଏସ୍ପି ମୁଖ୍ୟ ମାୟାବତୀ ବଡ଼ ଘୋଷଣା କରିଛନ୍ତି। ସେ…
ରାଖୀରେ ଭାଇ ସୁଶାନ୍ତଙ୍କୁ ମନେ ପକାଇଲେ ଶ୍ୱେତା, ମେସେଜ ଦେଖିଲେ ଓଦା ହୋଇଯିବ ଆଖି…
ମୁମ୍ବାଇ: ଆଜି ଅର୍ଥାତ୍ ଅଗଷ୍ଟ ୩୦ରେ ରକ୍ଷାବନ୍ଧନ ପର୍ବ ସାରା ଦେଶରେ ପାଳନ କରାଯାଉଛି। ଫିଲ୍ମ ଷ୍ଟାରଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ସୋସିଆଲ ମିଡିଆରେ ଭଉଣୀ ଏବଂ ଭାଇମାନଙ୍କ ଫଟୋ ଶେୟାର କରୁଛନ୍ତି। ଏହି ସମୟରେ ବଲିଉଡ୍ର ଦିବଂଗତ ଅଭିନେତା…
ପାକିସ୍ତାନରେ ସବୁ ମ୍ୟାଚ୍ ଖେଳା ଯାଇଥିଲେ ଭଲ ହୋଇଥାନ୍ତା: ବାବର ଆଜମ
କଲମ୍ବୋ,୩୦।୮: ଏସିଆ କପ୍ର ସମସ୍ତ ମ୍ୟାଚ୍ ପାକିସ୍ତାନରେ ଆୟୋଜନ ହୋଇଥିଲେ ଭଲ ହୋଇଥାନ୍ତା। ନେପାଳ ସହ ଉଦ୍ଘାଟନ ମ୍ୟାଚ୍ ପୂର୍ବରୁ କିଛି ଏଭଳି କହିଛନ୍ତି ପାକିସ୍ତାନ ଅଧିନାୟକ ବାବର ଆଜମ। ପାକିସ୍ତାନ କ୍ରିକେଟ ବୋର୍ଡ ପାଖରେ ଏସିଆ କପ୍ ଆୟୋଜନର ଅଧିକାର…
ଶାଢ଼ି ପିନ୍ଧି ସ୍କେଟିଂ କଲେ କୁନି ଝିଅ, ଭିଡିଓ ଦେଖିଲେ…
କେରଳରେ ଓନମ ପର୍ବ ପାଳନ କରାଯାଇଥିଲା। ଏହି ପର୍ବରେ ମହିଳାମାନେ ପ୍ରାୟତଃ ସେମାନଙ୍କର ପ୍ରିୟ ପୋଷାକ ‘କସାବୁ’ ଶାଢ଼ି ପିନ୍ଧନ୍ତି। ଏହି ଅବସରରେ ଏକ କୁନି ଝିଅ କାସବୁ ଶାଢ଼ି ପିନ୍ଧି ଚମତ୍କାର ସ୍କେଟିଂ କରିଥିଲେ। ଏବେ ତାଙ୍କ ଭିଡିଓ ସୋସିଆଲ…
କଶ୍ମୀରରେ ହେବ ମିସ୍ ଓ୍ବାଲର୍ଡ ୨୦୨୩ ପ୍ରତିଯୋଗିତା
ଶ୍ରୀନଗର,୩୦।୮: ୭୧ତମ ମିସ୍ ଓ୍ବାଲର୍ଡ ୨୦୨୩ ପ୍ରତିଯୋଗିତାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଚଳିତ ବର୍ଷ ଶେଷଆଡକୁ ଏହାକୁ କଶ୍ମୀରରେ ଆୟୋଜନ କରିବାର ଯୋଜନା ରହିଛି। ପ୍ରତିଯୋଗିତାରେ ୧୪୦ ଦେଶ ଭାଗ ନେବେ। ତେବେ ମେ’ ୨୦୨୩ରେ ଆୟୋଜିତ ହୋଇଥିବା…
ଯବାନଙ୍କ ହାତରେ ରାଖୀ ବାନ୍ଧିଲେ ବିଭିନ୍ନ ଅନୁଷ୍ଠାନର ସଦସ୍ୟ
ମାଲକାନଗିରି,୩୦ା୮(ନୃସିଂହ ଚରଣ ମହାନ୍ତି): ଭଉଣୀ ହାତରୁ ରାଖୀ ବାନ୍ଧିବା ପାଇଁ ଆଜି ଦିନରେ ଭାଇ ଚାହିଁ ରହିଥାନ୍ତି। କିନ୍ତୁ ଦେଶ ମାତୃକାକୁ ସୁରକ୍ଷା ଦେବାକୁ ଯେଉଁ ଯବାନ ଭାଇ କର୍ତ୍ତବ୍ୟରତ ସେହି ଯବାନଙ୍କ ଭଉଣୀ ଭାଇଙ୍କୁ ଅନାଇ ଲୁହ ଗଡ଼ାଉଥିବା ବେଳେ…
ଇଶା କହିଲେ ‘ମୋ ବାପା ବହୁତ ରୋମାଣ୍ଟିକ୍’
ବମ୍ବେ: ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ର କାହାଣୀ ଯେତିକି ନୁହେଁ, ତା’ଠୁ ଅଧିକ ଧର୍ମେନ୍ଦ୍ର ଏବଂ ଶବାନା ଆଜମୀଙ୍କ ଚୁମ୍ବନ ଦୃଶ୍ୟ ଚର୍ଚ୍ଚାରେ। ଏହାକୁ ନେଇ ହେମାମାଳିନୀଙ୍କଠାରୁ ଆରମ୍ଭ କରି ବଲିଉଡର ଅନେକ କଳାକାର ନିଜ ପ୍ରତିକ୍ରିୟା…
Archives


