ରାଉରକେଲାରେ ବ୍ୟାପୁଛି ଝାଡ଼ାବାନ୍ତି: ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୯।୧୨: ରାଉରକେଲା ସହର ସମେତ ଆଖପାଖ ଅଞ୍ଚଳରେ ଝାଡ଼ାବାନ୍ତି ଅଣାୟତ୍ତ ହେବାରେ ଲାଗିଛି। ଝାଡ଼ାବାନ୍ତିରେ ପୂର୍ବରୁ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସୋମବାର ଏହି ତାଲିକାରେ ଆଉ ୨ଜଣଙ୍କ ନାଁ ଯୋଡି ହୋଇଥିଲା। ମୃତ୍ୟୁ ପଛରେ ହଇଜା ଜୀବାଣୁ ଚିହ୍ନଟ ହୋଇଥିବା…
ରୋବଟ୍ର ବିଶ୍ୱ ରେକର୍ଡ
ସିଓଲ: ମଣିଷ ବେଳକୁ ବେଳ ଆଧୁନିକର ଛାପରେ ଟେକ୍ନୋଲୋଜିକୁ ଆପଣେଇ ସାରିଲାଣି। ବର୍ତ୍ତମାନ ସମୟରେ ଏପରି ଜିନିଷ ସବୁ ଉଦ୍ଭାବନ ହେଉଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ନିକଟରେ ଦକ୍ଷିଣ କୋରିଆ ଦ୍ୱାରା ପ୍ରସ୍ତୁତ ହୁଣ୍ଡ ନାମକ ଏକ ରୋବଟ୍ ବିଶ୍ୱ…
ଶ୍ରେଷ୍ଠ ୫୦ ଏସୀୟ ତାରକା: ଶୀର୍ଷରେ ଶାହରୁଖ
ମୁମ୍ବାଇ: ଚଳିତବର୍ଷ ଶାହରୁଖ ଖାନ୍ଙ୍କୁ ତାଙ୍କ ଫିଲ୍ମ ପାଇଁ ଅନେକ ସଫଳତା ମିଳିଥିବାବେଳେ କିଛି ଦିନରେ ଆଉ ଏକ ସିନେମା ‘ଡଙ୍କି’ ରିଲିଜ୍ ହେବାକୁ ଯାଉଛି। ସେଥିପାଇଁ ମଧ୍ୟ ଟିକେଟ ବୁକିଂ ଆରମ୍ଭ ହୋଇଗଲାଣି। ଏହା ମଧ୍ୟରେ ତାଙ୍କୁ ଆଉ ଏକ…
‘ବିରୋଧୀଙ୍କ ଆଚରଣ ନିରାଶାଜନକ’ ଏମ୍ପିଙ୍କ ବ୍ୟବହାର ଉପରେ କହିଲେ ପ୍ରଧାନମନ୍ତ୍ରୀ
‘ବିରୋଧୀଙ୍କ ଆଚରଣ ନିରାଶାଜନକ’ ଏମ୍ପିଙ୍କ ବ୍ୟବହାର ଉପରେ କହିଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ,୧୯।୧୨: ସଂସଦର ସୁରକ୍ଷା ଉଲ୍ଲଂଘନ ମାମଲାକୁ ନେଇ ଗୋଟିଏ ପଟେ ବିରୋଧୀଙ୍କ ହଙ୍ଗାମା ପରେ ଅନେକ ଏମ୍ପିଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ ଏମ୍ପିଙ୍କ…
ମନ କିଣିଲା ଚଳନ୍ତା ଟ୍ରେନରେ ଗର୍ଲ ଗ୍ୟାଙ୍ଗଙ୍କ ‘ଚଲ ଛେଇୟାଂ ଛେଇୟାଂ’ ଗୀତରେ ଧମାକାଦାର ଡ୍ୟାନ୍ସ, ଦେଖନ୍ତୁ ମଜାଦାର ଭିଡିଓ
ଅନେକ ଥର ସୋସିଆଲ ମିଡିଆରେ ଡ୍ୟାନ୍ସ ଭିଡିଓ ଭାଇରାଲ ହୁଏ। ଲୋକମାନେ ମଧ୍ୟ ଏହାକୁ ବହୁତ ପସନ୍ଦ କରନ୍ତି । ଆଜିକାଲି ସର୍ବସାଧାରଣ ପ୍ଲାଟଫର୍ମରେ ଡ୍ୟାନ୍ସ ଭିଡିଓ ତିଆରି କରିବାର କ୍ରେଜ ବୃଦ୍ଧି ପାଇଛି । ଏବେ ସୋସିଆଲ ମିଡିଆରେ ଏକ…
ଆଇପିଏଲ୍ ତାରିଖ ସ୍ଥିର କଲା ବିସିସିଆଇ! ଜାଣନ୍ତୁ କେବେ ଖେଳାଯାଇପାରେ ପ୍ରଥମ ମ୍ୟାଚ
ନୂଆଦିଲ୍ଲୀ,୧୯।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୪ ପାଇଁ ମାର୍ଚ୍ଚ ୨୨ ରୁ ମେ ଶେଷ ପର୍ଯ୍ୟନ୍ତ ସମୟ ୱିଣ୍ଡୋ ସ୍ଥିର କରିଛି । ଆସନ୍ତା ବର୍ଷ ଦେଶରେ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାର…
ଜୋର ଜବରଦସ୍ତି ବିବାହ କରି ପାରିବି ନାହିଁ କହି ମଣ୍ଡପରୁ ବରକୁ ଘୋଷାଡି ଆଣିଲେ କନ୍ୟା, ଦେଖନ୍ତୁ ଭିଡିଓ
କୁହାଯାଏ ଯେ ଯୋଡି ଉପରବାଲା ତିଆରି କରିଥାଆନ୍ତି। କିନ୍ତୁ ଯଦି ବର ଏବଂ କନ୍ୟା ଏକମତ ନ ନୁହଁନ୍ତି ତେବେ ବିବାହ କଦାପି ସମ୍ଭବ ନୁହେଁ। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଶୀଘ୍ର ଭାଇରାଲ ହେଉଛି। ଏହି ଭିଡିଓରେ…
ତେଲଙ୍ଗାନାରୁ ଲୋକ ସଭା ନିର୍ବାଚନ ଲଢିପାରନ୍ତି ସୋନିଆ ଗାନ୍ଧୀ
ହାଇଦ୍ରାବାଦ, ୧୯।୧୨: ତେଲଙ୍ଗାନା ବିଧାନସଭା ନିର୍ବାଚନର ବିଜୟରେ ଉତ୍ସାହିତ ହୋଇ ସ୍ଥାନୀୟ କଂଗ୍ରେସ ନେତାମାନେ ସୋନିଆ ଗାନ୍ଧୀଙ୍କୁ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ରାଜ୍ୟର ୧୭ଟି ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିବେଦନ କରିଛନ୍ତି। ତେଲଙ୍ଗାନା କଂଗ୍ରେସର ରାଜନୈତିକ…
ପ୍ରଶଂସକଙ୍କ ସହ ଫଟୋ ପୋଜ ଦେଇ ହୃଦୟ ଜିତିଲେ ମଲାଇକା
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ଅନେକ ସମୟରେ ତାଙ୍କ ଓ୍ବାକକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହୋଇଥିବାର ଦେଖାଯାଏ। କିନ୍ତୁ ନିକଟରେ ଅଭିନେତ୍ରୀଙ୍କ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କ ହୃଦୟ ଜିତିଛି। ଭିଡିଓରେ, ଅଭିନେତ୍ରୀ ଜଣେ…
କାଜୁ ଜଙ୍ଗଲରୁ ମିଳିଲା ମଣିଷ କଙ୍କାଳ
ପାଟଣା,୧୯।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡ଼ା ବ୍ଲକ ଖୁଣ୍ଟାପଡା ପଞ୍ଚାୟତ ଚାତରପାଣି ଗାଁ ନିକଟ କାଜୁ ଜଙ୍ଗଲରୁ ମଙ୍ଗଳବାର ମଣିଷ କଙ୍କାଳ ମିଳିଛି। ଖବରପାଇ ପାଟଣା ଥାନା ଅଧିକାରୀ ବିବତ୍ସ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ…
ରିଲିଜ ପୂର୍ବରୁ ଆଡଭାନ୍ସ ବୁକିଂରେ ‘ଡଙ୍କି’ କଲେକଶନ କଲାଣି କୋଟି କୋଟି
ମୁମ୍ବାଇ: ଶାହାରୁଖ ଖାଁଙ୍କ ପାଇଁ ୨୦୨୩ଏକ ଭଲ ବର୍ଷ। ବଲିଉଡର କିଙ୍ଗ ଖାଁଙ୍କ ଦୁଇଟି ଫିଲ୍ମ ‘ପଠାନ’ ଏବଂ ‘ଜୱାନ’ ଚଳିତ ବର୍ଷ ବ୍ଲକବଷ୍ଟର ହୋଇସାରିଥିବା ବେଳେ ବର୍ତ୍ତମାନ ବର୍ଷ ଶେଷରେ ଶାହାରୁଖଙ୍କ ଅଭିନୀତ ମୁଭି ‘ଡଙ୍କି’ ସହିତ ବକ୍ସ ଅଫିସରେ…
ଚାଉଳ ମୂଲ୍ୟ ବୃଦ୍ଧି ଉପରେ କେନ୍ଦ୍ର ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ, ଲାଭକାରୀଙ୍କୁ ଦେଲେ ଚେତାବନୀ, ହ୍ରାସ ପାଇବ ଦାମ୍
ନୂଆଦିଲ୍ଲୀ,୧୯।୧୨: ଦେଶରେ ଚାଉଳ ମୂଲ୍ୟ ବୃଦ୍ଧି ଉପରେ କେନ୍ଦ୍ର ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଚାଉଳ ଶିଳ୍ପକୁ ମୂଲ୍ୟ ନିୟନ୍ତ୍ରଣ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଚେତାବନୀ ଦିଆଯାଇଛି କି ଯଦି ଏଥିରେ ଲାଭ କରାଯାଏ ତେବେ ସରକାରଙ୍କ…

