‘ଚାଇନା ସହ ମୁକାବିଲା କରିବା ପାଇଁ ଭାରତ-ଆମେରିକା ସମ୍ପର୍କକୁ ମଜଭୁତ୍ କରିବା ଜରୁରୀ’
ଓ୍ବାଶିଂଟନ୍,୩୦।୮: ଆମେରିକାରେ ଆସନ୍ତା ବର୍ଷ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ନିଜର ଦାବିଦାରୀ ଉପସ୍ଥାପନ କରୁଥିବା ଭାରତୀୟ ମୂଳ ବିବେକ ରାମାସ୍ବାମୀ କହିଛନ୍ତି ଯେ, ଭାରତ-ଆମେରିକାର ମଜଭୁତ୍ ସମ୍ପର୍କ, ଆମେରିକାର ଚାଇନା ଏବଂ ତାଇୱାନ ଉପରେ ନିର୍ଭରଶୀଳତାକୁ ଦୂର କରିପାରିବ।…
ବୈଷ୍ଣୋ ଦେବୀଙ୍କ ଶରଣରେ ଶାହରୁଖ
ଶାହରୁଖ ଖାନ ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ଯବାନ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ‘ଯବାନ’ ୭ ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଦ୍ୱିତୀୟ ଟ୍ରେଲର ଫିଲ୍ମ ରିଲିଜ ହେବା ପୂର୍ବରୁ ରିଲିଜ ହେବାକୁ ଯାଉଛି। ‘ଯବାନ’ର ଦ୍ୱିତୀୟ ଟ୍ରେଲର ୩୧…
ପ୍ରଜ୍ଞାନନ୍ଦଙ୍କୁ ସ୍ବାଗତ ପାଇଁ ପ୍ରବଳ ଭିଡ଼
ଚେନ୍ନାଇ,୩୦।୮: ଦେଶର ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର ତଥା ବର୍ତ୍ତମାନର ଶ୍ରେଷ୍ଠ ଚେସ ଖେଳାଳି ରମେଶବାବୁ ପ୍ରଜ୍ଞାନନ୍ଦ ଚେସ ବିଶ୍ୱକପରେ ସର୍ବକନିଷ୍ଠ ରନର୍ ଅପ ହେବା ପରେ ଘରକୁ ଫେରିଛନ୍ତି। ଚଳିତ ବର୍ଷ ଆରମ୍ଭରେ ଚେସ ବିଶ୍ୱକପରେ ବିଶ୍ୱର ଅନେକ ଶ୍ରେଷ୍ଠ ଖେଳାଳିଙ୍କୁ ପରାସ୍ତ…
କଂଗ୍ରେସ, ଏନସିପି ଆମ ସହିତ ଅଛନ୍ତି: ସଞ୍ଜୟ ରାଉତ
ମୁମ୍ବାଇ,୩୦।୮: ମୁମ୍ବାଇରେ ‘ଇଣ୍ଡିଆ’ (ବିରୋଧୀ ଆଲାଇନ୍ସ)ର ତୃତୀୟ ବୈଠକ ପୂର୍ବରୁ ଶିବସେନା ନେତା ତଥା ଏମ୍ପି ସଞ୍ଜୟ ରାଉତ କହିଛନ୍ତି, ଶିବସେନା ଇଣ୍ଡିଆ ଆଲାଇନ୍ସ ଏହି ବୈଠକର ଆୟୋଜକ । ଏଥିପାଇଁ ପ୍ରସ୍ତୁତି ଚାଲିଛି। କଂଗ୍ରେସ ଏବଂ ଏନସିପି ଆମ ସହିତ…
ରାଜ୍ୟର ସର୍ବ ପ୍ରଥମେ ଜାଗାମିଶନ ଯୋଜନାରେ ସଫଳଯୋଗୁଁ କେସିଙ୍ଗା ଏନ.ଏ.ସି ରାଜ୍ୟସ୍ତରରେ ପୁରସ୍କୃତ
କେସିଙ୍ଗା,୩୦।୮(ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲା କେସିଙ୍ଗା ଏନ.ଏ.ସିର ୪୪ଟି ଭୂମିହୀନଙ୍କୁ ଜଗାମିଶନ ଯୋଜନାରେ ଜମି ଓ ଗୃହ ରାଜ୍ୟ ସରକାର ପ୍ରଦାନ କରିଥିଲେ। ଏହି ଉପଲକ୍ଷେ ରାଜ୍ୟ ସରକାର କେସିଙ୍ଗା ଏନ.ଏ.ସିକୁ ପ୍ରଥମ ପୁରସ୍କାର ପ୍ରଦାନ କରିଥିବାରୁ ଜିଲା ତଥା ଅଞ୍ଚଳରେ…
‘ଧୋନୀ ଭାଇଙ୍କ ଭଳି ଆଉ କେହି ନାହାନ୍ତି’
ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟ ଇତିହାସରେ ବିରାଟ କୋହଲି ହେଉଛନ୍ତି ଭାରତର ଅନ୍ୟତମ ସର୍ବଶ୍ରେଷ୍ଠ ଟେଷ୍ଟ ଅଧିନାୟକ। ସେ ଭାରତ ପାଇଁ ସର୍ବାଧିକ ଟେଷ୍ଟ ବିଜେତା ଅଧିନାୟକ। କୋହଲିଙ୍କ ଅଧିନାୟକତ୍ୱରେ ୬୮ଟି ମ୍ୟାଚରେ ଭାରତ ୪୦ଟି ଟେଷ୍ଟ ମ୍ୟାଚ ଜିତିଥିଲା। ଭାରତୀୟ ଅଧିନାୟକ…
କେଜ୍ରିଓ୍ବାଲ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ଉଚିତ୍: ଏଏପି
ନୂଆଦିଲ୍ଲୀ,୩୦।୮: ମୁମ୍ବାଇରେ ‘ଇଣ୍ଡିଆ’ ମେଣ୍ଟର ବୈଠକ ପୂର୍ବରୁ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି ହୋଇଛି। ଏହି ଦାବି ଆମ ଆଦମୀ ପାର୍ଟିରୁ ଆସିଛି। ଏଏପିର ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା କକ୍କର କହିଛନ୍ତି ଯେ, ଯଦି ଆପଣ ମୋତେ ପଚାରନ୍ତି,…
ଦୋକାନରେ ନିଆଁ ଲାଗି ପରିବାରର ୪ ମୃତ
ମୁମ୍ବାଇ,୩୦।୮: ପୁଣେର ଏକ ଇଲେକ୍ଟ୍ରିକ୍ ଦୋକାନରେ ବୁଧବାର ଅଗ୍ନିକାଣ୍ଡ ଘଟି ପରିବାରର ୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ମଧ୍ୟ ଅଛନ୍ତି। ସକାଳ ପ୍ରାୟ ୫.୨୫ରେ ପିମ୍ପ୍ରି ଚିଞ୍ଚୱାଡ ଅଞ୍ଚଳର ପୁର୍ନା ନଗରରେ…
ପ୍ରଧାନମନ୍ତ୍ରୀଙ୍କ ହାତରେ ରାଖୀ ବାନ୍ଧିଲେ ସ୍କୁଲ ଛାତ୍ରୀ
ନୂଆଦିଲ୍ଲୀ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଲାମାନଙ୍କ ସହିତ ରକ୍ଷା ବନ୍ଧନ ପର୍ବ ପାଳନ କରିଛନ୍ତି। ବିଭିନ୍ନ ବିଦ୍ୟାଳୟର ଛାତ୍ରୀମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତରେ ରାଖୀ ବାନ୍ଧିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ପିଲାମାନଙ୍କୁ ଭେଟି ବହୁତ ଖୁସି ହୋଇଛନ୍ତି। ପ୍ରଧାନମନ୍ତ୍ରୀ…
ଶବରୀ ବୃଦ୍ଧାଙ୍କୁ ପ୍ରତିଶ୍ରୁତି ଦେଇ ଭଣ୍ଡାଇଲା ପ୍ରଶାସନ
ମହାକାଳପଡ଼ା,୩୦।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସଭାଗୃହଠାରେ ସୋମବାର ପୂର୍ବାହ୍ନରେ ଜିଲାପାଳଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ୪୦ ଅଭିଯୋଗ ହୋଇଥିବା ବେଳେ ପେଟଛେଲା ପଞ୍ଚାୟତ ଶବରପଲ୍ଲୀର ଶବରୀ ବୃଦ୍ଧା ଦୁଃଖୀ ଭକ୍ତା ଗଁା ସମସ୍ୟାକୁ…
ପବିତ୍ର ସମ୍ପର୍କର ସାକ୍ଷୀ ରାଖୀ
ଭଉଣୀ-ଭାଇ ମଧ୍ୟରେ ଥିବା ପବିତ୍ର ସମ୍ପର୍କର ସାକ୍ଷୀ ହେଉଛି ରାଖୀ। ପ୍ରତିବର୍ଷ ଏହି ଦିନକୁ ଅତି ଆଗ୍ରହର ସହ ଭଉଣୀଟିଏ ଚାହିଁ ରହିଥାଏ। ଭାବାତ୍ମକ ବନ୍ଧନରେ ବାନ୍ଧି ହେବାକୁ ଭାଇ ମଧ୍ୟ ରାଖୀପୂର୍ଣ୍ଣିମାକୁ ଅପେକ୍ଷା କରିଥାଏ। ବୁଧବାର ପାଳନ ହେବାକୁ ଥିବା…
ଗହ୍ମାପୂର୍ଣ୍ଣିମା ଓ ଶ୍ରୀବଳରାମ
ରାଖୀ ପୂର୍ଣ୍ଣିମା ବା ଗହ୍ମାପୂର୍ଣ୍ଣିମା ଆମ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ। ସାରା ଦେଶରେ ଏହିଦିନ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଥାଏ। ରାଖୀ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ସାକ୍ଷୀ। ଶ୍ରାବଣ ମାସ ପୂର୍ଣ୍ଣିମାରେ ପାଳିତ ହୋଇଥାଏ ରକ୍ଷାବନ୍ଧନ ଉତ୍ସବ। ଶ୍ରାବଣ ପୂର୍ଣ୍ଣିମା…
Archives


