ଆବଡେଲ୍ ଅଲ୍-ସିସି ଇଜିପ୍ଟ ରାଷ୍ଟ୍ରପତି ନିର୍ବାଚିତ
କାଇରୋ,୧୯ା୧୨: ଇଜିପ୍ଟ ରାଷ୍ଟ୍ରପତି ଆବଡେଲ୍ ଫତାହ ଅଲ୍-ସିସି ତୃତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ଆରବ ଜଗତର ଏହି ସବୁଠୁ ଜନବହୁଳ ରାଷ୍ଟ୍ରରେ ତାଙ୍କୁ ୮୯.୬ ପ୍ରତିଶତ ଭୋଟ ମିଳିଛି। ଗତ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଇଜିପ୍ଟରେ ରାଷ୍ଟ୍ରପତି ନିର୍ବାଚନ…
ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ: ପାଣ୍ଡିଆନ
ଭୁବନେଶ୍ୱର (ଅନିଲ ଦାସ)/ କେନ୍ଦ୍ରପଡ଼ା (ଜଗନ୍ନାଥ ଧଳ),୧୯ା୧୨: ଯେଉଁମାନେ ପ୍ରକୃତରେ ଶୋଇଛନ୍ତି, ତାଙ୍କୁ ନିଦରୁ ଉଠାଇ ହେବ। କିନ୍ତୁ ଯେଉଁମାନେ ଚେଇଁ ଶୋଇଛନ୍ତି ସେମାନଙ୍କ ପାଇଁ କିଛି କରିହେବ ନାହିଁ। ରାଜ୍ୟର ବିକାଶ ବିରୋଧୀଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଏମିତି…
ଚିନ୍ତା ବଢାଇଲାଣି କେରଳ, ଗୋଟିଏ ଦିନରେ ୧୧୧ କରୋନା ସଂକ୍ରମିତ ଚିହ୍ନଟ
ଥିରୁଭାନନ୍ତପୁରମ,୧୯।୧୨: କରୋନା ମାମଲା କେରଳରେ ପୁଣି ଥରେ ବୃଦ୍ଧି ପାଇଛି। ସୋମବାର ସୁଦ୍ଧା ଗୋଟିଏ ଦିନରେ ୧୧୧ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ରାଜ୍ୟରେ ହସ୍ପିଟାଲରେ ଚିକିତ୍ସା ହେଉ ନ ଥିବା ରୋଗୀଙ୍କ ସଂଖ୍ୟା୧,୬୩୪…
ଦିନକରେ ୭୮ ଏମ୍ପି ନିଲମ୍ବିତ
ନୂଆଦିଲ୍ଲୀ,୧୯ା୧୨: ବିଶୃଙ୍ଖଳିତ ଆଚରଣ ପାଇଁ ପାର୍ଲାମେଣ୍ଟର ଉଭୟ ଗୃହରୁ ସୋମବାର ୭୮ ବିରୋଧୀ ସଦସ୍ୟଙ୍କୁ ନିଲମ୍ବନ କରାଯାଇଛି। ଗତ ସପ୍ତାହରେ ପାର୍ଲାମେଣ୍ଟ ସୁରକ୍ଷାରେ ବିଭ୍ରାଟକୁ ନେଇ ବିରୋଧୀ ଏମ୍ପିମାନେ ଗୃହରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ବିବୃତି ଦାବି କରି ବିକ୍ଷୋଭ…
ପ୍ରାଣ ପ୍ରତିଷ୍ଠା ଉତ୍ସବରେ ନସିବାକୁ ଆଡ଼ଭାନୀ, ମନୋହର ଯୋଶୀଙ୍କୁ ଅନୁରୋଧ କଲା ରାମ ମନ୍ଦିର ଟ୍ରଷ୍ଟ
ନୂଆଦିଲ୍ଲୀ,୧୮ା୧୨: ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ଭବ୍ୟ ଉତ୍ସବ ସହିତ ଭଗବାନ ରାମ ଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ହେବ। ଏହି ଭବ୍ୟ ମୁହୂର୍ତ୍ତରେ ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଆନ୍ଦୋଳନର ଅଗ୍ରଭାଗରେ ଥିବା ଭାଜପା ଭେଟେରାନ ଏଲ.କେ ଆଡଭାନୀ…
ଛାତ୍ରୀଙ୍କୁ ପ୍ରେମକରି ବନ୍ଧାହେଲେ ଶିକ୍ଷକ
ଶେରଗଡ,୧୮ା୧୨(ସୂର୍ଯ୍ୟନାରାୟଣ ଦାଶ): ଜଣେ ନାବାଳିକା ଛାତ୍ରୀଙ୍କୁ ପ୍ରେମ କରିବା ଅଭିଯୋଗରେ ସୋମବାର ଗଞ୍ଜାମ ଜିଲା ଶେରଗଡ ବ୍ଲକ ବି. ବ୍ରହ୍ମପୁର ଉଚ୍ଚ ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ଗ୍ରାମବାସୀ ଖୁଣ୍ଟରେ ବାନ୍ଧି ପୋଲିସ ଜିମା ଦେଇଥିଲେ। ନାବାଳିକା ଛାତ୍ରୀଙ୍କ ବାପାଙ୍କ ଏତଲା କ୍ରମେ…
ଦ୍ୱାରଶୁଣି ଘାଟିରେ ଦୁର୍ଘଟଣା: ୧୫ ପୋଲିସ କର୍ମଚାରୀ ଆହତ
ବାଙ୍ଗିରିପୋଷି,୧୮ା୧୨(ସଞ୍ଜୟ କୁମାର ଅଗ୍ରୱାଲ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଦେଇ ଯାଇଥିବା ୪୯ନଂ.ଜାତୀୟ ରାଜପଥର ଦ୍ୱାରଶୁଣି ଘାଟି ରାସ୍ତାରେ ସୋମବାର ଏକ ପୋଲିସ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୫ କର୍ମଚାରୀ ଆହତ ହୋଇଛନ୍ତି। ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦାସ୍ଥିତ…
ଭଗ୍ନ ଜାହାଜ ଖଣ୍ଡରୁ ମିଳିଲା କଳାସୁନା
ରୋମ୍: ଇଟାଲିର ସମୁଦ୍ର ତଳେ ୪ ହଜାର ବର୍ଷ ପୁରୁଣା ଏକ ଜାହାଜର ଭଗ୍ନଅଂଶରୁ ଏକ ମୂଲ୍ୟବାନ ପଥରଖଣ୍ଡ ମିଳିଛି, ଯାହାକୁ କଳାସୁନା ବୋଲି କୁହାଯାଉଛି। ଏହା ଅବ୍ସିଡିଆନର ଏକ ଖଣ୍ଡ । ଯାହା ବାଇଗଣି-କଳାରଙ୍ଗର ଜ୍ୱାଳାମୁଖୀର ଏକ କାଚ। ଜାହାଜର…
ମାଛ ଗାଡ଼ିରେ ବ୍ରାଉନସୁଗାର ଚାଲାଣ
ଭୁବନେଶ୍ୱର,୧୮।୧୨(ସୂର୍ଯ୍ୟକାନ୍ତ ବେହେରା): ମାଛ ବୁହା ପିକ୍ଅପ୍ରେ ବାଲେଶ୍ୱରରୁ ବେଆଇନ ଭାବେ ବ୍ରାଉନସୁଗାର ଚାଲାଣ ହେଉଛି । ଖୋର୍ଦ୍ଧାକୁ ଚୋରା ଚାଲାଣ ବେଳେ କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ୍ ଭୁବନେଶ୍ୱର ସିଆର୍ପି ଛକ ଫ୍ଲାଏ ଓଭର ଉପରୁ ୬୬ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ସହ…
ବିଧାୟକଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍
ଜୟପୁର, ୧୮ା୧୨ (ପବନ ପାଣିଗ୍ରାହୀ): ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଫେସ୍ ବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଛି। ଏନେଇ ସେ ନିଜେ ଫେସ୍ ବୁକର ଅନ୍ୟ ଏକ ପ୍ରୋଫାଇଲ ପେଜ୍ରୁ ସୂଚନା ଦେଇଛନ୍ତି। କେହି ଜଣେ ଦୁର୍ବୃତ୍ତ ଏପରି କରିଥିବା…
ଦେହରେ ସେଲୋ ଟେପ୍ ଗୁଡ଼ାଇ ଗଞ୍ଜେଇ ଚାଲାଣ
ନନ୍ଦପୁର/କୋରାପୁଟ, ୧୮ା୧୨ (ଶଙ୍କର ପୂଜାରୀ/ଅମିତାଭ ବେହେରା): ଗଞ୍ଜେଇ ଚାଲାଣକାରୀ ନିିଜ ଦେହରେ ସେଲୋଟେପ୍ ଗୁଡାଇ ଗଞ୍ଜେଇ ଚାଲାଣ କରିବାର ନୂଆ ଉପାୟ ସାମ୍ନାକୁ ଆସିଛି। ଚାଲାଣକାରୀଙ୍କ ଏହି କୌଶଳକୁ ଧରିବାରେ ପୋଲିସ ସକ୍ଷମ ହୋଇଛି। ଏଥିରେ ସମ୍ପୃକ୍ତ ଜଣଙ୍କୁ ପୋଲିସ ଗିରଫ…
କଳିଙ୍ଗ ସୁପର କପ୍ ଫୁଟ୍ବଲ: ଗ୍ରୁପ୍ ‘ଡି’ରେ ଓଡ଼ିଶା ଏଫ୍ସି
ଭୁବନେଶ୍ୱର, ୧୮।୧୨: ସର୍ବଭାରତୀୟ ଫୁଟ୍ବଲ ଫେଡେରେଶନ(ଏଆଇଏଫ୍ଏଫ୍) ପକ୍ଷରୁ କଳିଙ୍ଗ ସୁପର କପ୍ ଫୁଟବଲ ଟୁର୍ନାମେଣ୍ଟ ପାଇଁ ଡ୍ର’ ଉଠାଣ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଛି। ତଦନୁସାରେ ଗତଥରର ଚାମ୍ପିୟନ ଓଡ଼ିଶା ଏଫ୍ସି ଗ୍ରୁପ୍ ‘ଡି’ରେ ସ୍ଥାନ ପାଇଛି। ଏଫ୍ସି ଗୋଆ, ବେଙ୍ଗାଲୁରୁ…

