ଏକ ଦେଶ ଏକ ନିର୍ବାଚନ କମିଟିକୁ ଜୟରାମ ରମେଶ କହିଲେ ‘କର୍ମକାଣ୍ଡିୟ’
ନୂଆଦିଲ୍ଲୀ,୩।୯: ଏକ ଦେଶ, ଏକ ନିର୍ବାଚନର ସମ୍ଭାବନାକୁ ଅନୁଧ୍ୟାନ କରିବା ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ୨୦୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏଥିପାଇଁ ଓକିଲାତି କରିଥିଲେ।…
ପ୍ରସିଦ୍ଧ କ୍ରିକେଟର୍ ହିଥ୍ ଷ୍ଟ୍ରିକଙ୍କ ପରଲୋକ
ହରାରେ,୩।୯: ଜିମ୍ବାୱେର ପୂର୍ବତନ କ୍ରିକେଟର ହିଥ୍ ଷ୍ଟ୍ରିକଙ୍କ ପରଲୋକ ଘଟିଛି। ୪୯ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ଦେଇଛନ୍ତି। ଏଥର ତାଙ୍କ ଦେହାନ୍ତ ଖବର ସମ୍ପୂର୍ଣ୍ଣ ସଠିକ। କାରଣ ମୃତ୍ୟୁ ଖବର ତାଙ୍କ ପରିବାର ପରିବାର ଦ୍ୱାରା ନିଶ୍ଚିତ ହୋଇଛି।…
ବ୍ୟାଗ୍ରୁ ଏମିତି ପର୍ସ ଚୋରି କରୁଛି ବିଲେଇ, ଭିଡିଓ ଦେଖିଲେ…
ମଣିଷ ଚୋରି କରିବା ଶୁଣିଥିବେ। କିନ୍ତୁ ଏକ ବିଲେଇ ଯେ, ଚୋରି କରେ ତାହା ଜାଣି ଆଶ୍ଚର୍ଯ୍ୟ ହେବେ। ମାତ୍ର ଭାଇରାଲ ହେଉଥିବା ଭିଡିଓ ଦେଖିଲେ ବିଶ୍ୱାସ କରିବେ। ଗୋଟିଏ ବିଲେଇ ବ୍ୟାଗ୍ରୁ କିପରି ଢଙ୍ଗରେ ପର୍ସ ଚୋରି କରୁଛି ତାହା…
କୋହଲି-ରୋହିତଙ୍କୁ ଅପମାନିତ କଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୩ା୯: ଏସିଆ କପ୍ରେ ଭାରତ ବନାମ ପାକିସ୍ତାନ ମ୍ୟାଚ ବର୍ଷା ଯୋଗୁ ରଦ୍ଦ ହୋଇଛି। ବର୍ଷା ହେତୁ ମ୍ୟାଚ ଶେଷ ହୋଇପାରି ନ ଥିଲା, କିନ୍ତୁ ପାକିସ୍ତାନର ଶାହିନ ଆଫ୍ରିଦି, ନସିମ ଶାହା ଏବଂ ହରିସ ରୌଫ ଚମତ୍କାର ପ୍ରଦର୍ଶନ କରିଥିଲେ।…
ତିରିଶ ବର୍ଷର ମନୋମାଳିନ୍ୟ ଭୁଲି ଏକାଠି ହେଲେ ସନ୍ନି-ଶାହାରୁଖ
ବମ୍ବେ: ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ତିରିଶ ବର୍ଷର ମନୋମାଳିନ୍ୟ ଭୁଲିଛନ୍ତି ଶାହାରୁଖ ଖାନ୍ ଏବଂ ସନ୍ନି ଦେଓଲ। ଉଭୟ ଅଭିନେତା ଏକାଠି ହେବା ସହ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି। ଏହାର ଝଲକ ‘ଗଦର ୨’ର ସଫଳତାକୁ ନେଇ…
ଦେବାଶିଷଙ୍କୁ ଡବଲ୍ସ ଟାଇଟଲ୍
ଭୁବନେଶ୍ୱର,୩।୯(ସରୋଜ ଜେନା): ରାଜ୍ୟର ପ୍ରତିଭାବାନ ଯୁବ ଟେନିସ୍ ତାରକା ଦେବାଶିଷ ସାହୁ ତେଲଙ୍ଗାନାରେ ଅନୁଷ୍ଠିତ ଆଇଟିଏଫ୍ ଜୁନିୟର ଟେନିସ ଟୁର୍ନାମେଣ୍ଟର ସିଙ୍ଗଲ୍ସ ବର୍ଗରେ ରନର ଅପ୍ ହୋଇଥିବା ବେଳେ ଡବଲ୍ସରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି। ହାଇଦ୍ରାବାଦର ଅଜିଜ ନଗର ସ୍ଥିତ…
ଏହି ଗାଁରେ ସ୍ମାର୍ଟଫୋନକୁ ନେଇ ରହିଛି କଡ଼ା ନିୟମ, ରିଲ୍ କଲେ ବି କାର୍ଯ୍ୟାନୁଷ୍ଠାନ, କାରଣ ଜାଣିଲେ…
ଆପଣ ନିଶ୍ଚିତ ଭାବରେ ଅନେକ ସମୟରେ ମାତାପିତାଙ୍କୁ ବିବ୍ରତ କରୁଥିବା ଦେଖିଥିବେ ଯେ, ପିଲାମାନେ ଫୋନ୍ ସ୍କ୍ରିନ୍କୁ ନ ଦେଖିଲେ ଖାଦ୍ୟ ଖାଆନ୍ତି ନାହିଁ, ଘର ବାହାରେ ଖେଳିବା ପରିବର୍ତ୍ତେ ସେମାନେ ଫୋନ୍ରେ ଖେଳ ଖେଳନ୍ତି। ଏଥି ସହିତ କିଛି ପିଲା…
‘ଓଡ଼ିଆଙ୍କ ପାଇଁ ପ୍ରେରଣାର ଉତ୍ସ କିଶୋର’
ଭୁବନେଶ୍ୱର,୩୯(ସରୋଜ ଜେନା): ବିଶ୍ୱ ଆଥ୍ଲେଟିକ୍ସ ଚାମ୍ପିୟନଶିପ୍ରେ ନିଜର ଚମତ୍କାର ପ୍ରଦର୍ଶନ ଜରିଆରେ ସମସ୍ତଙ୍କ ହୃଦୟ ଜିତିଥିବା ଜାଭେଲିନ୍ ଥ୍ରୋୟର କିଶୋର ଜେନାଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି ଓଡ଼ିଶା ସରକାର। ବିଶ୍ୱ ଚାମ୍ପିୟନଶିପ୍ରେ ଚମତ୍କାର ପ୍ରଦର୍ଶନ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ…
ଭାରତୀୟ ମୂଳ ବାସିନ୍ଦା ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଭାଇଙ୍କ ନାଁରେ କଲେ ମାନହାନି ମାମଲା
ସିଙ୍ଗାପୁର,୩।୯: ସିଙ୍ଗାପୁରରେ ଭାରତୀୟ ମୂଳ ବାସିନ୍ଦା ଦୁଇଜଣ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ଲି ସିନ ଲୁଙ୍ଗଙ୍କ ସାନଭାଇ ଲି ସିନ ୟାଙ୍ଗଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ସୂଚନାଯୋଗ୍ୟ, ଏହି ମାମଲା ସରକାରୀ ବଙ୍ଗଳାର ଭଡା ବିବାଦ ସହିତ ଜଡିତ। ଗଣମାଧ୍ୟମ…
ସୂର୍ଯ୍ୟଙ୍କ ଆଖିରେ ଦୁନିଆ ଦେଖିବେ ଆଉ ଜଣେ
ଭୁବନେଶ୍ୱର,୩ା୯: ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଶନିବାର ସନ୍ଧ୍ୟାରେ ପରଲୋକ ଘଟିଥିଲା। ତେବେ ସୂର୍ଯ୍ୟଙ୍କ ଶେଷ ଇଚ୍ଛା ଓ ତାଙ୍କ ପରିବାର ଲୋକଙ୍କ ସହମତିରେ ତାଙ୍କ ଚକ୍ଷୁଦାନ କରାଯାଇଛି। ଫଳରେ ସୂର୍ଯ୍ୟଙ୍କ ଆଖିରେ ଆଉ ଜଣେ ଦୁନିଆ ଦେଖିପାରିବେ। ସୂର୍ଯ୍ୟଙ୍କ…
ବାର୍ଷିକ ଖଣି ସୁରକ୍ଷା ସପ୍ତାହରେ ଓସିପିଏଲ୍ ପୁରସ୍କୃତ
ଭୁବନେଶ୍ୱର,୩।୯ (ଅଭୟ ଦାଶ): ଓଡ଼ିଶା କୋଲ୍ ଆଣ୍ଡ୍ ପାୱାର ଲିମିଟେଡ୍(ଓସିପିଏଲ୍) କୁ ନିକଟରେ ଆଉ ଏକ ସମ୍ମାନ ଓ ସ୍ବୀକୃତି ପ୍ରଦାନ କରାଯାଇଛି। ଓସିପିଏଲ୍ ପ୍ରଥମଥର ପାଇଁ ଖଣି ସୁରକ୍ଷା ନିର୍ଦ୍ଦେଶାଳୟ (ଡିଜିଏମ୍ଏସ୍) ଏବଂ ମହାନାଦୀ କୋଲ ଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍)ର…
ଦିଲ୍ଲୀ ପ୍ରଗତି ମଇଦାନ ନିକଟରେ ଦୁର୍ଘଟଣା, ଲାଇନଚ୍ୟୁତ ହେଲା ଟ୍ରେନ୍
ନୂଆଦିଲ୍ଲୀ,୩।୯: ଦିଲ୍ଲୀର ପ୍ରଗତି ମଇଦାନ ନିକଟରେ ରବିବାର ଏକ ଲୋକାଲ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରେନ୍ଟି ହରିୟାଣା ପାଲଓ୍ବାଲରୁ ଦିଲ୍ଲୀ ଷ୍ଟେଶନକୁ ଆସୁଥିବା ବେଳେ ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିଲା। ଦୁର୍ଘଟଣା ସମୟରେ ଅନେକ ଯାତ୍ରୀ ଟ୍ରେନ୍ରେ ଥିଲେ। ହେଲେ ସମସ୍ତେ…
Archives


