Home Left

ସ୍ବାମୀଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ଆତ୍ମହତ୍ୟା କଲେ ସ୍ତ୍ରୀ

ଖୋର୍ଦ୍ଧା,୧।୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ବଣିଆଟାଙ୍ଗି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ସ୍ତ୍ରୀ’ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଦମ୍ପତ୍ତି ହେଲେ ସମରେନ୍ଦ୍ର ସେନାପତି(୪୦) ଓ ସୁନିତା(୩୫)। ପୋଲିସ…

କୋହଲିଙ୍କ ଦିଓ୍ବାନା ହେଲେ ପାକିସ୍ତାନ ପ୍ରଶଂସକ

ନୂଆଦିଲ୍ଲୀ,୩।୯: ଭାରତୀୟ କ୍ରିକେଟର୍‌ ବିରାଟ କୋହଲିଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଅଛନ୍ତି। ଏହାର ସଦ୍ୟତମ ଉଦାହରଣ ପାକିସ୍ତାନରେ ଦେଖିବାକୁ ମିଳିଛି। ଏଠାରେ ଜଣେ ପ୍ରଶଂସକ କୋହଲିଙ୍କ ଏକ ଚିତ୍ର ବାଲିରେ କରିଛନ୍ତି। ସୋସିଆଲ ମିଡିଆରେ ଏହାର ଭିଡିଓ…

ରାସ୍ତା ନ ହେଲେ ନିର୍ବାଚନରେ ଜବାବ ଦେବୁ

କେନ୍ଦୁଝର,୩।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଷଡ଼ଙ୍ଗୀ ପଞ୍ଚାୟତ ଆଙ୍କୁଡି ଗ୍ରାମ ଦୀର୍ଘ ବର୍ଷ ହେଲା ଅବହେଳିତ ହୋଇ ରହିଥିଲେ ହେଁ ସମସ୍ୟାର ସମାଧାନ ହେଉନାହିଁ। ବିଶେଷକରି ଗ୍ରାମକୁ ଯିବା ପାଇଁ ଏକ ଜଙ୍ଗଲୀ ରାସ୍ତା ରହିଛି। ବହୁ…

ଯାତ୍ରୀ ବିଶ୍ରାମାଗାରରୁ ମିଳିଲା ମୃତଦେହ

ବଡ଼ବିଲ,୩ା୯(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ପୁରୁଣା ବସ୍‌ଷ୍ଟାଣ୍ଡସ୍ଥିତ ଯାତ୍ରୀ ବିଶ୍ରାମାଗାରରୁ ରବିବାର ଜଣେ ବ୍ୟକ୍ତିଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ବିଶ୍ରାମ ଗୃହର ଏକ କୋଣକୁ ବ୍ୟକ୍ତି ଜଣକ ମୁହଁମାଡ଼ି ପଡ଼ିଥିବା ଦେଖିବାକୁ ମିଳିଥିଲା। ଉକ୍ତ ବ୍ୟକ୍ତିଙ୍କ ଆନୁମାନିକ ବୟସ…

ଚନ୍ଦ୍ରମୁଖୀ-୨ର ଟ୍ରେଲର ରିଲିଜ୍‌

ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଅଭିନୀତ ବହୁପ୍ରତିକ୍ଷୀତ ଫିଲ୍ମ ଚନ୍ଦ୍ରମୁଖୀ-୨ର ଟ୍ରେଲର ରିଲିଜ୍‌ ହୋଇଛି। ଟ୍ରେଲରରେ କଙ୍ଗନା ତାଙ୍କର ତୀକ୍ଷ୍ଣ ମନୋଭାବରେ ନଜର ଆସିଛନ୍ତି। ଚେନ୍ନାଇରେ କଙ୍ଗନା ଏବଂ ରାଘଭା ଲରେନ୍ସଙ୍କ ‘ଚନ୍ଦ୍ରମୁଖୀ ୨’ର ଟ୍ରେଲର ରିଲିଜ୍‌ ହୋଇଥିଲା। ଫିଲ୍ମରେ ମୁଖ୍ୟ…

ପ୍ରେମିକାଙ୍କ ପାଇଁ ଶାହାରୁଖଙ୍କ ନିକଟରେ ଅଜବ ଦାବି କଲେ ପ୍ରଶଂସକ

ମୁମ୍ବାଇ: କିଙ୍ଗ୍‌ଖାନ୍‌ ଶାହରୁଖ ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ଯବାନ’କୁ ଚର୍ଚ୍ଚାରେ ରହିଛନ୍ତି। ୩୧ ଅଗଷ୍ଟରେ ‘ଯବାନ’ର ଚମତ୍କାର ଟ୍ରେଲର ମୁକ୍ତିଲାଭ କରିଛି। ବର୍ତ୍ତମାନ ପ୍ରଶଂସକମାନେ ଫିଲ୍ମକୁ ଅପେକ୍ଷା କରିଛନ୍ତି। ଏହି ସମୟରେ ପ୍ରଶଂସକଙ୍କ ସହ ଯୋଗାଯୋଗ କରିବାକୁ ରବିବାର ସୋସିଆଲ…

ଯବାନର ରିଲିଜ ପୂର୍ବରୁ ଶାହାରୁଖ ରଖିଲେ ‘ଆସ୍କ ଏସଆରକେ’ ସେଶନ

ମୁମ୍ବାଇ: ବଲିଉଡ ଆକ୍ଟର ଶାହାରୁଖ ଖାଁ ଏବେ ତାଙ୍କ ଅଭିନୀତ ମୁଭି ’ଯବାନ’କୁ ନେଇ ଅଛନ୍ତି ଚର୍ଚ୍ଚାରେ। ଏହା ସେପ୍ଟେମ୍ବର ୭ରେ ଥିଏଟରରେ ରିଲିଜ ହେବାକୁ ଯାଉଛି। ଏପଟେ ଏହାର ରିଲିଜ ପୂର୍ବରୁ ଆକ୍ଟର ତାଙ୍କ ଫ୍ୟାନଙ୍କ ପାଇଁ ରବିବାର #AskSRK…

ଏକ୍ସ ବୟଫ୍ରେଣ୍ଡଙ୍କୁ ଆଲିଙ୍ଗନ କଲେ ସାରା

ମୁମ୍ବାଇ: ସନ୍ନି ଦେଓଲଙ୍କ ଅଭିନୀତ ମୁଭି ‘ଗଦର ୨’ର ରୋଜଗାର ବନ୍ଦ ହେବାର କୌଣସି ସଙ୍କେତ ଦେଉନାହିଁ। ମୁଭି ପ୍ରତିଦିନ ବକ୍ସ ଅଫିସରେ ନୂଆ ରେକର୍ଡ ସ୍ଥାପନ କରୁଛି। ଏହି ବ୍ଲକବଷ୍ଟର ମୁଭି ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୫୦୦ କୋଟିର ଏକ…

୨ ଛାତ୍ରଙ୍କୁ ପାକିସ୍ତାନ ପଳାଇବାକୁ କହି ବିବାଦରେ ଶିକ୍ଷୟିତ୍ରୀ

ବେଙ୍ଗାଲୁରୁ,୩ା୯: ଉତ୍ତରପ୍ରଦେଶ ଏବଂ ଦିଲ୍ଲୀ ପରେ ବର୍ତ୍ତମାନ କର୍ନାଟକର ଜଣେ ଶିକ୍ଷୟିତ୍ରୀ ଦୁଇ ମୁସଲମାନ ଛାତ୍ରଙ୍କୁ ‘ପାକିସ୍ତାନ ପଳାଅ’ କହି ବିବାଦରେ ଛନ୍ଦି ହୋଇଛନ୍ତି। ଏହି ଘଟଣା ଶିବାମୋଗାର ଟିପୁ ନଗରରେ ଘଟିଛି। ଯେଉଁଠାରେ ଜଣେ ଶିକ୍ଷୟିତ୍ରୀ ଦୁଇ ଛାତ୍ରଙ୍କୁ ଶ୍ରେଣୀରେ…

ଆଡଭାନ୍ସ ବୁକିଂରେ ପଠାନକୁ ପଛରେ ପକାଇଲା ଯବାନ

ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁଖ ଖାଁ ଏବେ ତାଙ୍କର ମଚ ଆଓ୍ବେଟେଡ ମୁଭି ‘ଯବାନ’କୁ ନେଇ ଅଛନ୍ତି ଚର୍ଚ୍ଚାରେ। ପ୍ରଶଂସକ ଏହି ଫିଲ୍ମକୁ ବଡ ଉତ୍ସୁକତାର ସହ ଅପେକ୍ଷା ରଖିଛନ୍ତି। ଏହାର ଅନୁମାନ ଫିଲ୍ମର ଆଡଭାନ୍ସ ବୁକିଂରୁ ସ୍ପଷ୍ଟ ହେଉଛି। ଶନିବାରରୁ…

ସନାତନ ଧର୍ମକୁ ଅପମାନିତ କରୁଛି ‘ଇଣ୍ଡିଆ’ ମେଣ୍ଟ: ଅମିତ ଶାହା

ନୂଆଦିଲ୍ଲୀ,୩।୯: ସନାତନ ଧର୍ମକୁ ନେଇ ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ମନ୍ତବ୍ୟକୁ ନେଇ ଏକ ବିବାଦ ଦେଖାଦେଇଛି। ଏହି ବିବୃତ୍ତି ପରେ ଭାଜପା ବିରୋଧୀ ମେଣ୍ଟ ‘ଇଣ୍ଡିଆ’କୁ ଘେରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଉଦୟନିଧି ଷ୍ଟାଲିନଙ୍କ ମନ୍ତବ୍ୟକୁ ନେଇ…

ରାଜଭରଙ୍କ ଦାବି: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଭାଜପାରେ ଯୋଗଦେବେ ଶିବପାଲ ଯାଦବ

ଲକ୍ଷ୍ନୌ,୩।୯: ବିବାଦୀୟ ବିବୃତ୍ତି ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସୁଥିବା ଏସ୍‌ବିଏସ୍‌ପି ମୁଖ୍ୟ ଓମ ପ୍ରକାଶ ରାଜଭର ପୁଣିଥରେ ଏକ ରୋଚକ ମନ୍ତବ୍ୟ ଦେଇଛନ୍ତି। ତାଙ୍କ ମନ୍ତବ୍ୟ ଯୋଗୁ ୟୁପି ରାଜନୀତି ସରଗରମ ହୋଇଛି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଶିବପାଲ ସିଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri