Home Left

ଗୋଡ଼ରେ ଘା’ ହେବାରୁ ଧାନବିଲରେ ବୃଦ୍ଧାଙ୍କୁ ଛାଡ଼ିଦେଲେ ପରିବାର ଲୋକେ

ବରଗଡ଼,୨୩ା୧୨(ପ୍ରେମାନନ୍ଦ ଖମାରୀ):ଅନ୍ଧବିଶ୍ୱାସ ଏବେ ବି ବଞ୍ଚିରହିଛି। ଆଉ ଏହି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମଣିଷର ମାନବିକତା ମଧ୍ୟ ମରିଯାଉଛି। ବରଗଡ଼ ଜିଲା ଭଟଲି ବ୍ଲକ ଅଞ୍ଚଳରେ ଏମିତି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବୃଦ୍ଧାଙ୍କ ବାମଗୋଡ଼ ପାଦରେ ଘା’…

ଜେଲ୍‌ ଗଲେ ବୁଖାରୀ

ଯାଜପୁର,୨୩ା୧୨: ସନ୍ଦିଗ୍ଧ କଶ୍ମୀର ଆତଙ୍କବାଦୀ ସୟଦ ଇଶାନ ବୁଖାରୀ ଶନିବାର ଜେଲ୍‌ ଯାଇଛନ୍ତି। ବୁଖାରୀଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌। ରିମାଣ୍ଡ ଅବଧି ସରିବା ପରେ ଆଜି ତାଙ୍କୁ ଚଣ୍ଡିଖୋଲ କୋର୍ଟ ଜେଲ୍‌ ପଠାଇ ଦେଇଛନ୍ତି। ସୂଚନାଯୋଗ୍ୟ, କେବଳ…

ଦୁର୍ଘଟଣା ପରେ ଟ୍ରକ୍‌ ଜାଳିଦେଲେ ଲୋକେ

ବଲାଙ୍ଗୀର,୨୩ା୧୨: ବଲାଙ୍ଗୀର ଗାନ୍ଧୀନଗରପଡ଼ାରେ ଶନିବାର ଏକ ଟ୍ରକ୍‌ ଜାଳି ଦେଇଛନ୍ତି ଉତ୍ତ୍ୟେକ୍ତ ଲୋକେ। ଉକ୍ତ ଟ୍ରକ୍‌ଟି ଜଣେ ଯୁବକଙ୍କୁ ଧକ୍କା ଦେଇଥିଲା। ଫଳରେ ଟ୍ରକ୍‌ ଚାପାରେ ଗୁରୁତର ଥିବା ଯୁବକଙ୍କର ଭୀମଭୋଇ ମେଡିକାଲରେ ମୃତ୍ୟୁ ଘଟିଛି। ଏହା ପରେ ଉତ୍ତ୍ୟେକ୍ତ ଲୋକେ…

ବିବାହରେ ମାରପିଟ୍‌ରେ କରି ଚେୟାର ଉଡାଇଲେ ବରଯାତ୍ରୀ, ମଟର ପନିରରେ ନଥିଲା…

ପ୍ରତ୍ୟେକ ବିବାହରେ ଝଗଡ଼ା ଏବଂ ମାରପିଟ୍‌ ହେବା ସାଧାରଣରେ ପରିଣତ ହୋଇଗଲାଣି। ପ୍ରାୟତଃ ବରପକ୍ଷ କନ୍ୟାପକ୍ଷଙ୍କ ମନୋମାଳିନ୍ୟ ହୋଇଥାଏ। ମାତ୍ର ଏହା ଏବେ ଅତ୍ୟାଧିକ ମାତ୍ରାରେ ବଢ଼ିଯାଇଛି, କନ୍ୟାପକ୍ଷ ଦ୍ୱାରା ପ୍ରସ୍ତୁତ ଖାଦ୍ୟପେୟ ପାଇଁ ବର୍ତ୍ତମାନ ଝଗଡ଼ା ହେଉଥିବା ଦେଖିବାକୁ ମିଳୁଛି।…

୨୦୨୩ରେ ମହିଳାମାନେ ଗୁଗ୍‌ଲରେ ଅଧିକ ସର୍ଚ୍ଚ କରିଛନ୍ତି ଏହି ସବୁ ଜିନିଷ, ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୨୩।୧୨: ଟେକ୍ନୋଲୋଜି, ଇଣ୍ଟରନେଟ, ଗୁଗ୍‌ଲ ପରି ସର୍ଚ୍ଚ ଇଞ୍ଜିନ ଆମର ନିତିଦିନଆ କାମକୁ ସହଜ କରି ଦେଇଛି। ମନରେ କିଛି ବି ପ୍ରଶ୍ନ ଥିଲେ କିଛି ବି ଦ୍ୱନ୍ଦ ଥିଲେ ଆମେ ଗୁଗ୍‌ଲରେ ସର୍ଚ୍ଚ କରି ସେ ବିଷୟରେ ଜାଣି ପାରୁଛୁ।…

ଇଣ୍ଡିଆ ବ୍ଲକରେ କିପରି ଫାଇନାଲ ହେବ କଂଗ୍ରେସର ସିଟ୍? ବୈଠକରେ ପ୍ରସ୍ତୁତ ହେଲା ସିଟ୍ ଶେୟାରିଂ ଫର୍ମୁଲା

ନୂଆଦିଲ୍ଲୀ ,୨୩।୧୨: ଇଣ୍ଡିଆ ବ୍ଲକରେ ସାମିଲ ଦଳ ମାନଙ୍କ ସହିତ ଆଗାମୀ ଲୋକସଭା ନିର୍ବାଚନରେ ଆସନ ବୁଝାମଣା ପାଇଁ ପାଞ୍ଚ ଜଣ ସଦସ୍ୟଙ୍କୁ ନେଇ ରାଷ୍ଟ୍ରୀୟ ଗଠବନ୍ଧନ କମିଟି ଗଠନ କରିଛି କଂଗ୍ରେସ। ଏହି କମିଟି ସିଟ୍ ବୁଝାମଣା କରିବା ପାଇଁ…

ସ୍କୁଲ ବ୍ୟାଗ୍‌ ଧରି ଟ୍ରାଫିକ୍‌ ମଝିରେ ଶୋଇ ଡ୍ୟାନ୍ସ କଲେ ଏହି ଝିଅ, ଭିଡିଓ ଦେଖିଲେ…

ଲୋକମାନଙ୍କର ସୋସିଆଲ ମିଡିଆ ନିଶା ଏତେ ଯେ, ସେମାନେ ପ୍ରସିଦ୍ଧ ହେବା ପାଇଁ ଏମିତି କିଛି ଭିଡିଓ କରୁଛନ୍ତି, ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଏବେ ସେମିତି ଜଣେ ସ୍କୁଲ ଛାତ୍ରୀଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ ହେଉଛି। @GaurangBhardwa1 ନାମକ ଏକ…

ପରପାରିରେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ

ଭୁବନେଶ୍ୱର,୨୩।୧୨: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍‌ଏମ୍‌ ରାଜେନ୍ଦ୍ରନଙ୍କ ପରଲୋକ ହୋଇଛି। ଶନିବାର ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ସେ ସ୍ତ୍ରୀ ସୁଶୀଳା ରାଜେନ୍ଦ୍ରନଙ୍କ…

ଖ୍ରୀଷ୍ଟମାସ ବୋନସରେ କମ୍ପାନୀ ଦେଲା ସିଝା ଆଳୁ

ଦଶହରା ହେଉ କି ଦୀପାବଳି ଅବସରରେ କିଛି କମ୍ପାନୀ ଉପହାର ସ୍ବରପ କର୍ମଚାରୀଙ୍କୁ ବୋନସ ଦେଇଥାନ୍ତି। ବିଦେଶରେ ଖ୍ରୀଷ୍ଟମାସରେ ଲୋକେ ନିଜ ପ୍ରିୟଜନ କିମ୍ବା ବନ୍ଧୁଙ୍କୁ ଉପହାର ଦେଇଥାନ୍ତି। ନିକଟରେ ଗୋଟିଏ କମ୍ପାନୀ ଖ୍ରୀଷ୍ଟମାସ ଅବସରରେ କର୍ମଚାରୀଙ୍କୁ କିଛି ଏପରି ବନୋସ…

କମିବ ଶୀତର ପ୍ରକୋପ! ଓଡିଶାରେ ରାତ୍ରି ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ବୃଦ୍ଧି ସମ୍ଭାବନା

ଭୁବନେଶ୍ୱର,୨୩।୧୨: ବାୟୁମଣ୍ଡଳର ଉପରିଭାଗରେ ପଶ୍ଚିମା-ନିମ୍ନ ଚାପ ରେଖା ସହ ଜଡିତ ବାୟୁ ଚଳା-ଚଳ ପ୍ରଭାବରେ ଓଡ଼ିଶାକୁ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହ ଧୀରେ ଧୀରେ ଦୁର୍ବଳ ହେଉଥିବାରୁ ଶୀତ କମିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ…

ମୁମ୍ବାଇ ଇଣ୍ଡିଆନ୍ସକୁ ବଡ଼ ଝଟକା, ଆଇପିଏଲ ୨୦୨୪ରୁ ବାଦ ପଡି ପାରନ୍ତି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା!

ନୂଆଦିଲ୍ଲୀ,୨୩।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୪ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରିଛି। ହାର୍ଦ୍ଦିକ ରୋହିତଙ୍କ ବଦଳରେ ଏହି ଦାୟିତ୍ୱ ପାଇଥିଲେ, ମୁମ୍ବାଇକୁ ରୋହିତ ୫ ଥର ଆଇପିଏଲ ଚମ୍ପିୟାନ କରାଇଥିଲେ। ବର୍ତ୍ତମାନ ହାର୍ଦ୍ଦିକଙ୍କ ଫିଟନେସକୁ ନେଇ…

ଏସ୍‌ସିବି  ମେଡିକାଲରେ ସିରିଞ୍ଜ ଅଭାବ 

କଟକ,୨୩।୧୨: କଟକ ଏସ୍‌ସିବି ମେଡିକାଲକୁ ରାଜ୍ୟ ଔଷଧ ନିଗମରୁ ଆଉ ସିରିଞ୍ଜ ଯୋଗାଣ ହେଉନାହିଁ । ଏ ନେଇ ଡାକ୍ତରଖାନାର ବିଭିନ୍ନ ୱାର୍ଡ ସମେତ ନିଦାନ କେନ୍ଦ୍ର, ଟିକାଦାନ କେନ୍ଦ୍ର, ଆଶୁ ଚିକିତ୍ସା କେନ୍ଦ୍ରରେ ଅଭାବ ଦେଖାଦେଇଛି। ରୋଗୀଙ୍କ ଚିକିତ୍ସାରେ ବ୍ୟାଘାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?