ମହାକାଳପଡ଼ାରେ ୧୮ ଗାଁ ସୁନାମିପ୍ରବଣ
ମହାକାଳପଡ଼ା,୧ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମରେ ସମୁଦ୍ର କୂଳିଆ ଅଞ୍ଚଳର ୧୮ ଗ୍ରାମକୁ ସୁନାମିପ୍ରବଣ ଭାବେ ଚିହ୍ନଟ କରାଯାଇଛି। ତେବେ ଚିହ୍ନଟ ହୋଇଥିବା ଗାଁଗୁଡ଼ିକର ଲୋକମାନେ ସୁନାମି ପ୍ରଭାବରୁ ବର୍ତ୍ତିବା ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ…
ଚାଇନାରେ ବର୍ଷା ବିତ୍ପାତ : ୧୧ ମୃତ, ୨୭ ନିଖୋଜ
ବେଜିଂ,୧।୮: ଚାଇନା ରାଜଧାନୀ ବେଜିଂରେ ଗତ କିଛି ଦିନ ହେବ ପ୍ରବଳ ବର୍ଷା ହଇଚଇ ସୃଷ୍ଟି କରିଛି। ବର୍ଷା ଯୋଗୁ ଏ ପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ହଜାର ଲୋକ ନିଖୋଜ ଥିବା ଜଣାଯାଇଛି। ଚାଇନାର ରାଜ୍ୟ ଗଣମାଧ୍ୟମ…
ବେଆଇନ ଟ୍ରେଡିଂ ଆପ୍ଠାରୁ ଦୂରେଇ ରୁହନ୍ତୁ
ଭୁବନେଶ୍ୱର,୧।୮(ସତ୍ୟଜିତ୍ ରାଉତ): ସାଇବର ଠକମାନେ ଏବେ ବିଭିନ୍ନ ଉପାୟରେ ଟଙ୍କା ଲୁଟୁଛନ୍ତି। ବିଶେଷକରି ଟ୍ରେଡିଂ ଆପ୍ରେ ଅଳ୍ପ ଦିନରେ ଦୁଇଗୁଣ ଅର୍ଥ ଲାଭର ପ୍ରଲୋଭନ ଦେଖାଇ ଜାଲରେ ଫଶାଉଛନ୍ତି। ଏଭଳିସ୍ଥିତିରେ ଓଡ଼ିଶା ପୋଲିସ ପକ୍ଷରୁ ଏ ସଂକ୍ରାନ୍ତରେ ସାମାଜିକ ଗଣମାଧ୍ୟମ ଯୋଗେ…
ମଧୁର ବାଲି ରପ୍ତାନି ପ୍ରସଙ୍ଗ: ଯାଞ୍ଚ ପରେ କ୍ଲିୟରାନ୍ସ ମିଳିଲା
ପାରାଦୀପ,୧।୮(ଶରତ ରାଉତ): ପାରାଦୀପ ବନ୍ଦର ବାଟେ ଆଣ୍ଡାମାନ ପୋର୍ଟବ୍ଲେୟାର ଯିବାକୁ ଥିବା ମଧୁର ବାଲି ପାଇଁ ସୋମବାର କ୍ଲିୟରାନ୍ସ ମିଳିଛି। କୁଜଙ୍ଗ ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ର ଯାଞ୍ଚ ଓ ଫାଇନ ଆଦାୟ ପରେ କ୍ଲିୟରାନ୍ସ ଦେଇଥିବା ସୂଚନା ମିଳିଛି। ତହସିଲଦାର ମିଶ୍ରଙ୍କ…
କୋଟିଆର ସୌରବ ଅଞ୍ଚଳ ପାଇଁ ଆଣିଲେ ଗୌରବ
ପଟ୍ଟାଙ୍ଗି,୧।୮(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତ ପାଇଁ ଗୌରବ ଆଣିଛନ୍ତି ସୌରଭ ଖିଲ। ସୋମବାର ପ୍ରକାଶ ପାଇଥିବା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସୌରଭ ୩୪୬ ର଼୍ୟାଙ୍କରେ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି। ଏ ନେଇ ଅଞ୍ଚଳରେ ଖୁସିର ମାହୋଲ…
୧୩ ବର୍ଷ ପରେ ବଢ଼ିଲା କନ୍ଧମାଳ ହଳଦୀ ଦର
ଦାରିଙ୍ଗବାଡି,୧ା୮ (ଅରୁଣ ସାହୁ): ବିଶ୍ୱ ବିଖ୍ୟାତ କନ୍ଧମାଳ ହଳଦୀର ଦର ୧୩ବର୍ଷ ପରେ ବୃଦ୍ଧି ପାଇଛି। ଶୁଖିଲା ହଳଦୀ କେଜି ପ୍ରତି ଦର ସୋମବାର ସୁଦ୍ଧା ୧୦୦ଟଙ୍କାରେ ପହଞ୍ଚିଛି। ଆଗକୁ ଆହୁରି ଦର ବୃଦ୍ଧି ହେବା ବ୍ୟବସାୟୀ ମହଲରେ ଆଶଙ୍କା କରାଯାଇଛି।…
ମହିଳାଙ୍କ ଭାଇରାଲ ଭିଡିଓ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି
ନୂଆଦିଲ୍ଲୀ,୧।୮: ମଣିପୁର ମହିଳାଙ୍କ ଭାଇରାଲ ଭିଡିଓ ମାମଲା ସମେତ ମଣିପୁର ଜାତି ହିଂସା ସହ ଜଡିତ ଅନେକ ଆବେଦନ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟ ଶୁଣାଣି କରିବେ। ଏହା ସହିତ ସୁପ୍ରିମକୋର୍ଟ ମଧ୍ୟ କେନ୍ଦ୍ର ଦ୍ୱାରା ଦାଖଲ ହୋଇଥିବା ଆଫିଡେଭିଟ ଉପରେ ବିଚାର…
ବ୍ଲଡ୍ ପ୍ଲେଟ୍ଲେଟ୍ ଅଭାବ
ଭୁବନେଶ୍ୱର,୧।୮(ଅଭିଜିତ ଦାସ):କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ ରୋଗୀଙ୍କ ଚିକିତ୍ସାରେ ଆବଶ୍ୟକ ପଡୁଥିବା ବ୍ଲଡ୍ ପ୍ଲେଟ୍ଲେଟ୍ର ଘୋର୍ ଅଭାବ ଦେଖାଦେଇଛି। ଏବେ କ୍ୟାପିଟାଲ ହସ୍ପିଟାଲରେ ୩୦ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି। ଦୈନିକ ଡେଙ୍ଗୁ ରୋଗୀଙ୍କ ପାଇଁ ୩୫ରୁ ଊର୍ଦ୍ଧ୍ୱ…
ମ୍ୟାନମାରର ସେନା ଶାସନ ଚତୁର୍ଥ ଥର ବଢାଇଲା ଏମରଜେନ୍ସି, ଅସନ୍ତୋଷ ବ୍ୟକ୍ତ କଲା ଆମେରିକା
ଓ୍ବାଶିଂଟନ,୧।୮: ମ୍ୟାନମାରର ସାମରିକ ଶାସନ ଦେଶରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତିକୁ ଆଉ ୬ମାସ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ମ୍ୟାନମାର ସାମରିକ ଶାସନର ଏହି ନିଷ୍ପତ୍ତିକୁ ନେଇ ଆମେରିକା ଅସନ୍ତୋଷ ବ୍ୟକ୍ତ କରିଛି ଏବଂ ମ୍ୟାନମାରର ସାମରିକ ଶାସନ ସମୟରେ…
୩୪ ସଦସ୍ୟ ବିଶିଷ୍ଟ ନିର୍ବାଚନ ପ୍ରଚାର କମିଟି ଗଠନ କଲା କଂଗ୍ରେସ
ଭୋପାଳ,୧।୮: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ୩୪ ସଦସ୍ୟ ବିଶିଷ୍ଟ ନିର୍ବାଚନ ପ୍ରଚାର କମିଟି ଗଠନ କରିଛି। ଏଥିରେ କନ୍ତିିଲାଲ ଭୁରିଆ, ରାଜ୍ୟ କଂଗ୍ରେସ ସଭାପତି କମଳନାଥ, ବିରୋଧୀ ଦଳର ନେତା ଗୋବିନ୍ଦ ସିଂ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍ବିଜୟ…
‘କୌନ ବନେଗା କରୋଡ ପତି ୧୫’ର ନୂଆ ପ୍ରମୋ ରିଲିଜ
ମୁମ୍ବାଇ: ଟେଲିଭିଜନ ଦୁନିଆର ମୋଷ୍ଟ ପପୁଲାର କ୍ୱିଜ ଶୋ’ ‘କୌନ ବନେଗା କରୋଡପତି’ ପୁଣିଥରେ ଆରମ୍ଭ ହେବାକୁ ଯାଉଛି। ସୋମବାର ସୋନି ଟିଭି ଅମିତାଭ ବଚ୍ଚନଙ୍କ ସହଏକ ନୂଆ ପ୍ରମୋ ସହ ‘କୌନ ବନେଗା କରୋଡ ପତି ସିଜନ ୧୫’ର ଲେଉଟାଣିକୁ…
ବିବାହ ଦିନ ଅଜୟଙ୍କ ଆଗରେ ଏମିତି ଡିମାଣ୍ଡ୍ ରଖିଥିଲେ କାଜୋଲ
ଅଭିନେତ୍ରୀ କାଜୋଲ ଏବଂ ଅଜୟ ଦେବଗନ ଯୋଡିକୁ ଦର୍ଶକ ବେଶ୍ ପସନ୍ଦ କରନ୍ତି। ଦୁହେଁ ୧୯୯୯ରେ ବିବାହ କରିଥିଲେ। କାଜୋଲ ପ୍ରାୟତଃ ତାଙ୍କ ପରିବାର ଏବଂ ପିଲାମାନଙ୍କ ବିଷୟରେ ଅନେକ ରୋଚକ କଥା ପ୍ରଶଂସକଙ୍କ ସହ ଶେୟାର କରନ୍ତି। ନିକଟରେ କାଜଲ…
Archives


