୯୦ କୋଟି ଲୋକଙ୍କ ଭାବନାକୁ ଆଘାତ ଦେଇପାରିବେ ନାହିଁ ଉଦୟନିଧି: ସଞ୍ଜୟ ରାଉତ
ନୂଆଦିଲ୍ଲୀ,୭।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ସନାତନ ଧର୍ମକୁ ରଦ୍ଦ କରିବାର ବିବୃତ୍ତି ଉପରେ ବିବାଦ ଥମିବାର ନାଁ ନେଉନାହିଁ। ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ସଦସ୍ୟ ତଥା ଶିବସେନା(ୟୁବିଟି)ମଧ୍ୟ ଏହାକୁ ସମାଲୋଚନା କରିଛି। ଉଦୟନିଧି ଏହି ଦେଶରେ ରହୁଥିବା…
ଧରାପଡ଼ିଲା ଚାଇନା ଚାଲାକି, ଶେଷରେ ମାଗିଲା କ୍ଷମା
ବେଜିଂ,୭ା୯: କମଳା ଜୁସ୍ ସମଗ୍ର ବିଶ୍ୱରେ ସବୁଠାରୁ ଅଧିକ ପସନ୍ଦ କରାଯାଉଥିବା ପାନୀୟ ମଧ୍ୟରୁ ଅନ୍ୟତମ। କିନ୍ତୁ ଆଜିକାଲ ଏଥିରେ ରଙ୍ଗ ଏବଂ କେମିକାଲ ମିଶାଯାଉଥିବାରୁ ଏହାକୁ ନେଇ ଲୋକେ ଚିନ୍ତାରେ ପଡିଛନ୍ତି। ବାସ୍ତବରେ ଚାଇନା ରେଷ୍ଟୁରାଣ୍ଟର ଏକ ଭିଡିଓ ଭାଇରାଲ…
ଭାରତର ଚିନ୍ତାଧାରା ‘ବସୁଧୈବ କୁଟୁମ୍ବକମ୍’: ମୋଦି
ଜାକର୍ତ୍ତା/ନୂଆଦିଲ୍ଲୀ,୭।୯: ଏସିଆନ୍ ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାକର୍ତ୍ତାରେ ପହଞ୍ଚିଛନ୍ତି। ଏସିଆନ୍ରେ ସମସ୍ତ ଦେଶର ସ୍ବର ଶୁଣାଯାଉଛି ଏବଂ ଆମେ ସମଗ୍ର ବିଶ୍ୱରେ ଗ୍ଲୋବାଲ ସାଉଥର ସ୍ବର ଉତ୍ତୋଳନ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଏଠାରେ ସେ କହିଛନ୍ତି। ପ୍ରଧାନମନ୍ତ୍ରୀ…
ମୋଦିଙ୍କୁ ପ୍ରଶଂସା କଲେ ହଲିଉଡ୍ ଅଭିନେତ୍ରୀ
ନୂଆଦିଲ୍ଲୀ/ଓ୍ବାଶିଂଟନ୍,୭।୯: ଆଫ୍ରିକୀୟ ସମସ୍ୟାକୁ ବିଶ୍ୱ ସ୍ତରରେ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜି -୨୦ ଦେଶ ପକ୍ଷରୁ ସେ ଏକ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ଏହି ପ୍ରସ୍ତାବରେ ସେ କହିଛନ୍ତି ଯେ, ଆଫ୍ରିକୀୟ…
ଭିକାରିଙ୍କ ସ୍ବତନ୍ତ୍ର ଯତ୍ନ ନେବ ଦିଲ୍ଲୀ ପୋଲିସ
ନୂଆଦିଲ୍ଲୀ,୭।୯: ସେପ୍ଟେମ୍ବର ୯ ଏବଂ ୧୦ରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଅଛି। କଡ଼ା ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବାକୁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି। ଦିଲ୍ଲୀର ଅନେକ ଅଞ୍ଚଳରେ ଟ୍ରାଫିକ ଛାଉଣୀ…
‘ଯବାନ’ କ୍ରେଜ୍, ହଲ୍ରେ ନାଚିଲେ ଦର୍ଶକ
ଶାହରୁଖ ଖାନ୍ଙ୍କୁ ବହୁପ୍ରତିକ୍ଷୀତ ଫିଲ୍ମ ‘ଯବାନ’ ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଫିଲ୍ମକୁ ନେଇ ଯୁବକଙ୍କ ମଧ୍ୟରେ ବହୁତ୍ କ୍ରେଜ ରହିଛି। ବହୁ ସଂଖ୍ୟାରେ ଦର୍ଶକ ସକାଳେ ପ୍ରଥମ ଶୋ’ ଦେଖିବା ପାଇଁ ପହଞ୍ଚିଛନ୍ତି। କେତେକ ହଲ୍ରେ ଦର୍ଶକ ନାଚୁଥିବାର ଦେଖାଯାଇଛି।…
କୁଆଁରମୁଣ୍ଡା ଡାଇରୀ ଫାର୍ମରେ ପ୍ରସ୍ତାବିତ ମେଡିକାଲ କଲେଜ ଜାଗାକୁ ଜୋର ଜବରଦସ୍ତି ଦଖଲକୁ ନେଉଛି ମହାବୀର ଫେରୋ
କୁଆଁରମୁଣ୍ଡା,୭।୯(ମହେନ୍ଦ୍ର କୁମାର ସାହୁ)ସୁନ୍ଦରଗଡ ଜିଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଓଡ଼ିଶାର ୨ୟ ବୃହତ୍ତମ କୁଆଁରମୁଣ୍ଡା ସରକାରୀ ଡାଏରୀ ଫାର୍ମରେ ପ୍ରସ୍ତାବିତ ମେଡିକାଲ କଲେଜକୁ ଜୋର ଜବରଦସ୍ତି ନିଜ ଦଖଲକୁ ନେଉଛି ମହାବୀର ଫେରୋ। ମେଡିକାଲ କଲେଜ ପାଇଁ ଉଦ୍ଧିଷ୍ଟ ୨ଶହ ୧୦…
ଗୋ ଚାଲାଣ ବେଳେ ସ୍କୋର୍ପିଓ ଭିତରୁ ୩ ଗାଈ ଉଦ୍ଧାର, ପୋଲିସ ଉପସ୍ଥିତିରେ ଗାଡ଼ିରେ ନିଆଁ ଲଗାଇଦେଲେ ଉତ୍ୟକ୍ତ ଲୋକ
ପାଟଣା,୭।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଦେଇ ଯାଇଥିବା ୨୨୦ନମ୍ବର ଜାତୀୟ ରାଜପଥର ଧାନବେଣୀ ନିକଟରୁ ଗୁରୁବାର ସକାଳୁ ଏକ ଗୋରୁ ବୋଝେଇ ସ୍କୋର୍ପିଓ ଗାଡିର ଚକ ଧାନ ବେଣୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ ଆଗ ଚକ…
ଯେପର୍ଯ୍ୟନ୍ତ ଭକ୍ତମାନେ ଜୀବିତ ଅଛନ୍ତି, କେହି ‘ଧର୍ମ’କୁ ଚ୍ୟାଲେଞ୍ଜ କରିପାରିବେ ନାହିଁ: ସ୍ମୃତି ଇରାନୀ
ନୂଆଦିଲ୍ଲୀ,୭।୯: ତାମିଲନାଡୁର କ୍ରୀଡ଼ା ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ବିବାଦୀୟ ବିବୃତ୍ତିକୁ ନେଇ ରାନନୈତିକ ବାକ୍ଯୁଦ୍ଧ ବନ୍ଦ ହେବାର ନାମ ନେଉନାହିଁ। ସନାତନ ଧର୍ମର ସମାପ୍ତି ପ୍ରସଙ୍ଗରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ଉପରେ ଭାଜପା କ୍ରମାଗତ ଟାର୍ଗେଟ୍ କରୁଛି। ଏହି କ୍ରମରେ କେନ୍ଦ୍ର…
ଚିନାଯୁରୀ ରାଇସ ମିଲ୍ରେ କାର୍ଯ୍ୟରତ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ
ଡୁଙ୍ଗୁରିପାଲ,୭।୯ (ଦୀନବନ୍ଧୁ ସୁନା) ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଚିନାଯୁରୀ ଜାତୀୟ ରାଜପଥ ଗ୍ରାମପଞ୍ଚାୟତ ନିକଟରେ ଥିବା ଶିଭମ଼ ପ୍ରେଡି ପ୍ରୋସେସିଙ୍ଗ ରାଇସ ମିଲ ଭିତରେ କାର୍ଯ୍ୟରତ ମେସିନ ଅପରେଟିଂ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଘଟଣାକୁ ନେଇ ଅଞ୍ଚଳରେ ଆଲୋଡନ ସୃଷ୍ଟି…
ବଢୁଛି ଜଙ୍ଗଲୀ ଛତୁର ଆଦର
ଚମ୍ପୁଆ,୭ା୯(ମହେଶ୍ୱର ଦାସ)କେନ୍ଦୁଝର ଜିଲା ଚମ୍ପୁଆ ଅଞ୍ଚଳରେ ଜଙ୍ଗଲୀ ଛତୁର ଆଦର ବଢ଼ିବାରେ ଲାଗିଛି। ଏପରିକି ଗ୍ରାହକମାନଙ୍କର ଛତୁର ଆବଶ୍ୟକତା ଏହି ଜଙ୍ଗଲୀ ଛତୁ ପୂରଣ କରିବା ସହ ଅଳ୍ପ ଅର୍ଥରେ ସୁସ୍ବାଦ ଛତୁ ପାଉଛନ୍ତି। ବର୍ତ୍ତମାନ ବଜାରରେ ଏକ ପ୍ରକାର ବଡ଼…
ରେଲୱେ ସର୍ଭେ ଶେଷ ନେଇ ମିଛ ପ୍ରଚାର
ଦେବଗଡ଼,୭।୯(ଶଶାଙ୍କ ଶେଖର ଝାଙ୍କର)ଝାରସୁଗୁଡ଼ାରୁ କୁଚିଣ୍ଡା ଦେଇ ଦେବଗଡ଼କୁ ରେଳଲାଇନ୍ କରିବା ପାଇଁ ସର୍ଭେ ଶେଷ ସମ୍ପର୍କରେ ଦେବଗଡ଼ ଜିଲାରେ ଏକ ମିଛ ପ୍ରଚାର କରାଯାଉଛି। ସୋସିଆଲ ମିଡିଆରେ ମିଛ ପୋଷ୍ଟ କରି ବାଃବାଃ ନେଉଛନ୍ତି ନେତା ଜିଲାର କେତେଜଣ ନେତା। ଘଟଣାରୁ…
Archives


