ଫାଙ୍କା ଗୁଳିଚାଳନା କରି ସୁନା ବ୍ୟବସାୟୀଙ୍କ ଠାରୁ ଲୁଟ୍
କଟକ/କଟକ ସଦର, ୭ା୯(କାର୍ତ୍ତିକ ସାହୁ/ସୁଶାନ୍ତ କୁମାର ଜେନା)ସ୍ପଷ୍ଟ ଦିବାଲୋକରେ ଜଣେ ସୁନା ବ୍ୟବସାୟୀଙ୍କଠାରୁ ଲୁଟ୍ କରିଛନ୍ତି ୪ ଦୁର୍ବୃତ୍ତ। ଫାଙ୍କା ଗୁଳିଚାଳନା କରି ସେମାନେ ବ୍ୟବସାୟୀଙ୍କୁ ଭୟଭୀତ ମଧ୍ୟ କରିଛନ୍ତି। ବନ୍ଧୁକ ମୁନରେ ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା, ରୁପା…
ସାପକାମୁଡ଼ା ମୃତ୍ୟୁସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ
ଭୁବନେଶ୍ୱର, ୭ା୯(ଅସମାପିକା ସାହୁ)ଓସ୍ଡମା ଦ୍ୱାରା ପ୍ରସ୍ତୁତ ଷ୍ଟେଟ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ ପ୍ଲାନ୍-୨୦୨୩ରେ ପ୍ରକାଶିତ ପୁସ୍ତକର ୨୨ ନମ୍ବର ପୃଷ୍ଠାରେ ୨୦୧୫-୧୬ ରୁ ୨୦୨୧-୨୨ ଅର୍ଥାତ୍ ୭ବର୍ଷରେ ୫,୩୩୩ ଜଣଙ୍କ ମୃତ୍ୟୁ ରେକର୍ଡ ହୋଇଛି। କିନ୍ତୁ ସେହି ବହିର ୩୫ ନମ୍ବର ପୃଷ୍ଠାରେ…
ସୁଧୁରୁନି ରୁଷିଆ! ୟୁକ୍ରେନ୍ର ସହର ଉପରେ ରକେଟ ଦ୍ୱାରା ଆକ୍ରମଣ, ୧୬ ମୃତ
କିଭ୍,୬।୯: ସୁଧୁରୁନି ରୁଷିଆ। ୟୁକ୍ରେନ୍ ଉପରେ ଲଗାତାର ଭାବେ ଆକ୍ରମଣ କରିଚାଲିଛି ଏହି ଦେଶ। ବୁଧବାର ୟୁକ୍ରେନ୍ର ଏକ ସହର ଉପରେ ରକେଟ୍ ଦ୍ୱାରା ରୁଷିଆ ଆକ୍ରମଣ କରିଛି। ଏଥିରେ ଅତି କମ୍ରେ ୧୬ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୨୮…
ଫିଲ୍ମ ଷ୍ଟାଇଲ୍ରେ କରିଥିଲେ ଅପହରଣ, ଧରାପଡ଼ିଲେ ୧୦ ଅଭିଯୁକ୍ତ
କୋଟଗଡ଼,୬ା୯(ସରୋଜ ବଳିୟାରସିଂ): ଫିଲ୍ମ ଷ୍ଟାଇଲ୍ରେ ଆସି ଦୁଇ ଜଣଙ୍କୁ ଅପହରଣ କରିନେଇଥିଲେ। ଏହି ଅଭିଯୋଗରେ ୧୦ ଅପହରଣକାରୀଙ୍କୁ ବୁଧବାର ଗିରଫ କରିଛି ବାଲିଗୁଡ଼ା ପୋଲିସ। ଏଥିସହିତ ଅପହରଣରେ ବ୍ୟବହୃତ ଗୋଟିଏ ବୋଲେରୋ ଓ ଗୋଟିଏ ଇନୋଭା କାର୍କୁ ମଧ୍ୟ ଜବତ କରିଥିବା…
ବିବାହକୁ ନେଇ ଚର୍ଚ୍ଚା ମଧ୍ୟରେ ପରିଣୀତି-ରାଘବଙ୍କ ବିବାହ କାର୍ଡ ଭାଇରାଲ !
ବମ୍ବେ: ସରିଥିଲା ନିର୍ବନ୍ଧ, ଏବେ ପଡ଼ିବ ହାତଗଣ୍ଠି। ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢ୍ଢାଙ୍କ ବିବାହ ଚଳିତ ମାସ ୨୪ ତାରିଖରେ ହେବ ବୋଲି ଚର୍ଚ୍ଚା ହେଉଥିଲା। ଏବେ ଦୁହିଁଙ୍କ ବିବାହ କାର୍ଡ ଭାଇରାଲ ହେବା ପରେ ଏହା…
ବିଜୟଙ୍କ ଘରେ ରହୁଛନ୍ତି ରଶ୍ମିକା! ଫଟୋ ଶେୟାର କରି ସମ୍ପର୍କ ଉପରେ ମୋହର ମାରିଲେ…
ବମ୍ବେ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଧାନାଙ୍କ ସମ୍ପର୍କ ଉପରେ ବାଜିଛି ମୋହର। ଉଭୟଙ୍କୁ ଅନେକଥର ଏକାଠି ଦେଖିବାକୁ ମିଳୁଥିଲା। ହେଲେ ଏବେ ସେମାନେ ଲିଭ୍ ଇନ୍ରେ ରହୁଥିବା ନେଇ ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡିଆରେ…
ଉଠାଯାଉନି ହୋର୍ଡିଂ
କେନ୍ଦୁଝର,୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ଜିଲା ମୁଖ୍ୟାଳୟ ପ୍ରମୁଖ ସ୍ଥାନରେ ବେସରକାରୀ ହୋର୍ଡିଂ ଲଗାଯାଇଥିବାରୁ ସହରର ସୌନ୍ଦର୍ଯ୍ୟ ହ୍ରାସ ପାଉଛି। ଏହା ଦ୍ୱାରା ପୌରପାଳିକାର ବ୍ୟାପକ ରାଜସ୍ବ ହାନି ଘଟିବା ସହ ଦୁର୍ଘଟଣାର କାରଣ ହେଉଛି। ପୌରପାଳିକାର କେତେକ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ…
ଚାଇନାର ନୂତନ ମାନଚିତ୍ରକୁ ବିରୋଧ କଲା ଜାପାନ
ଟୋକିଓ,୬।୯: ଗତ ମାସରେ ଚାଇନା ଦ୍ୱାରା ପ୍ରକାଶିତ ନୂତନ ମାନଚିତ୍ରକୁ ନେଇ ବିବାଦ ବଢିବାରେ ଲାଗିଛି। ଏଥିରେ ପୂର୍ବ ଚାଇନା ସାଗରର ବିବାଦୀୟ ସେନକାକୁ ଦ୍ୱୀପପୁଞ୍ଜକୁ ଏହାର ଅଞ୍ଚଳର ଏକ ଅଂଶ ଭାବରେ ବର୍ଣ୍ଣନା କରିଛି। ବର୍ତ୍ତମାନ ଜାପାନ ମଧ୍ୟ ଏହାକୁ…
ସୁରକ୍ଷାକର୍ମୀଙ୍କୁ ସଫଳତା: ଜଣେ ଆତଙ୍କବାଦୀ ନିହତ
ଶ୍ରୀନଗର, ୬।୯: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାର ମଣ୍ଡି ତହସିଲରେ ଭାରତ-ପାକିସ୍ତାନ ଲାଇନ ଅଫ କଣ୍ଟ୍ରୋଲରେ ଅବସ୍ଥିତ ସାବଜିଆନ ସେକ୍ଟରରେ ସୁରକ୍ଷା ବାହିନୀ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି। ସୁରକ୍ଷା ବାହିନୀ, ସେନା ଏବଂ ପୋଲିସ ଗୁଳିରେ ଜଣେ ଆତଙ୍କବାଦୀ ନିହତ…
ମରୁଡ଼ି ଘୋଷଣା ପାଇଁ ଜିଲାପାଳଙ୍କୁ ଭେଟିଲେ ବ୍ଲକ ଉପାଧ୍ୟକ୍ଷ
କୋକସରା,୬ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକରେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତିକୁ ନେଇ ବ୍ଲକର ୨୨ ପଞ୍ଚାୟତକୁ ମରୁଡ଼ି ଘୋଷଣା ସହ କୃଷି ଋଣ ଛାଡ଼ କରିବାକୁ କଳାହାଣ୍ଡି ଜିଲାପାଳ ପି. ଅନ୍ବେଷା ରେଡ୍ଡୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି…
କୋରାପୁଟରେ ପ୍ରବଳ ବର୍ଷା
କୋରାପୁଟ,୬ା୯(ଅମିତାଭ ବେହେରା): କୋରାପୁଟରେ ବୁଧବାର ଅପରାହ୍ନ ୪ଟାରୁ ପ୍ରବଳ ବର୍ଷା ଲାଗିରହିଛି। ଫଳରେ ସହରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ସହରର ବିଭିନ୍ନ ସ୍ଥାନରେ ବର୍ଷାପାଣି ରାସ୍ତାରେ ଜମି ରହିଥିବା ବେଳେ କେତେକ ଓ୍ବାର୍ଡରେ କିଛି ଘରେ ବର୍ଷା ପାଣି ପଶିଯାଇଥିବା ଜଣାଯାଇଛି।…
ଟାଟା-ବଡ଼ବିଲ ପାସେଞ୍ଜର ଟ୍ରେନ୍କୁ ବଲାଣୀ ଖାଦାନ ଷ୍ଟେଶନ ପର୍ଯ୍ୟନ୍ତ ସମ୍ପ୍ରସାରଣ ଦାବି
କେନ୍ଦୁଝର,୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବଲାଣୀ ଖଣି ଅଞ୍ଚଳକୁ ରେଳସେବା ଯୋଗାଇ ଦେବାକୁ ଦୀର୍ଘବର୍ଷ ହେଲା ସ୍ଥାନୀୟ ଲୋକେ ଦାବି କରିଆସୁଛନ୍ତି। ସେଲ୍ ଅଧୀନରେ ବଲାଣୀରେ ଚାଲିଛି ଲୌହଖଣି। ଏଣୁ ଖଣି ଯୋଗୁ ସ୍ଥାନୀୟ ଲୋକ ଜମି, ଜଙ୍ଗଲ ହରାଇଥିବା…
Archives


