ଚଳନ୍ତା ବାଇକ୍ ପଛପଟେ ଓଲଟା ବସି ଫ୍ଲାଇଙ୍ଗ୍ କିସ୍ ଦେଲେ ମହିଳା: ଆଉ ତା’ପରେ… ଭିଡିଓ ହେଉଛି ଭାଇରାଲ
ନୂଆଦିଲ୍ଲୀ,୩୧।୧୨: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। କିଛି ଆପଣଙ୍କୁ ହସାଇଥାଏ ଏବଂ ଆଉ କିଛି ଏକ ଶିକ୍ଷା ଦେଇଥାଏ। ଆଜିକାଲି, ପ୍ରସିଦ୍ଧ ହେବାକୁ ଲୋକମାନେ ଅନେକ ପ୍ରକାରର ଭିଡିଓ ପ୍ରସ୍ତୁତ କରନ୍ତି। ବେଳେବେଳେ ଲୋକମାନେ ଏପରି…
ଦୁବାଇରେ ନୂଆ ବର୍ଷ ପାଳିବେ ଧୋନି
ନୂଆଦିଲ୍ଲୀ,୩୧।୧୨: ଆଜି ହେଉଛି ୨୦୨୩ର ଶେଷ ଦିନ ଅର୍ଥାତ୍ ୩୧ ଡିସେମ୍ବର। ନୂତନ ବର୍ଷ ଅର୍ଥାତ୍ ୨୦୨୪ ବର୍ତ୍ତମାନଠାରୁ ଆରମ୍ଭ ହେବ। ଏଭଳି ସମୟରେ କ୍ରିକେଟର ଏବଂ ବଲିଉଡ ତାରକାମାନେ ମଧ୍ୟ କିଛି ଭିନ୍ନ ଢଙ୍ଗରେ ନୂଆ ବର୍ଷ ପାଳନ କରିବାକୁ…
କେପଟାଉନରେ ଆଜି ପର୍ଯ୍ୟନ୍ତ ଜିତି ନାହିଁ ଭାରତ
ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ୨ ମ୍ୟାଚ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ନ୍ୟୁଜିଲ୍ୟାଣ୍ଡ, କେପଟାଉନରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚ ଜାନୁଆରୀ ୩ରୁ ଆରମ୍ଭ ହେବ। ଭାରତୀୟ ଦଳ ଏହି ମ୍ୟାଚ ଜିତି ୨ମ୍ୟାଚ ଟେଷ୍ଟ…
ପୋଲିସ ମାଡ଼ରେ ଜଣେ ଗୁରୁତର
ଭଦ୍ରକ,୩୧ା୧୨(ସନାତନ ରାଉତ): ଭଦ୍ରକ ଜିଲା ଆଗରପଡ଼ା ପୋଲିସ ମାଡ଼ରେ ଜଣେ ଗୁରୁତର ହୋଇଛନ୍ତି। ଆହତଙ୍କୁ ଆଗରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ ଆଗରପଡ଼ା ଥାନା ଅଧୀନ କାଣ୍ଡବା ପୋଲ ନିକଟରେ ପୋଲିସ ଶନିବାର ରାତିରେ ଏହି ଘଟିଛି ଘଟଣା।…
ଚଳିତ ବର୍ଷ ୧୬୬ ଜଣଙ୍କୁ ବାନ୍ଧିଛି ଭିଜିଲାନ୍ସ: ୧୨୪କୋଟି ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ଜବତ
ଭୁବନେଶ୍ୱର ୩୧।୧୨: ୨୦୨୩ରେ ଭିଜିଲାନ୍ସ ବିଭାଗକୁ ଅନେକ ଅଭୂତପୂର୍ବ ସଫଳତା ମିଳିଛି। ଚଳିତବର୍ଷ ୧୬୬ ଜଣଙ୍କୁ ଭିଜିଲାନ୍ସ ବିଭାଗ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କରିଛି । ଏହାସହ ୧୨୪କୋଟି ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ଜବତ କରାଯାଇଛି। ସେହିପରି ୫୮ଜଣ…
ଜାଣନ୍ତୁ ଏହି ରାଶିମାନଙ୍କ ପାଇଁ କେମିତି ରହିଛି ନୂଆବର୍ଷ
ଆସନ୍ତାକାଲି ବଦଳିଯିବ କ୍ୟାଲେଣ୍ଡର। ଆରମ୍ଭ ହେବ ଆଉ ଏକ ବର୍ଷ। ଏହି ନୂଆବର୍ଷକୁ ନେଇ ଅନେକ ଲୋକ ଅନେକ କିଛି ଭାବିଥାନ୍ତି। ଲୋକଙ୍କର ବିଶ୍ୱାସ ରହିଥାଏ ବର୍ଷର ଆରମ୍ଭ ଦିନ ଯଦି ଭଲରେ କଟେ ତେବେ ବର୍ଷସାରା କେବଳ ଭଲ ହିଁ…
ପୁରୀ ଯାଉଥିବା ବେଳେ ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର
ନୟାଗଡ଼,୩୧।୧୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ବାଣୀଗୋଛା ଥାନା ଦୁର୍ଗାପ୍ରସାଦ ଶାଳଭଙ୍ଗା ଜଙ୍ଗଲ ନିକଟରେ ରବିବାର ସକାଳେ ଦୁର୍ଘଟଣା ଘଟିଛି। ଏକକାର ଗଛରେ ପିଟିହୋଇ ଜଳିଯାଇଛି। କାରରେ ଥିବା କ୍ରିଷ୍ଣା ପଟେଲ, ମିଟୁ ଜୟସ୍ବାଲ, ଗୌରବ ଶ୍ରୀବାସ୍ତବ ଏବଂ ହିମାଂଶୁଙ୍କ ମଧ୍ୟରୁ ୨…
ନୂଆବର୍ଷରେ ପିତାମାତା ପିଲାଙ୍କୁ ଫିଙ୍ଗନ୍ତି ପିଆଜ-ଭାଙ୍ଗନ୍ତି ପ୍ଲେଟ, ଏଠାରେ ରହିଛି କିଛି ଅଜବ ପରମ୍ପରା
ନୂଆ ବର୍ଷ ଆସିବା ପାଇଁ ଆଉ କେଇ ଘଣ୍ଟା ବାକି ଥିବାବେଳେ ଲୋକେ ସେଲିବ୍ରେଶନ ପାଇଁ ଜୋରସୋରରେ ଲାଗି ପଡିଛନ୍ତି। କିଏ ଭୋଜି ପାଇଁ ପ୍ରସ୍ତୁତ ହେଉଛି ତ କିଏ ଜିରୋ ନାଇଟ ସେଲିବ୍ରେଶନ ପାଇଁ। କିଛିଜଣ ନୂଆବର୍ଷରେ ରିଜୋଲ୍ୟୁଶନ ସେଟ୍…
Jugaad: ଏଣେ ତେଣେ ପଳାଇଯାଉଥିଲା ଶିଶୁ ମା’ କଲେ ଏପରି
ପ୍ରାୟତଃ ଛୋଟ ପିଲାମାନେ ବହୁତ ଦୁଷ୍ଟ । ଯଦି ସେମାନଙ୍କୁ ଆଖିରୁ କିଛି ସମୟ ପାଇଁ ଦୂରେଇ ଦିଆଯାଏ ସେମାନେ ଦୁଷ୍ଟାମୀ ଆରମ୍ଭ କରିଦିଅନ୍ତି। ଏପରି ପରିସ୍ଥିତିରେ, ଘର କାମ ସହିତ ପିଲାମାନଙ୍କୁ ସମ୍ଭାଳିବା କଷ୍ଟକର ହୋଇପଡେ। ବର୍ତ୍ତମାନ ସୋସିଆଲ ମିଡିଆରେ…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରଚାର ପ୍ରସାର ପାଇଁ ଖର୍ଚ୍ଚ ହେବ ₹୧୫୫ କୋଟି
ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର, ପ୍ରସାର ଓ ସଂରକ୍ଷଣ ଏବଂ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଆଭିମୁଖ୍ୟ ବିଷୟରେ ଜନସାଧାରଣ ଏବଂ ଭବିଷ୍ୟତ ପିଢ଼ିକୁ ସଚେତନ କରିବା ପାଇଁ ୨୦୨୪ ଜାନୟାରୀ ୧୭ରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ…
ଦ୍ୱିତୀୟ ସ୍ତ୍ରୀଙ୍କ ସହ ହନିମୁନ୍ରେ ବାହାରିଲେ ଅରବାଜ
ମୁମ୍ବାଇ: ନିକଟରେ ବଲିଉଡ୍ ଅଭିନେତା ଅରବାଜ ଖାନ୍ ମେକଅପ୍ କଳାକାର ଶୌରା ଖାନ୍ଙ୍କୁ ବିବାହ କରିଛନ୍ତି। ଏହା ଅରବାଜଙ୍କର ଦ୍ୱିତୀୟ ବିବାହ। ବିବାହ ପରେ ଅରବାଜ ତାଙ୍କ ସ୍ତ୍ରୀଙ୍କ ସହିତ ନୂଆବର୍ଷ ଏବଂ ହନିମୁନ୍ ପାଇଁ ବାହାରିଛନ୍ତି। ଶନିବାର ତାଙ୍କୁ ସ୍ତ୍ରୀଙ୍କ…
ଯାତ୍ରୀଙ୍କ ସୁରକ୍ଷା ପାଇଁ ଏଭଳି କରୁଛି କୁକୁର, ଭିଡିଓ ଭାଇରାଲ…
ନୂଆଦିଲ୍ଲୀ,୩୧।୧୨ : ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ କୁକୁର ଟ୍ରେନ ଯାତ୍ରୀଙ୍କ ସୁରକ୍ଷାକୁ ବୁଝିବା ଯୋଗୁ କୁକୁର ହିରୋ ପାଲଟି ପାରିଛି। ଭିଡିଓରେ କୁକୁରଟି ଚଳନ୍ତା ଟ୍ରେନ ସହିତ ଦୌଡୁଥିବା ଦେଖାଯାଉଛି ଏବଂ…

