Home Left

ଅଢେଇ ହଜାର ବର୍ଷ ପୁରୁଣା ମନ୍ତ୍ର ଦେଲା ୨୦ରୁ ୨୧ ହେବାର ଗ୍ଲୋବାଲ ଫର୍ମୁଲା

ନୂଆଦିଲ୍ଲୀ,୯।୯: ଭାରତରେ ଜି -୨୦ ଶିଖର ସମ୍ମିଳନୀ ଶନିବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣରେ ଉଦଘାଟିତ ହୋଇଛି। ଏହି ଶିଖର ସମ୍ମିଳନୀକୁ ଉଦଘାଟନ କରିବା ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମଗ୍ର ବିଶ୍ୱ ତରଫରୁ ମରୋକ୍କରେ ହୋଇଥିବା ଭୂକମ୍ପ ଯୋଗୁଁ ହୋଇଥିବା ଜୀବନ…

ପ୍ରଥମରୁ କମ୍ପାନୀ ଆଳ, ବଢୁଛି ଚାଷୀ ଅସନ୍ତୋଷ

ବରଗଡ଼,୯।୯(ପ୍ରେମାନନ୍ଦ ଖମାରୀ): ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା କୃଷକଙ୍କ ପାଇଁ ରକ୍ଷା କବଚ କହି କେନ୍ଦ୍ର ସରକାର ୨୦୧୬ ଆର୍ଥିକ ବର୍ଷରୁ ସାରା ଦେଶରେ ଏହାକୁ ରାଜ୍ୟ ସରକାରଙ୍କ ସହଯୋଗରେ କାର୍ଯ୍ୟକାରୀ କରୁଛନ୍ତି। ହେଲେ ନାନା ଆଳ ଦେଖାଇ ବୀମା କମ୍ପାନୀ ଏହି…

ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ଯବାନ

ମୁମ୍ବାଇ: ଶାହାରୁଖ ଖାନ, ନୟନତାରା ଏବଂ ବିଜୟ ସେତୁପତିଙ୍କ ଅଭିନୀତ ମୁଭି ଯବାନ ୭ ସେପ୍ଟେମ୍ବରରେ ସିନେମା ହଲରେ ରିଲିଜ ହୋଇଛି ଏବଂ ଆଡଭାନ୍ସ ବୁକିଂରେ ଭଲ ଆୟ କରିବା ପରେ ଏହାର କଲେକସନ ବକ୍ସ ଅଫିସରେ ଜାରି ରହିଛି। ଏବେ…

୧୦ ବର୍ଷ ଧରି ସ୍ବାମୀଙ୍କଠାରୁ ଅଲଗା ରୁହନ୍ତି ଏହି ଅଭିନେତ୍ରୀ

ବଲିଉଡ୍‌ ଜଣାଶୁଣା ଅଭିନେତ୍ରୀଙ୍କ ମଧ୍ୟରୁ ରାଧିକା ଆପ୍‌ତେ ଅନ୍ୟତମ । ସେ ଅନେକ ଫିଲ୍ମରେ କାର୍ଯ୍ୟ କରିଛନ୍ତି। ସେ ତାଙ୍କ ବୃତ୍ତିଗତ ଜୀବନ ସହ ବ୍ୟକ୍ତିଗତ ଚୀବନକୁ ନେଇ ପ୍ରାୟ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ଅଧିକାଂଶ ପ୍ରଶଂସକ ଜାଣି ନ ଥିବେ…

ନନ୍ଦନକାନନକୁ ଆସିଲେ ନୂଆ ଅତିଥି

ବାରଙ୍ଗ,୯।୯: ନନ୍ଦନକାନନକୁ ପ୍ରାଣୀ ଅଦଳ ବଦଳ ପ୍ରକ୍ରିୟାରେ ନୂଆ ଅତିଥି ଆସିଛନ୍ତି। ମିଜୋରାମର ଆଇଜୋଲ ପ୍ରାଣୀ ଉଦ୍ୟାନରୁ କିଛି ପଶୁପକ୍ଷୀଙ୍କୁ ଅଣାଯାଇଛି। ସେମାନେ ହେଲେ ଦୁଇଟି ହୁଲକ ଗିବନ, ଦୁଇଟି ଘୁଷୁରୀ ଲାଞ୍ଜ ବିଶିଷ୍ଟ ମକାକ ଓ ଗୋଟିଏ ହିମାଳୟାନ କଳାଭାଲୁ…

ଝିଅ ବାହାଘର ପାଇଁ ଥିବା ୬୯ ଗ୍ରାମ୍‌ ସୁନା ଅଳଙ୍କାର ଚୋରି

ରାୟଗଡ଼ା,୯।୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁରସ୍ଥିତ ଆଜାଦ ନଗର ଏକ ଘରେ କେହି ନ ଥିବା ସୁଯୋଗ ନେଇ ଦୁର୍ବୃତ୍ତ କଳାକନା ବୁଲାଇଛନ୍ତି । ଘରର ଗ୍ରିଲ ଓ କବାଟ ଭାଙ୍ଗି ଝିଅ ବାହାଝର ପାଇଁ…

ନବଜାତ ଶିଶୁକନ୍ୟାକୁ ଶୌଚାଳୟରେ ଛାଡ଼ି ଚାଲିଗଲେ ମା’

ବଲାଙ୍ଗୀର,୯।୯: ମେଡିକାଲ ଶୌଚାଳୟ ଜଣେ ମହିଳା ପ୍ରସବ କରି ଶିଶୁକନ୍ୟାଟିକୁ ଛାଡ଼ି ପଳାଇଯାଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ। ସୂଚନାଯୋଗ୍ୟ, ଶନିବାର ସକାଳେ ଫିମେଲ ମେଡ଼ିସିନ ୱାର୍ଡର ଶୌଚାଳୟରେ ଏକ ନବଜନ୍ମିତ ଶିଶୁକନ୍ୟା ପଡ଼ିଥିବା…

ପାନୀୟ ଜଳରୁ ବଞ୍ଚିତ ଗୋଛାବାଡ଼ି ଗ୍ରାମବାସୀ

ଜଗନ୍ନାଥପ୍ରସାଦ,୯ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଝାଡ଼ଭୂମି ଗ୍ରାମ ପଞ୍ଚାୟତର ଗୋଛାବାଡି ଗ୍ରାମରେ ଦୀର୍ଘ ଦିନ ଧରି ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ଏ ନେଇ ଗ୍ରାମବାସୀ ଶୁକ୍ରବାର ସକାଳେ ୨୧ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରିବା ସହ ପ୍ରଶାସନ ବିରୋଧରେ ସ୍ଲୋଗାନ…

କୁଳସମାଜରୁ ବାସନ୍ଦ, ପୋଲିସର ଅସଦ ବ୍ୟବହାର ଅଭିଯୋଗ

ପୁରୁଷୋତ୍ତମପୁର,୯ା୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୋଲସରା ଥାନା ପୋଲିସ ଜଣେ ସାମାଜିକ ବାସନ୍ଦ ଦିବ୍ୟାଙ୍ଗ ପରିବାରକୁ ନ୍ୟାୟ ପ୍ରଦାନ କରିବା ବଦଳରେ ଅସଦ ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି। ପୋଲସରା ଥାନା ଅନ୍ତର୍ଗତ ଡିମ୍ବିରିଆ ଗ୍ରାମର ଦିବ୍ୟାଙ୍ଗ ଅଭିମନ୍ୟୁ ସାହୁ…

ଆମେରିକାରେ ୧୦ ଲକ୍ଷ ବ୍ୟାରେଲ ଇରାନି ତୈଳର କାର୍ଗୋ ଜବତ, ବଢିପାରେ ଉତ୍ତେଜନା

ଓ୍ବାଶିଂଟନ,୯।୯: ଆମେରିକାର ନ୍ୟାୟ ବିଭାଗ ଶୁକ୍ରବାର ରିପୋର୍ଟ କରିଛି ଯେ ସେମାନେ ଚଳିତ ବର୍ଷ ୧୦ ଲକ୍ଷ (ଏକ ମିଲିୟନ) ବ୍ୟାରେଲ ଇରାନ ତେଲର ଏକ କାର୍ଗୋ ଜବତ କରିଛନ୍ତି। ଆମେରିକାର ଏହି ପଦକ୍ଷେପ ଗଲ୍ଫ ଦେଶଗୁଡିକର ଚିନ୍ତାକୁ ବଢାଇ ଦେଇଛି।…

ଜଣାଶୁଣା ଫ୍ୟାଶନ ଡିଜାଇନର ମାର୍କ ବୋହାନଙ୍କ ପରଲୋକ

ପ୍ୟାରିସ,୯।୯: ଫ୍ୟାଶନ ଡିଜାଇନର୍‌ ମାର୍କ ବୋହାନଙ୍କ ୯୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ଅଗଷ୍ଟ ୨୨, ୧୯୨୬ରେ ପ୍ୟାରିସରେ ଜନ୍ମଗ୍ରହଣ କରିଥିବା ବୋହାନ ପିଲାଦିନରୁ ଚିତ୍ରାଙ୍କନ ଏବଂ ଫ୍ୟାଶନ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ, ଯାହାକୁ ତାଙ୍କ ମା ପ୍ରୋତ୍ସାହିତ କରିଥିଲେ।…

ମାର୍ଚ୍ଚ ସୁଦ୍ଧା ପାନୀୟ ଜଳ ପ୍ରକଳ୍ପ, ରାସ୍ତା କାର୍ଯ୍ୟ ଶେଷ କର

ଫୁଲବାଣୀ,୯ା୯(ରାକେଶ କୁମାର ରାଉତ): ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଶୁକ୍ରବାର ଜିଲା ଉନ୍ନୟନ ସମନ୍ବୟ ଏବଂ ମନିଟରିଂ କମିଟି (ଦିଶା) ବୈଠକ ଅନୁଷ୍ଠିତ ହୋଇଯାଇଛି ା କନ୍ଧମାଳ ଏମ୍‌ପି ଅଚ୍ୟୁତାନନ୍ଦ ସାମନ୍ତ ଏଥିରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ପାନୀୟ ଜଳ ଯୋଗାଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri