Home Left

ନର୍ସିଂ ସଙ୍ଘର ପ୍ରତିବାଦ: ୧୭ରୁ ଇଞ୍ଜେକ୍‌ଶନ ବନ୍ଦ ଆନ୍ଦୋଳନ

କେସିଙ୍ଗା,୯ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ନର୍ସିଂ ସଙ୍ଘ ୧୨ଦଫା ଦାବି ନେଇ କଳାବ୍ୟାଜ୍‌ ପରିଧାନ କରି ଶନିବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ନର୍ସମାନେ ବିଭିନ୍ନ ଦାବି ନେଇ ରାଜ୍ୟ ସରକାରଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ ସମସ୍ୟାର…

କେନାଲକୁ ଓଲଟିଲା ମୋ ବସ୍‌

ଭୁବନେଶ୍ୱର,୯।୯: କେନାଲକୁ ଓଲଟିଲା ମୋ ବସ୍‌। ଏଥିରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ସୁଆଣ୍ଡୋରୁ ଭୁବନେଶ୍ୱର ଯାଉଥିବା ମୋ ବସ୍‌ (ରୁଟ୍‌ ନଂ୨୬) ଓଲଟି ପଡ଼ିଥିଲା। ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

‘ଇଣ୍ଡିଆ ନୁହେଁ ଭାରତ’: ପ୍ରଥମେ ନିମନ୍ତ୍ରଣପତ୍ର, ଏବେ ଜି୨୦ରେ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଥିବା କଣ୍ଟ୍ରି ପ୍ଲେଟ୍‌କୁ ନେଇ ବଢ଼ିଲା ବିବାଦ

ନୂଆଦିଲ୍ଲୀ,୯।୯: ଇଣ୍ଡିଆ ବନାମ ଭାରତକୁ ନେଇ ବିବାଦ ମଧ୍ୟରେ ମୋଦି ସରକାର ଅନ୍ତର୍ଜାତୀୟ ମଞ୍ଚରେ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ଥିବା ବିଶ୍ୱସ୍ତରୀୟ ନେତାଙ୍କ ନିମନ୍ତେ ରାଷ୍ଟ୍ରପତିଙ୍କ ଦ୍ୱାରା ଜାରି କରାଯାଇଥିବା ନିମନ୍ତ୍ରଣପତ୍ରରେ ‘ଭାରତ ରାଷ୍ଟ୍ରପତି’…

ଏମିତି ଭାବରେ ଘରେ ରଖୁଛନ୍ତି କି ଜୋତା: ମାଡ଼ି ଆସିବ ବିପଦ

ବାସ୍ତୁ ଅନୁଯାୟୀ, ସମସ୍ତ ଜିନିଷକୁ ଏକ ନିର୍ଦ୍ଦିଷ୍ଟ ଦିଗରେ ଏବଂ ଘରେ ଉପଯୁକ୍ତ ସ୍ଥାନରେ ରଖିବା ଶୁଭ ବୋଲି ବିବେଚନା କରାଯାଏ। ଘରେ ଜୋତା ଏବଂ ଚପଲ ରଖିବା ପାଇଁ ମଧ୍ୟ ବାସ୍ତୁଶାସ୍ତ୍ରରେ ଉପଯୁକ୍ତ ସ୍ଥାନ ରହିଛି। ପ୍ରାୟତଃ ଲୋକମାନେ ଜୋତା…

ପଇଡ଼ ପାଣିର ଔଷଧୀୟ ଗୁଣ

  ପଇଡ଼ ପାଣି ସ୍ବାସ୍ଥ୍ୟ ଲାଗି ଅନେକ ଉପକାରୀ। କେବଳ ସେତିକି ନୁହେଁ, ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରହିଥାଏ। ଏହା ରୋଗ ପ୍ରତିରୋଧ ଶକ୍ତିକୁ ବଢ଼ାଇବା ସହ ବିଭିନ୍ନ ରୋଗରୁ ମୁକ୍ତି ଦେଇଥାଏ। ଜାଣନ୍ତୁ ପଇଡ଼ ପାଣିର ଔଷଧୀୟ…

କୋଟି କୋଟି ସମ୍ପତ୍ତିର  ମାଲିକ ହୋଇ ସୁଦ୍ଧା ନିଜକୁ ଲେଟ୍‌ ନାଇଟ୍‌ ପାର୍ଟିରୁ ଦୂରେଇ ରଖନ୍ତି ଏହି ଅଭିନେତା

୧୯୭୭ ସେପ୍ଟେମ୍ବର ୯ରେ  ଅମୃତସରରେ ଜନ୍ମଗ୍ରହଣ କରିଥିବା ରାଜୀବ ଓମ ଭାଟିଆ ଅର୍ଥାତ ଅକ୍ଷୟ କୁମାରଙ୍କୁ ବଲିଉଡର ଖିଲାଡି କିଙ୍ଗ୍‌ କୁହାଯାଏ। ଅକ୍ଷୟ ନିଜେ ବଲିଉଡରେ ନିଜର ସ୍ଥାନ ସୃଷ୍ଟି କରିଥିଲେ ଏବଂ ଆଜି ତାଙ୍କର ପ୍ରାୟ ପ୍ରତ୍ୟେକ ଫିଲ୍ମ  କୋଟି…

ଭାରତ ପହଞ୍ଚିବା ପରେ ୧୨ ବର୍ଷିୟ ଝିଅ ସହ କଥା ହେଲେ ବାଇଡେନ, ଏବେ ପ୍ରଶ୍ନ କିଏ ସେହି ବାଳିକା

ନୂଆଦିଲ୍ଲୀ,୯।୯: ନୂଆଦିଲ୍ଲୀରେ ସେପ୍ଟେମର ୯ ଅର୍ଥାତ୍‌ ଶନିବାରଠାରୁ ଦୁଇ ଦିନିଆ ଜି -୨୦ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି। ଏହା ଭାରତ ପାଇଁ ଏକ ବଡ଼ ସୁଯୋଗ। ଏହାପୂର୍ବରୁ ଶୁକ୍ରବାର ଜି -୨୦ ଗୋଷ୍ଠୀରେ ଅନ୍ତର୍ଭୁକ୍ତ ଦେଶର ମୁଖ୍ୟମାନେ, ୟୁରୋପୀୟ ୟୁନିୟନର…

ଡାକ୍ତରଖାନାରେ ଗଳୁଛି ପାଣି, ନଷ୍ଟ ହେଉଛି ଔଷଧ

ଲାଠିକଟା,୯ା୯(ରାମେଶ୍ବର ଖାଡଙ୍ଗା): ସୁନ୍ଦରଗଡ଼ ଜିଲା ଲାଠିକଟା ପଶୁ ଡାକ୍ତରଖାନା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଏହା ଆଜବେଷ୍ଟ ଘର ହୋଇଥିବାରୁ ଚାରିଆଡେ ଫାଟି ଆଁ କରିଛି। ବର୍ଷାଦିନେ ପାଣି ଗଳିବାରୁ ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହେଉଛି। ଏଥିସହ ପାଣି…

ଅଢେଇ ହଜାର ବର୍ଷ ପୁରୁଣା ମନ୍ତ୍ର ଦେଲା ୨୦ରୁ ୨୧ ହେବାର ଗ୍ଲୋବାଲ ଫର୍ମୁଲା

ନୂଆଦିଲ୍ଲୀ,୯।୯: ଭାରତରେ ଜି -୨୦ ଶିଖର ସମ୍ମିଳନୀ ଶନିବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣରେ ଉଦଘାଟିତ ହୋଇଛି। ଏହି ଶିଖର ସମ୍ମିଳନୀକୁ ଉଦଘାଟନ କରିବା ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମଗ୍ର ବିଶ୍ୱ ତରଫରୁ ମରୋକ୍କରେ ହୋଇଥିବା ଭୂକମ୍ପ ଯୋଗୁଁ ହୋଇଥିବା ଜୀବନ…

ପ୍ରଥମରୁ କମ୍ପାନୀ ଆଳ, ବଢୁଛି ଚାଷୀ ଅସନ୍ତୋଷ

ବରଗଡ଼,୯।୯(ପ୍ରେମାନନ୍ଦ ଖମାରୀ): ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା କୃଷକଙ୍କ ପାଇଁ ରକ୍ଷା କବଚ କହି କେନ୍ଦ୍ର ସରକାର ୨୦୧୬ ଆର୍ଥିକ ବର୍ଷରୁ ସାରା ଦେଶରେ ଏହାକୁ ରାଜ୍ୟ ସରକାରଙ୍କ ସହଯୋଗରେ କାର୍ଯ୍ୟକାରୀ କରୁଛନ୍ତି। ହେଲେ ନାନା ଆଳ ଦେଖାଇ ବୀମା କମ୍ପାନୀ ଏହି…

ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ଯବାନ

ମୁମ୍ବାଇ: ଶାହାରୁଖ ଖାନ, ନୟନତାରା ଏବଂ ବିଜୟ ସେତୁପତିଙ୍କ ଅଭିନୀତ ମୁଭି ଯବାନ ୭ ସେପ୍ଟେମ୍ବରରେ ସିନେମା ହଲରେ ରିଲିଜ ହୋଇଛି ଏବଂ ଆଡଭାନ୍ସ ବୁକିଂରେ ଭଲ ଆୟ କରିବା ପରେ ଏହାର କଲେକସନ ବକ୍ସ ଅଫିସରେ ଜାରି ରହିଛି। ଏବେ…

୧୦ ବର୍ଷ ଧରି ସ୍ବାମୀଙ୍କଠାରୁ ଅଲଗା ରୁହନ୍ତି ଏହି ଅଭିନେତ୍ରୀ

ବଲିଉଡ୍‌ ଜଣାଶୁଣା ଅଭିନେତ୍ରୀଙ୍କ ମଧ୍ୟରୁ ରାଧିକା ଆପ୍‌ତେ ଅନ୍ୟତମ । ସେ ଅନେକ ଫିଲ୍ମରେ କାର୍ଯ୍ୟ କରିଛନ୍ତି। ସେ ତାଙ୍କ ବୃତ୍ତିଗତ ଜୀବନ ସହ ବ୍ୟକ୍ତିଗତ ଚୀବନକୁ ନେଇ ପ୍ରାୟ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ଅଧିକାଂଶ ପ୍ରଶଂସକ ଜାଣି ନ ଥିବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri