ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫକୁ ନେଇ ବିରୋଧ ପ୍ରଦର୍ଶନ
ଅମରାବତୀ,୯।୯: ଶନିବାର ପୂର୍ବାହ୍ନରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) ଗିରଫ କରିଛି। ଦୁର୍ନୀତି ଅଭିଯୋଗରେ ଏହି ଗିରଫଦାରୀ କରାଯାଇଛି। ଶନିବାର ସକାଳେ ନନ୍ଦିଆଲରେ ଏକ…
ପଞ୍ଚାୟତ ସମିତି ବୈଠକରେ ହୋହଲ୍ଲା
ମୋରଡ଼ା,୯ା୯(ସ୍ମାରକ ମାଜୀ): କଥା କଟାକଟି ଓ ହୋହଲ୍ଲା ମଧ୍ୟରେ ମୋରଡ଼ା ପଞ୍ଚାୟତ ସମିତିର ଷଷ୍ଠ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ପୀଥନାଥ ସୋରେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକକୁ ବିଡିଓ ଜୟକୃଷ୍ଣ ପାତ୍ର ପରିଚାଳନା କରିଥିଲେ। ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ…
ଜି-୨୦ ରାତ୍ରୀ ଭୋଜନରେ ସାମିଲ ହେବେନି ୩ କଂଗ୍ରେସ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୯।୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ସନ୍ଧ୍ୟାରେ ଭାରତ ମଣ୍ଡପମରେ ବିଦେଶୀ ନେତାଙ୍କ ସମ୍ମାନାର୍ଥେ ଏକ ରାତ୍ରୀ ଭୋଜନର ଆୟୋଜନ କରିଛନ୍ତି। ଯେଉଁଥିରେ ଦେଶର ଅନେକ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରୀ ମଧ୍ୟ ନିମନ୍ତ୍ରିତ ହୋଇଛନ୍ତି। ତେବେ ରାଜ୍ୟ ସଭାରେ କଂଗ୍ରେସ…
ଜାତୀୟ ହ୍ବିଲ୍ଚେୟାର ରଗ୍ବୀରେ ଭାଗନେବ ଓଡ଼ିଶା
ଭୁବନେଶ୍ୱର, ୯।୯ (ତପନ ସ୍ବାଇଁ): ପୁଣେର ଶ୍ରୀ ଶିବ ଛତ୍ରପତି ସ୍ପୋଟର୍ସ କମ୍ପ୍ଲେକ୍ସରେ ଶନିବାରଠାରୁ ୫ମ ଜାତୀୟ ହ୍ବିଲ୍ଚେୟାର ରଗ୍ବୀ ଚାମ୍ପିୟନଶିପ୍ ଅନୁଷ୍ଠିତ ହେବ। ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁଥିବା ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୯ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଓଡ଼ିଶା…
ବାରବାଟୀରେ ୧୫ରୁ ବି.ସି ମହାନ୍ତି ସ୍ମାରକୀ ଟି୨୦
କଟକ,୯ା୯ (ସୁପ୍ରିୟା ପ୍ରିୟଦର୍ଶିନୀ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଆସନ୍ତା ୧୫ରୁ ବାରବାଟୀ ଷ୍ଟାଡିୟମ୍ରେ ପ୍ରଥମଥର ପାଇଁ ଭୈରବଚନ୍ଦ୍ର ମହାନ୍ତି (ବି.ସି. ମହାନ୍ତି) ସ୍ମାରକୀ ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ଖେଳାଯିବ। ୨୨ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଓଡ଼ିଶାରୁ…
ବିଜେଡିରେ ମିଶିଲେ ୧୦ କଂଗ୍ରେସ ପରିବାର
ରାଜନଗର, ୯।୯ (ଭାସ୍କର ରାଉତରାୟ) ରାଜନଗର ବିଜେଡିରେ ଏବେ ହଟଚମଟ ଜାରି ରହିଛି। ବ୍ଲକ ବିଜେଡି ସଭାପତି ଅଶୋକ କୁମାର ପ୍ରତିହାରୀଙ୍କୁ ସଭାପତି ପଦରୁ ବରଖାସ୍ତ କରାଯିବା ପରେ ଦଳରେ କଂଗ୍ରେସ କର୍ମୀଙ୍କ ସାମିଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ବ୍ଲକର…
ଜନ୍ମ ଦିନରେ ମହାକାଳଙ୍କ ଦର୍ଶନ କଲେ ଅକ୍ଷୟ
ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ଶନିବାର ଭୋର ସମୟରେ ମହାକାଳଙ୍କ ଭଷ୍ମ ଆରତିରେ ସାମିଲ ହେବାକୁ ଉଜ୍ଜୟିନି ପହଞ୍ଚିଛନ୍ତି। ଶନିବାର ସେ ତାଙ୍କର ୫୬ ତମ ଜନ୍ମଦିନ ପାଳନ କରୁଛନ୍ତି। ଅକ୍ଷୟ ତାଙ୍କ ପରିବାର ସହିତ ଶନିବାର ସକାଳେ ଭଗବାନ…
ଅମିତ ସ୍ବର୍ଣ୍ଣ, ଜଗନ୍ନାଥଙ୍କୁ ବ୍ରୋଞ୍ଜ ପଦକ
ଭୁବନେଶ୍ୱର, ୯।୯ (ତପନ ସ୍ବାଇଁ): ନେପାଳର କାଠମାଣ୍ଡୁରେ ୫୫ତମ ଏସୀୟ ସିନିୟର ସୁନ୍ଦରସ୍ବାସ୍ଥ୍ୟ ଏବଂ ଫିଜିକ୍ସ ସ୍ପୋଟର୍ସ ଚାମ୍ପିୟନଶିପ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ପ୍ରତିଯୋଗୀ ଗୋଟିଏ ଲେଖାଏ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ପଦକ ପାଇଛନ୍ତି। ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ସଂଘର…
ଉଦ୍ଘାଟନୀ ମ୍ୟାଚ ପରିଚାଳନା କରିବେ ମେନନ, ଧର୍ମସେନା
ଦୁବାଇ, ୯ା୯: ଅକ୍ଟୋବର ୫ରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁଥିବା ବିଶ୍ୱକପ୍ କ୍ରିକେଟ ଉଦ୍ଘାଟନୀ ମ୍ୟାଚର ପରିଚାଳନା କରିବେ ଭାରତର ନୀତୀନ ମେନନ ଓ ଶ୍ରୀଲଙ୍କାର କୁମାର ଧର୍ମସେନା। ପୂର୍ବତନ ପେସ୍ ବୋଲର ଜାଭାଗଲ ଶ୍ରୀନାଥ ମ୍ୟାଚ ରେଫରି ଦାୟିତ୍ୱ…
ଚପଲର ଦାମ ୧୦୦ କୋଟି
ମୁମ୍ବାଇ: ମହିଳାମାନେ ବିଭିନ୍ନ ଡିଜାଇନର ଚପଲ ପିନ୍ଧିବାକୁ ପସନ୍ଦ କରନ୍ତି। ଚପଲର ଦାମ୍ ଯେତେ ହେଉନା କାହିଁକି ପସନ୍ଦ ଆସିଲା ମାନେ ନିଶ୍ଚିନ୍ତ କିଣିଥାନ୍ତି। ଏବେ ସେମିତି ଏକ ଦାମୀ ଚପଲକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏକ ରିପୋର୍ଟ ଅନୁଯାୟୀ,…
ଭୟଙ୍କର ଷ୍ଟଣ୍ଟ
ମୁମ୍ବାଇ: ଲୋକମାନେ ଭାଇରାଲ ହେବା ପାଇଁ ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରକାର ଭିଡିଓ ଅପ୍ଲୋଡ଼ କରୁଛନ୍ତି। ପପୁଲାର ହେବା ପାଇଁ ବିପଜ୍ଜନକ ଷ୍ଟଣ୍ଟ ଦେଖାଉଛନ୍ତି। ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି। ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ଯୁବତୀ…
ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ
କୌଣସି ଶାରୀରିକ ସମସ୍ୟା କ୍ଷେତ୍ରରେ ପ୍ରକୃତ ଡାକ୍ତରୀ ଚିକିତ୍ସା ଆରମ୍ଭ କରାଯିବା ପୂର୍ବରୁ ପ୍ରାଥମିକ ଚିକିତ୍ସା ବା ଫାଷ୍ଟ ଏଡ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। ପ୍ରାଥମିକ ଚିକିତ୍ସା ଜୀବନ ବଞ୍ଚାଇଥାଏ। ଆମ ଦେଶରେ ପ୍ରତି ବର୍ଷ ହାରାହାରି ୧୩.୪ ଲକ୍ଷ…
Archives


