ରାତାରାତି ମିଳିଛି ଫେମ୍: ‘ତେଲଗି’ ଚରିତ୍ର ପାଇଁ ୧୯ କିଲୋ ଓଜନ ବଢ଼ାଇଥିବା କହିଲେ ଗଗନ
ବମ୍ବେ: ‘ସ୍କାମ୍ ୨୦୨୩’ରେ ଦମ୍ଦାର ଅଭିନୟକୁ ନେଇ ରାତାରାତି ଖ୍ୟାତି ଅର୍ଜନ କରିଛନ୍ତି ଅଭିନେତା ଗଗନ ଦେବ ରିଆର୍। ଚାରିଆଡେ ତାଙ୍କ ‘ତେଲିଗି’ ଚରିତ୍ରକୁ ନେଇ ଚର୍ଚ୍ଚା। ସୋସିଆଲ ମିଡିଆରେ ଭଳିକି ଭଳି ମେମେ ଭାଇରାଲ ହେଉଛି। ଅଭିନେତା ଭାବେ ନିଜର…
ସାପକାମୁଡ଼ାରେ ମା’-ଝିଅଙ୍କ ଜୀବନ ଗଲା
କେନ୍ଦୁଝର,୯ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଥମୁନି ସର୍ପାଘାତ ଜନିତ ମୃତ୍ୟୁ। ବାଂଶପାଳ ବ୍ଲକ ଅନ୍ତର୍ଗତ ମୁରୁସୁଆଁ ଗ୍ରାମର ରୁଗୁଡି ସାହିରେ ସାପକାମୁଡ଼ାରେ ମା’ ଓ ଦୁଇ ବର୍ଷର ଶିଶୁକନ୍ୟାଙ୍କ ମୃତ୍ୟୁ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ପ୍ରକାଶ…
ରବିବାର ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିବେ ବ୍ରିଟେନ ପ୍ରଧାନମନ୍ତ୍ରୀ, ପତ୍ନୀ ଅକ୍ଷତା ବି କରିବେ ପୂଜାର୍ଚ୍ଚନା
ନୂଆଦିଲ୍ଲୀ,୯।୯: ଜି୨୦ ଶିଖର ସମ୍ମିଳନୀ ଲାଗି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ଭାରତ ଗସ୍ତରେ ଅଛନ୍ତି। ଶନିବାର ସେ ସମ୍ମିଳନୀର ପ୍ରଥମ ଅଧିବେଶନ ଏବଂ ଦ୍ୱିତୀୟ ଅଧିବେଶନ ବୈଠକରେ ଭାଗ ନେଇଛନ୍ତି। ତେବେ ରବିବାର ସେ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ସହ…
ଶୀଘ୍ର ବନ୍ଦ ହେବ ୨୦୦୦ ଟଙ୍କିଆ ନୋଟ୍! ବାକି ଅଛି ଏତିକି ଦିନ, ଜାଣନ୍ତୁ କ’ଣ କୁହେ ଆର୍ବିଆଇ ନିୟମ…
ନୂଆଦିଲ୍ଲୀ,୯।୯: ଆପଣଙ୍କ ପାଖରେ ଏଯାଏ ଅଛି କି ୨୦୦୦ ଟଙ୍କିଆ ନୋଟ୍। ଯଦି ହଁ ତେବେ ତୁରନ୍ତ ଏହାକୁ ବ୍ୟାଙ୍କରେ ଯାଇ ବଦଳାଇ ନିଅନ୍ତୁ। କାରଣ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଘୋଷଣାନୁଯାୟୀ ୨୦୦୦ ଟଙ୍କିଆ ନୋଟ୍ ବଦଳାଇବାର ଅନ୍ତିମ ତାରିଖ ସେପ୍ଟେମ୍ବର…
ଏହି ୮ଟି ଫିଲ୍ମରେ ଡବଲ ରୋଲ୍ କରିଛନ୍ତି ଶାହାରୁଖ
ମୁମ୍ବାଇ: କିଙ୍ଗ୍ଖାନ ଶାହାରୁଖ ତାଙ୍କ ପ୍ରତିଭା ଏବଂ ବହୁ ପରିଶ୍ରମ ବଳରେ ବଲିଉଡ୍ ଇଣ୍ଡଷ୍ଟ୍ରିରେ ଏକ ବିଶେଷ ସ୍ଥାନ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ଶାହରୁଖଙ୍କ ସଦ୍ୟତମ ଫିଲ୍ମ ‘ଯବାନ’ ବହୁ ଚର୍ଚ୍ଚାରେ ରହିଛି। ପ୍ରଶଂସକମାନେ ‘ଯବାନ’ ଦେଖିବା ପରେ ଏହି ଫିଲ୍ମରେ…
ମା’ ସମଲେଇଙ୍କ ପୀଠରେ ଧାର୍ଯ୍ୟ ହେଲା ନୂଆଖାଇ ଲଗ୍ନ
ବରଗଡ଼,୯ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପୀଠରେ ଶନିବାର ଅପରାହ୍ନ ୪ଟାରେ ଚଳିତ ବର୍ଷର ନୂଆଖାଇ ଲଗ୍ନ ଧାର୍ଯ୍ୟ କରାଯାଇଛି। ପୂର୍ବ ଘୋଷଣା ଅନୁଯାୟୀ, ଆଜି ନିର୍ଦ୍ଧାରିତ ସମୟରେ ପଣ୍ଡିତମାନେ ଏକତ୍ରିତ ହୋଇ ଏହି ଲଗ୍ନ ନିର୍ଘଣ୍ଟ କରିଥିଲେ।…
ବିପୁଳ ପରିମାଣର ଦେଶୀ ମଦ ଜବତ, ୨ ଗିରଫ
ଛେଣ୍ଡିପଦା,୯ା୯(ଅଜିତ ଧଳ): ଅନୁଗୋଳ ଜିଲା ଅବକାରୀ ବିଭାଗ ପକ୍ଷରୁ ନକଲି ବିଦେଶୀ ମଦ ତିଆରି ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଛେଣ୍ତିପଦା ଥାନା ମଛକୁଟା ଗ୍ରାମରେ ଚଢ଼ାଉ କରି ବିପୁଳ ପରିମାଣରେ ନକଲି ଦେଶୀ ଓ ବିଦେଶୀ ମଦ ଜବତ କରିବା…
ଅଭିଯୁକ୍ତଙ୍କୁ ୩ ବର୍ଷ କାରାଦଣ୍ଡ
କଣ୍ଟାମାଳ,୯।୯( ଆଦିତେଶ୍ୱର ମିଶ୍ର): ବୌଦ୍ଧ ଜିଲା କଣ୍ଟାମାଳ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧୀଶ ସତ୍ୟ ନାରାୟଣ ଦାସ ଏକ ବାଘ ଛାଲ ଚେରା ଚାଲାଣ ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୩ ବର୍ଷ କାରାଦଣ୍ଡ ଦେବା ସହ ୧୦ ହଜାର…
ଗୋଟିଏ ଗଛରେ ଫଳିଛି ସେଓ, ଅଙ୍ଗୁର, ଆମ୍ବ: ଭିଡିଓ ଦେଖିଲେ ଆପଣ ବି ସଫଳ ହୋଇପାରିବେ
ପ୍ରକୃତି ବିଭିନ୍ନ ଖଣିଜ ପଦାର୍ଥ ପାଇଁ ବିଭିନ୍ନ ଫଳ ଏବଂ ପନିପରିବା ସୃଷ୍ଟି କରିଛି। ପ୍ରତ୍ୟେକ ଫଳର ନିଜସ୍ବ ଋତୁ ନିଜସ୍ବ ତାପମାତ୍ରା ବି ରହିଛି। ଏହି ଫଳଗୁଡ଼ିକ କେବଳ ଏହା ଉପରେ ହିଁ ବଢ଼ିଥାଏ। କିନ୍ତୁ ଏଭଳି କୌଶଳ ସୋସିଆଲ…
ଡେଙ୍ଗୁରେ ଯବାନଙ୍କ ମୃତ୍ୟୁ
ଗୋପାଳପୁର,୯ା୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ କଇଠାପଲ୍ଳୀ ଗ୍ରାମର ଯବାନ ନବକୃଷ୍ଣ ନାୟକ (୨୬) ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ବୁଧବାର ନବକୃଷ୍ଣଙ୍କୁ ଜ୍ୱର ହୋଇଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ…
ଅନ୍ୟର ହୃଦୟ ଜିତିବାରେ ମାହିର୍ ଏହି ୪ ରାଶିର ଲୋକେ; ସହଜରେ ନିଜର କରିନିଅନ୍ତି…
ଜ୍ୟୋତିଷଶାସ୍ତ୍ରରେ ୧୨ ରାଶି ବିଷୟରେ ଅଧ୍ୟୟନ କରାuଯାଇଛି। ପ୍ରତ୍ୟେକ ରାଶିର ବିଶେଷତା ଏବଂ ସ୍ବଭାବ ଭିନ୍ନ ଥାଏ। ଏହାଦ୍ୱାରା କୌଣସି ବ୍ୟକ୍ତିର ଗୁଣ ଓ ଦୋଷ ବିଷୟରେ ସହଜରେ ଜଣାପଡ଼ିଥାଏ। ତେବେ ଏଭଳି ୪ ରାଶି ଅଛି ଯେଉଁଥିରେ ଜନ୍ମିତ ଯୁବକ/ଯୁବତୀଙ୍କ…
ମାଟି, ମୋରମ ଚୋରି ଅଭିଯୋଗ
ଗଞ୍ଜାମ,୯ା୯(ବିଦ୍ୟାଧର ସାହୁ): ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନାରେ ଗଞ୍ଜାମ ସହରର ବିଭିନ୍ନ ଓ୍ବାର୍ଡର ଉନ୍ନତିକରଣ କାର୍ଯ୍ୟ ଚାଲିଛି। ସାହିଗୁଡିକୁ ସଂଯୋଗ ଥିବl ବିଭିନ୍ନ ରାସ୍ତା ମରାମତି କାର୍ଯ୍ୟ ଜାରୀ ରହିଛି l ରାସ୍ତା ପାର୍ଶରୁ ମାଟି ଖୋଳା ଯାଇ ସେଠାରେ ଗୋଡ଼ି…
Archives


