Home Left

ରଥକାଠ ଅନୁକୂଳ ପାଇଁ ଆଜି ନୟାଗଡ଼ ଯିବ ଟିମ୍‌

ପୁରୀ,୧ା୧(ଅଜିତ ମହାନ୍ତି): ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ଆରମ୍ଭ ହେଲାଣି। ରଥ କାଠ ନିମନ୍ତେ ଗଛକଟା ଅନୁକୂଳ ଲାଗି ଜାନୁୟାରୀ ୧ରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ଟିମ୍‌ ନୟାଗଡ଼ ଅଭିମୁଖେ ଯାତ୍ରା କରିବ। ଟିମ୍‌ରେ ଶ୍ରୀମନ୍ଦିର…

ଡ୍ରୋନ୍‌ ଆକ୍ରମଣ ପରେ ଆରବ ସାଗରରେ ବଢ଼ିଲା ସୁରକ୍ଷା

ନୂଆଦିଲ୍ଲୀ,୩୧ା୧୨: ମାଲ୍‌ବାହୀ ଜାହାଜ ଉପରେ ଡ୍ରୋନ୍‌ ଆକ୍ରମଣ ପରେ ଆରବ ସାଗର ଏବଂ ଆଡେନ୍‌ ଉପସାଗରରେ ଭାରତୀୟ ନୌସେନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ନୌସେନାର ଯୁଦ୍ଧଜାହାଜକୁ ଏଥିରେ ନିୟୋଜିତ କରାଯାଇଛି। ଗତ ୨୩ ତାରିଖରେ ଗୁଜରାଟଠାରୁ ପ୍ରାୟ ୨୦୦…

ଆତସବାଜିରେ ଆକାଶ ରଙ୍ଗୀନ

ସମ୍ବଲପୁର,୩୧ା୧୨(ପ୍ରମୋଦ ବହିଦାର): ନବବର୍ଷକୁ ସ୍ବାଗତ ପାଇଁ ସମ୍ବଲପୁରର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଛି ଜିରୋନାଇଟ୍‌ ସେଲିବ୍ରେସନ। ସମ୍ବଲପୁର ସହରର ବିଭିନ୍ନ ହୋଟେଲ, କ୍ଲବ ଆଦିରେ ସ୍ବତନ୍ତ୍ର ଆୟୋଜନ କରାଯାଇଛି। ଏନେଇ ହୋଟେଲ୍‌ ଓ କ୍ଲବ ଗୁଡ଼ିକରେ ରଙ୍ଗବେରଙ୍ଗ ଆଲୋକ, ବେଲୁନ୍‌ ସହ…

ପାକିସ୍ତାନରେ ନୂଆବର୍ଷରେ ଲୋକେ କ’ଣ କିଣୁଛନ୍ତି, ସକାଳୁ ଠିଆ ହୋଇଛନ୍ତି ଲମ୍ବା ଲାଇନରେ

ଇସଲାମାବାଦ,୩୧।୧୨: ଜାନୁଆରୀ ୧ ରେ ସମଗ୍ର ବିଶ୍ୱର ଲୋକମାନେ ନୂଆ ବର୍ଷ ପାଳନ କରିବେ। ତେବେ ସମସ୍ତେ ନୂଆ ବର୍ଷକୁ ସମାନ ଭାବରେ ପାଳନ କରନ୍ତି ନାହିଁ । ୟୁରୋପରେ ଯେଉଁଠାରେ ଲୋକମାନେ ଏହି ଦିନ କଠିନ ପରିଶ୍ରମ କରନ୍ତି ।…

୩୩ ମହଲାରୁ ଖସିପଡ଼ିଲେ ସଫ୍ଟଓ୍ବେର ଇଞ୍ଜିନିୟର

ବେଙ୍ଗାଲୁରୁ,୩୧ା୧୨: ବେଙ୍ଗାଲୁରୁର କେଆର୍‌ ପୁରା ନିକଟ ଭଟ୍ଟରହାଲ୍ଲରେ ଏକ ବିଲ୍ଡିଂର ୩୩ ମହଲାରୁ ଜଣେ ୨୭ ବର୍ଷୀୟ ସଫ୍ଟଓ୍ବେର ଇଞ୍ଜିନିୟର ଖସିପଡ଼ି ପ୍ରାଣ ହରାଇଛନ୍ତି। ସାଙ୍ଗଙ୍କ ଫ୍ଲାଟ୍‌ରେ ଉତ୍ସବ ମନାଉଥିବା ବେଳେ ଦିବ୍ୟାଂଶୁ ଶର୍ମା ସିଗାରେଟ୍‌ ପାଉଁଶ ତଳକୁ ପକାଇବାକୁ ଉଦ୍ୟମ…

ଓଜେଏସ୍‌ରେ କୋରାପୁଟ ଝିଅ ଦୀକ୍ଷାଙ୍କ ସଫଳତା

କୋରାପୁଟ,୩୧ା୧୨ (ଅମିତାଭ ବେହେରା): ଓଡିଶା ଜୁଡ଼ିସିଆଲ ସର୍ଭିସ (ଓଜେଏସ୍‌)ରେ କୋରାପୁଟର ଝିଅ ଦୀକ୍ଷା ସେଠ ୪୮ ର଼୍ୟାଙ୍କ ରଖି ଜିଲା ପାଇଁ ଗୌରବ ଆଣିଛନ୍ତି। ଏହି ସଫଳତା ପାଇଁ ତାଙ୍କୁ ଜିଲାର ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିଛି। ରାଜ୍ୟରେ ଓଜେଏସ୍‌ର ୫୭ଟି…

ବିସ୍ଫୋରଣ ଧମକ ପରେ ମୁମ୍ବାଇରେ ହାଇଆଲର୍ଟ

ମୁମ୍ବାଇ,୩୧ା୧୨: ନୂଆବର୍ଷ ପାଳନ ବେଳେ ମୁମ୍ବାଇର ବିଭିନ୍ନ ସ୍ଥାନରେ ବିସ୍ଫୋରଣ କରାଯିବ। ଜଣେ ଅଜଣା ବ୍ୟକ୍ତି ଫୋନ୍‌ କରି ଏଭଳି ଧମକ ଦେଇଛନ୍ତି। ଏନେଇ ମୁମ୍ବାଇ ପୋଲିସ ପକ୍ଷରୁ ସହରରେ ହାଇଆଲର୍ଟରେ ଜାରି କରାଯାଇଛି। ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମ୍‌କୁ ଏଭଳି…

୨୦୨୪ରେ ରାମଙ୍କ ସହ ହେବ ବିରୋଧୀଙ୍କ ମୁକାବିଲା: ଭାଜପା

ନୂଆଦିଲ୍ଲୀ,୩୧।୧୨: ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ କାର୍ଯ୍ୟକ୍ରମ କରିବାକୁ ଆରଏସଏସ-ଭାଜପା-ଭିଏଚପି ସମସ୍ତ ଶକ୍ତି ଲଗାଇଛି। ପ୍ରତ୍ୟେକ ଜିଲାଠାରୁ ପ୍ରତ୍ୟେକ ରାଜ୍ୟରେ ମଣ୍ଡାଲ ଏବଂ ବୁଥ ସ୍ତର ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଆୟୋଜନ କରି ଯଥାସମ୍ଭବ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ସମସ୍ତ ପ୍ରକାର…

ବ୍ରହ୍ମପୁରରେ ଅମୃତ ଭାରତ ଟ୍ରେନକୁ ସ୍ବାଗତ

ବ୍ରହ୍ମପୁର,୩୧ା୧୨(ସ୍ମୃତି ରଞ୍ଜନ ମହାଲିକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ଟି ଅମୃତ ଭାରତ ଟ୍ରେନ ଓ ୬ଟି ବନ୍ଦେ ଭାରତ ଟ୍ରେନ ରବିବାର ଶୁଭାରମ୍ଭ କରିଛନ୍ତି। ବ୍ରହ୍ମପୁର ରେଳ ଷ୍ଟେସନ ୪ନଂ ପ୍ଲାଟଫର୍ମରେ ରବିବାର ଅମୃତ ଭାରତ ଟ୍ରେନଟି ପହଞ୍ଚିଥିଲା। ସେଠାରେ ବ୍ରହ୍ମପୁର…

ଜିରୋ ନାଇଟ୍‌ ସେଲିବ୍ରେଶନ: ଜଲଓ୍ବା ଦେଖାଇଲେ ଇଣ୍ଡିଆନ ଆଇଡ଼ଲ

ରାଉରକେଲା,୩୧।୧୨(ସଙ୍ଗୀତା ଜେନା): ‘ଜିରୋ ନାଇଟ୍‌’ ସେଲିବ୍ରେଶନ ଏବଂ ନବବର୍ଷ ୨୦୨୪ ପାଇଁ ଇସ୍ପାତ ସହର ରାଉରକେଲାରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ପାନପୋଷ ବ୍ରାହ୍ମଣୀ କ୍ଲବ, ସେକ୍ଟର-୨୦ ରାଉରକେଲା କ୍ଲବ, ସେକ୍ଟର-୨ ଜର୍ମାନୀ କ୍ଲବ ସମେତ ଛୋଟବଡ଼ ହୋଟେଲରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା।…

ଭଗବାନ ରାମ ଉଭୟ ହୀନ୍ଦୁ-ମୁସଲମାନଙ୍କ ପୂର୍ବଜ: ବାବା ରାମଦେବ

ନୂଆଦିଲ୍ଲୀ,୩୧।୧୨: ଆମରୋହାରେ ଯୋଗଗୁରୁ ବାବା ରାମଦେବ କହିଛନ୍ତି ଯେ ରାମ ସମସ୍ତଙ୍କର। ରାମ ହେଉଛନ୍ତି ଆମର ଆତ୍ମ ସମ୍ମାନ, ଜାତିର ପରିଚୟ, ସେ ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ। ସେ ହେଉଛନ୍ତି ପରମେଶ୍ୱର। ରାମ ଉଭୟ ହିନ୍ଦୁ ଏବଂ ମୁସଲମାନଙ୍କ ପୂର୍ବଜ। ମହାରାଣୀ…

କୌଶଳ ରଥର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର,୩୧।୧୨(ଭବାନୀ ଶଙ୍କର ଭୋଇ): ଓଡ଼ିଶାର ଯୁବପିଢ଼ିଙ୍କୁ ମାଗଣାରେ ଡିଜିଟାଲ ଶିକ୍ଷା ଏବଂ ସେମାନଙ୍କ ମଧ୍ୟରେ ଡିଜିଟାଲ କାରବାରକୁ ବୃଦ୍ଧି କରାଯିବ। ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣରେ ଯୁବପିଢ଼ିଙ୍କ ସାମର୍ଥ୍ୟକୁ ବିକଶିତ କରିବା ଲକ୍ଷ୍ୟ ରହିଛି ବୋଲି କେନ୍ଦ୍ର ଶିକ୍ଷା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?