Posted inଫୁରସତ

ଲାଇଭ୍‌ ରିପୋର୍ଟିଂବେଳେ ଜଣେ ବ୍ୟକ୍ତିଙ୍କୁ ଶକ୍ତ ଚାପୁଡା ଦେଲେ ମହିଳା ରିପୋର୍ଟର ଭିଡିଓ ହେଉଛି ଭାଇରାଲ୍‌

ପାକିସ୍ତାନରେ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଠାରେ ଜଣେ ମହିଳା ରିପୋର୍ଟର ଲାଇଭ୍‌ ରିପୋର୍ଟିଂବେଳେ ଜଣେ ବ୍ୟକ୍ତି ଶକ୍ତ ଚାପୁଡା ଦେଇଛନ୍ତି।
ଜଣେ ମହିଳା ରିପୋର୍ଟର ପାଖରେ ଠିଆ ହୋଇଥିବା ଲୋକଙ୍କ ଭିଡ଼ ମଧ୍ୟରେ ପ୍ରଶ୍ନ ପଚାରିବା ପରେ ଜଣେ ବ୍ୟକ୍ତିଙ୍କ ଉତ୍ତର ଶୁଣୁଛନ୍ତି। ବ୍ୟକ୍ତି ଜଣକ ତାଙ୍କ ଉତ୍ତର ଦେଉଥିବାବେଳେ ତାଙ୍କ ବାମରୁ ଜଣେ ବ୍ୟକ୍ତି ତାଙ୍କ ଚେହେରା ଦେଖିବା ପାଇଁ କ୍ୟାମେରା ଫ୍ରେମ ଭିତରକୁ ପ୍ରବେଶ କରନ୍ତ। ଏହି ସମୟରେ ରିପୋର୍ଟର ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚାପୁଡ଼ା ମାରିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛୀ।
ଏହା ପ୍ରଥମ ଭାଇରାଲ ଭିଡିଓ ନୁହେଁ, ଯେଉଁଥିରେ ଜଣେ ପାକିସ୍ତାନୀ ସାମ୍ବାଦିକ କାହା ଉପରେ ହାତ ଉଠାଉଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଏପରି ଅନେକ ଭିଡିଓ ଆସିଛି, ଏଥିରେ ସାମ୍ବାଦିକମାନେ ପାଖରେ ଠିଆ ହୋଇଥିବା ଲୋକଙ୍କୁ ଚାପୁଡ଼ା ମାରୁଛନ୍ତି। ବହୁ ବର୍ଷ ପୂର୍ବେ ଏହିପରି ଜଣେ ସାମ୍ବାଦିକଙ୍କ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ଚାନ୍ଦ ନବାବ ନାମକ ଜଣେ ସାମ୍ବାଦିକ ରେଳ ଷ୍ଟେଶନରେ ରିପୋର୍ଟ କରୁଥିଲେ। ଏବଂ ସେଠାରେ ବୁଲୁଥିବା ଲୋକମାନେ ବାରମ୍ବାର ତାଙ୍କ ରିପୋର୍ଟିଂରେ ବାଧା ସୃଷ୍ଟି କରୁଥିଲେ। ଏହି ଦୃଶ୍ୟ ସଲମାନ ଖାନଙ୍କ ଫିଲ୍ମ ବଜରଙ୍ଗୀ ଭାଇଜାନରେ ମଧ୍ୟ ବ୍ୟବହୃତ ହୋଇଛି।

 

View this post on Instagram

 

A post shared by Hasmukh keeda (@hasmukhkeeda)


Enter your email to get our daily news in your inbox.

All Right Reserved By Dharitri.Com

ନାସା ଦେଲା ଚେତାବନୀ: ପୃଥିବୀ ଆଡ଼କୁ ମାଡ଼ିଆସୁଛି ଭୟଙ୍କର ଗ୍ରହାଣୁ, ଧ୍ୱଂସ ହୋଇଯିବ…

ନାସାର ଶକ୍ତିଶାଳୀ ସ୍ପେସ ଟେଲିସ୍କୋପ, ଜେମ୍ସ ୱେବ ଟେଲିସ୍କୋପ, ସୌରମଣ୍ଡଳର ସବୁଠାରୁ ବିପଦପୂର୍ଣ୍ଣ ଗ୍ରହାଣୁ ମଧ୍ୟରୁ ଗୋଟିଏ। ଏହି ଗ୍ରହାଣୁ ପୃଥିବୀ ସହିତ ଧକ୍କା ହେବାର...

ସମସ୍ତଙ୍କ ପାପ ଧୋଉଥିବା ମା’ ଗଙ୍ଗାଙ୍କ ପାପ କିଏ ଧୁଏ: ଜାଣନ୍ତୁ ରୋଚକ କାହାଣୀ

ପ୍ରୟାଗରାଜ,୧୧।୨: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ଆୟୋଜନ କରାଯାଉଛି। ଏପର୍ଯ୍ୟନ୍ତ କୋଟି କୋଟି ଲୋକ ଗଙ୍ଗାରେ ଧାର୍ମିକ ବୁଡ଼ ପକାଇ ସାରିଛନ୍ତି। ବିଶ୍ୱାସ କରାଯାଏ ଯେ,...

ସରକାରଙ୍କ କୋଟି କୋଟି ଟଙ୍କାର କାମ କରିଦେଲା ମୂଷା: ଅଧିକାରୀ ଆଶ୍ଚର୍ଯ୍ୟ

ସାଧାରଣତଃ ମୂଷା ଘରେ ଥିଲେ ଲୋକଙ୍କ ମନରେ ଭୟ ଥାଏ। କାରଣ ମୂଷା ଜିନିଷପତ୍ର କାଟି ନଷ୍ଟ କରିଦିଏ। ଅନେକ ଲୋକ ଘରର କୋଣରେ ପିଞ୍ଜରା...

କୌଶଳ ଦେଖାଉଛି ରୋବୋଟିକ୍‌ ଡଗ୍‌

ବେଜିଂ: ଗତ କିଛିବର୍ଷ ଧରି ବିଶ୍ବର ବିଭିନ୍ନ ଦେଶ ପକ୍ଷରୁ ବିଶେଷ ପ୍ରକାରର ରୋବୋଟିକ୍‌ ଡଗ୍‌ ପ୍ରସ୍ତୁତ କରାଯାଉଛି। ଏହି ରାବୋଟିକ୍‌ ଡଗ୍‌ଗୁଡ଼ିକ ଅନେକ କ୍ଷେତ୍ରରେ ସୈନ୍ୟବାହିନୀକୁ...

ଅଜବ: Valentine Dayରେ ଏଠାରେ ଭଡ଼ାରେ ମିଳନ୍ତି ପ୍ରେମିକା, ସିଙ୍ଗଲ୍‌ ଯୁବତୀ ବି…

ଏବେ ଚାଲିଛି ଭ୍ୟାଲେଣ୍ଟାଇନ୍‌ ସପ୍ତାହ। ଏହା ପ୍ରେମର ସପ୍ତାହ ହୋଇଥିବାରୁ ସମସ୍ତେ ନିଜ ପାର୍ଟନରଙ୍କ ସହ ସମୟ ବିତାଉଛନ୍ତି, ଉପହାର ଦେଉଛନ୍ତି। ହେଲେ କିଛି ଏମିତି...

PUBG ଖେଳି ମାନସିକ ଭାରସାମ୍ୟ ହରାଇଲେ ଯୁବକ, ହଠାତ୍‌ ଘର ଛାଡ଼ି ପଳାଇଲେ

ଆଜିର ଡିଜିଟାଲ ଯୁଗରେ ଯୁବପିଢ଼ିଙ୍କ ମଧ୍ୟରେ ସୋସିଆଲ ସାଇଟ୍‌ରେ ଖେଳ ଖେଳିବାର ଏକ ଭିନ୍ନ ପ୍ରକାରର ଆଗ୍ରହ ଦେଖିବାକୁ ମିଳୁଛି। ଏହି ସମୟରେ ଅନ୍‌ଲାଇନ୍‌ ଗେମ୍‌...

ପ୍ରୟାଗରାଜରେ ବାବାଙ୍କ କ୍ରିକେଟ ଖେଳ

ପ୍ରୟାଗରାଜ: ମହାକୁମ୍ଭ ୨୦୨୫ରେ ଅନେକ ବାବା ନିଜର ନିଆରା ଅନ୍ଦାଜ କାରଣରୁ ଚର୍ଚ୍ଚାକୁ ଆସି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସେମାନଙ୍କର ବ୍ୟକ୍ତିତ୍ୱ ଏବଂ ଜୀବନଶୈଳୀ ଲୋକଙ୍କୁ ପ୍ରଭାବିତ...

ତ୍ରେତେୟାରେ ଲଙ୍କାରେ ନିଆଁ ଲଗାଇଥିଲା ମାଙ୍କଡ଼, ଏବେ ଆଉ ଗୋଟିଏ ମାଙ୍କଡ଼ ପୂରା ଶ୍ରୀଲଙ୍କାକୁ କରିଦେଲା ଅନ୍ଧାର

କଲମ୍ବୋ,୯ା୨: ଏପର୍ଯ୍ୟନ୍ତ ଆପଣ ମାଙ୍କଡ଼ମାନଙ୍କ ଦ୍ୱାରା ଉତ୍ପାତ ସୃଷ୍ଟି କରିବାର ଅନେକ ଖବର ଶୁଣିଥିବେ, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଥିବ। ପୌରାଣିକ ବିଶ୍ୱାସ ଅନୁସାରେ, ତ୍ରେତେୟାଯୁଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri