Home Left

ଶାହାରୁଖଙ୍କୁ ପ୍ରଶଂସା କଲେ ମହେଶ ଭଟ୍ଟ

ମୁମ୍ବାଇ: ବଲିଉଡ୍‌ର କିଙ୍ଗ୍‌ଖାନ୍‌ଙ୍କ ଆକ୍ସନ ଥ୍ରୀଲର ଫିଲ୍ମ ‘ଯବାନ’ ରିଲିଜ ହେବା ପରେ ବେଶ୍‌ ପ୍ରଶଂସା ସାଉଁଟିବାରେ ଲାଗିଛି। ସମସ୍ତେ ଏହି ଫିଲ୍ମ ଏବଂ ଏହାର ଚରିତ୍ରକୁ ପ୍ରଶଂସା କରୁଛନ୍ତି। କେବଳ ସାଧାରଣ ଦର୍ଶକ ନୁହନ୍ତି, ବଲିଉଡ୍‌ ଜଗତର ଷ୍ଟାରମାନେ ମଧ୍ୟ…

ଜି-୨୦ ଶେରପା ଅମିତାଭ କାଣ୍ଟଙ୍କୁ ପ୍ରଶଂସା କଲେ ଥରୁର: କହିଲେ, ଭାରତ ପାଇଁ ଗର୍ବର ମୂହୁର୍ତ୍ତ

ନୂଆଦିଲ୍ଲୀ,୧୦।୯: ଜି-୨୦ ଶିଖର ସମ୍ମିଳନୀରେ ଘୋଷଣାପତ୍ରକୁ ସର୍ବସମ୍ମତି କ୍ରମେ ଗ୍ରହଣ କରିଥିବାରୁ କଂଗ୍ରେସ ଏମ୍‌ପି ଶଶି ଥରୁର ଶେରପା ଅମିତାଭ କାଣ୍ଟଙ୍କୁ ପ୍ରଶଂସା କରିଛନ୍ତି। ଜି-୨୦ ଶିଖର ସମ୍ମିଳନୀରେ ରୁଷିଆ-ୟୁକ୍ରେନ ଯୁଦ୍ଧ ବିଷୟରେ ସର୍ବସମ୍ମତି କ୍ରମେ ଘୋଷଣା  ଭାରତ ଏକ ବଡ଼…

୧୩ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର,୧୦।୯: ରାଜ୍ୟରେ ବର୍ଷା ସାମାନ୍ୟ କମିଛି । ପାଗ ସାମାନ୍ୟ ଅନୁକୂଳ ହୋଇଥିବା ବେଳେ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଅନ୍ୟପଟେ ଆସନ୍ତା ୧୨ ତାରିଖରୁ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୧୩ରେ ଏହା…

ମୋଦିଙ୍କ ସହ ସେଲ୍‌ଫି ନେଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୦।୯: ଭାରତର ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ଅନେକ ଦେଶର ନେତା ଦିଲ୍ଲୀ ଆସିଛନ୍ତି। ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆୟୋଜିତ ଜି-୨୦ ଶିଖର ସମ୍ମିଳନୀକୁ ଏକ ସଫଳତା ବୋଲି…

ପୁରୀ ସମୁଦ୍ରରେ ଗାଧୋଇଲା ବେଳେ ବୁଡ଼ିଗଲେ ପର୍ଯ୍ୟଟକ

ପୁରୀ, ୧୦।୯(ଅଜିତ୍‌ ମହାନ୍ତି): ପୁରୀ ସମୁଦ୍ରରେ ଗାଧୋଇଲା ବେଳେ ଜଣେ ପର୍ଯ୍ୟଟକ ବୁଡ଼ିଯାଇଛନ୍ତି। ସୁରକ୍ଷିତ ଭାବେ ପର୍ଯ୍ୟଟକ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ପର୍ଯ୍ୟଟକ ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ନାରାୟଣ ପାଲ। ରବିବାର ସକାଳେ ର ନାରାୟଣ ବେଳାଭୂମିର ସେକ୍ଟର…

ଶୋଇବା ପ୍ରତିଯୋଗିତା, ବେଡ୍‌ରେ ପଡ଼ି ରହିବାକୁ ପଡ଼ିବ ୨୦ ଘଣ୍ଟା, ପୁରସ୍କାର ରାଶି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଦୁନିଆର ପ୍ରତ୍ୟେକ କୋଣ ଅନୁକୋଣ ଅନେକ ଆଶ୍ଚର୍ଯ୍ୟଜନକ ଘଟଣାରେ ପରିପୂର୍ଣ୍ଣ। କେବଳ ଅନନ୍ୟ ରୀତିନୀତି ନୁହେଁ, ଏହି ଦୁନିଆରେ ମଧ୍ୟ ଅନନ୍ୟ ପ୍ରତିଯୋଗିତା ଅଛି, ଯାହା ଏତେ ଆକର୍ଷଣୀୟ ଯେ, ଆପଣ ସେ ବିଷୟରେ ଚିନ୍ତା କରିବେ। ୟୁରୋପର ଏକ ଗ୍ରାମରେ…

କର୍ନାଟକରେ ବିଜୟ ପରେ ଏବେ ତେଲେଙ୍ଗାନାରେ କଂଗ୍ରେସ ଆପଣାଇବ ୫ଜି ଫର୍ମୁଲା! ସେପ୍ଟେମ୍ବର ୧୭ରେ ଘୋଷଣା କରିବେ ସୋନିଆ

ନୂଆଦିଲ୍ଲୀ,୧୦।୯: କଂଗ୍ରେସ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପୂର୍ବରୁ ଏକ ଜନସଭାରେ ରାଜ୍ୟବାସୀଙ୍କ ପାଇଁ ପାଞ୍ଚ ‘ଗ୍ୟାରେଣ୍ଟି’ର ଘୋଷଣା କରିବ। କଂଗ୍ରେସ ତେଲେଙ୍ଗାନା ୟୁନିଟ ସଭାପତି ତଥା ଏମପି ଏ ରେଭଂତ ରେଡ୍ଡୀ କହିଛନ୍ତି ଯେ ବରିଷ୍ଠ କଂଗ୍ରେସ ନେତା ସୋନିଆ ଗାନ୍ଧୀ…

ଟ୍ରକ୍‌ ଦୁର୍ଘଟଣାରେ ଆଖିବୁଜିଲେ ବୃଦ୍ଧ, ସ୍‌ଏଚ୍‌ ୫ ମୁଖ୍ୟ ରାସ୍ତାରୋକ

କୋଟଗଡ଼,୧୦।୯(ସରୋଜ ବଳିୟାରସିଂ ): କନ୍ଧମାଳ ଜିଲା କୋଟଗଡ଼ ବ୍ଲକ ବଣ୍ଡା ପିପିଲି ଏସ୍‌ଏଚ୍‌ ୫ ରାସ୍ତାରେ ରବିବାର ସକାଳୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ମାଲ ବୋଝେଇ ଟ୍ରକ୍‌ ବୃଦ୍ଧଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ବୃଦ୍ଧ ଜଣକ…

ସମ୍ପତ୍ତି ଭାଗ ହେବା ପରେ ମା’ କୋକିଲାବେନଙ୍କ ସହ ଅମ୍ବାନୀ ଭାଇଙ୍କ କିଭଳି ରହିଛି ସମ୍ପର୍କ, ଜାଣନ୍ତୁ…

୨୦୦୨ରେ ରିଲାଏନ୍ସ ପ୍ରତିଷ୍ଠାତା ଧିରୁଭାଇ ଅମ୍ବାନୀଙ୍କ ପରଲୋକ ପରେ ଦୁଇ ପୁଅ ମୁକେଶ ଏବଂ ଅନିଲ ଅମ୍ବାନୀ କାରୋବାରକୁ ବାଣ୍ଟି ନେଇଥିଲେ। ମା’ କୋକିଲାବେନ ଦୁଇପୁଅଙ୍କୁ ସେମାନଙ୍କ ଭାଗ ଦେଇଥିଲେ। କାରଣ କାରୋବାରର ଭାଗବଣ୍ଟାକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା।…

ସରକାର ନିଜ ଭୁଲ ଲୁଚାଇ ପାରିବେ ନାହିଁ:ସୁରଜେୱାଲା

ନୂଆଦିଲ୍ଲୀ,୧୦।୯: ଦୁଇ ଦିନ ଧରି ଦିଲ୍ଲୀରେ ବର୍ଷା ହେତୁ ଜି-୨୦ ସମ୍ମିଳନୀ ସ୍ଥାନ ‘ଭାରତ ମଣ୍ଡପମ୍‌’ ଭିତରେ ପାଣି ପ୍ରବେଶ କରିଛି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏ ସମ୍ପର୍କରେ କଂଗ୍ରେସ ମୋଦି ସରକାର ଉପରେ ଆକ୍ରମଣ କରି…

ଭାରତର କୂଟନୀତିକୁ ପ୍ରଶଂସା କଲା ଆମେରିକୀୟ ଗଣମାଧ୍ୟମ

ଓ୍ବାଶିଂଟନ,୧୦।୯: ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା ଜି-୨୦ ସମ୍ମିଳନୀ ସମ୍ବନ୍ଧୀୟ ଖବର ସମଗ୍ର ବିଶ୍ୱର ଗଣମାଧ୍ୟମରେ ପ୍ରକାଶ ପାଇଛି। ଆମେରିକୀୟ ଗଣମାଧ୍ୟମ ମଧ୍ୟ ଏହାକୁ ମୁଖ୍ୟ ଖବର ଭାବେ ସ୍ଥାନିତ କରିଛି । ଆମେରିକୀୟ ଗଣମାଧ୍ୟମରେ ଲେଖାଯାଇଥିବା ପ୍ରବନ୍ଧରେ ଭାରତୀୟ କୂଟନୀତିକୁ ପରୋକ୍ଷରେ…

ଏତିକି କୋଟି ଟଙ୍କାର ମାଲିକ ବ୍ରିଟିଶ ପ୍ରଧାନମନ୍ତ୍ରୀ

ଲଣ୍ଡନ,୧୦।୯: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତରେ ଅଛନ୍ତି। ରବିବାର ସେ ତାଙ୍କ ସ୍ତ୍ରୀ ଅକ୍ଷତା ମୁର୍ତ୍ତୀଙ୍କ ସହିତ ଅକ୍ଷରଧାମ ମନ୍ଦିର ପରିଦର୍ଶନରେ ପହଞ୍ଚିଥିଲେ। ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେଇଥିବା ଦମ୍ପତିଙ୍କ ମଧ୍ୟରେ ଋଷି ସୁନକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri