Home Left

ପୋଲ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ସିମେଣ୍ଟ ବିକ୍ରି

ମୋରଡା,୧୨।୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଘୋଳମୁଁହା-ଖୁଣ୍ଟାପାଳ ଗ୍ରାମର ସିଧାସଳଖ ସଂଯୋଗ ତଥା ବ୍ଲକର ମୁଖ୍ୟାଳୟକୁ ଯିବାଆସିବା କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଘୋଳମୁଁହା ଗ୍ରାମ ଦେଇ ଯାଇଥିବା ଜମ୍ଭୀରା ନଦୀ ଉପରେ ଏକ ପୋଲ…

ଏଭଳି ସ୍କୁଲ ଯେଉଁଠି ପିଲା ଏକାସାଙ୍ଗରେ ଦୁଇ ହାତରେ ଲେଖିବାରେ ମାଷ୍ଟର, ଦେଖିଲେ ହେବନାହିଁ ବିଶ୍ୱାସ…

ଦୁନିଆରେ ପ୍ରତିଭାର ଅଭାବ ନାହିଁ। ଲୋକମାନଙ୍କ ମଧ୍ୟରେ ଏଭଳି ପ୍ରତିଭା ରହିଛି ଯାହା ବିଷୟରେ ଜାଣିଲେ ଅନେକ ଥର ବିଶ୍ୱାସ କରିବା କଷ୍ଟକର ହୋଇପଡେ। ଏହି କ୍ରମରେ ଆଜି ଆମେ ଆପଣଙ୍କୁ ଏଭଳି ଏକ ସ୍କୁଲ ବିଷୟରେ କହିବୁ ଯେଉଁଠାରେ ପଢ଼ୁଥିବା…

ଦିଲ୍ଲୀରୁ ଉଡାଣ ଭରିଲା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିମାନ

ନୂଆଦିଲ୍ଲୀ/ଓଟାଓ୍ବା,୧୨।୯: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିମାନ ଦୁଇ ଦିନ ଧରି ରହିବା ପରେ ଦିଲ୍ଲୀରୁ ଉଡାଣ ଭରିଛି। ବିମାନକୁ ଉଡାଣ ପାଇଁ ଅନୁମତି ଦିଆଯାଇଥିବା ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବିମାନର ତ୍ରୁଟି ଯୋଗୁଁ ପ୍ରଧାନମନ୍ତ୍ରୀ ଜଷ୍ଟିନ…

ବର୍ଷାରେ ଧୋଇଗଲା ରାସ୍ତା

ଦାରିଙ୍ଗବାଡି,୧୨।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରୁ ପାଣିଗଣ୍ଡା ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ହେଲେ ମଙ୍ଗଳବାର ଲଘୁଚାପଜନିତ ବର୍ଷାରେ ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ ଧୋଇ ହୋଇଯିବା ସହ ବଡ଼ ଖାଲଖମା ସୃଷ୍ଟି ହୋଇ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ମାତ୍ର…

ଏହି ସହରକୁ କୁହାଯାଏ ‘ଭାରତର ପ୍ୟାରିସ’; ନାମ ଜାଣିଲେ କରିପାରିବେନି ବିଶ୍ୱାସ…

ଭାରତର ପ୍ରତି ସହରର ନିଜର ସଂସ୍କୃତି ଏବଂ ବିଶେଷତା ରହିଆସିଛି। ସେଥିରୁ ଗୋଟିଏ ହେଲା ‘ଭାରତର ପ୍ୟାରିସ’ କୁହାଯାଉଥିବା ସହର ‘ଜୟପୁର’। ଏହି ସୁନ୍ଦର ସହର ନିଜର ଐତିହାସିକ ରାଜମହଲକୁ ନେଇ ଖ୍ୟାତ, ଯାହାର ପ୍ରତିଟି କାନ୍ଥରେ ଥିବା ବାସ୍ତୁକଳାକୁ ଆକର୍ଷଣର…

ଟସ୍‌ ଜିତିଲା ଭାରତ, ବ୍ୟାଟିଂ ନିଷ୍ପତ୍ତି

କଲମ୍ବୋ,୧୨।୯: ଚଳିତ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ସୁପର ୪ ପର୍ଯ୍ୟାୟରେ ମଙ୍ଗଳବାର ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଖେଳାଯାଉଛି। ଏଥିରେ ଭାରତ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି। ତେବେ ଦଳରେ ଶାର୍ଦ୍ଦୁଳ ଠାକୁରଙ୍କ ସ୍ଥାନରେ ଅକ୍ଷର…

ପିଲାଙ୍କୁ ଗଢ଼ନ୍ତୁ ଏମିତି

ପିଲାଙ୍କୁ ଲାଳନପାଳନ କରି ଭଲ ମଣିଷ କରିବାକୁ ହେଲେ ଛୋଟବେଳରୁ ହିଁ ସବୁ ଦିଗକୁ ଦୃଷ୍ଟି ଦେବାକୁ ହେବ। ତେବେ ଏନେଇ ଜାଣି ରଖନ୍ତୁ କିଛି ଟିପ୍ସ। ପିଲାଙ୍କୁ ଆପଣ ଜନ୍ମ ଦେଇଛନ୍ତି ସତ କିନ୍ତୁ ସେମାନଙ୍କୁ ନିଜ ସମ୍ପତ୍ତି ଭାବି…

ଖରାପ ନ ହେଉ ସମ୍ପର୍କ

ଭଲ କ୍ୟାରିୟର ପାଇଁ ପରିଶ୍ରମ ତ ନିହାତି ଜରୁରୀ। ଏହା ସହିତ ଅଫିସରେ ସହକର୍ମୀଙ୍କ ସହିତ ଭଲ ସମ୍ପର୍କ ରଖିବାକୁ ହୋଇଥାଏ। ନଚେତ ଏକ ସୁସ୍ଥ ପରିବେଶରେ କାମ କରିବା ଅତ୍ୟନ୍ତ କଷ୍ଟକର। ଏହି ଦୃଷ୍ଟିରୁ ବିଚାର କଲେ ସହକର୍ମୀଙ୍କ ସହ…

ଫହମାନଙ୍କ ହେବେ ଏକତା କପୁରଙ୍କ ଅପକମିଂ ଶୋ’ର ନାୟକ

ବମ୍ବେ: ଟେଲି ଅଭିନେତା ଫହମାନ ଖାନ୍‌ଙ୍କ ହାତରେ ଲାଗିଛି ବଡ଼ ପ୍ରୋଜେକ୍ଟ। ନିର୍ଦ୍ଦେଶକ ଏକତା କପୁରଙ୍କ ସୁପରହିଟ୍‌ ଧାରାବାହିକ ‘ନାଗିନ’ର ଆଗାମୀ ସଂସ୍କରଣରେ ନଜର ଆସିପାରନ୍ତି ସେ। ‘ନାଗିନ ୬’ର ସଫଳତା ପରେ ଏବେ ‘ନାଗିନ ୭’ର କାହାଣୀ ହୋଇଛି ପ୍ରସ୍ତୁତ।…

ରିଲିଜ୍‌ ପୂର୍ବରୁ ବିବାଦରେ ଅକ୍ଷୟଙ୍କ ‘ଓ୍ବେଲକମ୍‌-୩’, ଫିଲ୍ମର ଶୁଟିଂ ବନ୍ଦ

ମୁମ୍ବାଇ: ବଲିଉଡର ଖିଲାଡି ଅକ୍ଷୟ କୁମାରଙ୍କ ଚର୍ଚ୍ଚିତ ଫିଲ୍ମ ‘ ଓ୍ବେଲକମ୍‌-୩’ ସହିତ ଫେରୁଛନ୍ତି। ନିକଟରେ ଓ୍ବେଲକମ୍‌ ଟୁ ଦ ଜଙ୍ଗଲ’ର ଟିଜର ମୁକ୍ତିଲାଭ କରିଥିଲା, ଯାହା ଦର୍ଶକଙ୍କଠାରୁ ଅନେକ ସକାରାତ୍ମକ ପ୍ରତିକ୍ରିୟା ପାଇଥିଲା। କିନ୍ତୁ ଏହି ସମୟରେ ଫିଲ୍ମକୁ ନେଇ…

ଏସିଆ କପ୍‌ ସୁପର ୪ ମ୍ୟାଚ୍‌: ଆଜି ଶ୍ରୀଲଙ୍କା- ଭାରତ ଲଢ଼େଇ

କଲମ୍ବୋ,୧୨।୯: ଏସିଆ କପ୍‌ ୨୦୨୩ରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମଙ୍ଗଳବାର ସୁପର-୪ ପର୍ଯ୍ୟାୟର ପ୍ରମୁଖ ମୁକାବିଲା ଖେଳାଯିବ। ଭାରତୀୟ ଟିମ୍‌ ରିଜର୍ଭ ଡେ’ରେ ଖେଳାଯାଇଥିବା ବିପକ୍ଷ ମୁକାବିଲାରେ ପାକିସ୍ତାନକୁ ୨୨୮ ରନ୍‌ରେ ପରାଜିତ କରିଥିଲା। ଏବେ ଦଳ ଲଗାତାର ତୃତୀୟ…

ଆଜି ପ୍ରବଳ ବର୍ଷିବ 

ଭୁବନେଶ୍ୱର,୧୨।୯:  ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ପାଶର୍‌ବବର୍ତ୍ତୀ ମିଆଁମାର ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ ରୂପନେବ। ଏହାର ପ୍ରଭାବରେ ମଙ୍ଗଳବାରଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ । ୧୫ ତାରିଖ ପର୍ଯ୍ୟନ୍ତ ଅବିଶ୍ରାନ୍ତ ବର୍ଷା ନେଇ ଆଞ୍ଚଳିକ ପାଣିପାଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri