ଢେଙ୍କାନାଳ, ମେରାମୁଣ୍ଡଳୀ ଷ୍ଟେଶନର ହେବ ପୁନର୍ବିକାଶ
ଢେଙ୍କାନାଳ, ୮ା୬(ରତନ ନାୟାର): ଅମୃତ ଭାରତ ଷ୍ଟେଶନ ଯୋଜନାରେ ରବିବାର ଭାରତର ୫୦୮ ରେଳଷ୍ଟେଶନ ପୁନର୍ବିକାଶର ଶିଳାନ୍ୟାସ କରାଯାଇଛି । ନୂଆ ଦିଲ୍ଲୀରୁ ଭର୍ଚୁଆଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଜନାର ଶିଳାନ୍ୟାସ କରିଥିଲେ। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ…
ଫ୍ରେଣ୍ଡଶିପ ଡେ’ରେ ନିଜେ ଫୁଡ ଡେଲଭରି ଦେଲେ ଜୋମାଟୋ ସିଇଓ
ନୂଆଦିଲ୍ଲୀ,୬।୮: ରେଷ୍ଟୋରେଣ୍ଟ ଏଗ୍ରିଗେଟର ଓ ଫୁଡ ଡେଲିଭରି କମ୍ପାନୀ ଜୋମାଟୋର ସିଇଓ ଦିପିନ୍ଦର ଗୋୟଲ ରବିବାର କିଛି ଭିନ୍ନ ଢଙ୍ଗରେ ଫ୍ରେଣ୍ଡଶିପ ଡେ’ ବା ବନ୍ଧୁତ୍ୱ ଦିବସକୁ ପାଳନ କରିଛନ୍ତି। ଏହି ଦିନକୁ ପାଳନ କରିବା ଏବଂ ବନ୍ଧୁତ୍ୱର ବାର୍ତ୍ତା ବିସ୍ତାର…
ଭବାନୀପାଟଣା ରେଳ ଷ୍ଟେଶନ ପାଇଁ ଖର୍ଚ୍ଚ ହେବ ୨୧ କୋଟି
ଭବାନୀପାଟଣା,୬।୮(ଉତ୍ତମ କୁମାର ଦାଶ): କେନ୍ଦ୍ର ସରକାର ଅମୃତ ଭାରତ ଷ୍ଟେଶନ ଯୋଜନାରେ ରବିବାର କଳାହାଣ୍ଡି ଜିଲା ଭବାନୀପାଟଣା ରେଳ ଷ୍ଟେଶନକୁ ସାମିଲ କରିଛନ୍ତି। ଫଳରେ ଷ୍ଟେଶନର ପୁନଃନିର୍ମାଣ ସହ ସୌନ୍ଦର୍ଯ୍ୟକରଣ ସକାଶେ ୨୧ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ ଉନ୍ନତମାନର…
ସୁସ୍ଥ ହେଉଛନ୍ତି ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ
କୋଲକାତା,୬।୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ (୭୯) ଙ୍କ ସ୍ବାସ୍ଥ୍ୟରେ ଲଗାତାର ଉନ୍ନତି ହେଉଛି। ରବିବାର ଉଡଲ୍ୟାଣ୍ଡସ ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ହୋସରେ ଅଛନ୍ତି ଏବଂ ଡାକ୍ତର ଏବଂ ତାଙ୍କୁ ଭେଟିବାକୁ ଆସୁଥିବା ଲୋକଙ୍କ ସହ…
ଭର୍ଚୁଆଲ ମୋଡ୍ରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ, ବଡ଼ବିଲ ରେଳଷ୍ଟେଶନ ପାଇଁ ୧୬ କୋଟି ଟଙ୍କା ବ୍ୟୟ ବରାଦ
ବଡ଼ବିଲ,୬ା୮(ଦେବପ୍ରିୟ ରଣା): ଅମୃତ ଭାରତ ଷ୍ଟେଶନ ଯୋଜନାରେ ଭାରତୀୟ ରେଳବାଇର ୧୩୦୯ଟି ଷ୍ଟେଶନର ପୁନଃ ବିକାଶ ହେବାକୁ ଯାଉଛି। ଏହି ଯୋଜନା ଅଧୀନରେ ଓଡ଼ିଶାର ୫୭ଟି ଷ୍ଟେଶନକୁ ଅନ୍ତର୍ଭୁକ୍ତ ପାଇଁ ଚିହ୍ନଟ ହୋଇଛି। ରବିବାର ପ୍ରଥମ ପର୍ଯ୍ୟାୟରେ ୫୦୮ଟି ଷ୍ଟେଶନର ପୁନଃ…
‘ବିରୋଧୀ ମହାମେଣ୍ଟର ନେତା ଏବେ ବ୍ୟାକବେଞ୍ଚର ହୋଇ ରହିଗଲେ’, ନୀତୀଶଙ୍କୁ ଟାର୍ଗେଟ କଲେ ଚିରାଗ
ପାଟନା,୬।୮: ଏଲଜେପି ମୁଖ୍ୟ (ରାମ ଭିଲାସ) ଏବଂ ଏମପି ଚିରାଗ ପାସୱାନ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ଖୁବ ବର୍ଷିଛନ୍ତି। ରବିବାର ସେ କହିଛନ୍ତି ଯେ ବିରୋଧୀ ଦଳର ନେତୃତ୍ୱ ନେବାକୁ ନୀତୀଶ କୁମାରଙ୍କୁ ଦାୟିତ୍ୱ ଦିଆଯାଇଛି, କିନ୍ତୁ ବର୍ତ୍ତମାନ…
ଅଷ୍ଟ୍ରେଲିଆରେ ହୃଦୟ ବିଦାରକ ଘଟଣା, ନିଆଁରେ ପୋଡି ହୋଇ ପିତାଙ୍କ ସମେତ ୫ ଶିଶୁ ମୃତ
ସିଡନୀ,୬।୮: ଅଷ୍ଟ୍ରେଲିଆର ରସେଲ ଦ୍ୱୀପରେ ରବିବାର ଜଣେ ପିତାଙ୍କ ସମେତ ୫ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି। ପୋଲିସ ଏହି ଘଟଣାକୁ ହୃଦୟ ବିଦାରକ ଓ ଭୟଙ୍କର ବୋଲି ବର୍ଣ୍ଣନା କରିଛି। ରବିବାର ସକାଳେ ବ୍ରିସବେନ ନିକଟ ରସେଲ ଦ୍ୱୀପରେ ଥିବା…
ଆମେରିକା ରାସ୍ତାରେ ଫୁଟିଲା ଗୁଳି, ୩ ମୃତ ୨ ଆହତ
ଓ୍ବାଶିଂଟନ,୬।୮: ଅଗଷ୍ଟ ୫ ଶନିବାର ରାତିରେ ଆମେରିକାର ରାଜଧାନୀ ୱାଶିଂଟନର ଏକ ରାସ୍ତାରେ ଭୟଙ୍କର ଗୁଳି ବିନିମୟ ହୋଇଥିଲା। ଏହି ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଏହି ସମୟରେ ଅନ୍ୟ ଦୁଇଜଣ ଆହତ ହୋଇଥିଲେ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…
ଅଧା ରାସ୍ତାରେ ଅଚଳ ହେଲା ଆମ୍ବୁଲାନ୍ସ, ଦୁଇ ଘଣ୍ଟା ଧରି ପଡ଼ିରହିଲେ ରୋଗୀ
ମୋରଡ଼ା,୬ା୮(ସ୍ମାରକ ମାଜୀ): ଲୋକଙ୍କୁ ଯଥାଶୀଘ୍ର ଉନ୍ନତସେବା ଯୋଗାଇ ଦେବା ପାଇଁ ସରକାର ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା କରିଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଚିତ୍ରଡ଼ାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଗୋଟିଏ ୧୦୮ ଆମ୍ବୁଲାନ୍ସ ଅଧା ରାସ୍ତାରେ ଖରାପ ହେବା…
ବସ୍-ବାଇକ ଧକ୍କା: ଜଣେ ମୃତ, ଜଣେ ଗୁରୁତର
ପାଟଣା,୬।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଦେଇ ଯାଇଥିବା ୨୨୦ ନମ୍ବର ରାଞ୍ଚି ବିଜୟୱାଡା ଜାତୀୟ ରାଜପଥ ବାଇପାସ ବାଙ୍କ ନିକଟରେ ରବିବାର ଅପରାହ୍ନରେ ଦୁର୍ଘଟଣା ଘଟିଛି। ଏକ ଘରୋଇ ବସ୍ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।…
ପୁଣି ହାତୀ ଆକ୍ରମଣରେ ମହିଳା ମୃତ
ଟେନସା,୬।୮(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଫରେଷ୍ଟ ରେଞ୍ଜରେ ପୁଣି ହାତୀ ଆତଙ୍କ ଦେଖାଯାଇଛି। ପାଟମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କଦମଡ଼ିହି ନିକଟସ୍ଥ ନାଳିଆଡ଼ିହିଠାରେ ହାତୀ ଆକ୍ରମଣରେ ସୁମିତା ମୁଣ୍ଡାଙ୍କର ମତ୍ୟୁ ଘଟିଛି । ମହିଳା ଜଣକ ଶନିବାର କୋଇଡା ସପ୍ତାହିକ…
ହାଈ ହିଲ ପିନ୍ଧି ଦୌଡିଲେ
ମହିଳାଙ୍କୁ ଷ୍ଟାଇଲିଶ୍ ଲୁକ ଦିଏ ହାଈ ହିଲ୍। ହେଲେ ଏହାକୁ ଅଧିକ ସମୟ ପିନ୍ଧି ଚାଲିଲେ ଯନ୍ତ୍ରଣା ହୁଏ। ତେଣୁ ଏହାକୁ ପିନ୍ଧି ଦୌଡିବା କଥା ତ ଭାବି ହେବନି। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଜଣେ ବ୍ୟକ୍ତି ହାଈ ହିଲ…
Archives


