Home Left

ରେଡ଼ି ଟୁ କୁକ୍‌ ଚିକେନ୍‌

କୁକୁଡ଼ା ବିଭିନ୍ନ ରଙ୍ଗର ଓ ପ୍ରକାରର ଥାଆନ୍ତି। ତେବେ ଇସ୍ରାଇଲର ଜେନେଟିସିଷ୍ଟ ଓ ପଲଟ୍ରି ବ୍ରିଡିଂ ଏକ୍ସପର୍ଟ ଅଭିଗଦୋର କାହାନର୍‌ ତିଆରି କରିଛନ୍ତି ଏମିତି ଏକ କୁକୁଡା ଯାହାକୁ ଦେଖି ସମସ୍ତେ ଚକିତ ହୋଇ ଯାଉଛନ୍ତି। ଏହି କୁକୁଡା ବି ସାଧାରଣ…

ସାଧବ ବୋହୂ

କୀଟପତଙ୍ଗଙ୍କୁ ଅନେକେ ଡରନ୍ତି, ଘୃଣା ବି କରନ୍ତି। ହେଲେ ଇଏ ଏମିତି ଏକ କୀଟ, ଯାହାକୁ ଦେଖିବା ଓ ଟିକେ ଧରିବାକୁ ସମସ୍ତେ ଚାହାନ୍ତି। କାରଣ ଏହା ବହୁତ ସୁନ୍ଦର, ଲାଲ ଭେଲ୍‌ଭେଟ୍‌ ପରି ତା’ର ଶରୀର। ଆଖି ଲାଗିଗଲା ଭଳି…

ଶାନ୍ତିପ୍ରିୟ ଗାଁ ନାକୋ

ହୀମାଚଳ ପ୍ରଦେଶର କିନ୍ନାଉର୍‌ ଜିଲା ଅନ୍ତର୍ଗତ ଏକ ଆକର୍ଷଣୀୟ ଗାଁ ହେଉଛି ନାକୋ। ପାହାଡ଼, ପର୍ବତ, ନଦୀ, ହ୍ରଦର ଅପୂର୍ବ ସୌନ୍ଦର୍ଯ୍ୟ ଏହି ଗାଁକୁ ଦେଇଥାଏ ଏକ ନିଆରା ପରିଚୟ। ନାକୋ ହ୍ରଦ, ନାକୋ ମଠ ତଥା ଏକାଧିକ ବୌଦ୍ଧ ସ୍ତୂପ…

ସ୍ଥାପତ୍ୟ ପ୍ରେମରେ ନରୋତ୍ତମ

ସେରାମିକ୍‌ ଓ ଟେରାକୋଟା କଳାରେ ସେ ତିଆରି କରନ୍ତି ଭିନ୍ନ ଭିନ୍ନ ପ୍ରକାରର କଳାକୃତି । ତାଙ୍କ ହାତଗଢ଼ା କଳାକୃତିଗୁଡ଼ିକୁ ଦେଖିଲେ ଯେ କେହି ବି ଖୁସି ହୋଇଯିବେ। ସେହି କଳାକୃତୀ ଭିତରେ ଥାଏ ପୌରାଣିକ ବିଷୟବସ୍ତୁ, ନାରୀ ଚରିତ୍ର ଓ…

ଦରମା ଟଙ୍କାରେ ନୂଆଲୁଗା ଓ ବହି କିଣିଥିଲି

ପ୍ରଥମ ସ୍କୁଲ୍‌, ପ୍ରଥମ ଟିଉସନ୍‌ ସାର୍‌, ପ୍ରଥମ କରି ବୁଲିବାକୁ ଯିବା ଏମିତି ଅନେକ କିଛି ଘଟଣା ପିଲାଦିନୁ ଆଜିଯାଏ ମନରେ ଛବି ହୋଇରହିଛି। ସେମିତି ଏକ ଅଭୁଲା ସ୍ମୃତି ହେଉଛି ଜୀବନର ପ୍ରଥମ ରୋଜଗାର। କଲେଜରେ ପଢ଼ିବାବେଳେ ଅନେକ ଥର…

ଦୁଇ ଯୁବକଙ୍କୁ ଉଠାଇ ନେବାରୁ ଥାନା ଘେରାଉ 

ରାୟଗଡ଼ା, ୬।୦୮(ଆଶିଷ ରଞ୍ଜନ ପଣ୍ଡା):କଳାହାଣ୍ଡି ଜିଲାଲାଞ୍ଜିଗଡ଼ ବଜାରକୁ ଯାଇଥିବା ସମୟରେ ଦୁଇ ଡଙ୍ଗରିଆ ଯୁବକଙ୍କୁ ଶନିବାର ପୋଲିସ ଉଠାଇ ନେଇଥିଲା। ଏହାକୁ ପ୍ରତିବାଦ କରି ନିୟମଗିରି ସୁରକ୍ଷା କମିଟି ଓ ଡଙ୍ଗରିଆ ସମ୍ପ୍ରଦାୟ ରବିବାର କଲ୍ୟାଣସିଂହପୁର ଥାନା ଘେରାଉ କରିଛନ୍ତି ।…

ଅବସର ସମୟ ପୂର୍ବରୁ ୬ ବର୍ଷରେ ୧୨ ବିଚାରପତି ଛାଡିଛନ୍ତି ପଦ

ନୂଆଦିଲ୍ଲୀ,୬।୮: ବମ୍ବେ ହାଇମୋର୍ଟର ଜଷ୍ଟିଶ ରୋହିତ ଦେବ ଅଗଷ୍ଟ ୪ରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ରିଟାୟରମେଣ୍ଟର ୨ ବର୍ଷ ପୂର୍ବରୁ ସେ ପଦ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ଇସ୍ତଫା ଘୋଷଣା ସମୟରେ ଉପସ୍ଥିତ ଜଣେ ଓକିଲଙ୍କ କହିବାନୁସାରେ, ଜଷ୍ଟିସ ଦେବ…

ବିଶ୍ୱକପ୍‌ ଜିତିବା ନେଇ ଏମିତି କହିଲେ ରୋହିତ

ନୂଆଦିଲ୍ଲୀ,୬।୮: ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କୁ ୩୬ ବର୍ଷ ବୟସ ହୋଇଛି। ଆସନ୍ତା ବର୍ଷ ଜୁନ ମାସରେ ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ମିଳିତ ଭାବେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ରେ ଅବତରଣ କରିବାର ସମ୍ଭାବନା କମ ରହିଛି। ରୋହିତଙ୍କ…

ରାମ ମନ୍ଦିର ଉଦଘାଟନରେ ବିରୋଧୀ ଦଳର କେତେକ ନେତାଙ୍କୁ ନିମନ୍ତ୍ରଣ କରିବ ନାହିଁ ଟ୍ରଷ୍ଟ, ମୁଖ୍ୟମନ୍ତ୍ରୀଙ୍କୁ ବି ମିଳିବ ନାହିଁ ସୁଯୋଗ

ନୂଆଦିଲ୍ଲୀ,୬।୮: ଅଯୋଧ୍ୟାରେ ଭଗବାନ ରାମଙ୍କ ମନ୍ଦିରର ଉଦଘାଟନକୁ ନେଇ ଯୋରସୋରରେ ପ୍ରସ୍ତୁତି ଚାଲିଛି। ମନ୍ଦିରର ଐତିହାସିକ ଉଦଘାଟନ ଦିବସକୁ ଦେଶ-ବିଦେଶରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ କରିବାର ଯୋଜନା ରହିଛି। ଦେଶର ପ୍ରମୁଖ ବିରୋଧୀ ଦଳର ବହୁ ବରିଷ୍ଠ ନେତାଙ୍କୁ…

ଗାଈକୁ ଏମିତି ଶିକାର କଲା ବାଘ, ଭିଡିଓ ଦେଖିଲେ…

ରଣଥମ୍ବାର ଜାତୀୟ ଉଦ୍ୟାନରେ ଏକ ୭ ବର୍ଷର ବାଘ ‘ଜୟ’ ଏକ ଗାଈ ଉପରେ ଆକ୍ରମଣ କରିଥିବାର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଆକ୍ରମଣ ସମୟରେ ବାଘ ‘ଜୟ’ ଶିକାରୀ ଭାବରେ ଏକ ଅଦ୍ଭୁତ ଶକ୍ତି ପ୍ରଦର୍ଶନ କରିଛି। ଏହି…

ସମ୍ବିତଙ୍କ ନୂଆ ଅବତାର

କରୋନା ମହାମାରୀ ପରେ ଏବେ ପୁଣି ଥରେ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି ଚଳଚଞ୍ଚଳ ହୋଇଉଠିଛି। କେବଳ ନବାଗତ ନୁହନ୍ତି କିଛି ନିୟମିତ ପ୍ରଯୋଜକ ଓଡ଼ିଆ ଫିଲ୍ମ ପ୍ରସ୍ତୁତିରେ ଲାଗି ପଡିଛନ୍ତି। ଏହି ଧାରାରେ ନିଜକୁ ପୁଣି ଥରେ ସାମିଲ କରିଛନ୍ତି ଓଲିଉଡ୍‌ର…

ମା’ ହେଲେ ଇଲିଆନା

ବଲିଉଡ୍‌ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ ମା’ ହୋଇଛନ୍ତି। ସେ ଏକ ସ୍ବତନ୍ତ୍ର ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କୁ ମା’ ହେବାର ଖବର ଦେଇଛନ୍ତି। ଗତ ଅଗଷ୍ଟ ୧ରେ ଇଲିଆନା ତାଙ୍କ ପୁଅକୁ ସ୍ବାଗତ କରିଥିଲେ ଏବଂ ତାଙ୍କ ନାମ କୋଆ ଫିନିକ୍ସ ଡୋଲାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri