Home Left

ପୁଣି ଅଡ଼ୁଆରେ ‘ଓଏମ୍‌ଜି ୨’

ମୁମ୍ବାଇ: ରିଲିଜ୍‌ ପୂର୍ବରୁ ପୁଣି ଅଡ଼ୁଆରେ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ‘ଓଏମ୍‌ଜି ୨’। ପ୍ରଥମେ ସେନ୍‌ସର ବୋର୍ଡ ଫିଲ୍ମରେ ଥିବା ଆପତ୍ତିଜନକ ଦୃଶ୍ୟକୁ ହଟାଇବାକୁ କହି ‘ଏ’ ସାର୍ଟିଫିକେଟ୍‌ ଦେଇଥିଲା, ଯାହାକୁ କେବଳ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ…

ସୀମା-ସଚିନଙ୍କୁ ନେଇ ଫିଲ୍ମ ‘କରାଚିରୁ ନଏଡା’

ମୁମ୍ବାଇ: ନିକଟରେ ସାମ୍‌ନାକୁ ଆସିଥିବା ସଚିନ- ସୀମାଙ୍କ ପ୍ରେମ କାହାଣୀ ବେଶ୍‌ ଚର୍ଚ୍ଚାରେ ରହିଛି। ଦୁହିଁଙ୍କ ପ୍ରେମ କାହାଣୀ ଏବେ ଘରେ ଘରେ ପରିଚିତ। ପ୍ରେମ ପାଇଁ ପାକିସ୍ତାନ କରାଚିର ସୀମା ସ୍ବାମୀଙ୍କୁ ଛାଡ଼ି ୪ ପିଲାଙ୍କୁ ଧରି ବେଆଇନ ଭାବେ…

‘ଡନ୍‌-୩’ରେ ରଣବୀରଙ୍କ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା

ମୁମ୍ବାଇ: ସିନେ ନିର୍ଦ୍ଦେଶକ ଫରହାନ ଅଖତର ଫିଲ୍ମ ‘ଡନ୍‌-୩’କୁ ନେଇ ସୋସିଆଲ ମିଡିଆରେ କିଛି ତଥ୍ୟ ଘୋଷଣା କରିଛନ୍ତି, ଯାହାକୁ ନେଇ ଅନେକ ବିବାଦ ଦେଖାଦେଇଛି। ସିନେମାରେ ଶାହରୁଖ ଖାନ୍‌ଙ୍କ ସ୍ଥାନରେ ରଣବୀର ସିଂ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଛି।…

ସର୍ବୋଚ୍ଚ ସ୍ତରରେ ଗହମ ଦର

ଭୁବନେଶ୍ୱର,୯।୮(ଅଭୟ ଦାଶ): ଗତ କିଛି ମାସ ହେବ ଘରୋଇ ବଜାରରେ ଗହମ ଦର ବୃଦ୍ଧି ପାଇଚାଲିଛି। ଫଳରେ ଗହମରୁ ଉତ୍ପାଦିତ ବିଭିନ୍ନ ସାମଗ୍ରୀ ଦର ମଧ୍ୟ ସେହି ପରିମାଣରେ ବଢ଼ି ଚାଲିଛି। ଏପରିକି ଗହମ ଦର ଗତ ୬ ମାସର ଉଚ୍ଚତମ…

ବିଓବିର ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୯।୮: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର ତ୍ରୈମାସିକ ଫଳାଫଳ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି। ଏପରିକି ୨୦୨୩-୨୪ ପ୍ରଥମ ତ୍ରୈ ମାସିକ (ଏପ୍ରିଲରୁ ଜୁନ୍‌) ଶେଷ ସୁଦ୍ଧା…

ହୋଣ୍ଡାର ନ୍ୟୁ ଏସ୍‌ପି ୧୬୦ ଉନ୍ମୋଚିତ

ଭୁବନେଶ୍ୱର,୯।୮: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନ୍ୟୁ ଏସ୍‌ପି୧୬୦କୁ ମଙ୍ଗଳବାର ସର୍ବଭାରତୀୟ ସ୍ତରରେ ଉନ୍ମୋଚନ କରାଯାଇଛି। ବିଶେଷକରି କମ୍ପାନୀର ଏସ୍‌ପି ବ୍ରାଣ୍ଡ୍‌କୁ ଆଉ ଏକ ସୋପାନରେ ପହଞ୍ଚତ୍ାଇବା ପାଇଁ ଉକ୍ତ…

କ୍ୟୁସିଆଇ ର଼୍ୟାଙ୍କିଙ୍ଗ୍‌ରେ ଡ୍ରିମ୍‌ସ ପଲିଟେକ୍‌ନିକ

ଭୁବନେଶ୍ୱର,୯।୮: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଡ୍ରିମ୍‌ସ ସମୂହର ପ୍ରମୁଖ ଶିକ୍ଷାନୁଷ୍ଠାନ ‘ଡ୍ରିମ୍‌ସ ପଲିଟେକ୍‌ନିକ୍‌’କୁ ନିକଟରେ ଆଉ ଏକ ସଫଳତା ସହ ମାନ୍ୟତା ମଧ୍ୟ ମିଳିଛି। ବିଶେଷକରି ଅନୁଷ୍ଠାନର ଶିକ୍ଷାଦାନ, ଭିତ୍ତିଭୂମି, ଗବେଷଣା, ପରୀକ୍ଷା ନିୟନ୍ତ୍ରଣ, ଆର୍ଥିକ ପରିଚାଳନା, ଉତ୍ତୀର୍ଣ୍ଣ…

ବଜାଜ ଫାଇନାନ୍ସ ସହ ହୋଣ୍ଡାର ସହଭାଗିତା

ଭୁବନେଶ୍ୱର,୯।୮: ହୋଣ୍ଡା କାରସ୍‌ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌) ଏବଂ ବଜାଜ୍‌ ଫାଇନାନ୍ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଉଭୟ ସଂସ୍ଥାର କାରବାର ବୃଦ୍ଧି ଏବଂ ଗ୍ରାହକଙ୍କ ଆବଶ୍ୟକତା ପୂରଣକୁ ଆଖି ଆଗରେ ରଖି ଏଭଳି ଏକ…

ଯୁବକଙ୍କୁ ଗୋଇଠା ମାରି ଛେପ ଚଟାଇଲେ ଭାଜପା ନେତା

ରାଞ୍ଚତ୍, ୯ା୮: ଝାଡ଼ଖଣ୍ଡର ରାଞ୍ଚତ୍ ଜିଲାରେ ନଦୀରେ ଗାଧୋଉଥିବା ମହିଳାମାନଙ୍କ ଭିଡିଓ ପ୍ରସ୍ତୁତ କରୁଥିବା ଜଣେ ଯୁବକଙ୍କୁ ଭାଜପା ନେତା ତଥା ପୂର୍ବତନ ବିଧାୟକ ଦେବେନ୍ଦ୍ର କୁନ୍‌ଓ୍ବାର ଉଠ୍‌ବସ୍‌ କରାଇବା ସହ ଗୋଇଠା ମାରି ଛେପ ଚଟାଇଥିଲେ। ଗତ ୬ ତାରିଖରେ…

ଉତ୍ତରାଖଣ୍ଡରେ ଭୂସ୍ଖଳନ: ୩ ମୃତ

ରୁଦ୍ରପ୍ରୟାଗ,୯।୮: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଅଞ୍ଚଳରେ ଭୂସ୍ଖଳନ ଘଟିଛି। ଫଳରେ ଗୋଟିଏ ତିନି ମହଲା ହୋଟେଲ ମାଟିରେ ମିଶିବା ସହ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୧୭ ଜଣ ଲୋକ ନିଖୋଜ ଅଛନ୍ତି। ପ୍ରବଳ ବର୍ଷା କାରଣରୁ ସହରର ରାମପୁର ମାର୍କେଟ…

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଇଡି ସମନ

ନୂଆଦିଲ୍ଲୀ,୯ା୮(ପି.ଟି.): ମନିଲଣ୍ଡରିଂ ମାମଲାରେ ଜେରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ସମନ ଜାରି କରିଛି। ଆସନ୍ତା ସପ୍ତାହରେ ରାଞ୍ଚତ୍ସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହୋଇ ମନିଲଣ୍ଡରିଂ ନିରାକରଣ ଆଇନ ଅନୁଯାୟୀ ବୟାନ ରେକର୍ଡ କରାଇବାକୁ…

ଗୋୟଲଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ

ନୂଆଦିଲ୍ଲୀ,୯ା୮: ରାଜ୍ୟ ସଭାରେ ଗୃହର ନେତା ପୀୟୂଷ ଗୋୟଲଙ୍କ ବିରୋଧରେ ବିରୋଧୀ ମେଣ୍ଟ ଇଣ୍ଡିଆର ଅନେକ ନେତା ମଙ୍ଗଳବାର ସ୍ବାଧିକାର ଭଙ୍ଗ ନୋଟିସ ଦେଇଛନ୍ତି। କେତେଜଣ ବିରୋଧୀ ନେତାଙ୍କ ବିରୋଧରେ ଗୋୟଲ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସ, ଟିଏମ୍‌ସି, ଏଏପି, ଆର୍‌ଜେଡି,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri