ଚଳନ୍ତା କାର୍ରୁ ହଠାତ୍ ଉଠି ନାଚିଲେ ଯୁବତୀ: ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ
ସାଙ୍ଗମାନଙ୍କ ସହିତ ଏକ ଲମ୍ବା ଡ୍ରାଇଭରେ ଯିବା ମଜା ଅଲଗା। ଲୋକମାନେ ପ୍ରାୟତଃ ନିଜ ମ୍ୟୁଜିକ୍ ବଜାଇ ଗାଡି ଚଳାଉଥିବାର ଦେଖାଯାଏ। ଏହି ସମୟ ମଧ୍ୟରେ କେହି କେହି କାରରେ ବସି ନାଚିବା ଆରମ୍ଭ କରନ୍ତି। ଏହିପରି ଲୋକଙ୍କ ଭିଡିଓ ଏବଂ…
ଦିବ୍ୟାଙ୍ଗ ହେଲେ ହେଲେ ବି ଖଟିକି ଖାଇବି: ଏହି ଭିଡିଓ କରିଦେବ ଭାବପ୍ରବଣ
ସୋସିଆଲ ମିଡିଆରେ ପ୍ରାୟତଃ ବିଭିନ୍ନ ପ୍ରକାରର ଭିଡିଓ ଦେଖିବାକୁ ମିଳିଥାଏ। ବେଳେବେଳେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହା ଦେଖିବା ପରେ ହୃଦୟ ତରଳି ଯାଏ। ଭାଇରାଲ ହେଉଥିବା ଏହି ଭିଡିଓରେ ଦୁଇଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଶ୍ରମିକ ଭାବରେ କାମ…
ଟାର୍ଗେଟରେ ଥିଲେ ଯବାନ: ସୀମାନ୍ତରୁ ମିଳିଲା ୪ ଆଇଇଡି ବୋମା
ମାଲକାନଗିରି,୯ା୧(ଦୁର୍ଯ୍ୟୋଧନ ପତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ୪ ଆଇଇଡି ବୋମା ଜବତ କରି ଯବାନମାନେ ନିଷ୍କ୍ରିୟ କରିଛନ୍ତି। ଛତିଶଗଡ ବିଜାପୁର ଜିଲାର ଧର୍ମରାମ ଏବଂ ଚିନ୍ତଗୁଫା ମଧ୍ୟରେ ସିଆରପିଏଫ ଓ ବିଡିଏସ୍ର…
ରାସ୍ତାରେ ନ ହେଲେ ଗଛମୂଳେ ପିଲା
ଜଳେଶ୍ୱର,୯ା୧(ନବୀନ କୁମାର୍ ସାହୁ: ଶିଶୁମାନେ କିପରି ଆବଶ୍ୟକ ପୋଷଣରୁ ବଞ୍ଚିତ ନ ହେବେ ସେନେଇ ସରକାର ଶହ ଶହ ଯୋଜନା କରୁଛନ୍ତି। ପୋଷାକଠାରୁ ଆରମ୍ଭ କରି ପୁଷ୍ଟିକର ଖାଦ୍ୟ ପର୍ଯ୍ୟନ୍ତ ସମସ୍ତ ସାମଗ୍ରୀ ଯୋଗାଇ ଦେଉଛନ୍ତି। ହେଲେ ବାଲେଶ୍ବର ଜିଲା ଜଳେଶ୍ୱର…
ବିଜୟ ସହ ଓଡ଼ିଶାର ଅଭିଯାନ ଆରମ୍ଭ
ଭୁବନେଶ୍ୱର, ୯।୧ (ତପନ ସ୍ବାଇଁ): ହୁବାଲିର ରେଲଓ୍ବେ କ୍ରିକେଟ ଗ୍ରାଉଣ୍ଡରେ ୪ର୍ଥ ଜାତୀୟ ଦୃଷ୍ଟିବାଧିତ ମହିଳା କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ଓଡ଼ିଶା ପ୍ରଥମ ମ୍ୟାଚରେ ତେଲେଙ୍ଗାନାକୁ ହରାଇ ଅଭିଯାନ ଆରମ୍ଭ କରିଛି। ଟସ୍ ଜିତି ବ୍ୟାଟିଂ କରିଥିବା ତେଲେଙ୍ଗାନା ୧୩.୨…
କଳିଙ୍ଗରେ କ୍ଲବ ଫୁଟ୍ବଲ ମହାମୁକାବିଲା: ଘରୋଇ ମାଟିରେ ଶକ୍ତି ଦେଖାଇବ ଡିଫେଣ୍ଡିଂ ଚାମ୍ପିୟନ ଓଡ଼ିଶା ଏଫ୍ସି
ଭୁବନେଶ୍ୱର, ୮।୧ (ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାରଠାରୁ ଆରମ୍ଭ ହେବ ଆଉ ଏକ ମେଗା ଫୁଟବଲ ପ୍ରତିଯୋଗିତା କଳିଙ୍ଗ ସୁପର କପ୍। ସୁପର କପ୍ର ଏହା ୪ର୍ଥ ସଂସ୍କରଣ। ଏଥର ଓଡ଼ିଶାରେ ପ୍ରତିଯୋଗିତା ହେଉଥିବାରୁ ପ୍ରାୟୋଜକ ଦୃଷ୍ଟିରୁ ଏହାର ନାମ…
ବାଂଲାଦେଶରେ ହୋଇନାହିଁ ନିରପେକ୍ଷ ନିର୍ବାଚନ: ଆମେରିକା
ଓ୍ବାଶିଂଟନ୍,୯।୧: ବାଂଲାଦେଶରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶେଖ ହସିନା କ୍ରମାଗତ ଚତୁର୍ଥ ଥର ପାଇଁ କ୍ଷମତାକୁ ଫେରିଛନ୍ତି। ଗତଥର ତୁଳନାରେ କମ ନାଗରିକ ନିର୍ବାଚନରେ ଭାଗ ନେଇଥିଲେ। ଗତ ନିର୍ବାଚନରେ ପ୍ରାୟ ୮୦ ପ୍ରତିଶତ ଭୋଟର ଏହି ନିର୍ବାଚନରେ ଭାଗ…
ବ୍ୟାଟିଂ ବିଫଳତା ଯୋଗୁ ପରାଜୟ ସ୍ବାଦ ଚାଖିଲା ଓଡ଼ିଶା
ଭୁବନେଶ୍ୱର, ୯।୧ (ତପନ ସ୍ବାଇଁ): ବ୍ୟାଟିଂ ବିଫଳତା ଯୋଗୁ ଓଡ଼ିଶା ଚଳିତ ରଣ୍ଜୀ ସିଜନରେ ନିଜର ପ୍ରଥମ ମ୍ୟାଚ୍ରେ ପରାଜୟ ସ୍ବାଦ ଚାଖିଛି। ଭଦୋଦରାର ମୋତିବାଗ ଷ୍ଟାଡିୟମରେ ଶେଷ ହୋଇଥିବା ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ୧୪୭ ରନରେ ବରୋଦାଠାରୁ…
ଆଜିଠୁ କାଳିଆ ଛାତ୍ରବୃତ୍ତି ଆବେଦନ, ଜାଣନ୍ତୁ କେବେ ଯାଏ ଚାଲିବ ଆବେଦନ
ଭୁବନେଶ୍ୱର, ୯।୧(ଅସମାପିକା ସାହୁ)- କାଳିଆ ଛାତ୍ରବୃତ୍ତି ପାଇଁ ମଙ୍ଗଳବାର ଠାରୁ ଆବେଦନ ଆରମ୍ଭ ହେବ। ଛାତ୍ରୀଛାତ୍ରମାନେ କମନ ସ୍କଲାରସିପ ପୋର୍ଟାଲରେ (http://scholarship.odisha.gov.in) ଅନ୍ଲାଇନ୍ରେ ୩୧ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଅନ୍ଲାଇନ୍ରେ କାଳିଆ ଛାତ୍ରବୃତ୍ତି ପାଇଁ ଆବେଦନ ଓ ନବୀକରଣ ନିମନ୍ତେ…
ମଲ ବାହାରେ ୧୦ ଫୁଟ ଉଚ୍ଚର ଏଲିଅନ୍! ଅଜବ ଦୃଶ୍ୟର ଭିଡିଓ ଭାଇରାଲ୍
ଓ୍ବାଶିଂଟନ୍,୯।୧: ଆମେରିକାର ମିଆମି ସହରରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ମଲ ବାହାରେ ୧୦ ଫୁଟ ଉଚ୍ଚର ଏଲିଅନ୍ ଚାଲିଯାଉଥିବାର ଦାବି କରାଯାଉଛି। ଏହି ମାମଲା ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଚର୍ଚ୍ଚାର…
ଇସ୍ତଫା ଦେଲେ ଫ୍ରାନ୍ସ ପ୍ରଧାନମନ୍ତ୍ରୀ
ପ୍ୟାରିସ,୯।୧: ସୋମବାର ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଏଲିଜାବେଥ ବୋର୍ନ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ପ୍ରଧାନମନ୍ତ୍ରୀ ହେବାର ଦୁଇ ବର୍ଷରୁ କମ ସମୟ ହୋଇଥିଲା। ତାଙ୍କ ଇସ୍ତଫା ଏମିତି ସମୟରେ ଆସିଛି ଯେତେବେଳେ ଖବର ଆସିଛି ଯେ ଚଳିତ ବର୍ଷ ଶେଷରେ…
ଆଉ ନାହାନ୍ତି ଜର୍ମାନୀର ଜଣାଶୁଣା ଫୁଟ୍ବଲ ଫ୍ରାଞ୍ଜ ବେକେନବର
ମ୍ୟୁନିକ୍, ୯ା୧: ଜର୍ମାନୀର ଜଣାଶୁଣା ଫୁଟ୍ବଲ ଫ୍ରାଞ୍ଜ ବେକେନବରଙ୍କ ପରଲୋକ ହୋଇଛି। ଜଣେ ଖେଳାଳି ଓ କୋଚ୍ ଭାବେ ସେ ଫୁଟ୍ବଲ ବିଶ୍ୱକପ୍ ଜିତିବାର ବିରଳ ଗୌରବ ଅର୍ଜନ କରିଥିଲେ। ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ସେ ଷ୍ଟାର୍ ଡିଫେଣ୍ଡର…

