Home Left

ଏମିତି ଗାଁ, ଯେଉଁଠି ବାସ କରନ୍ତି ଗୋଟିଏ ମାତ୍ର ପରିବାର

ଭାରତ ହେଉଛି ବିବିଧତାର ଦେଶ। ଏଠାରେ ଆପଣ ପ୍ରତ୍ୟେକ ରାଜ୍ୟରେ କିଛି ଅନନ୍ୟ ପାଇବେ। ଯାହା ଏହି ଦେଶ ପ୍ରତି ଆପଣଙ୍କ ଦୃଷ୍ଟିକୋଣକୁ ବଦଳାଇବ। କେତେକ ସ୍ଥାନରେ ଆପଣ ବହୁତ ଜନସଂଖ୍ୟା ଦେଖିବେ ଏବଂ ଅନ୍ୟ ସ୍ଥାନରେ ଏକ ଜନଶୂନ୍ୟ ଅଞ୍ଚଳ…

ନଭେମ୍ବର ୬ ସୁଦ୍ଧା ନିର୍ବାଚନ କରିବାକୁ ଚିଠି ଲେଖିଲେ ପାକିସ୍ତାନ ରାଷ୍ଟ୍ରପତି

ଇସଲାମାବାଦ,୧୪।୯: ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନ ତାରିଖ ସମ୍ପର୍କରେ ରାଷ୍ଟ୍ରପତି ଆରିଫ ଅଲଭି ମୁଖ୍ୟ ନିର୍ବାଚନ କମିଶନର ସିକନ୍ଦର ସୁଲତାନ ରାଜାଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠି ଲେଖି ନଭେମ୍ବର ୬ ସୁଦ୍ଧା ନିର୍ବାଚନ କରିବାକୁ ରାଷ୍ଟ୍ରପତି ଆରିଫ କହିଛନ୍ତି।…

ବର୍ଷା ଯୋଗୁ ପ୍ରଭାବିତ ହୋଇପାରେ ଶ୍ରୀଲଙ୍କା-ପାକିସ୍ତାନ ମ୍ୟାଚ୍‌; ବାତିଲ ହେଲେ ଭାରତ ସହ କିଏ ଖେଳିବ ଫାଇନାଲ…?

କଲମ୍ବୋ,୧୪।୯: ଶ୍ରୀଲଙ୍କା ବିପକ୍ଷ ଏସିଆ କପ୍‌ ୨୦୨୩ ସୁପର ୪ର ମ୍ୟାଚ୍‌କୁ ଟିମ ଇଣ୍ଡିଆ ଜିତି ଫାଇନାଲ ପାଇଁ ଟିକେଟ ହାସଲ କରି ନେଇଛି। ଏହାପୂର୍ବରୁ ଭାରତୀୟ ଟିମ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ବିଶାଳ ୨୨୮ ରନରେ ପରାସ୍ତ କରିଥିଲା। ସୁପର…

୧୪ ଦିନିଆ ନ୍ୟାୟିକ ହେପାଜତରେ ଜେଟ୍‌ ଏୟାରୱେଜ୍‌ ପ୍ରତିଷ୍ଠାତା

ମୁମ୍ବାଇ,୧୪।୯: ବ୍ୟାଙ୍କ ଦୁର୍ନୀତି ସମ୍ପର୍କିତ ମନିଲଣ୍ଡରିଂ ମାମଲାରେ ଜେଟ୍‌ ଏୟାରୱେଜ୍‌ ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଗୁରୁବାର ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି। ନରେଶଙ୍କ ବିରୋଧରେ କାନାରା ବ୍ୟାଙ୍କରୁ ନେଇଥିବା ଋଣରୁ ୫୩୮ କୋଟି ଟଙ୍କା ପରିଶୋଧ କରି ନ ଥିବା…

ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ସରପଞ୍ଚ ମହାସଂଘ

ଛତ୍ରପୁର,୧୪ା୯(ସନ୍ତୋଷ ପାଢ଼ୀ): ବିଭିନ୍ନ ଦାବି ନେଇ ଗୁରୁବାର ଗଞ୍ଜାମ ଜିଲା ସରପଞ୍ଚ ମହାସଂଘ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଣଦେଖା କରି ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅସାମ୍ବିଧାନିକ ଭାବେ କ୍ଷୁଣ୍ଣ କରୁଥିବାରୁ ୧୫ ଦଫା ଦାବି…

ବାଂଲାଦେଶ ବିପକ୍ଷ ମ୍ୟାଚ ପୂର୍ବରୁ ଅଭ୍ୟାସ ଆରମ୍ଭ କଲେ ଶ୍ରେୟସ

ନୂଆଦିଲ୍ଲୀ,୧୪।୯: ଏସିଆ କପ ୨୦୨୩ର ଶେଷ ସୁପର ଫୋର୍‌ ମ୍ୟାଚ ଶୁକ୍ରବାର ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯିବ। ଏହା ପୂର୍ବରୁ ଟିମ ଇଣ୍ଡିଆର ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି। ରିପୋର୍ଟ ଅନୁଯାୟୀ, ଶ୍ରେୟସ ଆୟର ମଇଦାନକୁ ପ୍ରତ୍ୟାବର୍ତ୍ତନ…

ହିନ୍ଦୀରେ ଏହି ଶବ୍ଦ ଲାଗେ ଦେଶୀ କିନ୍ତୁ ବିଦେଶୀ, ୯୯ ପ୍ରତିଶତ ଲୋକଙ୍କୁ ଏ ସମ୍ପର୍କରେ ଜଣାନାହିଁ

ଆଜିର ସମୟରେ ହିନ୍ଦୀ ଦିବସକୁ ଏକ ପର୍ବ ପରି ପାଳନ କରାଯାଉଛି। କେବଳ ଭାରତରେ ନୁହେଁ, ବିଶ୍ୱର ଅନ୍ୟାନ୍ୟ ଦେଶରେ ମଧ୍ୟ ଏହି ଦିବସ ପାଳନ କରାଯାଏ। ହିନ୍ଦୀ ଏତେ ନମନୀୟ ଭାଷା ଯେ, ଏହା ଅନେକ ବିଦେଶୀ ଶବ୍ଦକୁ ସ୍ଥାନ…

ପୂର୍ବପତ୍ନୀ ରିନାଙ୍କ ସହ ସମୟ ବିତାଉଛନ୍ତି ଆମିର, ଲୋକେ ଉଡାଇଲେ ମଜା…

ବମ୍ବେ: ବଲିଉଡ ଅଭିନେତା ଆମିର ଖାନ୍‌ ନିଜର ବିବାହ ଏବଂ ପ୍ରେମସମ୍ପର୍କକୁ ନେଇ ରହିଥାନ୍ତି ଚର୍ଚ୍ଚାରେ। ଆମିରଙ୍କ ଦୁଇଟି ବିବାହ ଭାଙ୍ଗିଛି। ପ୍ରଥମ ପତ୍ନୀ ରିନା ଦତ୍ତାଙ୍କଠାରୁ ଅଲଗା ହେବା ପରେ ଆମିର କିରଣ ରାଓଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ହେଲେ…

ଆସିବ ‘ଧଡକନ୍‌ ୨’, ଆରମ୍ଭ ହେଲା ପ୍ରସ୍ତୁତି !

ବମ୍ବେ: ୨୦୦୦ରେ ରିଲିଜ ହୋଇଥିଲା ଫିଲ୍ମ ‘ଧଡକନ୍‌’। ଅକ୍ଷୟ କୁମାର, ସୁନୀଲ ସେଟ୍ଟୀ, ଶିଳ୍ପା ସେଟ୍ଟୀ ଅଭିନୀତ ଏହି ଚଳଚ୍ଚିତ୍ରକୁ ଦର୍ଶକେ ବେଶ ପସନ୍ଦ କରିଥିଲେ। କାହାଣୀଠାରୁ ଆରମ୍ଭ କରି ଏହାର ଗୀତଗୁଡ଼ିକ ବେଶ ମନଛୁଆଁ ହୋଇଥିଲା। ଆଜି ବି ଲୋକେ…

ସାଉଥ୍‌ର ଏହି ସୁନ୍ଦରୀଙ୍କ ସହ ବଡ଼ ପରଦାରେ ରୋମାନ୍ସ କରିବେ ଆମିରଙ୍କ ବଡ ପୁଅ ଜୁନୈଦ !

ବମ୍ବେ: ନିଜର ଡେବ୍ୟୁକୁ ନେଇ ଚର୍ଚ୍ଚାରେ ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ନାମରେ ଖ୍ୟାତ ଆମିର ଖାନ୍‌ଙ୍କ ପୁଅ ଜୁନୈଦ ଖାନ୍‌। ସେ ୟଶରାଜ ଫିଲ୍ମସ୍‌ର ଏକ ପିରିୟଡ୍‌ ଡ୍ରାମା ଚଳଚ୍ଚିତ୍ରରେ ଡେବ୍ୟୁ କରିବେ। ଫିଲ୍ମରେ ତାଙ୍କ ସହ ଅଭିନେତ୍ରୀ ଶର୍ବରୀ ବାଘ…

ଭାରତୀୟ ଭାଷା ଆମ ସଂସ୍କୃତିର ଐତିହ୍ୟ: ଅମିତ ଶାହା

ନୂଆଦିଲ୍ଲୀ,୧୪।୯: ହିନ୍ଦୀ ଦିବସ ଅବସରରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ ହିନ୍ଦୀ ଭାଷାର ମହତ୍ତ୍ୱ ବର୍ଣ୍ଣନା କରିଥିଲେ। ସ୍ବାଧୀନତା ଆନ୍ଦୋଳନ ସମୟରେ ଏବଂ ସ୍ବାଧୀନତା ପରେ ହିନ୍ଦୀର ମହତ୍ତ୍ୱ ଦେଖି ସମ୍ବିଧାନର…

ସ୍ପୋର୍ଟ୍‌ସ କାର୍‌ ନିକଟରେ ସେଲ୍‌ଫି ଉଠାଉଥିଲେ ଗରିବ ବ୍ୟକ୍ତି, ମାଲିକ ଆସି କଲେ ଏମିତି, ଭିଡିଓ ଦେଖିଲେ…

ଗରିବ ଏବଂ ମଧ୍ୟବିତ୍ତ ପରିବାରର ଅନେକ ଇଚ୍ଛା ଥାଏ କିନ୍ତୁ ଘରର ଆବଶ୍ୟକତା ହେତୁ ସେମାନେ ନିଜ ଇଚ୍ଛା ପୂରଣ କରିବାରେ ସକ୍ଷମ ହୁଅନ୍ତି ନାହିଁ। ଅର୍ଥର ଅଭାବ ମଧ୍ୟ ସେମାନଙ୍କର ସ୍ବପ୍ନକୁ ସାକାର କରିବାରେ ଅସମର୍ଥ ହେବାର ଏକ ପ୍ରମୁଖ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri