Home Left

ଆମେରିକାରେ ଝଡ ତୋଫାନ ହେବାର ଆଶଙ୍କା, ୨୬୦୦ ଉଡାଣ ବାତିଲ

ଓ୍ବାଶିଂଟନ୍‌,୮।୮: ଆମେରିକାରେ ଏକ ବଡ଼ ଝଡ ତୋଫାନର ଆଶଙ୍କା ରହିଛି। ଏହି କାରଣରୁ ହଜାର ହଜାର ବିମାନ ବାତିଲ କରାଯାଇଛି। ରାଜଧାନୀ ୱାଶିଂଟନ୍‌ର ପ୍ରାୟ ସମସ୍ତ ସରକାରୀ କାର୍ଯ୍ୟାଳୟ ସୋମବାର ସକାଳେ ବନ୍ଦ ରହିଥିଲା। ବାସ୍ତବରେ ଆମେରିକାରେ ଘୂର୍ଣ୍ଣିବଳୟ, ପ୍ରବଳ ବର୍ଷା…

ଋଣ ମହଙ୍ଗା କଲା ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଜାଣନ୍ତୁ… 

ନୂଆଦିଲ୍ଲୀ,୮।୮: ଦେଶର ସର୍ବବୃହତ ବେସରକାରୀ ବ୍ୟାଙ୍କ ଏଚ୍‌ଡିଏଫ୍‌ସି ଏହାର ଗ୍ରାହକମାନଙ୍କ ପାଇଁ ଋଣକୁ ମହଙ୍ଗା କରିଛି। ବ୍ୟାଙ୍କ ଏହାର ଏମ୍‌ସିଏଲ୍‌ଆର୍‌କୁ ୧୫ ଆଧାର ପଏଣ୍ଟ(ବିପିଏସ୍‌) ବୃଦ୍ଧି  କରିଛି। ତେବେ ୧ ବର୍ଷରୁ ଅଧିକ କାର୍ଯ୍ୟକାଳ ପାଇଁ ଏମସିଏଲ୍‌ଆର୍‌ ଅପରିବର୍ତ୍ତିତ ରହିଥାଏ। ବ୍ୟାଙ୍କ…

ସୋନିଆଙ୍କୁ ଟାର୍ଗେଟ କଲେ ନିଶିକାନ୍ତ ଦୁବେ

ନୂଆଦିଲ୍ଲୀ,୮।୮: ମଙ୍ଗଳବାର ଲୋକ ସଭାରେ ମୋଦି ସରକାରଙ୍କ ବିରୋଧରେ ବିରୋଧୀ ଦଳ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ବେଳେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସୋନିଆ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ସୋନିଆ ଜୀଙ୍କର କେବଳ ଦୁଇଟି ଉଦ୍ଦେଶ୍ୟ।…

ପାକିସ୍ତାନୀ ମହିଳାଙ୍କୁ ଯୋଗାଇ ଦେଉଥିଲେ ଷ୍ଟିଲ୍‌ ପ୍ଲାଣ୍ଟର ଗୁପ୍ତ ତଥ୍ୟ

ବିଶାଖାପାଟଣା,୮ା୮: ପାକିସ୍ତାନ ପାଇଁ ଗୋଇନ୍ଦାଗିରି କରୁଥିବା ଜଣେ ମହିଳାଙ୍କୁ ଗୁପ୍ତ ତଥ୍ୟ ଯୋଗାଇବା ଅଭିଯୋଗରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ(ସିଆଇଏସ୍‌ଏଫ୍‌)ର ଜଣେ କନଷ୍ଟେବଳ ଧରାପଡ଼ିଛନ୍ତି। ସୂଚନା ଯୋଗ୍ୟ, ବିଶାଖାପାଟଣା ଷ୍ଟିଲ୍‌ ପ୍ଲାଣ୍ଟରେ କାମ କରୁଥିବା ସିଆଇଏସ୍‌ଏଫ୍‌ କନ୍‌ଷ୍ଟବଲ କପିଲ କୁମାର ଜଗଦୀଶ…

ମଣିପୁର ପ୍ରସଙ୍ଗରେ କହିବାକୁ ପ୍ରଧାନମନ୍ତ୍ରୀଙ୍କୁ ଲାଗିଗଲା ୮୦ ଦିନ: ଗୌରବ ଗୋଗୋଇ

ନୂଆଦିଲ୍ଲୀ,୮।୮: ମୋଦି ସରକାରଙ୍କ ବିରୋଧରେ ସଂସଦରେ ଉପସ୍ଥାପିତ ହୋଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇଛି। ଏହି ସମୟରେ ବିରୋଧୀ ଦଳ ପକ୍ଷରୁ ଆଲୋଚନା ଗୌରବ ଗୋଗୋଇଙ୍କ ଦ୍ୱାରା ଆରମ୍ଭ ହୋଇଛି। ଯେଉଁଥିରେ ବିରୋଧୀ କାହିଁକି ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି…

ପେପରଫ୍ରାଇ ସହ-ପ୍ରତିଷ୍ଠାତା ଅମ୍ବରେଶ ମୁର୍ତିଙ୍କ ହୃଦଘାତରେ ଦେହାନ୍ତ

ନୂଆଦିଲ୍ଲୀ,୮।୮: ପେପରଫ୍ରାଇ ସିଇଓ ତଥା ସହ-ପ୍ରତିଷ୍ଠାତା ଅମ୍ବରେଶ ମୁର୍ତିଙ୍କର ସୋମବାର ହୃଦଘାତରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୧ ବର୍ଷ ହୋଇଥିଲା। ଏନେଇ ଅନ୍ୟତମ ସହପ୍ରତିଷ୍ଠାତା ଆଶିଷ ଶାହା ‘ଏକ୍ସ’ରେ ହୃଦୟସ୍ପର୍ଶୀ ପୋଷ୍ଟ କରି ଜଣାଇଛନ୍ତି। ଆଶିଷ ଲେଖିଛନ୍ତି, ‘ମୋର…

ଦୁଇଟି ଫିଲ୍ମରେ ସଫଳତା ପରେ କାହିଁକି ଲାଇମ୍‌ଲାଇଟ୍‌ରୁ ଦୂରେଇ ଯାଇଥିଲେ ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ଅମିଶା ପଟେଲଙ୍କ ଅଭିନୀତ ଆଗାମୀ ଫିଲ୍ମ ଗଦର-୨ ପାଇଁ ପ୍ରେକ୍ଷାଳୟରେ ଟିକେଟ ପ୍ରି-ବୁକିଂ ଆରମ୍ଭ ହୋଇଛି । ଦର୍ଶକ ଏହି ଚଳଚ୍ଚିତ୍ରକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଗଦର ଫିଲ୍ମ ସୁପର ହିଟ୍‌ ହେବା ପରେ ବର୍ତ୍ତମାନ…

ଲଣ୍ଡନର ଷ୍ଟ୍ରିଟ ଆର୍ଟ ଲେନ୍‌ରେ ଲେଖାଯାଇଛି ଚାଇନା ସ୍ଲୋଗାନ, ବିବାଦ ଆରମ୍ଭ

ଇଲଂଣ୍ଡ,୮।୮: ଲଣ୍ଡନର ବ୍ରିକ ଲେନ୍‌ ଷ୍ଟ୍ରିଟ ଆର୍ଟ ପାଇଁ ପ୍ରସିଦ୍ଧ। ଅବଶ୍ୟ, ଏଥର ଏହା ଲେନ୍‌ ଆକ୍ଟ ପାଇଁ ନୁହେଁ ବରଂ ଚାଇନାର ପ୍ରଚାର ଯୋଗୁ ଲାଇମଲାଇଟ ଭିତରକୁ ଆସିଛି। କୁହାଯାଉଛି ଯେ ଚାଇନାର କମ୍ୟୁନିଷ୍ଟ ପାର୍ଟିର ବିଚାରଧାରାକୁ ପ୍ରଶଂସା କରୁଥିବା…

ସାରା ଜୀବନ ଜେଲରେ ବିତାଇବାକୁ ପ୍ରସ୍ତୁତ ଅଛନ୍ତି ଇମ୍ରାନ୍‌, ପିଟିଆଇ ମୁଖ୍ୟ ଓକିଲଙ୍କ ଦାବି

ଇସଲାମାବାଦ,୮।୮: ପାକିସ୍ତାନ ତେହେରିକ-ଇ-ଇନସାଫ(ପିଟିଆଇ) ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ଓକିଲ ନାଇମ ହାଇଦର ପଞ୍ଜୋଥା ଦାବି କରିଛନ୍ତି ଯେ, ଇମ୍ରାନ୍‌ଙ୍କୁ ଜେଲରେ ସି-ଗ୍ରେଡ ସୁବିଧା ଦିଆଯାଇଛି ଏବଂ ତାଙ୍କୁ ଅତ୍ୟନ୍ତ ଖରାପ ଅବସ୍ଥାରେ ରଖାଯାଇଛି। ରିପୋର୍ଟ ଅନୁଯାୟୀ ପଞ୍ଜୋଥା…

ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି: ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ, ୮।୮(ଅଜିତ ମହାନ୍ତି): ବୁଧବାର ୯ ତାରିଖ ଦିନ ଶ୍ରାବଣ ମଳ କୃଷ୍ଣ ନବମୀ ତିଥିରେ ଶ୍ରୀମନ୍ଦିରରେ ବନକଲାଗି ନୀତି ହେବ। ଏଥିପାଇଁ ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି…

ୟୁକ୍ରେନ ଉପରେ ଆକ୍ରମଣ କଲା ରୁଷିଆ: ୮ ମୃତ, ୩୧ ଆହତ

ମସ୍କୋ,୮।୮: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାଁ ଦେଉନାହିଁ। ଉଭୟ ପାର୍ଶ୍ୱରୁ ଭୟଙ୍କର ଆକ୍ରମଣ ହୋଇଛି। ନିକଟରେ ରୁଷିଆର ରାଜଧାନୀ ମସ୍କୋ ଆଖପାଖ ଅଞ୍ଚଳକୁ ୟୁକ୍ରେନ ଟାର୍ଗେଟ କରିଛି, ଯେଉଁ କାରଣରୁ ରୁଷିଆ କ୍ରୋଧିତ ହୋଇଛି। ଏଭଳି…

ଆସିଲା ଶୁଭଲକ୍ଷ୍ମୀଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋଟ

ଭୁବନେଶ୍ୱର, ୮।୮: ଭୁବନେଶ୍ୱର ଦୀପାଳି ବାର୍‌ ଓ ହୋଟେଲରେ ରମାଦେବୀ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁକୁ ନେଇ ସସପେନ୍ସ ଜାରି ରହିଛି। ତେବେ ମଙ୍ଗଳବାର ଶୁଭଲକ୍ଷ୍ମୀଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋଟ ଆସିଛି। ଶ୍ୱାସରୁଦ୍ଧ ହୋଇ ଶୁଭଲକ୍ଷ୍ମୀଙ୍କ ଜୀବନ ଯାଇଥିବା ରିପୋର୍ଟରେ ଉଲ୍ଲେଖ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri