Home Left

ଟମାଟର ମାଳ ପିନ୍ଧି ସଂସଦରେ ପହଞ୍ଚିଲେ ଏମ୍‌ପି

ନୂଆଦିଲ୍ଲୀ,୯।୮: ଦେଶରେ ଟମାଟର ମୂଲ୍ୟ ଆକାଶଛୁଆଁ ରହିଛି। ଏହାକୁ ବିରୋଧ କରି ଆମ ଆଦମୀ ପାର୍ଟିର ଏମ୍‌ପି ସୁଶୀଲ ଗୁପ୍ତା ବୁଧବାର ଟମାଟର ମାଳ ପିନ୍ଧି ରାଜ୍ୟ ସଭାରେ ପହଞ୍ଚିଥିଲେ। ସୁଶୀଲ ନେତା କହିଛନ୍ତି, ଦେଶରେ ଦରଦାମ ବୃଦ୍ଧି ପାଇଛି। ମୁଦ୍ରାସ୍ଫୀତି…

ଚହଲଙ୍କ ରେକର୍ଡ ଭାଙ୍ଗିଲେ କୂଲଦୀପ

ନୂଆଦିଲ୍ଲୀ,୯।୮: ଭାରତୀୟ ଦଳର ବାମହାତୀ ସ୍ପିନ ବୋଲର କୂଲଦୀପ ଯାଦବଙ୍କ ପାଇଁ ୱେଷ୍ଟଇଣ୍ଡିଜ ଗସ୍ତ ଶୁଭଙ୍କର ସାବ୍ୟସ୍ତ ହୋଇଛି। ଦିନିକିଆ ସିରିଜରେ ଚମତ୍କାର ପ୍ରଦର୍ଶନ କରିବା ପରେ କୂଲଦୀପ ଟି-୨୦ ସିରିଜରେ ଚମତ୍କାର ବୋଲିଂ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦…

ବଡ଼ ଉପଲବ୍ଧି ହାସଲ କଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୯।୮: ତୃତୀୟ ଟି-୨୦ରେ ଭାରତ ୱେଷ୍ଟଇଣ୍ଡିଜକୁ ୭ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ ଇଣ୍ଡିଆ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ଫେରିଛି, କିନ୍ତୁ ୱେଷ୍ଟଇଣ୍ଡିଜ ଦଳ ଏପର୍ଯ୍ୟନ୍ତ ୨-୧ରେ ଆଗରେ ରହିଛି। ୱେଷ୍ଟଇଣ୍ଡିଜ ପ୍ରଥମ ଦୁଇଟି…

ଫିଲ୍ମ ନିର୍ଦ୍ଦେଶକ ସିଦ୍ଦିକ ଇସମାଇଲଙ୍କ ପରଲୋକ…

ମୁମ୍ବାଇ : ମାଲାୟାଲମ ଚଳଚ୍ଚିତ୍ରର ଜଣାଶୁଣା ଲୋକପ୍ରିୟ ନିର୍ଦ୍ଦେଶକ ସିଦ୍ଦିକ ଇସମାଇଲଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। ସେ ସଲମାନ ଖାନଙ୍କ ଫିଲ୍ମ ‘ବଡିଗାର୍ଡ’ର ନିର୍ଦ୍ଦେଶନା…

ଆଜି ଇସ୍ତଫା ଦେବେ ଶହବାଜ ଶରିଫ!

ଇସଲାମାବାଦ,୯।୮: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ଆଜି ତାଙ୍କ ପଦରୁ ଇସ୍ତଫା ଦେଇପାରନ୍ତି। ତାଙ୍କ ନେତୃତ୍ୱରେ ମିଳିତ ସରକାର ପାକିସ୍ତାନର ଜାତୀୟ ବିଧାନସଭାକୁ ସମୟ ପୂର୍ବରୁ ଭାଙ୍ଗିବାକୁ କରିବାକୁ ପ୍ରସ୍ତୁତ ଅଛନ୍ତି। ଚଳିତ ବର୍ଷ ଶେଷରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ…

ଭବିଷ୍ୟବାଣୀ କଲେ ଯୁବରାଜ

ନୂଆଦିଲ୍ଲୀ,୯।୮: ଭାରତ ତୃତୀୟ ଥର ପାଇଁ ବିଶ୍ୱକପ ଜିତିବାର ସ୍ବପ୍ନ ଏଥର ଟୁର୍ନାମେଣ୍ଟରେ ନିଜର ଅଭିଯାନ ଆରମ୍ଭ କରିବ। ବିଶ୍ୱକପ ପୂର୍ବରୁ ଭାରତୀୟ ଦଳର ସବୁଠାରୁ ବଡ ସମସ୍ୟା ହେଉଛି ଖେଳାଳିଙ୍କ ଫିଟନେସ। ଅନେକ ଅଭିଜ୍ଞ ଖେଳାଳି ଆହତ ହୋଇଛନ୍ତି। ପ୍ରଶଂସକମାନେ…

ପାକିସ୍ତାନ ଅଧିନାୟକଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ରମିଜ ରାଜା

ଇସଲାମାବାଦ୍‌,୯।୮:ପାକିସ୍ତାନର ପୂର୍ବତନ କ୍ରିକେଟର ତଥା ପାକିସ୍ତାନ କ୍ରିକେଟ ବୋର୍ଡର ପୂର୍ବତନ ମୁଖ୍ୟ ରମିଜ ରାଜା ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ଏକଥା ଅନ୍ୟ କେହି ନୁହେଁ ବରଂ ସେ ନିଜେ କହିଚନ୍ତି। ଏହା ପରେ ସୋସିଆଲ ମିଡିଆରେ…

ଲୋକ ସଭାରେ ପହଞ୍ଚିଲେ ରାହୁଲ

ନୂଆଦିଲ୍ଲୀ,୯।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ଲୋକ ସଭାରେ ପହଞ୍ଚିଛନ୍ତି। ମୋଦି ସରକାରଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ରାହୁଲ ବିରୋଧୀ ଦଳ ପକ୍ଷରୁ ଚର୍ଚ୍ଚା କରିବେ। ଅନ୍ୟପଟେ, ଟମାଟୋ ମାଳାକୁ ନେଇ ସଂସଦରେ ହଙ୍ଗାମା ହୋଇଛି। ଆମ…

ସୂର୍ଯ୍ୟକୁମାରଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ ଆଓ୍ବାର୍ଡ

ଗୁଏନା,୯।୮: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଦିନିକିଆ ସିରିଜରେ ସୂର୍ଯ୍ୟକୁମାର ଯାଦବ ବିଶେଷ କିଛି କରିପାରି ନଥିଲେ। ସେ ଟି-୨୦ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ମଧ୍ୟ ଫ୍ଲପ ହୋଇଥିଲେ। କିନ୍ତୁ ତୃତୀୟ ମ୍ୟାଚରେ ସୂର୍ଯ୍ୟ ଏକ ଚମତ୍କାର ପ୍ରଦର୍ଶନ…

୩ୟ ଟି -୨୦ମ୍ୟାଚରେ ଭାରତର ବିଜୟ ପରେ ମଧ୍ୟ ଅଧିନାୟକ ପାଣ୍ଡ୍ୟାଙ୍କ ଉପରେ ଅସନ୍ତୁଷ୍ଟ ପ୍ରଶଂସକ

ଗୁଏନା,୯।୮: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି -୨୦ମ୍ୟାଚରେ ଭାରତୀୟ ଦଳ ୭ ଉଇକେଟ୍‌ରେ ବିଜୟ ହୋଇଛି। ଗୁଏନାଠାରେ ଖେଳାଯାଇଥିବା ତୃତୀୟ ଟି -୨୦ମ୍ୟାଚରେ ଟିମ ଇଣ୍ଡିଆକୁ ୧୬୦ ରନ ଲକ୍ଷ୍ୟ ମିଳିଥିଲା, ଯାହାକୁ ସୂର୍ଯ୍ୟକୁମାର ଯାଦବ ଏବଂ ତିଳକ ବର୍ମାଙ୍କ ଉତ୍କୃଷ୍ଟ…

ଅନାସ୍ଥା ପ୍ରସ୍ତାବ ଉପରେ ଆଜି ଗୃହରେ କହିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୯।୮: ମୋଦି ସରକାରଙ୍କ ବିରୋଧରେ ଆଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ବୁଧବାର ଲୋକ ସଭାରେ ବିରୋଧୀ ଦଳ ପକ୍ଷରୁ ରାହୁଲ ଗାନ୍ଧୀ ଚର୍ଚ୍ଚା କରିବେ। ବିରୋଧୀ ଦଳର ନେତା ଅଧୀର ରଞ୍ଜନ ଚୌଧୁରି ଏହାକୁ ନେଇ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି,…

ଦେଶ ଭ୍ରଷ୍ଟାଚାର, ବଂଶବାଦକୁ ଭାରତ ଛାଡିବାକୁ କହୁଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ଭାରତ ଛାଡ’ ଆନ୍ଦୋଳନକୁ ମନେ ପକାଇ କହିଛନ୍ତି ଯେ, ଭାରତ ବର୍ତ୍ତମାନ ଦୁର୍ନୀତି, ବଂଶବାଦ, ଏବଂ ଆପତ୍ତି ବିରୋଧରେ ଏକ ସ୍ବରରେ କହୁଛି। ଭାଜପା ବୁଧବାର ‘ଭାରତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri