Home Left

କଟକ ଡିୟର ପାର୍କର ୨୭୬ ହରିଣ ସ୍ଥାନାନ୍ତର

କଟକ,୧୦।୧: କଟକ ଡିୟର ପାର୍କରୁ ଚନ୍ଦକା ଭରତପୁର ଓ ଅମ୍ବିଲୋକୁ ୨୭୬ଟି ହରିଣ ସ୍ଥାନାନ୍ତର ହୋଇଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ୨ଟି ହରିଣଙ୍କର ମୃତ୍ୟୁ ଘଟିଛି। ତେବେ ହରିଣଙ୍କ ମୃତ୍ୟୁକୁ ନେଇ ଚନ୍ଦକା ଡିଏଫଓ ଶରତ ଚନ୍ଦ୍ର ବେହେରା ପ୍ରତିକ୍ରିୟା…

ରାଜ୍ୟରେ ବଢ଼ିବ ଶୀତ 

ଭୁବନେଶ୍ୱର,୧୦।୧: ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ। ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିବ। ତେବେ ରାଜ୍ୟରେ ଶୀତର ପ୍ରକୋପ ଆହୁରି ବଢ଼ିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ସୂଚନା ଅନୁସାରେ,…

ରାମମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ ରଣଦୀପ

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣଦୀପ ହୁଡ୍ଡା ପ୍ରାୟତଃ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିଛିଦିନ ଆଗରୁ ସେ ତାଙ୍କ ବିବାହକୁ ନେଇ ଚର୍ଚ୍ଚାରେ ଥିଲେ। ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବାକୁ ଅଭିନେତାଙ୍କୁ ନିମନ୍ତ୍ରଣ କରାଯାଇଛି। ରାମମନ୍ଦିର…

ହାଇଟେକରୁ ଗାଁକୁ ନେବା ପରେ ଦିଲ୍ଲୀପଙ୍କର ହେଲା  ଅନ୍ତିମ ସଂସ୍କାର

ଭୁବନେଶ୍ୱର,୧୦।୧: ହାଇଟେକ ଟ୍ରାଜେଡିରେ ଡିଏନ୍‌ଏ ରିପୋର୍ଟ ଆସିବା ପରେ ମୃତଦେହକୁ ଧରି ଗାଁକୁ ଫେରିଛନ୍ତି ମୃତକ ଦିଲୀପ ସାମନ୍ତରାୟଙ୍କ ପରିବାର ଲୋକେ। ଗାଁକୁ ନେବା ପରେ ଦିଲ୍ଲୀପଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଡିଏନ୍‌ଏ ରିପୋର୍ଟରୁ ପରିଚୟ ସ୍ପଷ୍ଟ ହେବା ପରେ ପରିବାର…

ଭୂକମ୍ପରେ ଥରିଲା ଆଣ୍ଡାମାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୧

ପୋର୍ଟ ବ୍ଲେୟାର,୧୦।୧: ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପରେ ଝଟକା। ବୁଧବାର ଅନୁଭୂତ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୧ ରେ ମାପ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଏହି ସୂଚନା ଦେଇଛି। ଏନସିଏସ କହିଛି…

୨୦୨୩ର ଶ୍ରେଷ୍ଠ ଟି -୨୦ରେ ରହିପାରନ୍ତି ଭାରତର ଏହି ୫ ଖେଳାଳି

ନୂଆଦିଲ୍ଲୀ,୧୦।୧: ଦିନିକିଆ ବିଶ୍ୱକପ୍‌ ହେତୁ ୨୦୨୩ରେ ଅଧିକ ଟି -୨୦ କ୍ରିକେଟ ହୋଇନାହିଁ। ତେବେ ଯେତିକି ବି ମ୍ୟାଚ ହୋଇଛି ସେହି ସମୟରେ ଅନେକ ଖେଳାଳି ଚମତ୍କାର ପ୍ରଦର୍ଶନ କରିଛନ୍ତି। ଯଦି ଆମେ ଭାରତ ବିଷୟରେ କହିବା, ଗତ ବର୍ଷ ଯୁବ…

୬୩.୨୫ କୋଟିର ହିସାବ ମିଳିନି

ଯାଜପୁର,୧୦।୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ପୌର ପରିଷଦରେ ଦୁର୍ନୀତିର ଗନ୍ଧ ବାରି ହୋଇପଡିଛି। ଏଠାରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଅନିୟମିତତା ସମେତ ଏକ ମେଗା ପ୍ରକଳ୍ପ କାର୍ଯ୍ୟରେ ୧ କୋଟି ୩୦ ଲକ୍ଷ…

ଆଜିଠୁ ଢେଙ୍କାନାଳ ଜିଲାରେ ପକ୍ଷୀ ଗଣନା

ଢେଙ୍କାନାଳ,୧୦।୧(ରତନ ନାୟାର): ଢେଙ୍କାନାଳ ଜିଲାରେ ବୁଧବାରଠାରୁ ବନବିଭାଗ ପକ୍ଷରୁ ସମସ୍ତ ୮ଟି ରେଞ୍ଜ୍‌ରେ ପକ୍ଷୀ ଗଣନା ହେବ। ଏଥିପାଇଁ ମଙ୍ଗଳବାର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କେବଳ ଗୋଟିଏ ଦିନ ପାଇଁ ଜିଲାରେ ଏହି ପକ୍ଷୀ ଗଣନା ହେବ ବୋଲି ବନବିଭାଗ…

ଫେବୃଆରୀ ୬ରୁ ଓଳାଶୁଣୀ ଗୁମ୍ଫା ମେଳା

ଚଣ୍ଡିଖୋଲ,୧୦।୧(ପ୍ରଦୀପ୍ତ କୁମାର ପୃଷ୍ଟି): ଓଡ଼ିଶା ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା ଆସନ୍ତା ଫେବୃଆରୀ ୬ରୁ ଆରମ୍ଭ ହେବ। ମହାପୁରୁଷ ସନ୍ଥ ଅରକ୍ଷିତ ଦାସଙ୍କ ବ୍ରହ୍ମଲୀନ ଦିବସ ମାଘ ମାସ କୃଷ୍ଣପକ୍ଷ ଏକାଦଶୀ ତିଥିରେ ପଡୁଥିବାରୁ ପରମ୍ପରା ଅନୁଯାୟୀ ସେଦିନଠାରୁ ଓଳାଶୁଣୀ ଗୁମ୍ଫା…

ଆଜିଠୁୁ ମୟୂରଭଞ୍ଜରେ ପକ୍ଷୀ ଗଣନା

ବାରିପଦା,୧୦।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ବୁଧବାରଠାରୁ ପକ୍ଷୀ ଗଣନା ଆରମ୍ଭ ହେବ। ଜିଲାର ଶିମିଳିପାଳ ଅଭୟାରଣ୍ୟ ଓ ସମସ୍ତ ବନଖଣ୍ଡରେ ଏହି ଗଣନା କାର୍ଯ୍ୟ ଆରମ୍ଭ ହେବ। ପ୍ରତି ବର୍ଷ ଶୀତ ଋତୁର ପ୍ରାରମ୍ଭରେ ଏହି ପକ୍ଷୀ ଗଣନା କାର୍ଯ୍ୟ…

କାଉଣ୍ଟର ଖୋଲୁ ଖୋଲୁ ଟିକେଟ ଶେଷ

କେନ୍ଦୁଝର,୧୦।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ କାଉଣ୍ଟର ଖୋଲୁ ଖୋଲୁ ରୋଗୀ ଦେଖା ଟିକେଟ ସରିଯାଉଥିବା ଅଭିଯୋଗ ହୋଇଛି। ଫଳରେ ଦୂର ଦୁରାନ୍ତରୁ ଆସୁଥିବା ଏବଂ ଲାଇନରେ ଠିଆ ହେଉଥିବା ରୋଗୀଙ୍କୁ ଟିକେଟ ମିଳୁ ନ ଥିବାରୁ ନିରାଶ…

ପ୍ରେମିକ ପାଇଁ ସ୍ବାମୀଙ୍କୁ ହତ୍ୟା

ଉଦଳା,୧୦।୧(ସନ୍ତୋଷ କୁମାର ବାଚ୍ଛିିନୀ): ମୟୂରଭଞ୍ଜ ଜିଲା ଉଦଳା ଥାନା ନୟାରଙ୍ଗାମାଟିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକ ପାଇଁ ସ୍ବାମୀଙ୍କୁ କାଠଫାଳିଆରେ ପିଟି ହତ୍ୟା କରିଛନ୍ତି ସ୍ତ୍ରୀ। ପୋଲିସ ଅଭିଯୁକ୍ତ ସ୍ତ୍ରୀ ପାନ ମୁର୍ମୁ ଏବଂ ପ୍ରେମିକ ଚନ୍ଦ୍ରମୋହନ ହେମ୍ବ୍ରମଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?