Home Left

ମହାନଦୀରେ ବୁଡ଼ି ୨ ଛାତ୍ର ନିଖୋଜ

ବାରଙ୍ଗ,୯।୮(ଲିଙ୍ଗରାଜ ରାଉତ): ନରାଜ ପାଖ ମହାନଦୀରେ ମଙ୍ଗଳବାର ବୁଡ଼ିଯାଇ ୨ଜଣ ଛାତ୍ର ନିଖୋଜ ହୋଇଛନ୍ତି। ସେମାନେ ହେଲେ କଟକସ୍ଥିତ ମଙ୍ଗଳାବାଗ ଅଞ୍ଚଳର ଆଦିତ୍ୟ ଅଭିଷେକ ମଲ୍ଲିକ ଓ ଦେଉଳ ସାହିର ଦେବପ୍ରିୟ ଚୌଧୁରୀ। ଏମାନେ କଟକ ଷ୍ଟୁଆଟର୍‌ସ ସ୍କୁଲରେ ପଢୁଥିବା ଯୁକ୍ତଦୁଇ…

ସ୍କୁଲରେ ଆଧାର ବାଧ୍ୟତାମୂଳକ ନୁହେଁ

ଭୁବନେଶ୍ୱର୯।୮(ଅନୁରାଧା ମହାରଣା): ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ଚଳିତ ଶିକ୍ଷାବର୍ଷ ପାଇଁ ନାମଲେଖା ଜାରି ରହିଛି। କେତେକ ସ୍କୁଲରେ ନାମଲେଖା ସମୟରେ ଅଭିଭାବକଙ୍କୁ ପ୍ରଧାନଶିକ୍ଷକ ଆଧାରକାର୍ଡ ମାଗୁଥିବା ନଜରକୁ ଆସିଛି। ଏବେ ନାମଲେଖା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ। ଆଧାରକାର୍ଡ ବିନା ନାମଲେଖା…

ଜି -୨୦ ସମ୍ମିଳନୀରେ ୟୁକ୍ରେନ ଯୁଦ୍ଧ ହେବ ଶୀର୍ଷ ପ୍ରସଙ୍ଗ: ଆମେରିକା

ଓ୍ବାଶିଂଟନ୍‌,୯।୮: ୟୁକ୍ରେନ-ରୁଷିଆ ଯୁଦ୍ଧ ବର୍ତ୍ତମାନ ବିଶ୍ୱ ଚିନ୍ତାର ବିଷୟ ପାଲଟିଛି। ଏହି କାରଣରୁ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ସମ୍ମିଳନୀରେ ଯୁଦ୍ଧ ବିଷୟରେ ବିସ୍ତୃତ ଭାବେ ଆଲୋଚନା ହେବ। ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି…

ସିକ୍କିମରେ ୨ ଯବାନଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ଗ୍ୟାଙ୍ଗଟକ,୯।୮: ଦେଶର ଉତ୍ତର ପୂର୍ବ ରାଜ୍ୟ ସିକ୍କିମରେ ସେନାର ଦୁଇ ଯବାନଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ସାରେ ସେନା ଏକ ବିବୃତ୍ତି ଜାରି କରି କହିଛି ଯେ, ପୂର୍ବ ସିକ୍କିମରେ ଅପରେଶନ ଡ୍ୟୁଟିରେ ଥିବାବେଳେ ହାଭିଲଦାର ଏସ ମୈତି ଏବଂ ନାୟକ…

ଯଦି ପସନ୍ଦ ନୁହେଁ ତେବେ ଦେଖନାହିଁ, ରିମୋଟ ଆପଣଙ୍କ ହାତରେ ଅଛି: ନ୍ୟୁଜ୍‌ ଚ୍ୟାନେଲଗୁଡିକୁ ନିୟନ୍ତ୍ରଣ କରିବା ପିଟିଶନ ଉପରେ ଏସ୍‌ସିଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ,୯।୮: ଟେଲିଭିଜନ ନ୍ୟୁଜ୍‌ ଚ୍ୟାନେଲଗୁଡିକୁ ନିୟନ୍ତ୍ରଣ କରିବା ପାଇଁ ସୁପ୍ରିମକୋର୍ଟରେ ପିଟିଶନ ଦାଖଲ କରାଯାଇଥିଲା ଯେଉଁଥିରେ ଦର୍ଶାଯାଇଛି ଯେ, ଏଥିରେ ଦର୍ଶାଯାଉଥିବା ବିଷୟବସ୍ତୁ ଅତ୍ୟନ୍ତ ବିପଜ୍ଜନକ, ତେଣୁ ଏହା ଉପରେ କଡା ନିୟମ କରିବାର ଆବଶ୍ୟକତା ରହିଛି। ତେବେ ସୁପ୍ରିମକୋର୍ଟ ଏଭଳି…

ଅଞ୍ଜୁଙ୍କ ଭିସାକୁ ଏକ ବର୍ଷ ବୃଦ୍ଧି କଲେ ପାକିସ୍ତାନ ସରକାର

ଇସଲାମାବାଦ,୯।୮: ପାକିସ୍ତାନ ୩୪ ବର୍ଷୀୟ ଭାରତୀୟ ମହିଳାଙ୍କ ଭିସାକୁ ଏକ ବର୍ଷ ବୃଦ୍ଧି କରିଛି। ଯିଏ ତାଙ୍କ ଫେସବୁକ ବନ୍ଧୁଙ୍କୁ ବିବାହ କରିବା ପାଇଁ ଖେବର ପାଖ୍ଟନଖୱା ପ୍ରଦେଶର ଏକ ଗ୍ରାମକୁ ଯାଇଥିଲେ। ମଙ୍ଗଳବାର ତାଙ୍କ ପାକିସ୍ତାନୀ ସ୍ବୀମୀ ଏହି ସୂଚନା…

ଗୋଟିଏ ଗ୍ରୁପ୍‌ରେ ଭାରତ, ପାକିସ୍ତାନ

ନୂଆଦିଲ୍ଳୀ,୯ା୮(ପି.ଟି.): ଚାଇନାର ହାଙ୍ଗଝୌରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ୍‌ ଗେମ୍ସ ୨୦୨୩ର ହକି କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ପୁରୁଷ ବର୍ଗରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପ୍‌ରେ ସ୍ଥାନ ପାଇଛନ୍ତି। ଉଭୟ ଦଳ ଗ୍ରୁପ୍‌ ଏ’ରେ ସ୍ଥାନ…

କୁଲଦୀପଙ୍କ ପ୍ରଭାବୀ ବୋଲିଂ

ଗୁଏନା,୯ା୮(ପି.ଟି.): ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ୫ମ୍ୟାଚ ବିଶିଷ୍ଟ ସିରିଜର ତୃତୀୟ ଟି୨୦ ମ୍ୟାଚରେ ଭାରତୀୟ ସ୍ପିନରଙ୍କ ଦୃଢ ପ୍ରଦର୍ଶନ। କୁଲଦୀପ ଯାଦବ ପ୍ରଭାବୀ ବୋଲିଂ କରିବା ସହିତ ୩ ଉଇକେଟ ନେଇଥିବା ବେଳେ ଓ୍ବେଷ୍ଟଇଣ୍ଡିଜ୍‌ ୨୦ ଓଭରରେ ୫ ଉଇକେଟ ହରାଇ ୧୫୯…

ଇଞ୍ଜିନ, ସେନ୍ସର କାମ ନ କଲେ ବି ଲ୍ୟାଣ୍ଡର ସଫଳ ଅବତରଣ କରିବ: ଇସ୍ରୋ ଅଧ୍ୟକ୍ଷ

ନୂଆଦିଲ୍ଲୀ, ୯ା୮: ଚନ୍ଦ୍ରୟାନ-୩ର ୨ଟି ଯାକ ଇଞ୍ଜିନ୍‌ କିମ୍ବା ସମସ୍ତ ସେନ୍ସର ଯଦି କାମ ନ କରେ, ତଥାପି ଲ୍ୟାଣ୍ଡର ବିକ୍ରମକୁ ସଫଳତାର ସହ ସଫ୍ଟଲ୍ୟାଣ୍ଡିଂ କରାଇବା ଲାଗି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଯୋଜନା ପ୍ରସ୍ତୁତ କରିଥିବା ଏହାର…

ଆଜିଠୁ ୧୬ ପର୍ଯ୍ୟନ୍ତ ପ୍ରତି ପଞ୍ଚାୟତରେ ଆନ୍ଦୋଳନ କରିବ ଭାଜପା

ଭୁବନେଶ୍ବର, ୯ା୮(ସୁନିତ୍‌ ମିଶ୍ର): ଭାଜପା ପକ୍ଷରୁ ବୁଧବାର ଅର୍ଥାତ୍‌ କ୍ରାନ୍ତି ଦିବସରୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସବୁ ଗ୍ରାମପଞ୍ଚାୟତ ସମେତ ପୌରାଞ୍ଚଳ ଏବଂ ମହାନଗର ନିଗମର ସମସ୍ତ ଓ୍ବାର୍ଡର ପ୍ରମୁଖ ସ୍ଥାନଗୁଡିକରେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ କରାଯିବ ବୋଲି ଭାଜପା…

ତୁଟିଲା ବନକଲାଗି ବିବାଦ

ପୁରୀ,୯ା୮(ଅଜିତ ମହାନ୍ତି): ଦୀର୍ଘ ଦେଢ଼ ମାସ ଧରି ମହାପ୍ରଭୁଙ୍କ ବନକଲାଗି ହେବାକୁ ନେଇ ଲାଗିରହିଥିବା ବିବାଦ ଶେଷରେ ମଙ୍ଗଳବାର ସମାଧାନ ହୋଇଛି। ତେବେ ଶ୍ରୀବିଗ୍ରହମାନଙ୍କ ବୁଧବାର ବନକଲାଗି ନୀତି ହେବାକୁ ଯାଉଛି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଙ୍ଗଳବାର ସୂଚନା…

ତେଜିଲା ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ ବହିଷ୍କାର ଦାବି

ନୂଆଦିଲ୍ଲୀ,୯ା୮: ଭାଜପା ଶାସିତ ମଣିପୁରରେ ୩ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଜାତିଆଣ ଓ ଯୌନ ହିଂସା ଚାଲିଛି। ମେଇତି ଓ କୁକି ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟି ୧୭୦ରୁ ଅଧିକ ଲୋକ ନିହତ ହେଲେଣି। ମୁଖ୍ୟମନ୍ତ୍ରୀ ଏନ୍‌.ବୀରେନ୍‌ ସିଂ ଚୁପ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri