Home Left

କୋରାପୁଟ ବିଧାୟକଙ୍କୁ ହତ୍ୟା ଧମକ

କୋରାପୁଟ,୧୫ା୯(ଅମିତାଭ ବେହେରା): କୋରାପୁଟ ବିଧାୟକ ତଥା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ରଘୁରାମ ପଡ଼ାଲଙ୍କୁ ଫେସ୍‌ବୁକରେ ଜଣେ ଯୁବକ ହତ୍ୟା ଧମକ ଦେଇଛନ୍ତି। ଏଥିରେ ଭୟଭୀତ ହୋଇ ବିଧାୟକ ପଡ଼ାଲ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରି…

ଗ୍ୟାସ୍‌ ଏଜେନ୍ସି ଲୁଟୁଛନ୍ତି ପରିବହନ ଖର୍ଚ୍ଚ

ନୟାଗଡ଼,୧୫।୯(ଲୋକନାଥ ମିଶ୍ର): ଘରେ ରନ୍ଧନ ଗ୍ୟାସ ସିଲିଣ୍ଡର ପହଞ୍ଚାଇବା ପାଇଁ ଗ୍ୟାସ୍‌ ଏଜେନ୍ସି ଖାଉଟିଙ୍କୁ ଲୁଟୁଥିଲେ ମଧ୍ୟ ଜିଲା ଯୋଗାଣ ବିଭାଗର କାର୍ଯ୍ୟାନୁଷ୍ଠାନ ନାହିଁ। ଏହାକୁ ନେଇ ଯୋଗାଣ ବିଭାଗ ସନ୍ଦେହ ଘେରରେ ରହିଛି। ଘରେ ଗ୍ୟାସ୍‌ ସିଲିଣ୍ଡର ପହଞ୍ଚିବା ପାଇଁ…

ଆଜିଠାରୁ ସ୍ବଚ୍ଛତା ଅଭିଯାନ ୩.୦

ନୂଆଦିଲ୍ଲୀ,୧୫।୯:ଆଜିଠାରୁ ସାରା ଦେଶରେ ତୃତୀୟ ସ୍ବଚ୍ଛତା ଅଭିଯାନର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ। ଅଭିଯାନର ପ୍ରଥମ ପର୍ଯ୍ୟାୟ ୧୫ ରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। ଏହି ପର୍ଯ୍ୟାୟରେ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗ ଅଟକି ଯାଇଥିବା କାର୍ଯ୍ୟ ଓ ସ୍ବଚ୍ଛତା…

ସର୍ଭେରେ ସୀମିତ ତାଳଚେର-ଗୋପାଳପୁର ରେଳପଥ

ଖଣ୍ଡପଡ଼ା,୧୫ା୯(ଅଜୟ କୁମାର ମହାରଣା): ତାଳଚେରରୁ ଖଣ୍ଡପଡ଼ା, ନୟାଗଡ଼ ଦେଇ ବ୍ରହ୍ମପୁର ଗୋପାଳପୁରକୁ ନୂତନ ବ୍ରଡ଼ଗେଜ ରେଳପଥ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ ପକ୍ଷରୁ ଇତିମଧ୍ୟରେ ୩ଥର ସର୍ଭେ କାର୍ଯ୍ୟ ସମ୍ପନ୍ନ ହୋଇଛି। ୧୯୯୦ରେ ପ୍ରଥମେ ଉକ୍ତ ରେଳପଥ ନିର୍ମାଣ…

ପୃଥିବୀକୁ ଆସିଛନ୍ତି ଏଲିଅନ, ଯାହାଙ୍କ ଉଚ୍ଚତା ୮ରୁ ୧୦ ଫୁଟ, ରହିଛି ବଡ଼ବଡ଼ ଆଖି

ମେକ୍ସିକୋ ସଂସଦରେ ଏଲିଅନଙ୍କ ମୃତଦେହ ପ୍ରଦର୍ଶିତ ହୋଇଥିଲା। ଯାହା ଦେଖି ସମଗ୍ର ବିଶ୍ୱ ଚକିତ ହୋଇଯାଇଛି। ବୈଜ୍ଞାନିକମାନେ ମଧ୍ୟ ଏହା ବୁଝିବାକୁ ସକ୍ଷମ ନୁହନ୍ତି। ଏହି ସମୟରେ। ଲସ ଭେଗାସର ଏକ ପରିବାର କିଛି ସମୟ ପୂର୍ବରୁ ଏଲିଅନମାନେ ପୃଥିବୀକୁ ଆସିଥିଲେ…

କୁମ୍ଭୀର ଭୟରେ ବୁଡୁଛି ଜୀବିକା

ମହାକାଳପଡ଼ା,୧୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କୁମ୍ଭୀରମାନେ ଦୈନିକ ୧୦କେଜିରୁ ଅଧିକ ଖାଦ୍ୟ ଖାଇଥାଆନ୍ତି। ଏବେ ନଦୀ ନାଳରେ ମାଛ କଙ୍କଡ଼ା ଭଳି ଜଳଚରଜୀବ ଆବଶ୍ୟକ ପରିମାଣର ମିଳୁ ନ ଥିବାରୁ କୁମ୍ଭୀରମାନେ ମଣିଷ ସମେତ ଛେଳି, ମେଣ୍ଢା, ବତକମାନଙ୍କୁ ଆକ୍ରମଣ କରୁଥିବା ନଜିର…

ଅନନ୍ତନାଗ ଏନକାଉଣ୍ଟର: ଆହତ ଯବାନ ଶହୀଦ

ଶ୍ରୀନଗର,୧୫।୯: ଦକ୍ଷିଣ କ୍‌ଶ୍ମୀରର ଅନନ୍ତନାଗ ଜିଲାର କୋକରନାଗ ଗଡୁଲ ଜଙ୍ଗଲରେ ଆତଙ୍କବାଦୀଙ୍କ ମୁକାବିଲା କାର୍ଯ୍ୟ କ୍ରମାଗତ ତୃତୀୟ ଦିନ ଜାରି ରହିଛି। ଏହି ସମୟରେ ଏନକାଉଣ୍ଟରରେ ଆହତ ହୋଇଥିବା ଅନ୍ୟ ଜଣେ ଯବାନଙ୍କର ମୃତ୍ୟୁ ଘଟିଛି। ଅନନ୍ତନାଗରେ ଆତଙ୍କବାଦୀଙ୍କ ବିରୋଧରେ ଅପରେଶନ…

ବଢୁଛି ବ୍ରାଉନସୁଗାର ବ୍ୟବସାୟ

ଯାଜପୁର ଟାଉନ,୧୫ା୯(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି): ଦିନକୁ ଦିନ ଯାଜପୁର ସହର ଏବଂ ଏହାର ଉପକଣ୍ଠ ଅଞ୍ଚଳରେ ବ୍ରାଉନସୁଗାର ବ୍ୟବସାୟ ବଢ଼ିବାରେ ଲାଗିଛି। କେତେଜଣ ବେକାର ଯୁବକ ରାଜନୈତିକ ବ୍ୟକ୍ତିଙ୍କୁ ଢାଲ କରି ଏହି କାରବାର ଚଳାଉଛନ୍ତି। ଅବକାରୀ ବିଭାଗ ଓ ପୋଲିସ…

ପଟ୍ଟାମୁଣ୍ଡାଇରେ ନିଶା କବଳରେ ଯୁବପିଢ଼ି

ପଟ୍ଟାମୁଣ୍ଡାଇ,୧୫ା୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଦିନକୁ ଦିନ ଚୋରାମଦ, ଡ୍ରଗ୍ସ, ଗଞ୍ଜେଇ, ବ୍ରାହଉନସୁଗାର କାରବାର ଖୁଲମ୍‌ଖୁଲା ଭାବେ ବଢ଼ି ଚାଲିଛି। ଗାଁ ଗହଳିରେ ଥିବା ପାନ ଦୋକାନଠାରୁ ଆରମ୍ଭ କରି ଭୁସାମାଲ ଦୋକାନ ପର୍ଯ୍ୟନ୍ତ ସବୁଠି ଖୁଲମ୍‌ ଖୁଲା…

ପ୍ରୋତ୍ସାହନ ଅଭାବରୁ ବାଧାପ୍ରାପ୍ତ ହେଉଛି ହସ୍ତଶିଳ୍ପ

ଡେରାବିଶ,୧୫ା୯(ବେବର୍ତ୍ତା ଅଜୟ ଦାସ): ବାଉଁଶର ଅଭାବ ଯୋଗୁ ବିଲୁପ୍ତ ହେବାକୁ ବସିଲାଣି ବାଉଁଶର ହାତ ତିଆରି ଘରକରଣା ସାମଗ୍ରୀ। ସରକାରୀ ପ୍ରୋତ୍ସାହନ ଅଭାବରୁ ଏହି ହସ୍ତଶିଳ୍ପ ବାଧାପ୍ରପ୍ତ ହେଉଛି। ଯଦି ପ୍ରୋତ୍ସାନ ମିଳନ୍ତା ଏହି କୁଟିିରଶିଳ୍ପ ବଞ୍ଚିତ ରହନ୍ତା ବୋଲି କାରିଗରମାନେ କହିଛନ୍ତି।…

୮କୋଟି ଟଙ୍କାରେ ନିର୍ମିତ ବେଡ଼ାରୀ-କୂଳତୁଠି ରାସ୍ତା ୩ ମାସ ଗଲାନି

ପାଟକୁରା,୧୫ା୯(ରବୀନ୍ଦ୍ର ନାଥ ବାରିକ ): କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ଅଧୀନ ବେରି ପଞ୍ଚାୟତ ବେଡାରୀ-କୁଳତୁଠି ଗ୍ରାମ ରାସ୍ତା ୮ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା। ହେଲେ ସେହି କାମ ସରିବାର ୩ ମାସ ଯାଇନି ବେରିମଳିକ…

ଖୋଳୁଛନ୍ତି ଅଧିକ ଢଳେଇ କରୁଛନ୍ତି କମ୍‌

ନାଉଗାଁ,୧୫ା୯(ସୁଧା ବେହୁରା): ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରେ ବସୁଧା ଯୋଜନାରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯିବା ସହ ପାଇପ୍‌ ଲାଇନ୍‌ ବିଛାକାର୍ଯ୍ୟ ଜାରି ରହିଛି। ଠିକାଦାରଙ୍କ ଦ୍ୱାରା ଏସବୁ କାର୍ଯ୍ୟ ଚାଲିଥିବାବେଳେ ତଦାରଖ କରିବା ପାଇଁ ଗ୍ରାମ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri