Home Left

ଭବିଷ୍ୟତ ଦୁନିଆ ଦେଖି ବ୍ୟକ୍ତି ଛାନିଆ, ଜାଣନ୍ତୁ କ’ଣ କହିଛି କାରଣ…

ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି। କିଛି ଲୋକ ତାଙ୍କ ଜୀବନରେ ଆଗାମୀ ଘଟଣାଗୁଡ଼ିକୁ ବର୍ଣ୍ଣନା କରିବା ଆରମ୍ଭ କରନ୍ତି। କେବଳ ଗ୍ରହ ଏବଂ ନକ୍ଷତ୍ରର ଗତିବିଧି ଦ୍ୱାରା ଏଗୁଡ଼ିକ ଦେଖି…

ଉତ୍କଳ ପ୍ରଦେଶ କ୍ରାନ୍ତିତୀର୍ଥକୁ ରକ୍ତତୀର୍ଥରେ ପରିଣତ କରିଥିଲା: ରାଜ୍ୟପାଳ

ଭୁବନେଶ୍ୱର,୯ା୮(ଅସମାପିକା ସାହୁ): ଅଗ୍ନିବର୍ଷାର ମନ୍ତ୍ରଦାତା ମହାତ୍ମାଗାନ୍ଧୀ  ୧୯୪୨ ଅଗଷ୍ଟ ୯ରେ ‘କର ବା ମର’ ଆହ୍ବାନ ଦେଇଥିଲେ। ସେହି ଆହ୍ବାନ ଇଂରେଜଙ୍କୁ ଭାରତ ଛାଡ଼ିବାକୁ ସାବଧାନ କରିଥିଲା। ଉତ୍କଳ ପ୍ରଦେଶରେ ସେହି ଆହ୍ବାନରେ କ୍ରାନ୍ତିତୀର୍ଥ ରକ୍ତତୀର୍ଥରେ ପରିଣତ ହୋଇଥିଲା। ଭାରତ ଛାଡ଼…

‘ଧୋନୀଙ୍କଠାରୁ କିଛି ଶିଖ’

ନୂଆଦିଲ୍ଲୀ,୯।୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଟି୨୦ ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ବାଜିମାତ କରିଛି। ଗୁଏନାରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତକୁ ୧୬୦ ରନ୍‌ର ବିଜୟଲକ୍ଷ୍ୟ ମିଳିଥିଲା। ସୂର୍ଯ୍ୟକୁମାର ଯାଦବ ଏବଂ ତିଳକ ବର୍ମାଙ୍କ ସ୍ମରଣୀୟ ଇନିଂସ…

କେରଳ ନାଁକୁ ‘କେରଳମ୍‌’ ପରିବର୍ତ୍ତନ କରିବାର ପ୍ରସ୍ତାବ ସର୍ବସମ୍ମତି କ୍ରମେ ପାରିତ

ଥିରୁଭାନନ୍ତପୁରମ,୯।୮: କେରଳ ନାଁକୁ ‘କେରଳମ୍‌’ ପରିବର୍ତ୍ତନ କରିବାର ପ୍ରସ୍ତାବ ସର୍ବସମ୍ମତି କ୍ରମେ କେରଳ ବିଧାନସଭାରେ ପାରିତ ହୋଇଛି। ଏହି ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟଙ୍କ ଦ୍ୱାରା ବିଧାନସଭାରେ ଉପସ୍ଥାପିତ ହୋଇଥିଲା। ଭାରତର ସମ୍ବିଧାନର ଅଷ୍ଟମ ସୂଚୀରେ ଅନ୍ତର୍ଭୁକ୍ତ ସମସ୍ତ ଭାଷାରେ ରାଜ୍ୟର…

ସ୍ମୃତି ଇରାନୀଙ୍କ ଅଭିଯୋଗ: ମହିଳା ଏମ୍‌ପିମାନଙ୍କୁ ଇସାରାରେ ‘ଫ୍ଲାଇଙ୍ଗ କିସ’ ଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୯।୮: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ଭାଷଣ ଶେଷ କରି ସଂସଦ ବାହାରକୁ ଯିବାବେଳେ ରାହୁଲ ଗାନ୍ଧୀ ମହିଳା ଏମ୍‌ପିମାନଙ୍କୁ ଟାର୍ଗେଟ କରି ଇସାରାରେ ଫ୍ଲାଇଙ୍ଗ…

ଭାରତରୁ ୩ ଅଭିଶାପ ହଟାଇବାକୁ ଆହ୍ବାନ କଲେ ରବି ଶଙ୍କର ପ୍ରସାଦ

ନୂଆଦିଲ୍ଲୀ,୯।୮: ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ବଂଶବାଦ, ଦୁର୍ନୀତି ଏବଂ ତୁଷ୍ଟୀକରଣ ରାଜନୀତି ବିରୋଧରେ ଭାଜପାର ପ୍ରଚାର ଅଭିଯାନ ଆରମ୍ଭ କରିଥିଲେ। ଏହି ଅବସରରେ ରବି ଶଙ୍କର କହିଛନ୍ତି, ଭାଜପା ଦୁର୍ନୀତି ଏବଂ ବଂଶବାଦ…

ନିୟମିତ ଆସୁନାହାନ୍ତି ଅଙ୍ଗନବାଡି କର୍ମୀ, ଶିକ୍ଷାଦାନରେ ଅବ୍ୟବସ୍ଥାକୁ ନେଇ ଜନ ଅସନ୍ତୋଷ

ଦାରିଙ୍ଗବାଡି, ୯।୮(ଅରୁଣ ସାହୁ ): ଶିଶୁଙ୍କ ଶିକ୍ଷା ସହ ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ଅପପୁଷ୍ଟି ରୋକିବା ଦିଗରେ ସରକାରଙ୍କ ପକ୍ଷରୁ ଅନେକ ଯୋଜନା କରାଯିବା ସହ ସେମାନଙ୍କ ପାଇଁ ମାଗଣା ଛତୁଆ, ଅଣ୍ଡା ସହ ବିଭିନ୍ନ ପୁଷ୍ଟିକର ଖାଦ୍ୟ ଯୋଗାଇଦିଆଯାଉଛି। ଏହି…

ଜଙ୍ଗଲ ଭିତରେ ଲୁଚାଇ ରଖିଥିବା ୭ଟି ଦେଶୀ ବନ୍ଧୁକକୁ ଉଦ୍ଧାର କଲା ବନ ବିଭାଗ

ଠାକୁରମୁଣ୍ଡା,୯।୮(ତାରାକାନ୍ତ ପଟ୍ଟନାୟକ) କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରୁ ଶିକାରୀମାନେ ଜଙ୍ଗଲରେ ଲୁଚାଇ ରଖିଥିବା ୭ ଟି ଦେଶୀ ବନ୍ଧୁକକୁ ଉଦ୍ଧାର କରିଛି ବନ ବିଭାଗ। ବୁଧବାର ସ୍ଥାନୀୟ ଲୋକ ପ୍ରତିନିଧି ଓ ବନକର୍ମଚାରୀ ମାନେ ବନ୍ଧୁକକୁ ଉଦ୍ଧାର କରି ଠାକୁରମୁଣ୍ଡା…

ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟ ଶୁଣିବାକୁ କରିଛୁ ଅପେକ୍ଷା: ପ୍ରିୟଙ୍କା

ନୂଆଦିଲ୍ଲୀ,୯।୮: ଶିବସେନା (ୟୁବିଟି) ଏମ୍‌ପି ପ୍ରିୟଙ୍କା ଚତୁର୍ବେଦୀ ମଣିପୁର ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ସରକାରକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ, ଯଦି ପ୍ରଧାନମନ୍ତ୍ରୀ ଏତେ ଆଶ୍ୱସ୍ତ ଅଛନ୍ତି ତେବେ ସେ ଆଲୋଚନାର ପ୍ରଥମ ଦିନରେ…

ଶିମିଳିପାଳ ସୁରକ୍ଷା ନେଇ ପୋଲିସ ଡିଜିଙ୍କ ସମୀକ୍ଷା, ୧୬୫ଟି ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଜବତ

ବାରିପଦା,୯।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ) କ୍ଲିନ ଶିମିଳିପାଳ ଅପରେଶନ ସମ୍ପର୍କରେ ବୁଧବାର ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଡିଜି ସୁନୀଲ କୁମାର ବଂସାଲ ସମୀକ୍ଷା କରିଛନ୍ତି । ମୟୂରଭଞ୍ଜ ଜିଲା ଗସ୍ତରେ ଆସି ସେ ପୂର୍ବାହ୍ନ ୧୦ଟାରେ ଜିଲା ପୋଲିସ ମୁଖ୍ୟାଳୟରେ ପୋଲିସ ଓ…

ଜାଲ ସାର୍ଟିଫିକେଟ ମାମଲାରେ ବାଲସି ଗ୍ରାମର ଗ୍ରାମୀଣ ଡାକ ସେବକଙ୍କୁ କୋର୍ଟ ଚାଲାଣ

କେସିଙ୍ଗା, ୯।୮(ତୁମେଶ୍ୱର ସାହୁ) ଜାଲ ସାର୍ଟିଫିକେଟ ମାମଲାରେ କେସିଙ୍ଗା ପୋଲିସ ଏସ.ଆଇ.ରମେଶ ଚନ୍ଦ୍ର ଦୋରା କଳାହାଣ୍ଡି ଜିଲା କେସିଙ୍ଗା ମୁଖ୍ୟ ବ୍ରାଞ୍ଚ ଅଧିନସ୍ଥ ବାଲସି ଗ୍ରାମ ପୋଷ୍ଟ ଅଫିସକୁ ଯାଇ ବୁଧବାର ତଦନ୍ତ କରିଥିଲେ। ବାଲସି ପୋଷ୍ଟ ଅଫିସରେ ରେଙ୍ଗାଲି ଗ୍ରାମର…

ରିଲାଏନ୍ସ ଜିଓରେ ୪୧ ହଜାରରୁ ଅଧିକ କର୍ମଚାରୀ ଛାଡିଛନ୍ତି ଚାକିରି

ନୂଆଦିଲ୍ଲୀ,୯।୮: ୨୦୨୩ ଆର୍ଥିକ ବର୍ଷରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୋଟ ୧,୬୭,୩୯୧ କର୍ମଚାରୀ ସ୍ବେଚ୍ଛାକୃତ ଭାବେ କମ୍ପାନୀରୁ ଇସ୍ତଫା ଦେଇଛନ୍ତି। ଏଥିରେ ୪୧,୮୧୮ କର୍ମଚାରୀ ରିଲାଏନ୍ସ ଜିଓର ଏବଂ ୧,୧୯,୨୨୯ କର୍ମଚାରୀ ରିଲାଏନ୍ସ ରିଟେଲର। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ବାର୍ଷିକ ରିପୋର୍ଟରେ ଏହା କୁହାଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri