ଓ୍ବାଇଏସ ଶର୍ମିଳା ରେଡ୍ଡୀ ହେଲେ ଆନ୍ଧ୍ର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ
ନୂଆଦିଲ୍ଲୀ,୧୬।୧: ତୁରନ୍ତ ପ୍ରଭାବ ସହିତ ଓ୍ବାଇଏସ ଶର୍ମିଳା ରେଡ୍ଡୀ ଆନ୍ଧ୍ରପ୍ରଦେଶ କଂଗ୍ରେସର ସଭାପତି ଭାବରେ ନିଯୁକ୍ତ ହୋଇଛନ୍ତି। ବିଦାୟୀ ଅଧ୍ୟକ୍ଷ ଗିଦିଗୁ ରୁଦ୍ର ରାଜୁ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ଏକ ବିଶେଷ ନିମନ୍ତ୍ରିତ ସଦସ୍ୟ ହେବେ। ଜାନୁଆରୀ ୪ରେ ଶର୍ମିଳା ରେଡ୍ଡୀ…
ଆକାଶକୁ ଉଡି ଧରିଲେ କ୍ୟାଚ, ଭିଡିଓ ଭାଇରାଲ
କେପଟାଉନ,୧୬।୧: ଆଜିକାଲି ଦକ୍ଷିଣ ଆଫ୍ରିକାରେ ସାଉଥ୍ ଆଫ୍ରିକା ୨୦ ଲିଗ ଚାଲିଛି । ଏହି ଟୁର୍ନାମେଣ୍ଟରେ ଖେଳାଳିମାନେ ପଡ଼ିଆରେ ଦମଦାର ସର୍ଟ ମାରୁଥିବା ଦେଖାଯାଉଛି। ବର୍ତ୍ତମାନ ଆଫ୍ରିକୀୟ ଲିଗରେ ଏଭଳି ଫିଲ୍ଡିଂ ପ୍ରୟାସ ଦେଖିବାକୁ ମିଳିଥିଲା, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ।…
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଟିମ ଇଣ୍ଡିଆକୁ ଫେରିବା ରାସ୍ତା ମୁସ୍କିଲ
ନୂଆଦିଲ୍ଲୀ,୧୬।୧: ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ ଇଣ୍ଡିଆକୁ ଫେରିବା ନେଇ ପ୍ରଶ୍ନ ଆହୁରି ଗଭୀର ହେବାରେ ଲାଗିଛି। ଆହତ କାରଣରୁ ଦିନିକିଆ ବିଶ୍ୱକପ୍ ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ଦଳ ବାହାରେ ରହିଛନ୍ତି। ହାର୍ଦ୍ଦିକ ମଧ୍ୟ ପୁର୍ନରୁଦ୍ଧାର ହଉଛନ୍ତି କିନ୍ତୁ ସେ…
ହସ୍ପିଟାଲରେ ମନୀଷ ସିସୋଡିଆ
ନୂଆଦିଲ୍ଲୀ,୧୬।୧: ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ଜେଲରେ ଥିବା ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଡିଆଙ୍କୁ ମଙ୍ଗଳବାର ଏଲଏନ୍ଜେପି ହସ୍ପିଟାଲକୁ ଅଣାଯାଇଛି। ଅର୍ଥୋପେଡିକ ସମସ୍ୟା ହେତୁ ତାଙ୍କୁ ଡାକ୍ତରଖାନା ଅଣାଯାଇଥିବା କୁହାଯାଉଛି। ସୂତ୍ରରୁ ପ୍ରକାଶ ଯେ ମଙ୍ଗଳବାର ଦିନ ପ୍ରାୟ…
ହୃଦୟ ଜିତିଲେ କ୍ରିସ ଗେଲ
ପୋର୍ଟମୋର,୧୬।୧: ୱେଷ୍ଟଇଣ୍ଡିଜର ପୂର୍ବତନ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ପଡ଼ିଆରେ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ହୋଇଥିଲେ ମଧ୍ୟ ପଡ଼ିଆ ବାହାରେ ସେ ନିଜର ଭଦ୍ରତା ସହିତ ସମସ୍ତଙ୍କ ହୃଦୟ ଜିତିଛନ୍ତି। ସୋସିଆଲ ମିଡିଆରେ କ୍ରିସ ଗେଲଙ୍କ ଏକ ଭିଡିଓ ଭାଇରାଲ ହେବାରେ…
ଦଶମ ଶ୍ରେଣୀ ଛାତ୍ରଙ୍କ କାର୍ଯ୍ୟ ଦେଖି ପୋଲିସର ହୋଶ୍ ଉଡିଲା
କାନପୁର,୧୬।୧: ଉତ୍ତର ପ୍ରଦେଶର କାନପୁରରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ କାର୍ଯ୍ୟ ଦେଖି ପୋଲିସ ବିଭାଗର ହୋଶ୍ ଉଡିଯାଇଛି। ଛାତ୍ର ଜଣକ ଇଣ୍ଡିଗୋ ଏୟାରଲାଇନ୍ସର କଷ୍ଟମର କେୟାରକୁ ଫୋନ କରି ଧମକ ଦେଇଥିଲେ। ଏହା ପରେ କମ୍ପାନୀ ଦିଲ୍ଲୀ ପୋଲିସ ଅଧିକାରୀଙ୍କୁ…
ଜଗନ୍ନାଥ କହିଲେ ସୁର ପୁରୀ ଯାଆନି
ଭୁବନେଶ୍ୱର,୧୬।୧: ଜଟଣୀ ବିଧାୟକ ସୁରେଶ ରାଉୟରାୟଙ୍କୁ ଜଗତର ନାଥ ଜଗନ୍ନାଥ ସ୍ବପ୍ନାଦେଶ ହୋଇଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍ଘାଟନ ସମାରୋହରେ ସେଯୋଗ ନ ଦେବାକୁ ମନା କରିଛନ୍ତି। ଜଗନ୍ନାଥଙ୍କ ଲାଗୁନି ଡୋରି। ମୁଁ କିପରି ଯିବି ପୁରୀ ବୋଲି ସୁର କହିଛନ୍ତି।…
ବିନା ଚାର୍ଜିଂରେ ଫୋନ୍ ଚାଲିବ ୫୦ ବର୍ଷ
ନୂଆଦିଲ୍ଲୀ,୧୬।୧: ବିନା ଚାର୍ଜିଂରେ ୫୦ ବର୍ଷ ଚାଲିବ ଫୋନ୍। ବଜାରକୁ ଆସିବାକୁ ଯାଉଛି ଏମିତି ଏକ ବ୍ୟାଟେରୀ। ନୂଆ ଟେକ୍ନୋଲୋଜି ଦ୍ୱାରା ବିକଶିତ ଏହି ବ୍ୟାଟେରୀ ୫୦ ବର୍ଷ ଯାଏ ବିନା ଚାର୍ଜରେ ବ୍ୟବହୃତ ହୋଇପାରିବ। ଚାଇନାରେ ଏକ ଷ୍ଟାର୍ଟ ଅପ…
ବଢ଼ିଲା (BSKY) ଆବେଦନ ଅବଧି ତାରିଖ
ଭୁବନେଶ୍ୱର,୧୬।୧: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ((BSKY) ) ଆବେଦନ ଅବଧି ତାରିଖ ବଢ଼ିଛି। ମଙ୍ଗଳବାର ଆବେଦନର ଶେଷ ତାରିଖ ଥିବା ବେଳେ ଏହାକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତ। ଫଳରେ ଆସନ୍ତା ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ (BSKY) କାର୍ଡ…
ଝିଅ ଚାହୁଁଥିଲେ, ହେଲା ପୁଅ: ୧୨ ଦିନର ନବଜାତକଙ୍କୁ ହତ୍ୟା କଲେ ବାପା
ଭୋପାଳ,୧୬।୧: ଆଜିକାଲି ସମାଜରେ ଶିଶୁକନ୍ୟା ଅଲୋଡା ହୋଇଯାଇଛି। ଅନେକ ସ୍ଥାନରେ ଜନ୍ମହେବା ମାତ୍ରେ ଫିଙ୍ଗିଦେବାର ଖବର ଆସେ। ହେଲେ ଜଣେ ବ୍ୟକ୍ତି ଝିଅକୁ ଅପେକ୍ଷା କରିବା ଏବଂ ପୁଅ ହେବାରୁ ତାକୁ ହତ୍ୟା କରିବା ଘଟଣା ବୋଧହୁଏ ଆଜିର ସମାଜରେ ଅବିଶ୍ୱସନୀୟ…
ଦେବଗଡ଼ରେ ବନ୍ଦର ପ୍ରଭାବ: ଯାନବାହନ ଚଳାଚଳ ବନ୍ଦ
ଦେବଗଡ଼,୧୬।୧(ଶଶାଙ୍କ ଶେଖର ଝାଙ୍କର): ଧାନମଣ୍ଡି ଅବ୍ୟବସ୍ଥା ନେଇ ମଙ୍ଗଳବାର ୧୨ ଘଣ୍ଟିଆ ଦେବଗଡ଼ ଜିଲା ବନ୍ଦ ପାଳନ କରାଯାଇଛି। ସକାଳ ୬ରୁ ସା ୬ ଯାଏ ଜିଲା କଂଗ୍ରେସ କମିଟି ବନ୍ଦ ଡାକରା ଦେଇଛି । ଏହି ବନ୍ଦକୁ ଜିଲା କୃଷକ…
ଅଲୋଡ଼ା ହେଲା ଶିଶୁ କନ୍ୟା: ପ୍ରସବ ପରେ ତେଲଟାଙ୍କି ନିକଟରେ ଫିଙ୍ଗିଦେଲେ ମା’
ଚାନ୍ଦବାଲି,୧୬।୧(ଅଶୋକ କୁମାର ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଧାମରା ତେଲ ଟାଙ୍କି ନିକଟରୁ ଏକ ନବଜାତ ଶିଶୁକନ୍ୟାଙ୍କୁ ଉଦ୍ଧାର କରାଯାଇଛି । ସୋମବାର ରାତିରେ ସାମାଜିକ କର୍ମୀ ସୁମନ୍ତ ମହାନ୍ତି କାର୍ଯ୍ୟସାରି ଫେରୁଥିବା ସମୟରେ ଛୋଟପିଲା କାନ୍ଦ ଶୁଣି ସେ…

