Home Left

ଭାଜପାରୁ କୌଣସି ଅଫର୍‌ ମିଳିନାହିଁ: ଶରଦ ପାଓ୍ବାର

ପୁଣେ,୧୬।୮: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଏନସିପି ସୁପ୍ରିମୋ ଶରଦ ପାୱାର ବୁଧବାର ଭାଜପାରୁ କୌଣସି ଅଫର୍‌ ମିଳି ନ ଥିବା ସ୍ପଷ୍ଟ କରିଛନ୍ତି। ଶରଦ ପାୱାର କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ବୀରାଜ ଚହ୍ବାନଙ୍କ ଦାବିକୁ ଖଣ୍ଡନ…

ବିଶ୍ୱକପ୍‌ ପୂର୍ବରୁ ରୋହିତଙ୍କୁ ଏହି ପରାମର୍ଶ ଦେଲେ କପିଲ ଦେବ

ନୂଆଦିଲ୍ଲୀ,୧୬।୮: ବିଶ୍ୱକପ୍‌ ୨୦୨୩କୁ ଆଉ ମାସ କେତେଟା ବାକି। ପ୍ରଥମ ଥର ଲାଗି ଭାରତରେ ଏହା ଖେଳାଯିବାକୁ ଥିବାରୁ କ୍ରିକେଟ ପ୍ରଶଂସକଙ୍କ ଉତ୍କଣ୍ଠା ଅଧିକ। ଏଭଳି ସ୍ଥିତିରେ ଭାରତୀୟ ଟିମ୍‌ର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର। ଦଳ ଅକ୍ଟୋବର ୮ରେ ଅଷ୍ଟ୍ରେଲିଆ…

ପୁଅ ଉପରକୁ ଗରମ ଡାଲି ଫିଙ୍ଗିଲେ ମା’

ଆନନ୍ଦପୁର,୧୬ା୮(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଘସିପୁରା ଥାନା କଇନିପୁରା ଗ୍ରାମରେ ଘରୋଇ ହିଂସାର କରୁଣପରିଣତି ନଜରକୁ ଆସିଛି। ନିର୍ଯାତନା ସହି ନ ପାରି ସାବତ ମା’ ପୁଅ ଉପରକୁ ଗରମ ଡାଲି ଫିଙ୍ଗିଥିବା ଘଟଣା ଚର୍ଚ୍ଚାକୁ ଆସିଛି। ଗରମ ଡାଲି ପ୍ରଭାବରେ…

ରଘୁବଂଶ କଥା ଉଠାଇଲେ ମେହବୁବା

ନୂଆଦିଲ୍ଲୀ,୧୬।୮: ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ଅଧ୍ୟକ୍ଷା ମେହବୁବା ମୁଫତି ବୁଧବାର ସୁପ୍ରିମକୋର୍ଟ ଧାରା ୩୭୦ ମାମଲାର ଶୁଣାଣି କରିଥିବାରୁ ବହୁତ ଖୁସି ଥିବା କହିଛନ୍ତି। ଏହି ସମୟରେ ସେ ପ୍ରଭୁ ରାମଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ଧାରା ୩୭୦…

ମୋରାରି ବାପୁଙ୍କ ରାମକଥାରେ ପହଞ୍ଚିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ,୧୬।୮: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ମୋରାରି ବାପୁଙ୍କ ରାମକଥାରେ ପହଞ୍ଚିବା ଚର୍ଚ୍ଚାର ବିଷୟ ପାଲଟିଛି। ସ୍ବାଧୀନତା ଦିବସରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ପ୍ରସିଦ୍ଧ କଥାବାଚକ ରାମକଥା ଆୟୋଜିତ ହୋଇଥିଲା। ବ୍ରିଟେନର ପ୍ରଧାନମନ୍ତ୍ରୀ ହଠାତ୍‌ ରାମକଥାରେ ପହଞ୍ଚିଥିଲେ। ଭାରତର ସାଧୁଙ୍କର ସରଳତାକୁ ବହୁତ…

ଜ୍ୟାକ୍‌ଲିନଙ୍କୁ ଆଶ୍ୱସ୍ତି

ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଆଶ୍ୱସ୍ତି। ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ କୋର୍ଟର ବିନା ଅନୁମତିରେ ବିଦେଶ ଯାତ୍ରା କରିବାକୁ ଅନୁମତି ଦିଆଯାଇଛି। ପଟିଆଲା ହାଉସ କୋର୍ଟ ଜ୍ୟାକଲିନଙ୍କ ଜାମିନ ସର୍ତ୍ତରେ…

ମହିଳା ଫ୍ୟାନ୍ସ ସେଲଫି ନେବାରୁ ପଛକୁ ହଟିଗଲେ ସନି ଦେଓଲ, ଭିଡିଓ ଭାଇରାଲ

ମୁମ୍ବାଇ: ସନି ଦେଓଲ ଓ ଅମିଷା ପଟେଲଙ୍କ ପିଲ୍ମ ଗଦର-୨ ବକ୍ସ ଅଫିସରେ ଧମାଲ କରୁଛି। ଏହି ଫିଲ୍ମ ୫ଦିନରେ ୨୦୦କୋଟି ଟଙ୍କା ରୋଜଗାର କରିଛି। ୨୨ବର୍ଷ ପରେ ଏହି ଲୋକପ୍ରିୟ ଯୋଡି ଫ୍ୟାନ୍ସଙ୍କ ହୃଦୟ ଜିତିଛନ୍ତି। ତେବେ ଗଦର ୧…

କୋଣାର୍କ ସୂତାକଳରେ ନୂତନ ଏମ୍‌ଡି ନିଯୁକ୍ତି ଓ ରୂପାନ୍ତରୀକରଣ ନେଇ ଦାବିପତ୍ର

କେସିଙ୍ଗା,୧୬ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କୋଣାର୍କ ସୂତାକଳରେ ନୂତନ ପରିଚାଳକ ନିର୍ଦ୍ଦେଶକଙ୍କ ନିଯୁକ୍ତି ଓ ସୂତାକଳକୁ ରୂପାନ୍ତରିତ କରିବା ପାଇଁ ରାଜ୍ୟ ସଭା ଏମ୍‌ପି ସୁଜିତ କୁମାର ଓ ଜିଲାପାଳଙ୍କୁ କୋଣାର୍କ ସୂତାକଳର କର୍ମଚାରୀ ଓ ଶ୍ରମିକ ସଂଘର ଉପସଭାପତି…

କାଲିଠୁ ଆଜି ପର୍ଯ୍ୟନ୍ତ ଖୋଲାଯାଇନି ଜାତୀୟ ପତାକା

ମୋରଡ଼ା,୧୬ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଧଡ଼ାସାହି ପଞ୍ଚାୟତରେ ଜାତୀୟ ପତାକାକୁ ଅସମ୍ମାନ ହୋଇଥିବାର ଦେଖିବାକୁ ମିଳିଛି। ସୂଚନାନୁଯାୟୀ, ମଙ୍ଗଳବାର ୭୭ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଏହି ପଞ୍ଚାୟତରେ ଥିବା ମିଶନ ଶକ୍ତି ଗୃହ ସମ୍ମୁଖରେ ମିଶନ…

୧୮ରେ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବ କଂଗ୍ରେସ

ମୋରଡ଼ା,୧୬ା୮(ସ୍ମାରକ ମାଜୀ): ଚଳିତ ମାସ ୧୮ ତାରିଖରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ନିର୍ଦ୍ଦେଶ କ୍ରମେ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ କାର୍ଯ୍ୟାଳୟ ଅଫିସ ଘେରାଉ କରିବ ବ୍ଲକ କଂଗ୍ରେସ କମିଟି। ଏନେଇ ବୁଧବାର ଏକ ପ୍ରସ୍ତୁତି ବୈଠକ ବ୍ଲକ କଂଗ୍ରେସ…

ନେପାଳରୁ ଆସିଲା ଟମାଟୋ, ଏହି ରାଜ୍ୟରେ କିଲୋ ପିଛା ୫୦ଟଙ୍କାରେ ବିକ୍ରି…

ନୂଆଦିଲ୍ଲୀ,୧୬।୮: ଟମାଟୋ ଦରରେ ଲାଗିବ ଲଗାମ। ପଡୋଶୀ ଦେଶ ନେପାଳରୁ ଟମାଟୋ ଆମଦାନୀ କରୁଛନ୍ତି ଭାରତ ସରକାର। ପ୍ରାୟ ପାଞ୍ଚ ଟନ ଟମାଟୋ ଖୁବ ଶୀଘ୍ର ଭାରତରେ ପହଞ୍ଚିବ। ଗୁରୁବାର ଠାରୁ ଉତ୍ତରପ୍ରଦେଶରେ ଶସ୍ତାରେ ବିକ୍ରି ହେବ ଟମାଟୋ। କିଲୋ ପିଛା…

ସମନ୍ଥାଙ୍କୁ ନିଜ କୋଳରେ ଉଠାଇ ନୃତ୍ୟ ପ୍ରଦର୍ଶନ କଲେ ବିଜୟ ଦେବେରକୋଣ୍ଡା…

ମୁମ୍ବାଇ : ଦକ୍ଷିଣ ଅଭିନେତା ବିଜୟ ଦେବରକୋଣ୍ଡା ଏବଂ ଅଭିନେତ୍ରୀ ସମନ୍ଥା ରଥ ପ୍ରଭୁ ଆଗାମୀ ଫିଲ୍ମ ଖୁସି କୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ବିଷୟରେ ଆଲୋଚନା କରୁଛନ୍ତି। ଏହି ଚଳଚ୍ଚିତ୍ରରେ ଦୁହେଁ ପ୍ରଥମ ଥର ପାଇଁ ସ୍କ୍ରିନ ଶେୟାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri