ବଲିଉଡ ଫିଲ୍ମ କରିବେ ନାହିଁ ନୟନତାରା!
ମୁମ୍ବାଇ: ଶାହରୁଖ ଖାନଙ୍କ ଫିଲ୍ମ ଯବାନ ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହୋଇଛି। ଏହି ଫିଲ୍ମ ପ୍ରଶଂସକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି। ଯବାନ ଭାରତରେ ୫୦୦ କୋଟିରୁ ଅଧିକ ଟଙ୍କା ବିଜନେସ କରିଥିବା ବେଳେ ଆଗକୁ ଏହା ବୃଦ୍ଧି…
ନଡ୍ଡା କହିଲେ ଆଜି ମହିଳା ସଂରକ୍ଷଣ ବିଲ ଲାଗୁ ହେଲେ ୨୦୨୯ ମଧ୍ୟରେ ଲାଗୁ ହୋଇଯିବ, ନଚେତ…
ନୂଆଦିଲ୍ଲୀ,୨୧।୯: ମହିଳା ସଂରକ୍ଷଣ ବିଲ କାର୍ଯ୍ୟକାରୀ କରିବାରେ ବିଳମ୍ବ, କେତେଜଣ ମହିଳାଙ୍କ ପାଇଁ କାହିଁକି ସଂରକ୍ଷଣ ନାହିଁ ଭଳି ବିରୋଧୀ ଦଳର ଏହି ପ୍ରଶ୍ନର ଉତ୍ତରରେଭାଜପା ଏମପି ଜେପି ନାଡ୍ଡା କହିଛନ୍ତି ଯେ ମହିଳାମାନେ କେଉଁ ଆସନରେ ସଂରକ୍ଷଣ ପାଇବେ, କେଉଁ…
ଇତିହାସ ରଚିଲେ ଶେଫାଳି
ହାଙ୍ଗଝୋ,୨୧।୯: ଏସିଆନ ଗେମ୍ସ ୨୦୨୩ରେ ମହିଳା କ୍ରିକେଟରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତ। ବର୍ଷା ଯୋଗୁ ଭାରତ ଏବଂ ମାଲେସିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରଦ୍ଦ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ୨ ଉଇକେଟ ହରାଇ ୧୭୩ ରନ ସଂଗ୍ରହ…
ବସ ଭଡ଼ା ନିର୍ଦ୍ଧାରିତ ଦରଠାରୁ ଅଧିକ ନେବାରୁ ଅସନ୍ତୋଷ: ଆନ୍ଦୋଳନ ପାଇଁ ଚେତାବନୀ
ଦାରିଙ୍ଗବାଡି,୨୧।୯(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଯାତାୟତ କରୁଥିବା ଯାତ୍ରୀବାହୀ ଘରୋଇ ଓ ସରକାରୀ ବସଗୁଡିକର ଦୌରାତ୍ମ୍ୟ ବୃଦ୍ଧି ପାଇଥିବା ଅଭିଯୋଗ ହୋଇଛି। ସରକାରଙ୍କ ନିର୍ଦ୍ଧାରିତ ଦର ଠାରୁ ଅଧିକ ଅର୍ଥ ଯାତ୍ରୀମାନଙ୍କଠାରୁ ସଂଗ୍ରହ କରାଯାଉଥିବା ନେଇ ଅଞ୍ଚଳରେ ଅସନ୍ତୋଷ…
‘୩ ଇଡିଅଟ୍ସ’ ଅଭିନେତା ଅଖିଲ ମିଶ୍ରାଙ୍କ ପରଲୋକ
ମୁମ୍ବାଇ: ଆମରି ଖାଁଙ୍କ ମୁଭି ‘୩ ଇଡିଅଟ୍ସ’ରେ ଲାଇବ୍ରେରିୟାନ ଦୁବେ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅଖିଲ ମିଶ୍ରାଙ୍କର ପରଲୋକ ହୋଇଛି। ଏକ ରିପୋର୍ଟ ଅନୁଯାୟୀ, ହାଇଦ୍ରାବାଦରେ ସୁଟିଂ କରୁଥିବା ସମୟରେ ଏକ ଉଚ୍ଚ ବିଲଡିଂରୁ ଖସି ପଡ଼ିବା ପରେ ଅଭିନେତାଙ୍କର…
ବାଚସ୍ପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କଲେ ପ୍ରମିଳା ମଲ୍ଲିକ
ଭୁବନେଶ୍ୱର,୨୧।୯: ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଗୁରୁବାର ବାଚସ୍ପତି ପଦ ପାଇଁ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନପଦ ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ସେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ପ୍ରମିଳାଙ୍କ ପ୍ରାର୍ଥିପତ୍ରରେ…
‘ଡୋନାଲ୍ଡ ଟ୍ରମ୍ଫଙ୍କର ମୃତ୍ୟୁ ହୋଇ ସାରିଛି’, ପୂର୍ବତନ ରାଷ୍ଟ୍ରପତିଙ୍କ ପୁଅଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କରାଯାଇଥିବା ଦାବି ସତ ନା ମିଛ
ଓ୍ବାଶିଂଟନ,୨୧।୯: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କର ବଡ ପୁଅ ଜୁନିୟର ଟ୍ରମ୍ଫଙ୍କ ଏକ୍ସ(ପୂବ ଟୁଇଟର) ଆକାଉଣ୍ଟ ବୁଧବାର ହ୍ୟାକ ହୋଇଯାଇଛି। ଏହା ପରେ ତାଙ୍କ ଆକାଉଣ୍ଟରୁ ଅନେକ ଟୁଇଟ ପୋଷ୍ଟ କରାଯାଇଥିଲା । ଏହି ଟୁଇଟ ଗୁଡିକରେ ଅନେକ ଆପତ୍ତିଜନକ…
ହ୍ବିପ୍ ଜାରି କଲା ବିଜେଡି
ଭୁବନେଶ୍ୱର,୨୧।୯: ଐତିହାସିକ ମହିଳା ସଂରକ୍ଷଣ ବିଲ ଲୋକସଭାରେ ପାସ୍ ହେବା ପରେ ଆଜି ରାଜ୍ୟ ସଭାରେ ଉପସ୍ଥାପିତ ହୋଇଛି। ଏବେ ବିଲ୍କୁ ନେଇ ରାଜ୍ୟ ସଭାରେ ଆଲୋଚନା ଚାଲିଛି। ତେବେ ବିଲକୁ ସମର୍ଥନ କରିବା ପାଇଁ ବିଜେଡି ନିଜ ରାଜ୍ୟ ସଭା…
ଇ-ମେଲ ଜରିଆରେ ଦିଲ୍ଲୀର ଆଉ ଏକ ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ
ନୂଆଦିଲ୍ଲୀ,୨୧।୯: ଦେଶର ରାଜଧାନୀ ଦିଲ୍ଲୀର ଅନ୍ୟ ଏକ ବିଦ୍ୟାଳୟକୁ ବୋମାରେ ଉଡାଇ ଦେବାକୁ ଧମକ ଆସିଛି। ଧମକ ପାଇବା ପରେ ଦିଲ୍ଲୀ ପୋଲିସ ଏବଂ ଅନ୍ୟ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଏହାପୂର୍ବରୁ ମଧ୍ୟ ଅନେକ ବିଦ୍ୟାଳୟକୁ ବୋମାରେ ଉଡାଇ…
ସେମିଫାଇନାଲରେ ଭାରତ
ହାଙ୍ଗଝୋ,୨୧।୯: ଆଜି ଏସିଆନ ଗେମ୍ସ ୨୦୨୩ରେ ମହିଳା କ୍ରିକେଟ ଇଭେଣ୍ଟରେ ଭାରତ ଏବଂ ମାଲେସିଆ ମଧ୍ୟରେ ଏକ ମ୍ୟାଚ ଖେଳାଯାଇଥିଲା। ବର୍ଷା ଯୋଗୁ ଏହି କ୍ୱାର୍ଟର ଫାଇନାଲ ମ୍ୟାଚ ବାତିଲ ହୋଇଥିଲ। ଏହା ସହ ଭାରତୀୟ ମହିଳା ଦଳ ବର୍ତ୍ତମାନ ସେମିଫାଇନାଲରେ…
ଆର୍ଥିକ ସଙ୍କଟରେ ଦେଶର ନମ୍ବର-୧ ଟେନିସ ଖେଳାଳି: କହିଲେ, ମୋ ଆକାଉଣ୍ଟରେ ଏବେ ମାତ୍ର ୮୦ ହଜାର ଟଙ୍କା ଅଛି
ନୂଆଦିଲ୍ଲୀ,୨୧।୯: ଭାରତୀୟ ଟେନିସ ଖେଳାଳି ସୁମିତ ନାଗଲ ଆର୍ଥିକ ସଙ୍କଟ ସହ ସଂଘର୍ଷ କରୁଛନ୍ତି। ଏକଥା ନିଜେ ପ୍ରକାଶ କରିଛନ୍ତି। ଦେଶର ନମ୍ବର-୧ ଟେନିସ ଖେଳାଳି ସୁମିତ ଏଟିପି ଟୁର୍ ଖେଳିବା ପାଇଁ ୧ କୋଟି ଟଙ୍କା ବ୍ୟବସ୍ଥା କରିଥିଲେ, କିନ୍ତୁ…
ଏହି ୨ ଏମ୍ପି ମହିଳା ସଂରକ୍ଷଣ ବିଲ୍ ବିପକ୍ଷରେ ଦେଲେ ଭୋଟ
ନୂଆଦିଲ୍ଲୀ,୨୧।୯: ସଂସଦର ସ୍ବତନ୍ତ୍ର ଅଧିବେଶନର ତୃତୀୟ ଦିନରେ ସ୍ଲୋକସଭାରେ ମହିଳା ସଂରକ୍ଷଣ ବିଲ ପାରିତ ହୋଇଛି। ଲୋକସଭାରେ ଏହି ବିଲ ସପକ୍ଷରେ ୪୫୪ ଭୋଟ ଏବଂ ବିପକ୍ଷରେ ୨ଟି ଭୋଟ ଦିଆଯାଇଛି। ତେବେ ବିପକ୍ଷରେ ଭୋଟ ଦେଇଥିବା ୨ ଏମ୍ପିଙ୍କୁ ନେଇ…
Archives


