Home Left

ଆଜି ପବିତ୍ର ଶାମ୍ବ ଦଶମୀ: ଚନ୍ଦ୍ରଭାଗାରେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରି ବୁଡ଼ ପକାଇଲେ ଶ୍ରଦ୍ଧାଳୁ

ଭୁବନେଶ୍ୱର,୨୦।୧: ଆଜି ପବିତ୍ର ଶାମ୍ବ ଦଶମୀ। ଏହି ପବିତ୍ର ଦିନରେ କୋଣାର୍କରେ ସୂର୍ଯ୍ୟଙ୍କ ରଥ ଯାତ୍ରା ଅନୁଷ୍ଠିତ ହୋଇଥାଏ। ରଥ ସ୍ଥାନୀୟ ଅନନ୍ତ ଅବଧୂତ ମଠରୁ ବାହାରି ଚନ୍ଦ୍ରଭଗା ପର୍ଯ୍ୟନ୍ତ ରଥ ଯାତ୍ରା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏପରିକି ୫…

ମୁଁ ଅଯୋଧ୍ୟା ନିଶ୍ଚୟ ଯିବି, ଯଦି କୌଣସି ଦଳକୁ ଆପତ୍ତି ଥାଏ ତେବେ ଫରକ ପଡେନା: ହରଭଜନ ସିଂହ

ନୂଆଦିଲ୍ଲୀ,୨୦।୧: ମହେନ୍ଦ୍ର ସିଂହ ଧୋନୀ, ସଚିନ ତେନ୍ଦୁଲକର, ବିରାଟ କୋହଲି, ରବିଚନ୍ଦ୍ରନ ଅଶ୍ୱିନଙ୍କ ସମେତ ଅନେକ ଭାରତୀୟ କ୍ରିକେଟରଙ୍କୁ ଜାନୁଆରୀ ୨୨ରେ ହେବାକୁ ଥିବା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଲାଗି ନିମନ୍ତ୍ରଣ ମିଳିଛି। ଏହାକୁ ନେଇ କ୍ରିକେଟର ତଥା…

ବ୍ରେକ୍‌ଅପ ଗୁଜବ ମଧ୍ୟରେ ଏକାଠି ନଜର ଆସିଲେ ଅର୍ଜୁନ-ମଲାଇକା

ମୁମ୍ବାଇ: ଅଭିନେତ୍ରୀ ମଲାଇକା ଆରୋରା ଏବଂ ଅର୍ଜୁନ କପୁର ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛନ୍ତି। ଗୁଜବ ଉଠୁଛି ଯେ ଦୁହିଁଙ୍କର ବ୍ରେକ୍‌ଅପ ହୋଇଯାଇଛି। ତେବେ ଏଭଳି ଗୁଜବ ସତ୍ତ୍ୱେ ଉଭୟଙ୍କୁ ଅନେକ ଥର ଏକାଠି ସମୟ ବିତାଉଥିବାର ନଜର ଆସିଛନ୍ତି।…

କଟକ-ଚାନ୍ଦବାଲି ରାସ୍ତା ପାର୍ଶ୍ୱରେ ନାହିଁ ଗୋଟିଏ ବି ଗଛ

କେନ୍ଦ୍ରାପଡ଼ା, ୨୦ା୧ (ଜଗନ୍ନାଥ ଧଳ): କଟକ-ଚାନ୍ଦବାଲି ରାସ୍ତା ପ୍ରଶସ୍ତୀକରଣ ପାଇଁ ୧୭ବର୍ଷ ତଳେ ଗଛ କଟାଯାଇଥିଲା। ଏବେ ସୁଦ୍ଧା ନୂଆ ରାସ୍ତାରେ ଗଛଟିଏ ନାହିଁ। ଏ ନେଇ ପୂର୍ବରୁ ଅନଶନ ଓ ଗଣଧାରଣା ଦ୍ୱାରା ସ୍ଥାନୀୟ ଅଞ୍ଚଳବାସୀ ପ୍ରଶାସନର ଦୃଷ୍ଟି ଆକର୍ଷଣ…

Viral Video: କୈଳାସ ଖେରଙ୍କ ଗୀତ ଗାଇ ଇଣ୍ଟରନେଟ୍‌ରେ ଚହଳ ପକାଇଛନ୍ତି ଏହି ପାକିସ୍ତାନୀ ଗାୟକ, ମନ୍ତ୍ରମୁଗ୍ଧ କରୁଛି…

ଆଜିକାଲି ସୋସିଆଲ ମିଡିଆରେ ‘ସଇଁୟା’ ଗୀତ ଗାଇବାର ଟ୍ରେଣ୍ଡ ଚାଲିଛି। ଅନେକ ଲୋକ ଏଥିରେ ଭାଗ ନେଇ ନିଜର ଭିଡିଓ ଶେୟାର କରୁଛନ୍ତି। ଏହି କ୍ରମରେ ଜଣେ ଲୋକପ୍ରିୟ ପାକିସ୍ତାନୀ ଗାୟକଙ୍କ ଭିିଡିଓ ସାମ୍ନାକୁ ଆସିଛି, ଯାହା ବେଶ ଭାଇରାଲ ହେଉଛି।…

ମାମୁଘରେ ଭାଣିଜୀଙ୍କ ହତ୍ୟା ଉପରୁ ପରଦା ହଟାଇଲା ପୋଲିସ

ଭୁବନ,୨୦ା୧(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା କୁନିନ୍ଦା ଗ୍ରାମର ମାମୁ ସୁଦାମ ବାରିକଙ୍କ ଘରେ ରହୁଥିବା କଲେଜ ଛାତ୍ରୀ ଭାଣିଜୀ ପଦ୍ମିନୀ ନାୟକଙ୍କ ହତ୍ୟା ଘଟଣା ଉପରୁ ପରଦା ହଟାଇଛି ପୋଳିସ। ଫେସ୍‌ବୁକ୍‌ ସମ୍ପର୍କରୁ ପ୍ରେମିକ ସାଜିଥିବା ମୁଆ…

ଦୁନିଆର ସବୁଠାରୁ ଧନୀ ପରିବାର: ୭୦୦ କାର୍‌, ୪୦୦୦ କୋଟିର ଘର, ୮ ଜେଟ୍‌, ବିପୁଳ ସମ୍ପତ୍ତି ରହିଛି ସେମାନଙ୍କ ପାଖରେ…

ଆଜି ଆମେ ଆପଣଙ୍କୁ ଦୁନିଆର ସବୁଠାରୁ ଧନୀ ପରିବାର ସହିତ ପରିଚିତ କରାଇବାକୁ ଯାଉଛୁ। ଯାହାଙ୍କ ପାଖେ ଅପାର ଧନ ଅଛି । ଏହି ପରିବାର ପାଖରେ ପ୍ରାୟ ୪୦୦୦କୋଟି ଟଙ୍କାର ମହଲ, ୭୦୦ କାର୍‌ ଏବଂ ୮ ଟି ଘରୋଇ…

ବୃଦ୍ଧାଙ୍କ ଜୀବନ ରକ୍ଷାକଲେ ଫଟୋ ଖବରଦାତା

ଅନୁଗୋଳ,୨୦।୧(ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା କୁମଣ୍ଡ ଚଣ୍ଡିବଜାର ରେଳ ଧାରଣାରେ ଶୁକ୍ରବାର ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣେ ବୃଦ୍ଧାଙ୍କ ଜୀବନ ରକ୍ଷା କରିଛନ୍ତି‘ଧରିତ୍ରୀ’ର ଅନୁଗୋଳ ଫଟୋ ଖବରଦାତା ଜ୍ୟୋତିରଞ୍ଜନ ସାହୁ (ବୁବୁ)। କୌଶଳକ୍ରମେ ସେ ଟ୍ରେନ୍‌କୁ ରୋକିବା ସହ…

ଏମ୍‌କେସିଜିରେ ନାହିଁ ବର୍ନ କେୟାର ୟୁନିଟ୍‌

ବ୍ରହ୍ମପୁର,୨୦ା୧(ନରସିଂହ ସାହୁ): ଏମ୍‌କେସିଜି ମେଡିକାଲ କଲେଜ ହସ୍ପିଟାଲରେ ଦୀର୍ଘବର୍ଷର ଦାବି ବର୍ନ କେୟାର ୟୁନିଟ ଖୋଲାଯାଉ ନ ଥିବା ପ୍ରତିବାଦରେ ଭାଜପା ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର (ଆର୍‌ଡିସି)ଙ୍କ ବ୍ରହ୍ମପୁର ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗତ ଗୁରୁବାର ଟେଲିଫୋନ…

୨୨ରେ ଜଳିବ ବିଶାଳ ଦୀପ

ବାସୁଦେବପୁର,୨୦।୧(ନାରାୟଣ ପ୍ରସାଦ ବାରିକ୍‌): ଅଯୋଧ୍ୟାରେ ଆସନ୍ତା ୨୨ ତାରିଖରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ଭଦ୍ରକ ଜିଲା ବାସୁଦେବପୁରରେ ଏକ ବିଶାଳ ଦୀପ ଜଳିବ। ଶ୍ରୀରାମ ଶ୍ରଦ୍ଧାଳୁଙ୍କ ପକ୍ଷରୁ ଏକ ବିଶାଳ ଦୀପ ଜାଳିବା ପାଇଁ ପ୍ରସ୍ତୁତି ଚାଲିଛି।…

ଆରବିଆଇର ଘୋଷଣା: ଏହି ଦିନ ବଦଳାଇ ପାରିବେନି ୨୦୦୦ ଟଙ୍କିଆ ନୋଟ

ମୁମ୍ବାଇ,୨୦।୧: ୨୨ ଜାନୁଆରୀ ସୋମବାର ଅଯୋଧ୍ୟାରେ ରାମ ମନ୍ଦିରର ଉଦ୍ଘାଟନ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ସୂଚନା ଦେଇଛି ଯେ ସରକାରୀ କାର୍ଯ୍ୟାଳୟ ଅଧା ଦିନ ବନ୍ଦ ଥିବାରୁ ୨୦୦୦ ଟଙ୍କା ନୋଟ ବଦଳାଇବା ସୁବିଧା ଉପଲବ୍ଧ ହେବ…

ରାହୁଲ ଗାନ୍ଧୀଙ୍କ ଉପରେ ୫୦୦ ଟଙ୍କା ଜରିମାନା ଲଗାଇଲେ କୋର୍ଟ

ମୁମ୍ବାଇ,୨୦।୧: ମହାରାଷ୍ଟ୍ର ଥାନେର ଏକ ଅତାଲତ ଖବରଦାତା ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲାରେ ରାଷ୍ଟୀୟ ସ୍ବୟଂ ସେବକ ସଂଘର ନାମ ଯୋଡିବା ଉପରେ ସଂଗଠନର କାର୍ଯ୍ୟକର୍ତ୍ତା ଦ୍ୱାରା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ମାନହାନି ମାମଲା ଦାୟର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?