Home Left

ସ୍ବତନ୍ତ୍ର, ନିରପେକ୍ଷ ନିର୍ବାଚନ ପାଇଁ ଆମେରିକାକୁ ଆଶ୍ୱାସନା ଦେଲେ କକର, କହିଲେ ପାକ୍‌-ଆମେରିକା ସହଭାଗୀତା ମହତ୍ୱପୂର୍ଣ୍ଣ

ଇସଲାମାବାଦ,୧୭।୮: ପାକିସ୍ତାନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଅନୱାର-ଉଲ-ହକ କକର ଆମେରିକାକୁ ଦେଶରେ ସ୍ବତନ୍ତ୍ର ଏବଂ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟାକୁ ନିଶ୍ଚିତ କରିଛନ୍ତି। ଅଗଷ୍ଟ ୧୨ରେ କାର୍ଯ୍ୟକାଳ ଶେଷ ହୋଇଥିବାରୁ ପାକିସ୍ତାନରେ ଆସନ୍ତା ମାସରେ ସାଧାରଣ ନିର୍ବାଚନ ହେବାର ସମ୍ଭାବନା ରହିଛି। ବୁଧବାର ବିଳମ୍ବିତ…

ଭାଲୁ ହାବୁଡରେ ପଡ଼ିଗଲେ ଯୁବକ

କୋକସରା,୧୭।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଭାଲୁ ଆକ୍ରମଣରେ କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡ଼ଙ୍ଗା ପଞ୍ଚାୟତ ତେତେଲପଡ଼ା ଗ୍ରାମର କମଳ ଲୋଚନ ନାଗ(୪୦) ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ଲୋଚନ ଶୌଚ ପାଇଁ ଗାଁ ନାଲାକୁ ଯାଇଥିଲେ। ସେତିକିବେଳେ ଗାଁ…

‘ଜେଲର’ର ସଫଳତା ମଧ୍ୟରେ ଝାଡଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ରଜନୀକାନ୍ତ

ରାଞ୍ଚି,୧୭।୮: ସାଉଥ ସୁପରଷ୍ଟାର ରଜନୀକାନ୍ତ ନିକଟରେ ମୁକ୍ତିଲାଭ କରିଥିବା ଆକ୍ସନ ଫିଲ୍ମ ‘ଜେଲର’ ହେତୁ ଚର୍ଚ୍ଚାରେ ଅଛନ୍ତି। ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ବକ୍ସ ଅଫିସରେ ଧମାକାଦାର ରୋଜଗାର କରୁଛି। ନେଲସନ ଦିଲୀପକୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଭାରତ ତଥା ସମଗ୍ର ବିଶ୍ୱରେ…

ଭାଜପା ଉପରେ ଏହି ଅଭିଯୋଗ ଆଣିଲେ ଶରଦ ପାଓ୍ବାର

ମୁମ୍ବାଇ,୧୭।୮: ଏନସିପି ମୁଖ୍ୟ ଶରଦ ପାୱାର ଭାଜପା ଉପରେ ବିଭିନ୍ନ ରାଜ୍ୟରେ ନିର୍ବାଚିତ ସରକାରଙ୍କୁ ଅସ୍ଥିର କରୁଥିବା ଅଭିଯୋଗ କରିଛନ୍ତି। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ, ଶାସକ ଦଳ ସ୍ଥିର ସରକାର ଦେବା କଥା କହୁଛନ୍ତି। ମହାରାଷ୍ଟ୍ରରେ…

ନେହେରୁଙ୍କ ପ୍ରସଙ୍ଗକୁ ନେଇ ଭାଜପାକୁ ଟାର୍ଗେଟ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୭।୮: ଚାଇନା ପ୍ରସଙ୍ଗରେ ଆମ ଆଦମୀ ପାର୍ଟି(ଏଏପି)ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ ଗୁରୁବାର କହିଛନ୍ତି ଯେ ଚାଇନା ଗତ ୯ ବର୍ଷ ଧରି ଭାରତ ଉପରେ ନଜର…

ଲାଟମ ଏୟାରଲାଇନ୍ସ ପରେ ଏବେ ଇଣ୍ଡିଗୋ ପାଇଲଟଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୭।୮: ତିନି ଦିନ ମଧ୍ୟରେ ବିମାନ ଭିତରେ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି। ଏକ ଘଟଣା ଲାଟମ ଏୟାରଲାଇନ୍ସ ବିମାନରୁ ଆସିଥିବା ବେଳେ ଆଜି ଏକ ମାମଲା ଇଣ୍ଡିଗୋ ଏୟାରଲାଇନ୍ସରୁ ଆସିଛି। ଗୁରୁବାର ଯେତେବେଳେ ବିମାନଟି ନାଗପୁରରୁ ପୁଣେ ଅଭିମୁଖେ ଉଡାଣ…

ସଲମାନଙ୍କ ସହ ପଙ୍ଗା ନେଇ ବରବାଦ ହୋଇଛି କ୍ୟାରିୟର

ବମ୍ବେ: ବଲିଉଡର ଦବଙ୍ଗ ଖାନ୍ ସଲମାନ ଅନେକ ନବାଗତଙ୍କୁ ସୁଯୋଗ ଦେଇଥାନ୍ତି। ହେଲେ ତାଙ୍କ ସହ ସମ୍ପର୍କ ଖରାପ କରି ଅନେକଙ୍କ କ୍ୟାରିୟର ବରବାଦ ମଧ୍ଯ ହୋଇଛି। ସେଥିରୁ ଜଣେ ହେଲେ ଜୁବେର ଖାନ୍। ୨୦୧୧ରେ ବିଗବସ୍ ପ୍ରତିଯୋଗୀ ଭାବେ ଭାଗ…

କଂଗ୍ରେସରେ ବଡ ଧରଣର ଅଦଳବଦଳ

ନୂଆଦିଲ୍ଲୀ,୧୭।୮: କଂଗ୍ରେସର ଦଳୀୟ ସଙ୍ଗଠନରେ ଗୁରୁବାର ବଡ ଧରଣର ଅଦଳବଦଳ ହୋଇଛି। ଦଳ ରଣଦୀପ ସୁରଜଓ୍ବୋଲାଙ୍କୁ ମଧ୍ୟ ପ୍ରଦେଶର ସିନିୟର ଅବଜର୍ଭର ପରେ ଏବେ ରାଜ୍ୟର ପ୍ରଭାରୀ ମହାସଚିବର ଅତିରିକ୍ତ ଦାୟିତ୍ୱ ଦେଇଛି। ସେମିତି ମୁକୁଲ ବାସନିକଙ୍କୁ ଗୁଜରାଟର ପ୍ରଭାରୀ ମହାସଚିବ…

ଏହି ଫିଲ୍ମରେ ଡେବ୍ୟୁ କରିବାକୁ ଚାହୁଁଥିଲେ ଅନନ୍ୟା

ମୁମ୍ବାଇ: ଅନନ୍ୟା ପାଣ୍ଡେ ତାରା ସୂତାରିୟା ଏବଂ ଟାଇଗର ଶ୍ରଫଙ୍କ ସହ କରଣ ଜୋହରଙ୍କ ନିର୍ଦ୍ଦେଶିତ ମୁଭି ‘ଷ୍ଟୁଡେଣ୍ଟ ଅଫ ଦି ଇୟର ୨’ ରେ ବଲିଉଡରେ ଡେବ୍ୟୁ କରିଥିଲେ। ସେ ଏହି ମୁଭିରେ ତାଙ୍କ ଭୂମିକା ଏବଂ ଅଭିନୟ ପାଇଁ…

ଛତିଶଗଡ ବିଧାନସଭା ନିର୍ବାଚନ: ଗୋଟିଏ ସିଟ୍‌ ପାଇଁ ଦାଦା-ପୁତୁରା ଲଢେଇ

ରାୟପୁର,୧୭।୮: ଚଳିତ ବର୍ଷ ଶେଷରେ ହେବାକୁ ଥିବା ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ଭାଜପା ପ୍ରାର୍ଥୀ ଘୋଷଣା କରିଛି। ସେଥିରେ ୨୧ ଜଣଙ୍କର ନାଁ ରହିଛି। ତେବେ ଭାଜପାର ଏହି ନିଷ୍ପତ୍ତି ସହିତ ଏହା ନିଶ୍ଚିତ ଯେ ଏଥର ମୁକାବିଲା…

ଭାରତ ବିପକ୍ଷ ସିରିଜ ଆରମ୍ଭ ହେବା ପୂର୍ବରୁ ମାଲାମାଲ ହେଲା ହେଲା କ୍ରିକେଟ ଆୟର୍ଲାଣ୍ଡ

ଡବଲିନ,୧୭।୮: ୱେଷ୍ଟଇଣ୍ଡିଜ ଗସ୍ତ ହେବା ପରେ ଭାରତୀୟ ଦଳ ବର୍ତ୍ତମାନ ଆୟର୍ଲାଣ୍ଡରେ ପହଞ୍ଚିଛି। ଏଠାରେ ଦଳକୁ ୧୮ ଅଗଷ୍ଟରୁ ଆୟୋଜକ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଟି -୨୦ସିରିଜ ଖେଳିବ। ଏହି ସିରିଜ ଆରମ୍ଭ ପୂର୍ବରୁ ମଧ୍ୟ କ୍ରିକେଟ ଆୟର୍ଲାଣ୍ଡ ମାଲାମାଲ…

ପ୍ରଥମ ଆଇପିଏଲ ଟିମ୍ ଭାବେ ସୋସିଆଲ ମିଡିଆରେ ନୂଆ କୀର୍ତ୍ତିମାନ ରଚିଲା ସିଏସକେ

ନୂଆଦିଲ୍ଲୀ, ୧୭। ୮: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଶଂସକ କାହିଁରେ କେତେ। ୨୦୨୩ରେ ପଞ୍ଚମ ଥର ଲାଗି ଟାଇଟଲ ହାସଲ କରିଥିଲା ଦଳ। ଏବେ ଏହା ଆଉ ଏକ କୀର୍ତ୍ତିମାନ ରଚିଛି। ପ୍ରଥମ ଆଇପିଏଲ ଟିମ୍ ଭାବେ ସୋସିଆଲ ମିଡିଆ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri