Home Left

ମୋହାଲିରେ ଇତିହାସ ରଚିଲା ଟିମ୍‌ ଇଣ୍ଡିଆ, ଦଳ ଏବେ ତିନି ଫର୍ମାଟରେ ‘ନମ୍ବର-୧’

ମୋହାଲି,୨୩।୯: ଭାରତୀୟ କ୍ରିକେଟ ଟିମ୍‌ ମୋହାଲିରେ ଅନୁଷ୍ଠିତ ହୋଇଥିବା ୩ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆକୁ ୫ ଉଇକେଟରେ ପରାଜିତ କରି ଇତିହାସ ରଚିଛି। ଏହି ବିଜୟ ପରେ ଆଇସିସି ର଼୍ୟାଙ୍କିଙ୍ଗର ତିନୋଟି ଯାକ ଫର୍ମାଟରେ ନମ୍ବର-୧ ହୋଇଛି…

ନୋ ପାର୍କିଂ ଜୋନ୍‌ରେ ଗାଡ଼ି ପାର୍କିଂ

ରାୟଗଡ଼ା,୨୩।୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଳିକନ୍ଦିଠାରୁ ଆରମ୍ଭକରି ଜାତୀୟ ରାଜପଥର ଅର୍ଦ୍ଧାଧିକ ରାସ୍ତା ବ୍ୟବସାୟୀଙ୍କ କବ୍‌ଜାରେ ରହିଛି। ଏଭଳିକି ଜାତୀୟ ରାଜପଥରେ ନୋ ପାର୍କିଂ ବୋର୍ଡ ଲାଗିଥିଲେ ମଧ୍ୟ ଗାଡ଼ି ପାର୍କିଂ କରାଯାଉଛି। ଏହାଦ୍ବାରା ସହରରେ ଟ୍ରାଫିକ ସମସ୍ୟା ବିଗିଡ଼ିବା…

ଝିଅକୁ ରକ୍ତକର୍କଟ , ଚିକିତ୍ସାରେ ଅର୍ଥ ବାଧକ

ସୁନାବେଡ଼ା,୨୩ା୯(କୃତ୍ତିବାସ ପ୍ରଧାନ): ”ମୋ ଝିଅକୁ ସାହାଯ୍ୟ କର,ତା’ର ପାଠ ପଢ଼ିବାକୁ ବହୁତ ଆଗ୍ରହ ରହିଛି। ମୋ ଅସୁସ୍ଥ ଝିଅକୁ ଭଲ କରିଦିଅ“- ଏପରି ଦୁଃଖର ସହ କହୁଛନ୍ତି ଜଣେ ଉପାୟଶୂନ୍ୟ ବାପା। ସେ ହେଲେ ସୁନାବେଡ଼ା ଏଇଏଫ୍‌ କଲୋନି କାଳୀମନ୍ଦିର ନିକଟରେ…

ଟ୍ରୁଡୋଙ୍କ ଅଭିଯୋଗରେ ଆମେରିକା ଚିନ୍ତିତ: ଆମେରିକା ବୈଦେଶିକ ମନ୍ତ୍ରୀ

ଓ୍ବାଶିଂଟନ୍‌,୨୩।୯: ଭାରତ ଏବଂ କାନାଡା ମଧ୍ୟରେ ବିବାଦ ଜାରି ରହିଛି। ଦୁଇ ଦେଶ ବିବାଦ ମଧ୍ୟରେ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟେନି ବ୍ଲିଙ୍କେନ୍‌ ମଧ୍ୟ ଏ ସମ୍ପର୍କରେ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି , ଜଷ୍ଟିନ ଟ୍ରୁଡୋଙ୍କ ଅଭିଯୋଗରେ ଆମେରିକା ବହୁତ…

ସାପ୍ତାହିକ ହାଟ ପାଇଁ ହଟହଟା

ନନ୍ଦପୁର,୨୩ା୯ (ଶଙ୍କର ପୂଜାରୀ): ନନ୍ଦପୁର ବ୍ଲକ ଦେଇ ହାଣ୍ଡିପୁଟ-ସେମିଳିଗୁଡା ସଂଯୋଗ କରୁଥିବା ଏମଡିଆର-୫୫ ରାସ୍ତା ରହିଛି। ଏହା ମଧ୍ୟ ଜୟପୁର-ବିଶାଖାପାଟଣାକୁ ସଂଯୋଗ କରୁଛି। ଏହି ରାସ୍ତାରେ ସୁବାଇ, ବାଲଡା, ନନ୍ଦପୁର, ପାଡୁଆ, ସଗର ଓ ଥୁବା ଗ୍ରାମ ରହିଛି। ଏହି ଗ୍ରାମଗୁଡିକର…

ମହାନ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ ଶୁଭମନ ଗିଲ

ମୋହାଲି,୨୩।୯: ଭାରତୀୟ କ୍ରିକେଟର ଶୁଭମନ ଗିଲ ଘରୋଇ ମଇଦାନରେ ଅଷ୍ଟ୍ରେଲିଆ ବିପକ୍ଷରେ ଶୁକ୍ରବାର ଖେଳାଯାଇଥିବା ଦିନିକିଆରେ ୭୪(୬୩) ରନ୍‌ର ଇନିଂସ ଖେଳିଥିଲେ। ଏହି ଇନିଂସରେ ଗିଲ ୩୭ ବଲ୍‌ରେ ଛକା ମାରି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ତାଙ୍କ ଦିନିକିଆ କ୍ୟାରିୟରର…

ଡାକ୍ତର ନିଯୁକ୍ତି କରୁନି ପୌର ପ୍ରଶାସନ

ଢେଙ୍କାନାଳ,୨୩ା୯(ରତନ ନାୟାର): ଢେଙ୍କାନାଳ ସହର ୧ନଂ. ୱାର୍ଡରେ ଥିବା ପୌର ଆୟୁର୍ବେଦିକ ଚିକିତ୍ସାଳୟ ବନ୍ଦ ହେବା ଆଶଙ୍କା ଦେଖାଦେଇଛି। ଏଠାରେ ଥିବା ଡାକ୍ତର ଅବସର ଗ୍ରହଣ କରିବାର ଦୀର୍ଘଦିନ ହୋଇଯାଇଥିଲେ ହେଁ ନୂତନ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଉ ନାହିଁ। ଏହାକୁ ଅଞ୍ଚଳବାସୀଙ୍କ…

ସହଜ ହେଉନି ସଂଯୋଗ

ବଇଣ୍ଡା,୨୩ା୯ (ପରିକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତର ବୈଷ୍ଟବ ସାହି ଠାରୁ ଭାୟା ଅର୍ଜୁନଧରା ଦେଇ ବିଲେଇନାଳି ପଞ୍ଚାୟତକୁ ସଂଯୋଗ କରୁଛି ପୂର୍ତ୍ତ ବିଭାଗ ରାସ୍ତା। ବ୍ଲକ ସଦର ମହକୁମାକୁ ଏହି ସଡ଼କରେ କମ୍‌ ଦୂରତା ପଡ଼ୁଥିବାରୁ…

ଅଧା ବୟସର ପାକିସ୍ତାନୀଙ୍କୁ ବାହାହେଲେ କାନାଡା ମହିଳା

ଇସ୍‌ଲାମାବାଦ୍‌: ସୀମାପାର୍‌ ପ୍ରେମ କାହାଣୀ ବେଳକୁ ବେଳ ବଢ଼ିବାକୁ ଲାଗିଛି। ପ୍ରେମ ପାଇଁ ପାକିସ୍ତାନର ସୀମା ହାଇଦର ଭାରତ ଆସିବା, ଭାରତର ସଞ୍ଜୁ ପାକିସ୍ତାନ ଯିବା ଘଟଣା ଦେଖିବାକୁ ମିଳିଛି। ନିକଟରେ ଏପରି ସୀମାପାର୍‌ ପ୍ରେମ କାହାଣୀ ପୁଣି ସାମ୍ନାକୁ ଆସିଛି।…

ସ୍ମାର୍ଟ ରାସ୍ତାର ରକ୍ଷଣାବେକ୍ଷଣ କରୁନି ବିଇଏମ୍‌ସି

ବ୍ରହ୍ମପୁର,୨୩ା୯ (ସ୍ମୃତି ରଞ୍ଜନ ମହାଲିକ): ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ପକ୍ଷରୁ ସହରର ୫ଟି ପୁରାତନ ରାସ୍ତାକୁ ସ୍ମାର୍ଟ ରାସ୍ତା ଭାବେ ନିର୍ମାଣ କରାଯାଇଛି। ସ୍ମାର୍ଟ ରାସ୍ତା ପ୍ରଶସ୍ତୀକରଣ ହୋଇଥିବା ବେଳେ ପାଦଚଲା ରାସ୍ତାରେ ପେଭର ବ୍ଲକ ପକାଯାଇଛି। ସ୍ମାର୍ଟ ରାସ୍ତା…

ସମସ୍ୟା ଘେରରେ ସିମନବାଡ଼ି ସ୍ବାସ୍ଥ୍ୟକେନ୍ଦ୍ର

ଦାରିଙ୍ଗବାଡି,୨୩ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ସିମନବାଡି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରଟି ନାହିଁ ନାହିରେ ଚାଲିଛି। ରୋଗୀଙ୍କୁ ସେବା ଯୋଗାଇବା ପାଇଁ ଡାକ୍ତର, ଫାର୍ମାସିଷ୍ଟ, ଆୟୁଷ ଡାକ୍ତର, ଆଟେଣ୍ଡାଣ୍ଟ ରହିଥିଲେ ସୁଦ୍ଧା ଆରୋଗ୍ୟ କେନ୍ଦ୍ରରେ…

ଏଜିଇଏଲ୍‌ ସହ ଟୋଟାଲ ଏନର୍ଜିସ୍‌ର ସମ୍ପ୍ରସାରଣ ସହଭାଗିତା

ଭୁବନେଶ୍ୱର,୨୩।୯: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଆଦାନୀ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଆଦାନୀ ଗ୍ରୀନ୍‌ ଏନର୍ଜି ଲିମିଟେଡ୍‌ (ଏଜିଇଏଲ୍‌) ଏବଂ ଟୋଟାଲ ଏନର୍ଜିସ୍‌ ମଧ୍ୟରେ ଏକ ଯୌଥ ଉଦ୍ୟୋଗ ନେଇ ବୁଝାମଣା ହୋଇଛି। ଉକ୍ତ ବୁଝାମଣା ଅନୁଯାୟୀ ଉଭୟ କମ୍ପାନୀର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri