Home Left

ଶୀତଳଭଣ୍ଡାର ନିର୍ମାଣରେ ଅହେତୁକ ବିଳମ୍ବ

ରାଉରକେଲା,୨୬।୧(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରରେ ୮କୋଟି ଟଙ୍କା ବ୍ୟୟବରାଦରେ ୩୦ମେଟ୍ରିକ ଟନ୍‌ ବିଶିଷ୍ଟ ୪ଟି ବୃହତ୍‌ ଶୀତଳଭଣ୍ଡାର ନିର୍ମାଣରେ ଅହେତୁକ ବିଳମ୍ବ ହେଉଛି। ଫଳରେ ପରିବା ଚାଷୀମାନଙ୍କ ମହଲରେ ଅସନ୍ତୋଷ ବଢୁଛି। ୨୦୨୨ରେ ସହରର ୪ସ୍ଥାନରେ ୪ଟି ଶୀତଳଭଣ୍ଡାର ସ୍ଥାପନ…

ଆଇପିଏଲ ସିଜନ ଆରମ୍ଭ ହେବା ପୂର୍ବରୁ ଗୁଜରାଟ ଟାଇଟନ୍ସକୁ ବଡ ଝଟକା, ଦଳରେ ସାମିଲ ହେବେନି ରସିଦ!

ନୂଆଦିଲ୍ଲୀ,୨୬।୧: ପାକିସ୍ତାନ ସୁପର ଲିଗର ଆଗାମୀ ସିଜିନରୁ ରସିଦ ଖାନ ତାଙ୍କ ନାମ ପ୍ରତ୍ୟାହାର କରିଛନ୍ତି। ପ୍ରକୃତରେ, ରସିଦ ଖାନ ଅସ୍ତ୍ରୋପଚାର ପରେ ଧିରେ ଧିରେ ସୁସ୍ଥ ହେଉଛନ୍ତି। ତେବେ ରସିଦଙ୍କ ଆଘାତ ଆଇପିଏଲ ଦଳ ଗୁଜରାଟ ଟାଇଟାନ୍ସର ଚିନ୍ତାକୁ ଆହୁରି…

ଖତ ଖାଉଛି ଲକ୍ଷାଧିକ ଟଙ୍କାର କୃଷି ଯନ୍ତ୍ରପାତି

ପାତ୍ରପୁର,୨୬ା୧(ଉମାଚରଣ ନେପାକ): ରାଜ୍ୟ ସରକାର ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ମିଶନଶକ୍ତି ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କୃଷି କ୍ଷେତ୍ରରେ ମହିଳାଙ୍କୁ ସାମିଲ କରିବା ପାଇଁ ସେମାନଙ୍କୁ ସୁବିଧାରେ ବିଭିନ୍ନ ଯନ୍ତ୍ରପାତି ମଧ୍ୟ ରିହାତିରେ ଦେଉଛନ୍ତି। ହେଲେ ବିଡମ୍ବନାର…

ସାଧାରଣତନ୍ତ୍ର ଦିବସ ଅବସରରେ ଶେୟାର ବଜାର ବନ୍ଦ, ଆଜିଠାରୁ ୩ଦିନ ଯାଏ ହେବ ନାହିଁ କାରବାର

ନୂଆଦିଲ୍ଲୀ,୨୬।୧: ଆଜି ଅର୍ଥାତ୍‌ ୨୬ ଜାନୁଆରୀରେ ସମଗ୍ର ଦେଶରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି। ଏହି ଜାତୀୟ ମହୋତ୍ସବରେ ଦେଶର ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ ଏବଂ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ଯଦି ଆପଣ ଷ୍ଟକ ମାର୍କେଟରେ ଟଙ୍କା ବିନିଯୋଗ କରନ୍ତି,…

ସାମାନ୍ୟ ବର୍ଷାରେ ଗୋଡ଼ି, ମାଟି ଧୋଇଗଲା

ଢେଙ୍କିକୋଟ,୨୬ା୧(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲାର ଲାଇଫ୍‌ ଲାଇନ କୁହାଯାଉଥିବା ପାଣିକୋଇଲି ଠାରୁ ରଜାମୁଣ୍ଡା ୨୦ ନମ୍ବର ରାଜପଥ କଡ଼ ସାଧାରଣ ବର୍ଷାରେ ଧୋଇଯାଇଛି। ବୁଧବାର ହୋଇଥିବା ଝିପିଝିପି ବର୍ଷାରେ ଢେଙ୍କିକୋଟ ବଜାର ମଧ୍ୟ ଦେଇ ଯାଇଥିବା ରାସ୍ତା କଡ଼ରୁ ମାଟି ଗୋଡି…

ଘାସ ପୋଷାକ ପିନ୍ଧି ପୋଲିସ କ୍ୟାମ୍ପରେ ରକେଟ୍‌ ଲଞ୍ଚର ମାଡ଼

ମାଲକାନଗିରି,୨୬ା୧(ଦୁର୍ଯ୍ୟୋଧନ ପାତ୍ର): ମାଓବାଦୀ ଦମନ ନେଇ ପୋଲିସ ଡାଳେ ଡାଳେ ଗଲେ ମାଓବାଦୀ ପତ୍ରେ ପତ୍ରେ ଯାଇ ତାକୁ ଭଣ୍ଡୁର କରିବାକୁ ଚେଷ୍ଟା କରୁଛନ୍ତି। ପୋଲିସ ଫୋର୍ସ ଓ କ୍ୟାମ୍ପ ଉପରେ ଆକ୍ରମଣ କରିବାର ନୂଆ ତରିକା ଆପଣେଇଛନ୍ତି ମାଓବାଦୀ। ଏବେ…

ବଦଳିପାରେ ଭୋଟ ସମୀକରଣ

ଯାଜପୁର,୨୬ା୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ସୁକିନ୍ଦା ବିଧାନସଭା ନିର୍ବାଚନମଣ୍ଡଳୀରେ ଘଡ଼ାଇ ପରିବାରର ପ୍ରଭାବ ୧୯୯୦ରୁ ରହିଆସିଛି। ପ୍ରଫୁଲ୍ଲ ଘଡ଼ାଇ ଏଠାରୁ ୫ ଥର ନିର୍ବାଚିତ ହୋଇ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇଥିଲେ। ୨୦୧୪ ଓ ୨୦୧୯ରେ ତାଙ୍କ ପୁଅ ପ୍ରୀତିରଞ୍ଜନ…

ଶିକ୍ଷକ ଭବନ ଶିଳାନ୍ୟାସକୁ ପୂରିଲାଣି ୨୬ ମାସ

ନୂଆଗାଁ ,୨୬ା୧(ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଶିକ୍ଷକ ଭବନ ଗୃହ ନିର୍ମାଣ ପାଇଁ ଦଶପଲ୍ଲା ବିଧାୟକ ଭୂମି ପୂଜା କରିବାର ଦୀର୍ଘ ୨୬ ମାସ ବିତି ଯାଇଥିଲେ ମଧ୍ୟ ଅଦ୍ୟାବଧି ତାହା ଅଧାପନ୍ତରିଆ ଭାବେ ପଡି ରହିଛି। ଏପରିକି…

ଜନ୍ମର ୧୯ ବର୍ଷ ପରେ ଟିକ୍ ଟକ୍ ପାଇଁ ଏକାଠି ହେଲେ ଯାଆଁଳା ଭଉଣୀ, ସିନେମାର କାହାଣୀ ପରି ହେଲା ଭେଟ

ନୂଆଦିଲ୍ଲୀ,୨୬ା୧: ବଲିଉଡ ବ୍ଲକବଷ୍ଟର ଫିଲ୍ମ ‘ସୀତା ଏବଂ ଗୀତା’ ପରି ସମାନ କାହାଣୀ ବାସ୍ତବ ଜୀବନରେ ଦେଖିବାକୁ ମିଳିଛି। ପୂର୍ବ ୟୁରୋପୀୟ ଦେଶ ଜର୍ଜିଆରୁ ପୃଥକ ଏବଂ ପୁନଃମିଳନର ଏକ ଅଦ୍ଭୁତ କାହାଣୀ ସାମ୍ନାକୁ ଆସିଛି। ଜନ୍ମ ସମୟରେ ଅଲଗା ହୋଇଥିବା…

୧୩ ବର୍ଷରେ ଗଲାଣି ୧୨ହାତୀର ଜୀବନ

ନୟାଗଡ଼,୨୬।୧(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡରେ ସଙ୍କଟରେ ଗଜରାଜ। ୧୩ ବର୍ଷରେ ୧୨ ହାତୀର ମୃତ୍ୟୁ ଚିନ୍ତାର କାରଣ ପାଲଟିଛି। ଏଥିରୁ ଅଧିକାଂଶ ହାତୀକୁ ଶିକାର କରାଯାଉଥିବା ଅଭିଯୋଗ ରହିଛି । ଗୁରୁବାର ପୁଣି ଏକ ଦନ୍ତାହାତୀର ଗଳିତ ମୃତଦେହ ଠାବ ହୋଇଛି…

ଜିମ୍ବାୱେର ୨ ଖେଳାଳିଙ୍କ ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୨୬।୧: ଗତ ମାସରେ ଜିମ୍ବାୱେ ଖେଳାଳି ୱେସଲି ମାଧେୱେରେ ଏବଂ ବ୍ରେଣ୍ଡନ ମାବୁଟୁଆ ନିଷିଦ୍ଧ ଡ୍ରଗ୍ସ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଯାହା ପରେ ଟେଷ୍ଟରେ ଉଭୟଙ୍କ ଦ୍ୱାରା ନିଷିଦ୍ଧ ଡ୍ରଗ୍ସର ବ୍ୟବହାର ନିଶ୍ଚିତ ହୋଇଥିଲା। ବର୍ତ୍ତମାନ ଜିମ୍ବାୱେ କ୍ରିକେଟ ଦଳ…

ଅଯୋଧ୍ୟାରେ ଧାର୍ମିକ ପର୍ଯ୍ୟଟନ ବୃଦ୍ଧି ହେତୁ ୨ ଲକ୍ଷ ଲୋକ ପାଇବେ ରୋଜଗାର

ଅଯୋଧ୍ୟା,୨୬।୧: ଅଯୋଧ୍ୟାରେ ୨୨ ଜାନୁଆରୀରେ ପ୍ରଭୁ ରାମଲାଲା ଭବ୍ୟ ମନ୍ଦିରରେ ବିରାଜମାନ କରିଛନ୍ତି। ପ୍ରାଣ ପ୍ରତିଷ୍ଠା ସମାରୋହରେ ହଜାର ହଜାର ଲୋକ ଅଂଶଗ୍ରହଣ କରିଥିଲେ, ଏହା ପରେ ମନ୍ଦିରରେ ଦର୍ଶନ କରିବା ପାଇଁ ଲୋକଙ୍କ ଏକ ବିରାଟ ଧାଡି ରହିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?