Home Left

ପୁଣି ଛଟେଇ କରିବ ବାଇଜୁ

ନୂଆଦିଲ୍ଲୀ,୨୭।୯: ପୁଣି ଥରେ ଛଟେଇ କରିବ ବାଇଜୁ। ଏଥର କମ୍ପାନୀ ୪୦୦୦-୪୫୦୦ କର୍ମଚାରୀ ଛଟେଇ କରିବାକୁ ଯାଉଛି। ନୂଆ ସିଇଓ ଭାବେ ଅର୍ଜୁନ ମୋହନ ଦାୟିତ୍ୱ ଗ୍ରହଣ କରିବା ପରେ ନୂଆ ରଣନୀତି ଭାବେ କମ୍ପାନୀ ଏବେ ଆଗକୁ ବଢ଼ିବାକୁ ଚେଷ୍ଟା…

ଶୁଟିଂରେ ଆଉ ଏକ ପଦକ ଜିତିଲା ଭାରତ: ୨୨ରେ ପହଞ୍ଚିଲା ପଦକ ସଂଖ୍ୟା

ହାଙ୍ଗଝୋ,୨୭।୯: ଏସୀୟ ଗେମ୍ସ ୨୦୨୩ରେ ଭାରତ ଭଲ ପ୍ରଦର୍ଶନ କରୁଛି। ବୁଧବାର ଶୁଟିଂରେ ଅନନ୍ତଜିତ୍‌ ସିଂ ୫୮ ସ୍କୋର ସହ ପୁରୁଷ ସ୍କିଟ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ କୁଏତର ଅବଦୁଲ୍ଲା ଅଲ ରସିଡି ୬୦ ରୁ ୬୦…

ବାଇଡେନଙ୍କ କୁକୁର ଆକ୍ରମଣରେ ଆମେରିକାର ଗୁପ୍ତ ସେବା କର୍ମଚାରୀ ଆହତ

ଓ୍ବାଶିଂଟନ,୨୭ା୯: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ କୁକୁର ‘କମାଣ୍ଡର’ ଅନ୍ୟ ଜଣେ ଆମେରିକାର ଗୁପ୍ତ ସେବା କର୍ମଚାରୀଙ୍କୁ କାମୁଡ଼ି ଦେଇଛି। ଚାରି ମାସ ମଧ୍ୟରେ ଏହା ହେଉଛି ୧୧ତମ ଆକ୍ରମଣ। ଗୁପ୍ତ ସେବା କର୍ମଚାରୀଙ୍କୁ ବାଇଡେନଙ୍କ କୁକୁର ସୋମବାର ହ୍ବାଇଟ୍‌ ହାଉସ୍‌ରେ…

ଦେଶର ନାଗରିକ ଦିନକୁ ୨ ବେଳା ଖାଇବା ପାଇଁ କରୁଛନ୍ତି ସଂଘର୍ଷ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୭।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ଆନନ୍ଦ ବିହାର ରେଳ ଷ୍ଟେଶନରେ କୁଲିମାନଙ୍କ ସହିତ ହୋଇଥିବା ବାର୍ତ୍ତାଳାପର ଏକ ଭିଡିଓ ଶେୟାର କରି ବେକାରୀ ଏବଂ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ ଉଠାଇଛନ୍ତି। ରାହୁଲ ୨୧ ସେପ୍ଟେମ୍ବରରେ ଆନନ୍ଦ ବିହାର ରେଳ…

ମୌଳିକ ସୁବିଧାରୁ ବଞ୍ଚିତ ୧୮ ଗାଁର ଲୋକେ, ଜିଲାପାଳଙ୍କୁ ଭେଟି ଜଣାଇଲେ ସମସ୍ୟା

ଛତ୍ରପୁର,୨୭ା୯(ସନ୍ତୋଷ ପାଢ଼ୀ): ସ୍ବାଧୀନତାର ୭୫ ବର୍ଷ ପରେ ବି ଗଞ୍ଜାମ ଜିଲାର ୧୮ଟି ଆଦିବାସୀ ଗ୍ରାମର ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବା ନେଇ ଗ୍ରାମବାସୀ ଲିଖିତ ଭାବେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଗଞ୍ଜାମ ଜିଲା ଖଲ୍ଲିକୋଟ ତହସିଲ ଅନ୍ତର୍ଗତର…

ଏହି ବ୍ୟକ୍ତି ନ ଥିଲେ ବିଶ୍ୱକୁ ମିଳି ନ ଥାନ୍ତା ‘ଗୁଗୁଲ୍‌’…

ନୂଆଦିଲ୍ଲୀ,୨୭।୯: ଗୁଗୁଲ ଏକ ସର୍ଚ୍ଚ ଇଞ୍ଜିନ। ଏଥିଯୋଗୁ ସାଧାରଣ ଲୋକଙ୍କ ଜୀବନରେ ବିରାଟ ପରିବର୍ତ୍ତନ ଘଟିଛି। କୌଣସି ବିଷୟରେ ଜାଣିବା ଲାଗି ହେଉ ଅଥବା କିଛି କିଣିବା, ପଢ଼ିବା ଲାଗି ତୁରନ୍ତ ଗୁଗୁଲ୍‌ କରିବାକୁ ପସନ୍ଦ କରୁଛନ୍ତି ଲୋକେ। ୧୯୯୮ରେ ଆରମ୍ଭ…

ଟେକ୍‌ ସିଇଓ ପାଭା ଲାପେରେଙ୍କୁ ହତ୍ୟା

ନ୍ୟୁୟର୍କ,୨୭।୯: ଆମେରିକାର ଟେକ ସିଇଓ ପାଭା ଲାପେରେଙ୍କୁ ହତ୍ୟା କରାଯାଇଛି। ଏକ ଆପାର୍ଟମେଣ୍ଟରୁ ତାଙ୍କ ମୃତଦେହ ମିଳିଛି। ତାଙ୍କ ମୁଣ୍ଡରେ ଆଘାତ ଚିହ୍ନ ଦେଖିବାକୁ ମିଳିଛି। ଇକୋମ୍ୟାପ ଟେକ୍ନୋଲୋଜିର ସହ-ପ୍ରତିଷ୍ଠାତା ପାଭା ଲାପେରେ ବାଲଟିମୋର ସହରର ଏକ ଆପାର୍ଟମେଣ୍ଟରେ ତାଙ୍କ ମୃତଦେହ…

କଇଁଛ ପିଠିରେ ବସି ମଜା ନେଉଛି କୁକୁରଛୁଆ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ କୁକୁରର ଏକ ସୁନ୍ଦର ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସେ ଏକ କଇଁଛ ପିଠିରେ ବସିଥିବା ନଜର ଆସିଛି। ଭିଡିଓରେ କୁକୁରଛୁଆଟି କଇଁଛର ପଛପଟୁ ଆସି ତା’ ପିଠିରେ ବସିବା ପାଇଁ ଅନେକ ଚେଷ୍ଟା କରି ବିଫଳ ହେବା…

ଗୋଧ୍ରା ଘଟଣାବେଳେ ସରକାର ଚଳାଇବାରେ ମୋର ଅଭିଜ୍ଞତା ନ ଥିଲା: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୭।୯: ଭାଏବ୍ରାଣ୍ଟ୍‌ ଗୁଜରାଟ ସମ୍ମିଳନୀର ୨୦ ବର୍ଷ ସମାପ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସେ ଗୋଧ୍ରା ଘଟଣାକୁ ମନେ ପକାଇ ସେହି ସମୟରେ ତାଙ୍କର ସରକାର ଚଳାଇବାରେ ତାଙ୍କର ଅଭିଜ୍ଞତା ନ ଥିଲା…

କାଙ୍ଗାଳ ପାକିସ୍ତାନର ଅମ୍ବାନୀ ହେଉଛନ୍ତି ଏହି ବ୍ୟକ୍ତି, ୧ ଲକ୍ଷ କୋଟି ସମ୍ପତ୍ତିର ମାଲିକ…

ଭାରତର ପଡ଼ୋଶୀ ଦେଶ ପାକିସ୍ତାନ କାଙ୍ଗାଳ ହୋଇସାରିଛି। ଦେଶରେ ପ୍ରତିଟି ଜିନିଷର ଦରଦାମ ଆକାଶଛୁଆଁ ହୋଇଛି। ଅଟା କିଲୋପିଛା ୨୫୦ ଟଙ୍କା ଥିବା ବେଳେ ଚାଉଳ ୩୩୦ ଟଙ୍କା, କ୍ଷୀର ୧୯୨ ଟଙ୍କା ଏବଂ ଚିକେନ କିଲୋ ପିଛା ୫୦୦ ଟଙ୍କା…

ଉଦୟନିଧିଙ୍କ ଅଡ଼ୁଆ ବଢିଲା: ସୁପ୍ରିମକୋର୍ଟରେ ତାଙ୍କ ବିରୋଧରେ ହୋଇଥିବା ଆବେଦନ ହେବ ଶୁଣାଣି

ନୂଆଦିଲ୍ଲୀ,୨୭।୯: ତାମିଲନାଡୁର ମନ୍ତ୍ରୀ ତଥା ଡିଏମକେ ନେତା ଉଦୟନିଧି ଷ୍ଟାଲିନ ଏ ରାଜା ଏବଂ ଅନ୍ୟ ଦଳର ନେତାଙ୍କ ସନାତନ ଧର୍ମ ବିରୋଧୀ ବିବୃତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଶୁଣାଣି ପାଇଁ ଏହି ସମସ୍ତ ଲୋକଙ୍କ ବିରୋଧରେ ସୁପ୍ରିମକୋର୍ଟ ଆଉ…

ପୁରୁଣା ଡ୍ରେନ୍‌ ଉପରେ ନୂଆ କାର୍ଯ୍ୟ ନେଇ ଅସନ୍ତୋଷ

ଦାରିଙ୍ଗବାଡ଼ି,୨୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରୁ ସିକାକେତା ପର୍ଯ୍ୟନ୍ତ ୧୫ କିମି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ୨୦୨୨ ଜୁନ୍‌ରୁ ଆରମ୍ଭ କରାଯାଇଥିବା କାର୍ଯ୍ୟ ଅତି ନିମ୍ନମାନର କରାଯାଉଥିବା ବେଳେ ବିଳମ୍ବ ହେଉଛି। ଫଳରେ ଲାଇଫ୍‌ଲାଇନ୍‌ କୁହାଯାଉଥିବା ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri