Home Left

ଏଚ୍‌ଏମ୍‌ଏସ୍‌ଆଇର ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ୱର,୨୨।୮: ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ସ୍ବତନ୍ତ୍ର ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ବିଗ୍‌ୱିଙ୍ଗ୍‌ ଗ୍ରାହକମାନଙ୍କ ପାଇଁ ‘ବର୍ଦ୍ଧିତ ୱାରେଣ୍ଟି ଓ ବର୍ଦ୍ଧିତ ୱାରେଣ୍ଟିି ପ୍ଲସ୍‌’ କାର୍ଯ୍ୟକ୍ରମର ସର୍ବଭାରତୀୟ ଶୁଭାରମ୍ଭ ମଧ୍ୟ କରାଯାଇଛି। ଏପରି କି ଏହାର…

ଶେୟାର ବଜାର କାରବାରରେ ଉତ୍ସାହ

ଭୁବନେଶ୍ୱର,୨୨।୮: ଗତ କିଛି ସପ୍ତାହ ହେବ ଭାରତୀୟ ଶେୟାର ବଜାର କାରବାରରେ ଅସ୍ଥିରତା ଲାଗି ରହିଛି। ଏପରି କି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସ (ଷ୍ଟକ୍‌ବଜାର) ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି…

‘ଆଇରନମ୍ୟାନ୍‌ଙ୍କ ସାହସ ଯୁବ କ୍ରୀଡ଼ାବିତ୍‌ଙ୍କ ପାଇଁ ପ୍ରେରଣା’

ଭୁବନେଶ୍ୱର, ୨୨।୮(ତପନ ସ୍ବାଇଁ):କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ସୋମବାର ଓଡ଼ିଶାର ୩ ଆଇରନମ୍ୟାନ୍‌ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଦୁଃସାହସିକ ପ୍ରଦର୍ଶନ କରି ଟ୍ରାଇଥଲନ ଚ୍ୟାଲେଞ୍ଜ୍‌ର ସମ୍ମୁଖୀନ ହୋଇଥିବା ଏହି ୩ କ୍ରୀଡ଼ାବିତ୍‌ ହେଲେ ସୌଭାଗ୍ୟ ରଥ, ରଞ୍ଜନ କୁମାର ସାହୁ ଓ ବିଜୟ କୁମାର…

ଜୟଶଙ୍କରଙ୍କ ସମେତ ୯ ରାଜ୍ୟ ସଭା ସଦସ୍ୟ ଶପଥ ନେଲେ

ନୂଆଦିଲ୍ଲୀ,୨୨ା୮: ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ସମେତ ୯ ନବନିର୍ବାଚିତ ରାଜ୍ୟ ସଭା ସଦସ୍ୟ ସୋମବାର ଶପଥ ଗ୍ରହଣ କରିଛନ୍ତି। ପାର୍ଲାମେଣ୍ଟ ଭବନ ରାଜ୍ୟ ସଭା ଚାମ୍ବରରେ ଅଧ୍ୟକ୍ଷ ଜଗଦୀପ୍‌ ଧନ୍‌କର ସେମାନଙ୍କୁ ଶପଥ ପାଠ କରାଇଥିଲେ। ଜୟଶଙ୍କର ଦ୍ୱିତୀୟ ଥର ପାଇଁ…

ସରକାରୀ ବାବୁଙ୍କୁ କୋର୍ଟ ସମନ ଲାଗି ଗାଇଡ୍‌ଲାଇନ ଆସିବ

ନୂଆଦିଲ୍ଲୀ,୨୨ା୮: ସରକାରୀ ବାବୁମାନଙ୍କୁ କୋର୍ଟ ସମନ ଜାରି ଲାଗି ସୁପ୍ରିମକୋର୍ଟ ଗାଇଡ୍‌ଲାଇନ ଜାରି କରିବେ। ଅଦାଲତଗୁଡ଼ିକ ସମନ କଲାବେଳେ ଉକ୍ତ ଗାଇଡ୍‌ଲାଇନକୁ ଅନୁସରଣ କରିବାକୁ ହେବ। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ ଜେ.ବି. ପର୍‌ଡିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ କହିଛନ୍ତି,…

୬୦ ପ୍ରତିଶତ କରୋନା ରୋଗୀଙ୍କ ଜୀବନ ବଞ୍ଚାଇଛି ଟିକା

ନୂଆଦିଲ୍ଲୀ,୨୨।୮: ପ୍ରାୟ ୬.୫ ପ୍ରତିଶତ କରୋନା ରୋଗୀ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ମୃତ୍ୟୁବରଣ କରିଛନ୍ତି। କରୋନା ସଂକ୍ରମଣ ହେବା ପରେ ଯେଉଁମାନେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ସେମାନଙ୍କଠାରେ ସଂକ୍ରମଣର ପ୍ରଭାବ ଦୀର୍ଘ ସମୟ ଧରି ଦେଖାଯାଇଥିଲା। ଡାକ୍ତରଖାନାରୁ…

ରାଣୀ, ସର୍ଦ୍ଦାର ପ୍ରଶିକ୍ଷକ

ଭୁବନେଶ୍ୱର,୨୨ା୮(ସରୋଜ ଜେନା): ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ସୋମବାର ଠାରୁ ଆରମ୍ଭ ହୋଇଛି ଜାତୀୟ ସବ୍‌ଜୁନିୟର ଜାତୀୟ ହକି କ୍ୟାମ୍ପ। ପୂର୍ବତନ ଭାରତୀୟ ଖେଳାଳି ସର୍ଦ୍ଦାର ସିଂ ଓ ରାଣୀ ରାମପାଲଙ୍କ ଅଧୀନରେ ୮୦ରୁ ଅଧିକ ଖେଳାଳି…

ଅନ୍ତିମ ସଂସ୍କାର ସରିଥିବା ଝିଅଙ୍କ ଆସିଲା ଫୋନ୍‌ କଲ୍‌

ପାଟନା,୨୨।୮: ଝିଅର ମୃତଦେହ ଅନ୍ତିମ ସଂସ୍କାର କରି ଦୁଃଖରେ ମ୍ରିୟମାଣ ହୋଇଥିବା ଏକ ପରିବାର ଲାଗି ଫୋନ୍‌ କଲ୍‌ ଖୁସି ଆଣିଦେଇଛି। ଫୋନରେ ଯେତେବେଳେ ଝିଅ କହିଛି ବାପା ମୁଁ ଜୀବିତ, ସେତେବେଳେ ପୂରା ପରିବାର ଖୁସିରେ ଆତ୍ମହରା ହୋଇଛନ୍ତି। ଏଭଳି ଏକ…

୭ ଶିଶୁଙ୍କୁ ମାରିଥିବା ନର୍ସଙ୍କୁ ଆଜୀବନ ଜେଲ

ଲଣ୍ଡନ,୨୨ା୮: ଉତ୍ତର ଇଂଲଣ୍ଡର ଏକ ହସ୍ପିଟାଲରେ ୭ ନବଜାତ ଶିଶୁଙ୍କୁ ହତ୍ୟା କରିବା ସହ ଅନ୍ୟ ୬ ଜଣଙ୍କୁ ମାରିଦେବା ପାଇଁ ଉଦ୍ୟମ କରିଥିବା ନର୍ସ ଲୁସି ଲେଟ୍‌ବିଙ୍କୁ ବ୍ରିଟେନ୍‌ର ଏକ ଅଦାଲତ ସୋମବାର ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ୩୩ ବର୍ଷୀୟା…

ଟ୍ରାଏଲ୍ସ ପାଇଁ ବଜରଙ୍ଗଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨ା୮: କୁସ୍ତି ବିଶ୍ୱ ଚାମ୍ପିୟନଶିପ ଟ୍ରାଏଲ୍ସରେ ଯୋଗ ଦେବା ପାଇଁ ଅଲିମ୍ପିକ୍ସ ପଦକ ବିଜେତା ବଜରଙ୍ଗ ପୁନିଆଙ୍କୁ ନିର୍ଦ୍ଦେଶ ଦେଇଛି ଭାରତୀୟ କ୍ରୀଡା ପ୍ରାଧିକରଣ(ସାଇ)। ଅଗଷ୍ଟ ୨୫ ଓ ୨୬ ତାରିଖରେ ବିଶ୍ୱ କୁସ୍ତି ଚାମ୍ପିୟନଶିପ୍‌ର ଟ୍ରାଏଲ୍ସ ଅନୁଷ୍ଠିତ ହେବ। ହାଙ୍ଗଝୌ…

ଇସ୍ରୋ ନିଯୁକ୍ତି ପରୀକ୍ଷାରେ କପି କରି ୨ ଗିରଫ

ଥିରୁଭାନନ୍ତପୁରମ୍‌,୨୨।୮: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ)ରେ ନିଯୁକ୍ତି ଲାଗି ଅନୁଷ୍ଠିତ ପରୀକ୍ଷାରେ କପି କରି ୨ଜଣ ଧରାପଡ଼ିଛନ୍ତି। ସେମାନେ ହେଲେ ହରିୟାଣାର ସୁନୀଲ କୁମାର ଓ ମନୋଜ କୁମାର। ରବିବାର ଥିରୁଭାନନ୍ତପୁରମଠାରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଉଭୟ ଅଭିଯୁକ୍ତଙ୍କୁ ଭିନ୍ନ…

ଲୁସେଲରେ ଉଦ୍‌ଘାଟନୀ ଓ ଫାଇନାଲ

କୁଆଲାଲମ୍ପୁର,୨୨ା୮ : ଏଏଫ୍‌ସି ଏସିଆନ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ଉଦ୍‌ଘାଟନୀ ଓ ଫାଇନାଲ କାତାରର ଆଇକନିକ ଲୁସେଲ ଷ୍ଟାଡିୟମରେ ହେବ ବୋଲି ସ୍ଥାନୀୟ ଆୟୋଜକ କମିଟି ସୋମବାର ଘୋଷଣା କରିଛି। ଏହି ଷ୍ଟାଡିୟମରେ ଗତବର୍ଷ ବିଶ୍ୱକପ୍‌ ଫାଇନାଲ ଅନୁଷ୍ଠିତ ହୋଇଥିଲା। ଆସନ୍ତାବର୍ଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri