ପୁଣି ବଢିଲା ଅଭିଷେକ ବାନାର୍ଜୀଙ୍କ ଅଡୁଆ
କୋଲକତା,୨୩।୮:ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ତଥା ଟିଏମ୍ସି ଏମ୍ପି ଅଭିଷେକ ବାନାର୍ଜୀ ଅଡୁଆ ବଢିବାରେ ଲାଗିଛି। ଅଭିଷେକଙ୍କ କମ୍ପାନୀର ପରିସରରେ ବୁଧବାର ଚଢାଉ କରିଛି ଇଡି। ଚଢାଉ ପରେ କିଛି ଦଲିଲ ଜବତ କରାଯାଇଛି। ପଶ୍ଚିମବଙ୍ଗର ଶିକ୍ଷକ ନିଯୁକ୍ତି ‘ସ୍କାମ’ରେ…
ଭଣଜାଙ୍କ କାନ୍ଧରେ ହାତ ରଖିଲେ ମାୟାବତୀ, କହିଲେ-୨୦୨୪ ନିର୍ବାଚନ ଏକତରଫା ହେବନାହିଁ
ଲକ୍ଷ୍ନୌ,୨୩।୮: ବହୁଜନ ସମାଜବାଦୀ ପାର୍ଟି ପ୍ରମୁଖ ମାୟାବତୀ ଅନ୍ୟ କୌଣସି ଦଳ ସହ ମେଣ୍ଟ ନ କରି ୨୦୨୪ ଲୋକ ସଭା ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଲକ୍ଷ୍ନୌରେ ବୁଧବାର ହୋଇଥିବା ବୈଠକରେ ମାୟାବତୀଙ୍କ ଭାଇ ଆନନ୍ଦ କୁମାର ଏବଂ ଭଣଜା…
ଓଲମା ସଶସ୍ତ୍ର ଡକାୟତି ଘଟଣା: ୪ କୋର୍ଟ ଚାଲାଣ
କୋକସରା,୨୩ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଓଲମା ଗାଁର ଧନଞ୍ଜୟ ସାହୁଙ୍କ ଘରେ ରବିବାର ରାତିରେ ଡକାୟତ ଗ୍ୟାଙ୍ଗ ଲୁଟ୍ କରି ଫେରାର ହୋଇଯିବା ଘଟଣାରେ ବୁଧବାର କୋକସରା ପୋଲିସ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…
ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ଶ୍ରୀଲଙ୍କା ବିମାନ
ନୂଆଦିଲ୍ଲୀ,୨୩।୮: କଲମ୍ବୋରୁ ଆସୁଥିବା ଶ୍ରୀଲଙ୍କା ଏୟାରଲାଇନ୍ସର ଏକ ବିମାନ ହାଇଡ୍ରୋଲିକ ସମସ୍ୟା ହେତୁ ବୁଧବାର ସାରେ ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା। ବିମାନରେ ୧୪୦ରୁ ଅଧିକ ଲୋକ ଥିଲେ। ବିମାନଟି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀ…
ସନ୍ନି ଦେଓଲଙ୍କ ଆଖିରେ ଲୁହ
‘ଗଦର-୨’ ବକ୍ସ ଅଫିସରେ ସୁପରହିଟ୍ ସାବ୍ୟସ୍ତ ହୋଇଛି। ସନି ଦେଓଲଙ୍କ ଅଭିନୀତ ଏହି ଫିଲ୍ମ ଭାରତ ସମେତ ବିଦେଶରେ ବି ଜବରଦସ୍ତ ଆୟ କରୁଛି। ‘ଗଦର ୨’ ରିଲିଜର ୧୨ ଦିନ ମଧ୍ୟରେ ୪୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି।…
ଡବଲିନ୍ରେ ବର୍ଷା, ଟସ୍ରେ ବିଳମ୍ବ
ଡବଲିନ,୨୩।୮: ବର୍ଷା ଯୋଗୁ ପ୍ରଭାବିତ ହୋଇପାରେ ଭାରତ-ଆୟର୍ଲାଣ୍ଡ ୩ୟ ଟି୨୦। ପୂର୍ବରୁ ପ୍ରଥମ ଟି୨୦ ମଧ୍ୟ ପ୍ରଭାବିତ ହୋଇଥିଲା। ପରେ ଡିଏଲ୍ଏସ୍ ନିୟମାନୁଯାୟୀ ଭାରତ ବିଜେତା ହୋଇଥିଲା। ତେବେ ବୁଧବାର ମଧ୍ୟ ବର୍ଷା ହେଉଥିବାରୁ ନିର୍ଦ୍ଧାରିତ ସମୟରେ ଟସ୍ ପଡ଼ିପାରି ନାହିଁ।…
ସିଏସ୍ପି ପ୍ଲସ୍ରେ ଅଗ୍ରାଧିକାର ଭାବେ ନିଯୁକ୍ତି ଦାବି
କୋକସରା,୨୩ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦୀର୍ଘ ୧୦ବର୍ଷ ହେଲା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଗ୍ରାହକ ସେବା କେନ୍ଦ୍ରଗୁଡ଼ିକ ଖୋଲାଯାଇ ଲୋକଙ୍କୁ ବିଭିନ୍ନ ସେବା ଯୋଗାଇ ଦିଆଯାଉଛି। ବ୍ୟାଙ୍କ ମିତ୍ର ଭାବେ କାମ କରୁଥିବା ଏଜେଣ୍ଟମାନେ ସରକାରଙ୍କ ବିଭିନ୍ନ ଯୋଜନା ଯଥା କାଳିଆ,…
ଭାରତୀୟ ଖେଳାଳି ଦେଖିଲେ ଚନ୍ଦ୍ରୟାନ-୩ ଲ୍ୟାଣ୍ଡିଂ, ଭିଡିଓ ଶେୟାର କଲା ବିସିସିଆଇ
ଡବଲିନ,୨୩।୮: ଭାରତ-ଆୟର୍ଲାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜର ତୃତୀୟ ମୁକାବିଲା ବୁଧବାର ଖେଳାଯିବ। ଜସପ୍ରିତ ବୁମ୍ରାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ସିରିଜରେ କ୍ଲିନ୍ ସୁଇପ୍ ଆଶା ରଖିଛି। ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ ଖେଳାଳି ଚନ୍ଦ୍ରୟାନ-୩ ମିଶନକୁ ଦେଖିଛନ୍ତି।…
ଉପରକୁ ଉଠିଲେ ଶୁଭମନ ଗିଲ
ନୂଆଦିଲ୍ଲୀ,୨୩।୮: ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ ଭାରତ ଓପନର୍ ଶୁଭମନ ଗିଲ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି। ବ୍ୟାଟ୍ସମ୍ୟାନ ମାନ୍ୟତାରେ ଗିଲ ଚତୁର୍ଥ ସ୍ଥାନରେ ରହିଛନ୍ତି। ଗିଲଙ୍କ ବ୍ୟତୀତ ବିରାଟ କୋହଲି ନବମ ସ୍ଥାନରେ ଅଛନ୍ତି। ବୋଲରଙ୍କ ମଧ୍ୟରେ ମହମ୍ମଦ ସିରାଜ ଗୋଟିଏ…
ରୁଷିଆ, ଆମେରିକା ଏବଂ ଚାଇନାକୁ ପଛରେ ପକାଇଲା ଭାରତ
ନୂଆଦିଲ୍ଲୀ,୨୩।୮: ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଆଜି ଗର୍ବର ଦିନ। ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ର ମିଶନ ‘ଚନ୍ଦ୍ରୟାନ-୩’ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ‘ସଫ୍ଟ ଲ୍ୟାଣ୍ଡିଂ’ କରିଛି। ଏହି ଅପୂର୍ବ ସଫଳତା ସହିତ ଭାରତ ଇତିହାସ ସୃଷ୍ଟି କରିଛି। ଦକ୍ଷିଣ…
ବ୍ରିକ୍ସ ବିସ୍ତାରକୁ ଭାରତ ସମ୍ପୂର୍ଣ୍ଣ ରୂପେ କରୁଛି ସମର୍ଥନ: ମୋଦି
ଜୋହାନ୍ସବର୍ଗ,୨୩।୮: ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଓ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ରାଷ୍ଠ୍ର ସମୂହ ବ୍ରିକ୍ସର ପଞ୍ଚଦଶ ସମ୍ମିଳନୀର ଦ୍ୱିତୀୟ ଦିନରେ ସର୍ବଦଳୀୟ ଅଧିବେଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଯେ, ପ୍ରାୟ ଦୁଇ ଦଶନ୍ଧି…
ଭାରତକୁ ପ୍ରଶଂସା କଲେ ଏଲନ ମସ୍କ
ନୂଆଦିଲ୍ଲୀ,୨୩।୮: ଚନ୍ଦ୍ରୟାନ-୩ ଆଉ କିଛି ସମୟ ପରେ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ। ଏହି ସମୟ ମଧ୍ୟରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)କୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି। କାରଣ ଚନ୍ଦ୍ରୟାନ-୩ର ବଜେଟ ଅନ୍ୟ ଦେଶର ମିଶନଠାରୁ କମ…
Archives


