Home Left

ଡିସେମ୍ବରରେ ରିଲିଜ ହେବ ସାଲାର

ମୁମ୍ବାଇ: ଶାହରୁଖ ଖାଁଙ୍କ ‘ପଠାନ’ ଏବଂ ‘ଯବାନ’ ବ୍ଲକବଷ୍ଟର ହୋଇସାରିବା ପରେ ଏବେ ଅଭିନେତା ରାଜକୁମାର ହିରାନୀଙ୍କ ମୁଭି ‘ଡଙ୍କି’ ରିଲିଜ ପାଇଁ ପ୍ରସ୍ତୁତ ହେଉଛନ୍ତି। ସମସ୍ତ କଳ୍ପନାଜଳ୍ପନା ମଧ୍ୟରେ ଏବେ ନିଶ୍ଚିତ ହୋଇଛି ଯେ ଏହି ଖ୍ରୀଷ୍ଟମାସରେ ଶାହାରୁଖ ଖାଁ…

ଚର୍ଚ୍ଚାରେ ଏହି ୬ ଫୁଟ ୯ ଇଞ୍ଚର ଭାରତୀୟ ବୋଲର୍‌, ବୋଲିଂ ଦେଖି ପାକିସ୍ତାନ ଖେଳାଳି ଚକିତ…

ହାଇଦ୍ରାବାଦ,୨୯।୯: ଦିନିକିଆ ବିଶ୍ୱକପ୍‌ ଲାଗି ଭାରତରେ ପହଞ୍ଚି ସାରିଛି ପାକିସ୍ତାନ କ୍ରିକେଟ ଟିମ୍‌। ଦଳ ପହଞ୍ଚିବାର ୧୨ ଘଣ୍ଟା ପରେ ନିଜର ପ୍ରଥମ ଅଭ୍ୟାସ ସେଶନ୍‌ରେ ଭାଗ ନେଇଥିଲା। ଏହି ସମୟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ହାଇଦ୍ରାବାଦର ୬ଫୁଟ ୯ ଇଞ୍ଚ…

ଏଏପି ଇଣ୍ଡିଆ ମେଣ୍ଟ ସହ ଅଛି: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୯।୯: ୨୦୧୫ ଡ୍ରଗ୍ସ ମାମଲାରେ ପଞ୍ଜାବ ପୋଲିସ କଂଗ୍ରେସ ବିଧାୟକ ସୁଖପାଲ ସିଂ ଖେରାଙ୍କୁ ଗିରଫ କରିଛି। ଏହି ଗିରଫ ପରେ ପଞ୍ଜାବର ଆମ ଆଦମୀ ପାର୍ଟି ସରକାର ଏବଂ କଂଗ୍ରେସ ମଧ୍ୟରେ ବିବାଦ ଖବର ସାମ୍ନାକୁ ଆସିଛି। ଉଭୟ ଦଳ…

ପ୍ରଥମ ନିରପେକ୍ଷ ଟେଷ୍ଟ ଅମ୍ପାୟର

ପାକିସ୍ତାନ ଅଧିନାୟକ ଇମ୍ରାନ୍‌ ଖାଁ ଭାରତରୁ ଅମ୍ପାୟର ମଗାଇଥିଲେ। ପିଲୁ ରିପୋର୍ଟର ଓ ଏସ୍‌. ଭି. ରାମସ୍ବାମୀ ଲାହୋର ଯାଇ ଉକ୍ତ ଟେଷ୍ଟ ମ୍ୟାଚ୍‌ ଅମ୍ପାୟରିଂ କରିଥିଲେ। ଏହି ଦୃଷ୍ଟିରୁ ପିଲୁ ରିପୋର୍ଟରଙ୍କୁ ବିଶ୍ୱର ପ୍ରଥମ ନିରପେକ୍ଷ ଅମ୍ପାୟର ଭାବେ ଗଣନା…

ବିଶ୍ୱ ରେସ୍‌ଲିଂ ଚାମ୍ପିୟନଶିପ୍‌: ବଜରଙ୍ଗ ଶ୍ରେଷ୍ଠ ଭାରତୀୟ

୨୦୧୮ରୁ ଆରମ୍ଭ ହୋଇଥିଲା ଭାରତୀୟ ରେସ୍‌ଲିଂର ସ୍ବର୍ଣ୍ଣିମ ଯୁଗ। ବଜରଙ୍ଗ ପୁନିଆ ରୌପ୍ୟ ପଦକ ବିଜୟୀ ହୋଇ ଇତିହାସ ରଚିଥିଲେ। ପ୍ରଥମ ଭାରତୀୟ ରେସ୍‌ଲର ଭାବରେ ବଜରଙ୍ଗ ବିଶ୍ୱ ଚାମ୍ପିୟନଶିପରେ ଦୁଇଟି ପଦକ ହାସଲ କରିଥିଲେ। ପରବର୍ଷ ଅର୍ଥାତ୍‌ ୨୦୧୯ରେ ଭାରତ…

ବିରୋଧୀ ମେଣ୍ଟରେ ମତଭେଦ ହେବାର ସମ୍ଭାବନା ଉପରେ ଶରଦ ପାୱାରଙ୍କ ବଡ ବୟାନ, କହିଲେ ସତର୍କ ରହିବା ଅତ୍ୟନ୍ତ ଜରୁରୀ

ମୁମ୍ବାଇ,୨୯।୯: ଏନସିପି ମୁଖ୍ୟ ଶରଦ ପାୱାର ଆଗାମୀ ଦିନରେ ଇଣ୍ଡିଆ ମେଣ୍ଟର ଦଳ ମଧ୍ୟରେ ମତଭେଦ ହେବାର ସମ୍ଭାବନାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭବିଷ୍ୟତରେ ଇଣ୍ଡିଆ ମେଣ୍ଟରେ କୌଣସି ପ୍ରକାରର ବିବାଦ ନ ହେବ ସେ…

ପ୍ରଶାନ୍ତଙ୍କ କଟାକ୍ଷ, ମୁଖ୍ୟମନ୍ତ୍ରୀ ଯେମିତି ବିହାରକୁ ଆମେରିକା କରି ଦେଇଛନ୍ତି

ପାଟନା,୨୯।୯: ଆରଜେଡି ଓ ଜେଡିୟୁର ଅନେକ ନେତା କହି ସାରିଛନ୍ତି ଯେ ପ୍ରଧାନମନ୍ତ୍ରୀ ହେବା ଲାଗି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିକଟରେ ସମସ୍ତ ଗୁଣ ରହିଛି। ଆରଜେଡି ବିଧାୟକ ଭାଇ ବିରେନ୍ଦ୍ରଙ୍କ ବୟାନ ଉପରେ ଆଲୋଚନା ହେଉଛି ଯେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ…

ଟିମ୍‌ ଇଣ୍ଡିଆର ବଡ ପ୍ରଶଂସକ ହେଲେ ପାକିସ୍ତାନର ଏହି ବ୍ୟକ୍ତି, ମ୍ୟାଚ୍‌ ଦେଖିବାକୁ ଧୋନି ଟିକେଟ ଦିଅନ୍ତି …

ବର୍ଷ ବର୍ଷ ଧରି ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗି ରହିଛି। ଏହାର ପ୍ରଭାବ କ୍ରିକେଟରେ ମଧ୍ୟ ଦେଖିବାକୁ ମିଳିଥାଏ। ଉଭୟ ଦଳ ମଧ୍ୟରେ କୌଣସି ମ୍ୟାଚ୍‌ ଅନୁଷ୍ଠିତ ହେଲେ ତାହା ହୃଦସ୍ପନ୍ଦନ ବଢ଼ାଇ ଦେଇଥାଏ। ହେଲେ ଆଜି ଆମେ…

ବହୁପ୍ରତୀକ୍ଷିତ ଫିଲ୍ମ ‘ଗଣପତ’ର ଟିଜର୍‌ ରିଲିଜ୍‌

ଶେଷରେ ଟାଇଗର ଶ୍ରଫ ଏବଂ କ୍ରିତି ସାନନଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଗଣପତ: ଏ ହିରୋ ଇଜ୍‌ ବର୍ନ’ର ଚମତ୍କାର ଟିଜର ମୁକ୍ତିଲାଭ କରିଛି। ପୂଜା ଏଣ୍ଟରଟେନମେଣ୍ଟ ‘ଗଣପତ’ର ରୋମାଞ୍ଚକର ଟିଜର ରିଲିଜ ହେବା ସହିତ ଫିଲ୍ମକୁ ନେଇ ଦର୍ଶକଙ୍କୁ ଉତ୍ସୁତା ଆହୁରି…

ଏହି ଫିଲ୍ମକୁ ନା କରିଥିଲେ ଐଶ୍ୱର୍ଯ୍ୟା-କାଜଲ, ହଁ କହିଥିଲେ ଅମୀଷା, ଫିଲ୍ମ ହୋଇଥିଲା ବ୍ଲକ୍‌ବଷ୍ଟର

ମୁମ୍ବାଇ: ବଲିଉଡ୍‌ରେ ଏପରି ଅନେକ ଷ୍ଟାର୍‌ ଅଛନ୍ତି, ଯେଉଁମାନେ ନିର୍ମାତାଙ୍କ ସ୍କ୍ରିପ୍ଟ ଶୁଣିବା ପରେ ଅନେକ ଥର ଫିଲ୍ମକୁ ନା କହିଥିଲେ ଏବଂ ସେହି ଫିଲ୍ମ ବକ୍ସ ଅଫିସରେ ଚମତ୍କାର କରିଥିଲା। ୨୦୦୧ରେ ଅନିଲ ଶର୍ମା ଏକ ଫିଲ୍ମ ଆଣିଥିଲେ, ଯାହା…

ବଢିପାରେ ୨୦୦୦ ଟଙ୍କିଆ ନୋଟ ବଦଳାଇବା ସମୟସୀମା

ନୂଆଦିଲ୍ଲୀ,୨୯।୯: ୨୦୦୦ଟଙ୍କିଆ ନୋଟ ବଦଳାଇବା ସମୟସୀମା ପାଖେଇ ଆସୁଛି, ତଥାପି ୨୪,୦୦୦ କୋଟି ଟଙ୍କାର ୨୦୦୦ଟଙ୍କିଆ ନୋଟ ବ୍ୟାଙ୍କିଙ୍ଗ ସିଷ୍ଟମକୁ ଫେରିନାହିଁ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି କି ରିଜର୍ଭ ବ୍ୟାଙ୍କ ୨୦୦୦ଟଙ୍କା ନୋଟ ଫେରସ୍ତ ପାଇଁ ସମୟସୀମା ଆହୁରି ବଢାଯାଇପାରେ।…

ସୁଖବୀର ବାଦଲ, ପୂର୍ବତନ ଡିଜିପି ସମେତ ୫ ଅଭିଯୁକ୍ତଙ୍କୁ ଆଶ୍ୱସ୍ତି, ହାଇକୋର୍ଟରୁ ମିଳିଲା ଜାମିନ

ଚଣ୍ଡିଗଡ଼,୨୯।୯: ୨୦୧୫ର କୋଟକପୁରା ଗୁଳକାଣ୍ଡ ଘଟଣାରେ ପଞ୍ଜାବ ହରିୟାଣା ହାଇକୋର୍ଟ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂ ବାଦଲ, ପୂର୍ବତନ ଡିଜିପି ସୁମେଧ ସାଇନି, ପରମରାଜ ଉମରାନଙ୍ଗଲ, ଅମର ସିଂ ଚହଲ ଏବଂ ସୁଖମନ୍ଦର ସିଂଙ୍କ ଜାମିନ ଆବେଦନକୁ ଅନୁମୋଦନ କରିଛନ୍ତି। ଅଗ୍ରୀମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri