ଭାଇରାଲ ହେଉଛି ଦମ୍ପତିଙ୍କ ଏକ ଭିଡିଓ, ଦେଖିଲେ ହସିହସି ଗଡ଼ିବେ…
ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ କିଛି ଭିଡିଓ ବେଶ୍ ହସର ଖୋରାକ ଯୋଗାଇଥାଏ। ଏବେ ସେମିତି ଏକ ମଜାଳିଆ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଭାଇରାଲ ହେଉଛି। ଏହି ଭିଡିଓଟିକୁ ୧୦ ଘଣ୍ଟାରେ ୧୮ ମିଲିୟନରୁ…
ସିଗନାଲ ନ ମାନି ଟେକଅଫ୍ କଲା ଇଣ୍ଡିଗୋ ବିମାନ, ତା’ପରେ
ନୂଆଦିଲ୍ଲୀ,୩୧।୧: କିଛିଦିନ ଧରି ଦେଶରେ ବିମାନ ଯାତ୍ରା ରାମଙ୍କ ଭରସାରେ ଚାଲିଛିି। କେତେବେଳେ ବିମାନ ୧୨ ଘଣ୍ଟାରୁ ବିଳମ୍ବରେ ଟେକଅଫ୍ କରୁଛି ତ କୌଣସି ଣସି ସ୍ଥାନରେ ଯାତ୍ରୀ ବିମାନ କ୍ୟାପଟେନଙ୍କୁ ଚାପୁଡ଼ା ମାରୁଛନ୍ତି। ନିକଟରେ ଯାତ୍ରୀମାନେ ରନୱେରେ ବସି ଖାଦ୍ୟ…
ଦୁଇଟି ଏମ୍ଫିଲ୍ କୋର୍ସର ବୈଧତା ବଢ଼ାଇଲା UGC, ଜାଣନ୍ତୁ କେଉଁ ପର୍ଯ୍ୟନ୍ତ କରିପାରିବେ ଆଡମିଶନ
ନୂଆଦିଲ୍ଲୀ,୩୧।୧: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦୁଇଟି ଏମ୍ଫିଲ୍ ପାଠ୍ୟକ୍ରମର ବୈଧତା ବୃଦ୍ଧି କରିଛି। ଏଥିରେ କ୍ଲିନିକାଲ ସାଇକୋଲୋଜି ଏବଂ ସାଇକ୍ରାଟ୍ରିକ ସୋସିଆଲ ଓ୍ବାର୍କରେ ଏମ୍ଫିଲ୍ ଅନ୍ତର୍ଭୁକ୍ତ।ଏହି ଦୁଇଟିର ବୈଧତା ୨୦୨୫-୨୦୨୬ ଶିକ୍ଷାବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମଙ୍ଗଳବାର ଆୟୋଗ ପକ୍ଷରୁ…
ICC Test Ranking : ମ୍ୟାଚ ନ ଖେଳି ମଧ୍ୟ ବିରାଟ ଚମକିଲେ…
କୋଲକାତା,୩୧।୧ : ପ୍ରଥମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡର ହିରୋ ଥିବା ଓଲି ପୋପ ଆଇସିସି ଟେଷ୍ଟ ମାନ୍ୟତାରେ ୨୦ ତମ ସ୍ଥାନରୁ ୧୫ ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଇନିଂସରେ ଓଲି ୧୯୬…
Video: ଢୋଲର ତାଳେତାଳେ କୁକୁର ଗାଉଛି ଗୀତ, ସ୍ବର ସାଙ୍ଗକୁ ଲୟ ଦେଖିଲେ ହେବେ ଚକିତ
ଆଜିକାଲି ସମୟରେ ସୋସିଆଲ ମିଡିଆ ମନୋରଞ୍ଜନର ପ୍ରମୁଖ ମାଧ୍ୟମ ପାଲଟିଛି। ପ୍ରତ୍ୟେହ ଇଣ୍ଟରନେଟରେ ମଜାଦାର ନଚେତ ଚକିତ କଲାଭଳି ଭିଡିଓ ଭାଇରାଲ ହେଉଛି। ଏହି କ୍ରମରେ ଏବେ ଏକ କୁକୁର ଚର୍ଚ୍ଚାରେ ରହିଛି। ଭାବୁଥିବେ କେଉଁଥିଲାଗି। ତେବେ କୁକୁରଟି ଗୀତ ଗାଉଥିବା…
କ୍ୟାଚଅପ୍ ବ୍ୟବହାର କରି ଜାଣନ୍ତୁ ସମ୍ପର୍କ ମଜବୁତ ଅଛି କି ନାହିଁ!
ସୋସିଆଲ ମିଡିଆରେ ଏକ ଅଜବ ଟ୍ରେଣ୍ଡ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ମହିଳାମାନେ କେଚଅପ ଦ୍ୱାରା ନିଜ ରିଲେଶନଶିପ କେତେ ମଜବୁତ ପରଖୁଛନ୍ତି। ଏହାକୁ କ୍ୟାଚଅପ୍ ଚ୍ୟାଲେଞ୍ଜର ନାମ ଦିଆଯାଇଛି। ଏହି ଚ୍ୟାଲେଞ୍ଜନୁସାରେ ମହିଳାମାନେ ରୋଷଇଘରେ କ୍ୟାଚଅପ୍ ଢାଳୁଛନ୍ତି। ପରେ ନିଜ…
ସ୍ବାମୀଙ୍କ ମଧ୍ୟରେ ଏହି ଗୁଣକୁ ଖୋଜିବେ ତୃପ୍ତି, କହୁ କହୁ କହିଦେଲେ ମନ କଥା
ବମ୍ବେ: ବ୍ଲକବଷ୍ଟର ବଲିଉଡ୍ ଫିଲ୍ମ ‘ଆନିମଲ’ରେ ଅଭିନୟ କରି ‘ନ୍ୟାଶନାଲ କ୍ରସ୍’ ଆଖ୍ୟା ପାଇଛନ୍ତି ଅଭିନେତ୍ରୀ ତୃପ୍ତି ଡିମ୍ରି। ୨୦୧୨ରୁ ଅଭିନୟ କରି ଆସୁଥିଲେ ହେଁ ତାଙ୍କୁ ସେତେଟା ଲୋକପ୍ରିୟତା ମିଳି ନ ଥିଲା। ହେଲେ ଫିଲ୍ମରେ ରଣବୀର କପୁରଙ୍କ ସହ…
ଏସିଆନ କ୍ରିକେଟ ପରିଷଦର ଅଧ୍ୟକ୍ଷ ରହିବେ ଜୟ ଶାହା, କ୍ରମାଗତ ତୃତୀୟ ଥର ପାଇଁ ମିଳିଲା ଦାୟିତ୍ୱ
ନୂଆଦିଲ୍ଲୀ,୩୧।୧: ଏସିଆନ କ୍ରିକେଟ ପରିଷଦର ବାର୍ଷିକ ବୈଠକରେ ଏକ ବଡ ନିଷ୍ପତ୍ତି ନିଆଯାଇଛି। ବିସିସିଆଇ ସଚିବ ଜୟ ଶାହା ଏସିଆନ କ୍ରିକେଟ ପରିଷଦର ଅଧ୍ୟକ୍ଷ ରହିବେ। ଜୟ ଶାହା କ୍ରମାଗତ ତୃତୀୟ ଥର ପାଇଁ ଏସିଆନ କ୍ରିକେଟ ପରିଷଦର ଅଧ୍ୟକ୍ଷ ଭାବରେ…
ଦାୟିତ୍ୱ ଗ୍ରହଣ କଲେ ଦକ୍ଷିଣାଞ୍ଚଳ ନୂତନ ଆଇଜି
ବ୍ରହ୍ମପୁର,ବ୩୧।୧(ସୁବାସ ଚନ୍ଦ୍ର ପାଢ଼ୀ): ଦକ୍ଷିଣାଞ୍ଚଳ ନୂତନ ଆଇଜି ଭାବେ ଜୟନାରାୟଣ ପଙ୍କଜ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବତନ ଆଇଜି ସତ୍ୟବ୍ରତ ଭୋଇଙ୍କ ଠାରୁ ସେ ଦାଇତ୍ୱ ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଏସ୍ପି ଡ. ସର୍ଵଣା ବିବେକ ଏମ,…
ବିଗ୍ବସ୍ ଜିତିବାର ଖୁସି ମନାଇ ଫସିଲେ ମୁନାଓ୍ବର, ମାମଲା ରୁଜୁ କଲା ପୋଲିସ
ବମ୍ବେ: ବିବାଦୀୟ ରିଆଲିଟି ଶୋ’ ବିଗ୍ବସ୍ର ୧୭ତମ ସିଜନ ଶେଷ ହୋଇଛି। ମୁନାଓ୍ବର ଫାରୁକି ହୋଇଛନ୍ତି ଏହାର ବିଜେତା। ହୋଷ୍ଟ ତଥା ଅଭିନେତା ସଲମାନ ଖାନ୍ ଏନେଇ ଘୋଷଣା କରିବା ପରଠାରୁ ମୁନାଓ୍ବରଙ୍କ ପ୍ରଶଂସକମାନେ ଉତ୍ସବ ପାଳନ କରୁଛନ୍ତି। ଏପରିକି ସେ…
ସଲମାନ ଖାନଙ୍କ ନାଁରେ କାଷ୍ଟିଂ ସ୍କାମ, ପ୍ରଡକ୍ସନ କମ୍ପାନୀ ଜାରି କଲା ନୋଟିସ
ମୁମ୍ବାଇ: ବଲିଉଡ ଦବଙ୍ଗ ଷ୍ଟାର ସଲମାନ ଖାନଙ୍କ ପ୍ରଡକ୍ସନ କମ୍ପାନୀ କାଷ୍ଟିଂରେ ଜାଲିଆତି ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି। ସଲମାନ ଖାନଙ୍କ ନାମରେ କୌଣସି ଫିଲ୍ମ ପାଇଁ କାଷ୍ଟିଂ କରିବାକୁ କମ୍ପାନୀ ସ୍ପଷ୍ଟ ଭାବେ ମନା କରି ଦେଇଛି। ଏହା…
ବିରାଟଙ୍କ ମା’ଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ରହିଛି, ଫେକ୍ ଖବର ନେଇ ଉତ୍ତର ଦେଲେ ବିକାଶ…
କୋଲକାତା,୩୧।୧ : ଆଜିକାଲି ଭାରତୀୟ ଦଳ ଇଂଲଣ୍ଡ ସହ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି। ଟିମ ଇଣ୍ଡିଆ ଏହି ସିରିଜର ପ୍ରଥମ ମ୍ୟାଚ ହାରିଛି। ବ୍ୟକ୍ତିଗତ କାରଣରୁ ଟିମ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ସିରିଜର ପ୍ରଥମ…

